Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆସନ୍ତାକାଲି ପିପ୍ରାହୱା ଅବଶେଷ ପ୍ରଦର୍ଶନୀ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ ଏହାର ବିଶେଷତ୍ବ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିଲ୍ଲୀରେ ପବିତ୍ର ପିପ୍ରାହୱା ଅବଶେଷର ମହାନ ଅନ୍ତର୍ଜାତୀୟ ପ୍ରଦର୍ଶନୀକୁ ଉଦଘାଟନ କରିବେ । ସେ ଏହାକୁ ଭାରତର ଇତିହାସ, ସଂସ୍କୃତି ଏବଂ ଭଗବାନ ବୁଦ୍ଧଙ୍କ ଶିକ୍ଷା ପ୍ରତି ଯତ୍ନବାନ ଲୋକଙ୍କ ପାଇଁ ଏକ ବିଶେଷ ମୁହୂର୍ତ୍ତ ବୋଲି ବର୍ଣ୍ଣନା…

Tirupati Ladoo: ଐତିହାସିକ ରେକର୍ଡ: ଗତବର୍ଷ ତିରୁପତି ବାଲାଜୀ ମନ୍ଦିରରେ ୧୩ କୋଟି ୫୨ ଲକ୍ଷରୁ ଅଧିକ ବିକ୍ରି ହେଲା…

ତିରୁପତି: ୨୦୨୫ ମସିହାରେ ଲଡୁ ବିକ୍ରି କ୍ଷେତ୍ରରେ ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛି ତିରୁମାଲା ତିରୁପତି ଦେବସ୍ଥାନମ ବୋର୍ଡ । ଗତ ବର୍ଷ ମୋଟ ୧୩ କୋଟି ୫୨ ଲକ୍ଷରୁ ଅଧିକ ଲଡୁ ବିକ୍ରି ହୋଇଛି, ଯାହା ବିଗତ ଏକ ଦଶନ୍ଧି ମଧ୍ୟରେ ସମସ୍ତ ରେକର୍ଡ ଭାଙ୍ଗିଛି । ତିରୁମାଲା ତିରୁପତି…

Carcass of Pregnant Leopard found: ବେଆଇନ ପଥର ବିସ୍ଫୋରଣରେ ୪କଲରାପତରିଆର ମୃତ୍ୟୁ

ବେଙ୍ଗାଲୁରୁ: କର୍ଣ୍ଣାଟକର ବେଙ୍ଗାଲୁରୁ ଗ୍ରାମାଞ୍ଚଳରେ ବେଆଇନ ପଥର ବିସ୍ଫୋରଣ । ଏହି ପଥର ବିସ୍ଫୋରଣରେ ଏକ ଗର୍ଭବତୀ ମାଈ କଲରାପତରିଆ ଏବଂ ତା’ର ଗର୍ଭସ୍ଥ ଛୁଆ ସମେତ ୪ଟି କଲରାପତରିଆ ବାଘର ଏକ ଯନ୍ତ୍ରଣାଦାୟକ ମୃତ୍ୟୁ ଘଟିଛି । କର୍ଣ୍ଣାଟକର କଗଲିପୁରା ନିକଟସ୍ଥ ବସବନତାରା ଜଙ୍ଗଲରେ ଏହି…

BJP hits back Rahul Gandhi: ନିଜ ଚକ୍ରବ୍ୟୁହରେ ଫସିବ କି କଂଗ୍ରେସ?, କର୍ଣ୍ଣାଟକର ୮୩% ଲୋକଙ୍କ ବିଶ୍ବାସ EVM…

ନୂଆଦିଲ୍ଲୀ: ବର୍ଷ ସାରା ଭୋଟ ଚୋରି ପ୍ରସଙ୍ଗ ନେଇ କଂଗ୍ରେସ ନେତା ତଥା ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶାସକ ଦଳକୁ ଘେରି ଆସିଥିବା ବେଳେ ଏବେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରଶ୍ନ କରିବାର ଆଉ ଏକ ସୁଯୋଗ ବିଜେପି ପାଇଛି। ନିର୍ବାଚନ ପ୍ରକ୍ରିୟା ଏବଂ EVM ରେ ଅନିୟମିତତା…

ଆତଙ୍କବାଦ ବିରୋଧରେ ଭାରତ ନିଜକୁ କିପରି ରକ୍ଷା କରିବ ତାହା କେହି କହିପାରିବେ ନାହିଁ: ଜୟଶଙ୍କର

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ବାଂଲାଦେଶର ସାମ୍ପ୍ରତିକ ପରିସ୍ଥିତି ଏବଂ ଭାରତର ପଡ଼ୋଶୀ ନୀତି ଉପରେ ବକ୍ତବ୍ୟ ରଖିଛନ୍ତି। ସେ କହିଛନ୍ତି, "ମୁଁ ଦୁଇ ଦିନ ପୂର୍ବେ ବାଂଲାଦେଶରେ ଥିଲି। ପୂର୍ବତନ ବାଂଲାଦେଶୀ ପ୍ରଧାନମନ୍ତ୍ରୀ ବେଗମ ଖାଲେଦା ଜିଆଙ୍କ ଅନ୍ତିମ ସଂସ୍କାରରେ ଭାରତକୁ…

Baloch hLetter From Pakistan: ପାକିସ୍ତାନ ଭିତରୁ ଆସିଲା ଭାରତକୁ ଚିଠି, ପାକକୁ ନିନ୍ଦା…ଅପରେସନ ସିନ୍ଦୂରକୁ…

ନୂଆଦିଲ୍ଲୀ: ଜଣେ ଜଣାଶୁଣା ବାଲୁଚ୍ ମାନବାଧିକାର ରକ୍ଷକ ମୀର ୟାର ବାଲୁଚ୍, ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଏକ ଚିଠି ଲେଖିଛନ୍ତି। ଚିଠିରେ ସେ ପାକିସ୍ତାନର ଦଖଲ, ରାଜ୍ୟ-ପ୍ରାୟୋଜିତ ଆତଙ୍କବାଦ ଏବଂ ଗତ ୭୯ ବର୍ଷ ମଧ୍ୟରେ ବେଲୁଚିସ୍ତାନର ଲୋକଙ୍କ ଉପରେ ହୋଇଥିବା ଗମ୍ଭୀର…

The Wolf Supermoon: ଆସନ୍ତାକାଲି ଆକାଶରେ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ, ଦୃଶ୍ୟମାନ ହେବ ବର୍ଷର ପ୍ରଥମ ଉଲ୍‌ଫ…

ଭୁବନେଶ୍ୱର: ଆସନ୍ତାକାଲି ଆକାଶରେ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ । ଚଳିତ ବର୍ଷ ଦେଖାଦେବ ବର୍ଷର ପ୍ରଥମ ସୁପରମୁନ୍। ଜାନୁଆରୀ ୩ ତାରିଖରେ ବର୍ଷର ପ୍ରଥମ ପୂର୍ଣ୍ଣିମା ଦୃଶ୍ୟମାନ ହେବ। କାଲି ଚନ୍ଦ୍ର ପ୍ରାୟ ୩ ଲକ୍ଷ ୬୨ ହଜାର କିମି ନିକଟରେ ରହିବ। ଏହା ଉଲ୍‌ଫ ମୁନ୍ ଭାବେ ମଧ୍ୟ…

ଇନ୍ଦୋର ଦୂଷିତ ପାଣି ଟ୍ରାଜେଡି: ପାନୀୟ ଜଳରେ ମଳ ଓ ମୂତ୍ର

ଇନ୍ଦୋର: ଦେଶର ସବୁଠାରୁ ସ୍ୱଚ୍ଛ ସହର ଇନ୍ଦୋରର ଭାଗୀରଥପୁରାରେ ନର୍ମଦା ଜଳ ଯୋଗାଣ ନାଁରେ ମଣିଷ ମଳ ମିଶା ପାଣି ପରିବେଷଣ କରାଯିବା ପରେ ୧୪ ଜଣଙ୍କ ମୃତ୍ୟୁ ଘଟିଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି। ଗୁରୁବାର ଦିନ ଏମ୍‌ଜିଏମ୍‌ ମେଡିକାଲ କଲେଜ ଏବଂ ମ୍ୟୁନିସିପାଲ କର୍ପୋରେସନ ଲ୍ୟାବରେ…

Attack On Putin’s Residence: ୯୧ ଡ୍ରୋନ୍ ଆକ୍ରମଣ, ନା ନିଜେ ଷଡ଼ଯନ୍ତ୍ର ରଚିଥିଲେ ପୁଟିନ୍?

ନୂଆଦିଲ୍ଲୀ: ସତରେ କ'ଣ ପୁଟିନଙ୍କ ଘର ଉପରକୁ ହୋଇଥିଲା ଆକ୍ରମଣ? ନା ପଛରେ ଥିଲା କିଛି ଷଡଯନ୍ତ୍ର? ପୁଟିନଙ୍କ ବାସଭବନ ଆକ୍ରମଣର ଭିତିରି କାହାଣୀ ଚମକାଇଲା CIA ରିପୋର୍ଟ ରାଷ୍ଟ୍ରପତି ଟ୍ରମ୍ପ ବି ଆଣିଲେ ଅଭିଯୋଗ ରୁଷର ସବୁଠାରୁ ଶକ୍ତିଶାଳୀ ବାସଭବନ, ଗ୍ରାଣ୍ଡ କ୍ରେମଲିନ୍…

Indore Contaminated Water Crisis: ଦୂଷିତ ପାଣି ପିଇ କେମିତି ମଲେ ଦେଶର ସ୍ବଚ୍ଛ ସହରର ୧୪ ଜଣ?, ସାମ୍ନାକୁ ଆସିଲା…

ଇନ୍ଦୋର: ଦେଶର ସବୁଠାରୁ ସ୍ୱଚ୍ଛ ସହର ଇନ୍ଦୋରରେ ଡାଇରିଆ ଏବଂ ବାନ୍ତିର ପ୍ରକୋପ ଦୂଷିତ ପାନୀୟ ଜଳ ଯୋଗୁଁ ହୋଇଛି। ପାଣିର ଯାଞ୍ଚ ରିପୋର୍ଟ ଏବେ ସବୁ ସତ ସାମ୍ନାକୁ ଆଣିଛି। ପରୀକ୍ଷା ଏହା ନିଶ୍ଚିତ କରିଛି ଯେ ଖରାପ ପାଣି ହିଁ ନିରୀହ ଲୋକଙ୍କ ଜୀବନ ଯାଇଛି। ଏହି ମହାମାରୀ ଯୋଗୁଁ ଅତି କମରେ ୧୪…