Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଚୀନ୍‌ ଏବଂ ରୁଷ୍‌ର ୧୦୩ ସଂସ୍ଥା ଉପରେ ପ୍ରତିବନ୍ଧକ ଲଗାଇଲେ ଟ୍ରମ୍ପ ସରକାର

ୱାଶିଂଟନ୍: ସାମରିକ ସମ୍ପର୍କ ଥିବା ଚୀନ୍ ଏବଂ ରୁଷିଆ କମ୍ପାନୀଗୁଡିକର ଏକ ତାଲିକା ଟ୍ରମ୍ପ ପ୍ରଶାସନ ପ୍ରକାଶ କରିଛି। ଯାହା ସେମାନଙ୍କୁ ଆମେରିକାର ବିଭିନ୍ନ ସାମଗ୍ରୀ ଏବଂ ପ୍ରଯୁକ୍ତିବିଦ୍ୟା କିଣିବାକୁ ବାରଣ କରିଛି। ଗତ ମାସରେ ଆମେରିକାର ବାଣିଜ୍ୟ ବିଭାଗ ଚୀନ୍ ଏବଂ ରୁଷିଆର ସୈନ୍ୟ ସହ…

‘ଏକ ଭାରତ ଶ୍ରେଷ୍ଠ ଭାରତ’ ଅଭିଯାନକୁ ଦୃଢ କରିବାକୁ ମୋଦୀଙ୍କ ଆହ୍ୱାନ

ନୂଆଦିଲ୍ଲୀ: ଆଜି ଅଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଥିଲେ। ପାଖାପାଖି ପାଞ୍ଚ ଦଶନ୍ଧି ପରେ ପ୍ରଧାନମନ୍ତ୍ରୀ ଏଏମ୍‌ୟୁ କାର୍ଯ୍ୟକ୍ରମକୁ ସମ୍ବୋଧନ କରିଛନ୍ତି। ସମ୍ବୋଧନରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଏଏମ୍‌ୟୁ କୁଳପତି…

ବନ୍ୟଜନ୍ତୁ ପ୍ରେମୀଙ୍କ ପାଇଁ ଖୁସି ଖବର; ଦେଶରେ କଲରାପତରିଆ ବାଘଙ୍କ ସଂଖ୍ୟାରେ ସକରାତ୍ମକ ଅଭିବୃଦ୍ଧି

ନୂଆଦିଲ୍ଲୀ: ଦେଶରେ ଚିତାବାଘ ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ଏହି ଖବର କେବଳ ବନ୍ୟଜନ୍ତୁ ପ୍ରେମୀଙ୍କ ପାଇଁ ଖୁସି ଖବର ନୁହେଁ, ସରକାର ମଧ୍ୟ ଏହି ସକରାତ୍ମକ ଅଭିବୃଦ୍ଧିରେ ଚକିତ ହୋଇଯାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ଏହାକୁ ଏକ ବଡ଼ ଖବର ବୋଲି କହିଛନ୍ତି।…

ଇନ୍ଦୋରରେ ନିର୍ମାଣ ହେବାକୁ ଯାଉଛି ଦେଶର ପ୍ରଥମ ‘ୱେଷ୍ଟ ଟୁ ଏର୍ନଜୀ’ପ୍ଲାଣ୍ଟ

ନୂଆଦିଲ୍ଲୀ: ନ୍ୟାସନାଲ ଥର୍ମାଲ୍ ପାୱାର୍ କର୍ପୋରେସନ୍ (ଏନଟିପିସି) ୱେଷ୍ଟ ଟୁ ଏର୍ନଜୀ ପ୍ଲାଣ୍ଟ ଦେଶର ନିର୍ମଳ ସହର କୁହାଯାଉଥିବା ଇନ୍ଦୋରର ଟ୍ରାଞ୍ଚିଂ ଗ୍ରାଉଣ୍ଡରେ ନିର୍ମାଣ ହେବ। ୧୦୭ କୋଟି ବ୍ୟୟରେ ଏହି ପ୍ଲାଣ୍ଟ ନିର୍ମାଣ ହେବ। ଟ୍ରାଞ୍ଚିଂ ଗ୍ରାଉଣ୍ଡକୁ ଆସୁଥିବା ଏପରି ବର୍ଜ୍ୟବସ୍ତୁ,…

ବଦଳିଲା ‘ବାବା କା ଢାବା’ର ଭାଗ୍ୟ; ରେସ୍ତୋରାଁର ମାଲିକ ହେଲେ କାନ୍ତ ପ୍ରସାଦ

ନୂଆଦିଲ୍ଲୀ: ଦିଲ୍ଲୀର ବର୍ତ୍ତମାନର ପ୍ରସିଦ୍ଧ 'ବାବା କା ଢାବା' ପରିଚାଳନା କରୁଥିବା ୮୦ ବର୍ଷୀୟ କାନ୍ତ ପ୍ରସାଦ ସୋମବାର ମାଲଭିଆ ନଗରରେ ଏକ ନୂତନ ରେଷ୍ଟୁରାଣ୍ଟ ଖୋଲିଛନ୍ତି। ଦୁଇମାସ ପୂର୍ବେ, ୟୁଟ୍ୟୁବର୍ ଗୌରବ ୱାସାନ୍ ପ୍ରସାଦ ଏବଂ ତାଙ୍କ ପତ୍ନୀଙ୍କ ଛୋଟ ଭୋଜନାଳୟରେ ଖାଦ୍ୟ ବିକ୍ରୟ…

ପ୍ରଧାନମନ୍ତ୍ରୀ ‌ମୋଦୀଙ୍କୁ ମିଳିଲା ଆମେରିକାର ସର୍ବୋଚ୍ଚ ସମ୍ମାନ ‘ଲିଜିଅନ୍ ଅଫ୍ ମେରିଟ୍’

ୱାଶିଂଟନ୍: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ 'ଲିଜିଅନ୍ ଅଫ୍ ମେରିଟ୍' ସମ୍ମାନ ପ୍ରଦାନ କରିଛନ୍ତି। ଯାହା ଭାରତ ଏବଂ ଭାରତର ରଣନୀତିକ ଭାଗିଦାରୀକୁ ବୃଦ୍ଧି କରିବାରେ ମ‌ୋଦୀଙ୍କ ନେତୃତ୍ୱ ପାଇଁ ଆମେରିକାର ସର୍ବୋଚ୍ଚ ସମ୍ମାନ। ଆମେରିକାର ଜାତୀୟ ସୁରକ୍ଷା…

ଦେଶରୁ ୨୪ ଘଣ୍ଟାରେ ୧୯ହଜାର କରୋନା ପଜିଟିଭ୍, ଜୁଲାଇ ପରେ ସର୍ବନିମ୍ନ ସ୍ତରକୁ ଖସିଲା ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ତଳମୁହାଁ କରୋନା ଟ୍ରେଣ୍ଡ । ଦୈନିକ ସଂକ୍ରମଣ ୨୦ ହଜାର ତଳକୁ ଖସିଛି । ଜୁଲାଇ ମାସ ପରେ ଆଜି ପ୍ରଥମ ଥର ଦୈନିକ ସଂକ୍ରମଣ ସର୍ବନିମ୍ନ ସ୍ତରକୁ ଖସିଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧୯ ହଜାର ୧୯ହଜାର ୫୬୬ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ ଦେଶରେ…

କଣ୍ଟେନର ସହ ଦୁର୍ଘଟଣା ପରେ କାରରେ ଲାଗିଲା ନିଆଁ, ୫ଜଣ ଜୀବନ୍ତ ଦଗ୍ଧ

ଆଗ୍ରା: ଉତ୍ତରପ୍ରଦେଶର ଆଗ୍ରାରେ ସଡ଼କ ଦୁର୍ଘଟଣା । ଯମୁନା ଏକ୍ସପ୍ରେସରେ କଣ୍ଟେନର ସହ କାର ଧକ୍କା ହେବାରୁ ଲାଗିହଲା ନିଆଁ । ଏଥିରେ କାର୍ ଭିତରେ ପାଞ୍ଚ ଜଣ ଯାତ୍ରୀ ଜୀବନ ଦଗ୍ଧ ହୋଇଥିବା ସୂଚନା ମିଳିଛି । ଆଜି ଭୋର୍ ୪ଟା ବେଳେ ଏହି ଦୁର୍ଘଟଣା ଘଟିଛି । ମୃତକମାନେ ଲକ୍ଷ୍ନୌର ବାସିନ୍ଦା ଓ…

କରୋନା ଟିକା ନେଲେ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍

ଓ୍ୱାଶିଂଟନ୍: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଦିଆଗଲା କରୋନା ଟିକା । ୭୮ ବର୍ଷୀୟ ବାଇଡେନ କରୋନାର ହାଇ-ରିସ୍କ ଗ୍ରୁପରେ ଆସୁଥିବାରୁ ତାଙ୍କୁ ଫାଇଜର ଭ୍ୟାକସିନର ପ୍ରଥମ ଡୋଜ୍ ଦିଆଯାଇଛି । ଏକ ଲାଇଭ୍ ଟେଲିଭିଜନରେ ନବ ନିର୍ବାଚିତ ରାଷ୍ଟ୍ରପତିଙ୍କ ପାଖରେ ଟିକାକରଣ…

ମେଟ୍ରୋ ସିଟିରେ ୭ ଦିନ, ସହରାଞ୍ଚଳରେ ୧୫ ଏବଂ ଗ୍ରାମାଞ୍ଚଳରେ ୩୦ଦିନ ମଧ୍ୟରେ ମିଳିବ ବିଦ୍ୟୁତ ସଂଯୋଗ

ଭୁବନେଶ୍ବର: ବିଜୁଳି ଉପଭୋକ୍ତାଙ୍କ ଅଧିକାର ସମ୍ବଳିତ ନିୟମ କାନୁନ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇ ଅଗ୍ରାଧିକାରଭିତ୍ତିରେ ସାରା ଦେଶରେ ଲାଗୁ ହୋଇଛି । ଏକ ସାମ୍ବାଦିକ ସମ୍ମିଳନୀରେ ଏହି ନୂଆ ନିୟମର ପ୍ରବର୍ତ୍ତନ ବିଷୟ କେନ୍ଦ୍ର ଶକ୍ତି ରାଷ୍ଟ୍ରମନ୍ତ୍ରୀ ଆର.କେ. ସିଂହ ଘୋଷଣା…