Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

‘ଖେଲୋ ଇଣ୍ଡିଆ-୨୦୨୧’ରେ ସାମିଲ୍‌ ହେଲା ଏହି ଚାରୋଟି ସ୍ୱଦେଶୀ କ୍ରୀଡ଼ା

ନୂଆଦିଲ୍ଲୀ: କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି ଯେ ଭାରତରେ ସ୍ୱଦେଶୀ କ୍ରୀଡ଼ାର ଏକ ସମୃଦ୍ଧ ଐତିହ୍ୟ ରହିଛି ଏବଂ ଏହି କ୍ରୀଡ଼ା ସଂରକ୍ଷଣ, ପ୍ରୋତ୍ସାହନ ତଥା ଲୋକପ୍ରିୟ କରିବା କ୍ରୀଡ଼ା ମନ୍ତ୍ରଣାଳୟର ପ୍ରାଥମିକତା। ଯେଉଁଥିପାଇଁ ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ ୨୦୨୧ ରେ…

ପ୍ରଥମ ପର୍ଯ୍ୟାୟରେ ଦେଶର ୩୦ କୋଟି ଲୋକଙ୍କୁ ମିଳିବ କରୋନା ଟିକା

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ସୋମବାର କହିଛନ୍ତି ଯେ କରୋନା ଭାଇରସ ବିରୋଧରେ ଟିକା ଦେବା ପାଇଁ କେନ୍ଦ୍ର ୩୦ କୋଟି ଲୋକଙ୍କୁ ପ୍ରାଥମିକତା ଦେଇଛି। ସେ ଆହୁରି କହିଛନ୍ତି ଯେ, "ବିଶେଷଜ୍ଞଙ୍କ ସହ ପରାମର୍ଶ ପରେ ଆମେ କୋଭିଡ୍‌ ଟିକା ପାଇଁ ୩୦ କୋଟି ଲୋକଙ୍କୁ…

ରସିକିଆ ଇଞ୍ଜିନିୟର ବାବୁ; ପାଞ୍ଚଦିନରେ ବାହା ହେଲେ ଦୁଇ ଥର

ନୂଆଦିଲ୍ଲୀ: ପ୍ରତିଦିନ ଦେଶରେ କିଛି ନା କିଛି ଅସାଧାରଣ ଘଟଣା ଘଟୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି। ସେହିଭଳି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶରେ। ମଧ୍ୟପ୍ରଦେଶରେ ଜଣେ ସଫ୍ଟୱେୟାର ଇଞ୍ଜିନିୟର ପାଞ୍ଚ ଦିନରେ ଦୁଇ ଦୁଇଟି ବିବାହ କରିଥିବା ଖବର ସାମ୍ନାକୁ ଆସିଛି। ଇଞ୍ଜିନିୟର ଜଣଙ୍କର ଏହି…

ଦେଶରେ କରୋନାରୁ ସୁସ୍ଥ ହେଲେଣି ୯୫% ଆକ୍ରାନ୍ତ, ୨୪ ଘଣ୍ଟାରେ ୨୪,୩୩୭ ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ କୋଟିଏ ପାର କରିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଏବେ ଦୈନିକ ପଜିଟିଭ୍ କେସ୍ ନିୟନ୍ତ୍ରଣ ଭିତରେ ରହିଛି । ଗତ ୨୪ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୨୪ହଜାର ୩୩୭ କରୋନା ଆକ୍ରାନ୍ତ । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୫୫ହଜାର ୫୬୦କୁ ବୃଦ୍ଧି ପାଇଛି । ଦେଶରେ…

ଆସନ୍ତାକାଲିଠାରୁ ଆରମ୍ଭ ହେବ ‘ଭାରତ ଅନ୍ତର୍ଜାତୀୟ ବିଜ୍ଞାନ ମହୋତ୍ସବ’

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ୨୨ ଡିସେମ୍ବରରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଭାରତ ଆନ୍ତର୍ଜାତୀୟ ବିଜ୍ଞାନ ମହୋତ୍ସବ ୨୦୨୦କୁ ସମ୍ବୋଧିତ କରିବେ। ପ୍ରଧାନମନ୍ତ୍ରୀ ମୋଦୀ ଅପରାହ୍ନ ୪.୩୦ରେ ସମ୍ବୋଧିତ କରିବେ। ରିପୋର୍ଟ ଅନୁଯାୟୀ, ଏହି ମହୋତ୍ସବ ଡିସେମ୍ବର…

ନେପାଳରେ ବଡ ଧରଣର ରାଜନୈତିକ ସଙ୍କଟ, ସରକାର ଭାଙ୍ଗିଲା

କାଠମାଣ୍ଡୁ: ଚୀନକୁ ସମର୍ଥନ କରିବା ଏବଂ ଭାରତ ବିରୋଧୀ ହେବା ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ପାର୍ଟି ମଧ୍ୟରେ ବାରମ୍ବାର ବିରୋଧର ସାମ୍ନା କରିବାରୁ ସେ ସଂସଦ ଭଙ୍ଗ ପାଇଁ ପ୍ରସ୍ତାବ ଦେଇଥିଲେ । ଫଳରେ ନେପାଳରେ ରବିବାର ବଡ ଧରଣର ରାଜନୈତିକ…

ସରିଥିଲା ନିର୍ବନ୍ଧ, କେବେ ହେବ ବିବାହ ?

ନୂଆଦିଲ୍ଲୀ: ବିବାହ ପାଇଁ କ୍ରିକେଟର୍‌ଙ୍କ ପସନ୍ଦ ଟକେ ନିଆରା । କିଏ ଅଭିନେତ୍ରୀଙ୍କ ହାତ ଧରିଛନ୍ତି ତ କିଏ ନିଜ ବାନ୍ଧବୀ ତ ଆଉ କିଏ ଘର ଲୋକଙ୍କ ପସନ୍ଦ ଉପରେ ବିଶ୍ୱାସ ଦେଖାଇଛନ୍ତି । ହେଲେ ୟୁଜବେନ୍ଦ୍ର ଚହଲଙ୍କ ନିର୍ବନ୍ଧ ଖବର ଅନେକଙ୍କୁ ଚମକାଇଦେଇଥିଲା । ଉଭୟ ୟୁଜବେନ୍ଦ୍ର ଓ ଦାନ୍ତ…

ଦ କପିଲ ଶର୍ମା ସୋ’ରୁ ଛୁଟି ନେବେ କମେଡି କିଙ୍ଗ କପିଲ୍

ମୁମ୍ବାଇ: କମେଡି କିଙ୍ଗ କପିଲଙ୍କୁ କିଏ ବା ନଜାଣେ । କମେଡି ସହ କପିଲ ଅଭିନୟ ଦୁନିଆରେ ବି ପ୍ରବେଶ କରିଛନ୍ତି । ଅଭିନୟ ଦୁନିଆରେ ତାଙ୍କର କ୍ୟାରିୟର ଏତେଟା ସଫଳ ହୋଇନଥିଲେ ବି କମେଡି ଦୁନିଆରେ କିନ୍ତୁ ସେ ଆଜି ବି ବାଦଶାହ । ଶୁଣିବାକୁ ମିଳିଛି କପିଲ ନିଜ ସୋରୁ କିଛି ସମୟ ପାଇଁ ଛୁଟି ନେବେ…

୨୧ ଡିସେମ୍ବରରେ ଦେଖାଯିବ ମହାଜାଗତିକ ଦୃଶ୍ୟ: ୪୦୦ ବର୍ଷ ପରେ ଖୁବ୍ ନିକଟତର ହେବେ ବୃହସ୍ପତି ଓ ଶନି

ୱାଶିଂଟନ: ୨୦୨୦ରେ ଗୋଟିଏ ପରେ ଗୋଟିଏ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳୁଛି । ଧୂମକେତୁର ଆଲୋକ ବର୍ଷା ଠାରୁ ଆରମ୍ଭ କରି ଉଲକାପିଣ୍ଡ ଖସିବା ଏବଂ ନୂତନ ଗ୍ରହରେ ମ୍ୟାଗ୍ନେଟ ୱେଭର ସୂଚନା ଆସିସାରିଛି । ଏବେ ୪୦୦ ବର୍ଷ ପରେ ବୃହସ୍ପତି ଓ ଶନି ଗ୍ରହ ପରସ୍ପର ଅତି ନିକଟତର ହେବାକୁ ଯାଉଛନ୍ତି ।…

[ଭିଡ଼ିଓ] ଅବ୍ଦୁଲ୍ କଲାମଙ୍କୁ ପୂଜା କରୁଥିବା ବ୍ୟକ୍ତିଙ୍କୁ ନିର୍ମମ ହତ୍ୟା

କୋଚି: ମାତ୍ର କିଛିଦିନ ପୂର୍ବରୁ ସାମ୍ନାକୁ ଆସିଥିଲା ଏକ ସନ୍ତୋଷଜନକ ଭିଡିଓ । ଭିଡିଓଟି ଭାଇରାଲ୍ ବି ହୋଇଥିଲା । ଏଥିରେ ଜଣେ ବୟସ୍କ ବ୍ୟକ୍ତି କୋଚିର ମରିନ୍ ଡ୍ରାଇଭ ନିକଟରେ ଥିବା ଭାରତରତ୍ନ ଡ.ଅବ୍ଦୁଲ କଲାମଙ୍କ ପ୍ରତିମୂର୍ତ୍ତୀକୁ ପୂଜା କରିବାରେ ଦେଖିବାକୁ ମିଳିଥିଲା । ବ୍ୟକ୍ତି ଜଣକ…