Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସ୍ଥାନୀୟ ଲୋକ, ଆଇଟିବିପି ମିଶି ଚୀନ ସେନାଙ୍କୁ ତଡିଲେ

ଲଦାଖ: ଚୀନ ପୁନର୍ବାର ଭାରତୀୟ ସୀମାରେ ପ୍ରବେଶ କରି ଅଶାନ୍ତି ସୃଷ୍ଟି କରିବାକୁ ଚାହୁଁଥିଲେ । ତେବେ ତାଙ୍କର ଏହି ଯୋଜନା ସଫଳ ହୋଇପାରି ନ ଥିଲା । ରିପୋର୍ଟ ମୁତାବକ ପୂର୍ବ ଲଦାଖର ନ୍ୟାମା ଗ୍ରାମ ମଧ୍ୟକୁ ଦୁଇଟି ଗାଡିରେ ସିଭିଲ ଡ୍ରେସରେ ଥିବା ଚୀନ ସେନା ପ୍ରବେଶ କରିବା ପାଇଁ ଉଦ୍ୟମ…

ପତ୍ନୀ ତୃଣମୂଳରେ ମିଶିଲେ, ରାଗରେ ବିଜେପି ଏମପିଙ୍କ ଛାଡପତ୍ର ଧମକ

କୋଲକାତା: କୋଲକାତାରେ ରାଜନୈତିକ ନାଟକ ଆରମ୍ଭ ହୋଇଯାଇଛି । ତୃଣମୂଳ କଂଗ୍ରେସରୁ ନେତାମାନେ ବିଜେପିରେ ମିଶିବା ପରେ ସୋମବାର ଆଉ ଏକ ଡ୍ରାମା ଦେଖିବାକୁ ମିଳିଛି । ବିଜେପି ସାଂସଦ ସୌମିତ୍ର ଖାଁଙ୍କ ପତ୍ନୀ ସୁଜତା ମଣ୍ଡଳ ତୃଣମୂଳ କଂଗ୍ରେସରେ ମିଶିଛନ୍ତି । ଏଥିରେ ରାଗିଯାଇ ସୌମେତ୍ର ତାଙ୍କୁ…

ଭେଟେରାନ କଂଗ୍ରେସ ନେତା ମୋତିଲାଲ ଭୋରାଙ୍କ ଦେହାନ୍ତ

ନୂଆଦିଲ୍ଲୀ: କଂଗ୍ରେସର ଭେଟେରାନ ନେତା ମୋତିଲାଲ ଭୋରାଙ୍କର ସୋମବାର ୯୩ ବର୍ଷ ବୟସରେ ଦେହାନ୍ତ ହୋଇଛି। କିଛି ଦିନ ପୂର୍ବେ ୟୁରିନାରୀ ଇନଫେକସନ୍ ଯୋଗୁଁ ଭୋରାଙ୍କୁ ଓଖଲା ଏସକର୍ଟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଫୁସଫୁସ ସଂକ୍ରମଣ ଯୋଗୁଁ ତାଙ୍କୁ ଭେଣ୍ଟିଲେଟର ରଖାଯାଇ ଥିଲା…

ନିର୍ମାଣ ହେଲା ସୋନୁ ସୁଦଙ୍କ ମନ୍ଦିର !

ତେଲେଙ୍ଗାନା: ଜିଅନ୍ତା ଦିଅଁ ପାଲଟିଲେ ଅଭିନେତା ସୋନୁ ସୁଦ । କରୋନା ମହମାରୀରେ ଲୋକଙ୍କୁ ଅକଥନୀୟ ଦୁର୍ଦ୍ଦଶାରୁ ଉଦ୍ଧାର କରି ଏହି ଅଭିନେତା ଅନେକଙ୍କ ପାଇଁ ଭଗବାନ ପାଲଟିଛନ୍ତି । ସୋନୁ ସୁଦଙ୍କ ଅବଦାନର ପ୍ରତିଦାନ ସ୍ୱରୂପ ତେଲେଙ୍ଗାନାର ଡୁବା ତାଣ୍ଡା ଗାଁର ଲୋକେ ଏକ ମନ୍ଦିର ନିର୍ମାଣ…

ବ୍ରିଟେନରେ ବେକାବୁ କରୋନାଭାଇରସର ନୂଆ ଷ୍ଟ୍ରେନ଼; ଭାରତ ବନ୍ଦ କଲା ବିମାନ ଉଡାଣ

ନୂଆଦିଲ୍ଲୀ: ବ୍ରିଟେନରେ କରୋନାଭାଇରସର ଏକ ନୂଆ ରୂପ ବେକାବୁ ହେବାରେ ଲାଗିଛି। ଯାହାକୁ ଦୃଷ୍ଟିରେ ରଖି ସୋମବାର ଦିନ ଭାରତ ପକ୍ଷରୁ ବ୍ରିଟେନକୁ ସମସ୍ତ ବିମାନ ଉଡାଣ ବନ୍ଦ କରିଛି। ବ୍ରିଟେନରେ ଜାରି ରହିଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ବିମାନ ଚଳାଚଳ ସ୍ଥଗିତ ରଖିବାକୁ ସରକାରଙ୍କ…

ଇଣ୍ଟରନେଟରେ ଭାଇରାଲ୍ ବିଅର ମ୍ୟାଗି ଡ୍ରିଙ୍କ

ଭୁବନେଶ୍ୱର: ଚଳିତବର୍ଷକୁ ଲୋକେ ଅଜବ ବର୍ଷ ଭାବେ ନାମିତ କରିଛନ୍ତି । ତେବେ କେବଳ ନାମକରଣ ନୁହେଁ ବରଂ ଏପରି ଅନେକ କାରନାମା ବି ସାମ୍ନାକୁ ଆସିଛି । ଏହି ଅଜବଗଜବ ଧାରାରେ ସାମିଲ ହୋଇ ଦିଲ୍ଲୀର ଏକ କାଫେ ହାଉସ୍ ଏକ ଅଜବ ଡ୍ରିଙ୍କ ପାଇଁ ଚର୍ଚ୍ଚାକୁ ଆସିଛି । ଏହି ଡ୍ରିଙ୍କର ନାଁ ରହିଛି…

[ଭିଡିଓ] ପଏଣ୍ଟ ବ୍ଲାଙ୍କ ରେଂଜରେ ଗୁଳିମାଡ, ପ୍ରପର୍ଟି ଡିଲରଙ୍କୁ ନିର୍ମମ ହତ୍ୟା

ଆଗ୍ରା: ସିସିଟିଭିରେ କଏଦ ହୋଇଛି ନିର୍ମମ ହତ୍ୟାକାଣ୍ଡର ଲାଇଭ ଫୁଟେଜ । ପଏଣ୍ଟ ବ୍ଲାଙ୍କ ରେଂଜରେ ଜଣେ ପ୍ରପର୍ଟି ଡିଲରଙ୍କୁ ଖୁଲମଖୋଲା ରାସ୍ତାରେ ଗୁଳିମାଡ । ଏଭଳି ଘଟଣାକୁ ନେଇ ଲଜ୍ଜା ମୁଣ୍ଡାଇଛି ଉତ୍ତରପ୍ରଦେଶର ଆଗ୍ରା ସହର । ସୋସିଆଲ ମିଡିଆରେ ଏହି ଭିଡିଓଟି ଭାଇରାଲ୍ ହୋଇଥିଲାବେଳେ ପୋଲିସ…

ବ୍ରିଟେନରୁ ଦିଲ୍ଲୀ ଆସୁଥିବା ସମସ୍ତ ବିମାନ ଉପରେ ପ୍ରତିବନ୍ଧକ ଲଗାଇବାକୁ ସିଏମ୍‌ କେଜ୍ରିୱାଲ୍‌ଙ୍କ ଦାବି

ନୂଆଦିଲ୍ଲୀ: ବ୍ରିଟେନ୍‌ରେ କରୋନାର ନୂଆ ଷ୍ଟ୍ରେନ୍‌ ଅତ୍ୟନ୍ତ ବିପଜ୍ଜନକ ହୋଇଥିବାରୁ ଏହା ଚିନ୍ତାର କାରଣ ପାଲଟିଛି। ଭାରତରେ ମଧ୍ୟ ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଛି। ଏହା ପରେ ୟୁରୋପର ଅନେକ ଦେଶ ବ୍ରିଟେନକୁ ଯିବାକୁ ବାରଣ କରିଛନ୍ତି। ଏବେ ଭାରତରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି।…

ପଶ୍ଚିମବଙ୍ଗ ନିର୍ବାଚନ: ବିଜେପି ଦୁଇ ଅଙ୍କ ଅତିକ୍ରମ କଲେ ଟ୍ୱିଟର୍‌ ଛାଡିବି; ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଦାବି କରିଛନ୍ତି ଯେ ଭାରତୀୟ ଜନତା ପାର୍ଟି ବଙ୍ଗଳା ବିଧାନସଭା ନିର୍ବାଚନରେ ​​୧୦ ଟି ଆସନ ମଧ୍ୟ ପାଇବ ନାହିଁ। ପଶ୍ଚିମବଙ୍ଗରେ ଆସନ୍ତା ବର୍ଷର ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ…

ଆଜି ରାଷ୍ଟ୍ରପତି ବାଇଡେନ୍‌ଙ୍କ‌ ଟିକାକରଣର ହେବ ସିଧାପ୍ରସାରଣ

ୱାଶିଂଟନ୍: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ ଏବଂ ତାଙ୍କ ପତ୍ନୀ ଜିଲ ବାଇଡେନ୍‌ ଲାଇଭ ଟେଲିକାଷ୍ଟ ଜରିଆରେ କରୋନା ଟିକା ଗ୍ରହଣ କରିବେ। ସୂଚନା ଅନୁଯାୟୀ ବାଇଡେନ୍‌ କହିଛନ୍ତି ଯେ ମୁଁ ସୀମା ଅତିକ୍ରମ କରି ଟିକା ପାଇବାକୁ ଚାହୁଁ ନାହିଁ, କିନ୍ତୁ ମୁଁ ନିଶ୍ଚିତ କରିବାକୁ…