Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦଗାଦିଆ ଛାତ୍ରକୁ ଜେଲ ପଠାଇଲେ ପ୍ରେମିକା ଶିକ୍ଷୟତ୍ରୀ

ରାମପୁର(ଉ.ପ୍ର): ଗୁରୁ ଓ ଶିଷ୍ୟ ଭଳି ପବିତ୍ର ସଂପର୍କରେ ପଡିଲା କଳଙ୍କର ଛିଟା । ପବିତ୍ର ସଂପର୍କକୁ ପ୍ରେମ ସଂପର୍କରେ ପରିଣତ କରିଥିଲେ ଜଣେ ଛାତ୍ର ଓ ଶିକ୍ଷୟତ୍ରୀ । ହେଲେ ଶେଷରେ ଏହି ପ୍ରେମ କାହାଣୀର ପରିଣାମ ଛାତ୍ର ପାଇଁ କାଳ ସାଜିଛି । ତେବେ ଏକତରଫା ନୁହେଁ ବରଂ ଉଭୟଙ୍କ ମନରେ ଉଠିଥିଲା…

ପଶ୍ଚିମବଙ୍ଗ ନିର୍ବାଚନ: ବୁରଖା ପିନ୍ଧା ଭୋଟରଙ୍କୁ ନେଇ ଚିନ୍ତାରେ ବିଜେପି

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନକୁ ଜିତିବା ପାଇଁ ବିଜେପି ଜୋରସୋରରେ ଉଦ୍ୟମ ଆରମ୍ଭ କରିଦେଇଛି । ଏହା ମଧ୍ୟରେ ଶୁକ୍ରବାର ବୁରଖାଧାରୀ ଭୋଟରଙ୍କୁ ନେଇ ବିଜେପି ନିର୍ବାଚନକମିଶନଙ୍କ ଦ୍ୱାରସ୍ତ ହୋଇଛି । ବିଜେପି ପକ୍ଷରୁ ଲେଖାଯାଇଥିବା ପତ୍ରରେ ଉଲ୍ଲେଖ ରହିଛି ଯେ, ଭୋଟରଙ୍କ ପ୍ରକୃତ ଚିହ୍ନଟ…

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାୱତଙ୍କୁ କରୋନା

ନୂଆଦିଲ୍ଲୀ: ଶୁକ୍ରବାର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାୱତ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି। ସେ ନିଜେ ଏ ନେଇ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ସେ ଟ୍ୱିଟରରେ ଲେଖିଛନ୍ତି ଯେ 'ଆଜି ମୋର କରୋନା ପରୀକ୍ଷା କରାଯାଇଥିଲା ଏବଂ ରିପୋର୍ଟ ପଜିଟିଭ୍‌ ଆସିଛି। ମୋର…

ନାଇଜେରିଆରେ ଅପହରଣ ହୋଇଥିବା ୩୦୦ରୁ ଅଧିକ ସ୍କୁଲ ପିଲାଙ୍କୁ କରାଗଲା ମୁକ୍ତ; ପାଶ୍ଚାତ୍ୟ ଶିକ୍ଷା ଗ୍ରହଣ ଯୋଗୁ…

ଆବୁଜା: ଗତ ସପ୍ତାହରେ ଉତ୍ତର-ପଶ୍ଚିମ ନାଇଜେରିଆରେ ଅପହରଣ ହୋଇଥିବା ୩୦୦ ରୁ ଅଧିକ ସ୍କୁଲ ପିଲାଙ୍କୁ ମୁକ୍ତ କରାଯାଇଛି। କାଟସିନା ପ୍ରଦେଶର ରାଜ୍ୟପାଳ ଏ ନେଇ ଘୋଷଣା କରିଛନ୍ତି। କିଛି ବନ୍ଧୁକଧାରୀମାନେ ସ୍କୁଲ ପିଲାମାନଙ୍କୁ ଅପହରଣ କରି ଘଞ୍ଚ ଜଙ୍ଗଲକୁ ନେଇ ଯାଇଥିଲେ। କାଟସିନା ରାଜ୍ୟପାଳ…

ଛୋଟ ପରଦାକୁ ଆସୁଛନ୍ତି ଛୋଟ ଯୀଶୁ

ମୁମ୍ବାଇ: ଛୋଟା ଭୀମ, ଲିଟିଲ୍ କ୍ରିଷ୍ଣା ଓ ଲିଟିଲ ସିଂଘମ୍ ପରେ ଏବେ ଲିଟିଲ ଯୀଶୁଙ୍କ ପାଳି । ଖୁବଶୀଘ୍ର ଛୋଟ ପରଦାକୁ ଆସିବ ସିରିଜ୍ ୟେଶୁ । ଆସନ୍ତା ସୋମବାରଠୁ ଏହି ସିରିଜ ଟିଭି ପରଦାରେ ପ୍ରସାରିତ ହେବ । ଏହି ସିରିଜରେ ଖ୍ରୀଷ୍ଟଧର୍ମର ପ୍ରବର୍ତ୍ତକ ଯୀଶୁଙ୍କର ବାଲ୍ୟଲୀଳା ଦେଖିବାକୁ ମିଳିବ…

ଗୋଟିଏ ଦିନ ପାଇଁ ଭୁବନେଶ୍ୱର-ତିରୁପତି-ଭୁବନେଶ୍ୱର ସ୍ପେସିଆଲ ଟ୍ରେନ୍ ବାତିଲ

ଭୁବନେଶ୍ୱର: ଦକ୍ଷିଣ କେନ୍ଦ୍ରୀୟ ରେଳପଥର ଗୁଣ୍ଟକଓଲ ରେଳ ମଣ୍ଡଳ ଅଧୀନ ଗୁଡୁର-ତିରୁପତି ରେଳ ସେକ୍ସନରେ ନନ ଇଣ୍ଟରଲକିଙ୍ଗ ଜନିତ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ଭୁବନେଶ୍ୱର-ତିରୁପତି-ଭୁବନେଶ୍ୱର ସ୍ପେଶାଲକୁ ଉଭୟ ଦିଗରୁ ଗୋଟିଏ ଦିନ ପାଇଁ ବାତିଲ କରିବାକୁ…

କିଏ ବିକୁଥିଲା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ?

ବାରଣାସୀ: ବିକ୍ରି ହେବ ବାରଣାସୀରେ ଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ । କିଛି ଏପରି ବିଜ୍ଞାପନ ଆଜି ଉତ୍ତରପ୍ରଦେଶରେ ହଟଚମଟ ସୃଷ୍ଟି କରିଥିଲା । ଅନ୍‌ଲାଇନ୍ ପ୍ଲାଟଫର୍ମ ଓଏଲଏକ୍ସରେ ମିନି ପିଏମ୍‌ଓ ବିକ୍ରି ହେବା ବିଜ୍ଞାପନ କେବଳ ସାଧାରଣ ଲୋକ ନୁହେଁ ବରଂ ପୋଲିସ ପ୍ରଶାସନକୁ ବି ଚକିତ…

ଭାରତରେ ଉତ୍ପାଦିତ ସ୍ପୁଟିନିକ୍-ଭି ଟିକାର ରୁଷ୍‌ରେ ଚାଲିଛି ପରୀକ୍ଷା, ୨୦୨୧ ସୁଦ୍ଧା ପ୍ରସ୍ତୁତ ହେବ ୩୦ କୋଟି ଡୋଜ୍‌

ନୂଆଦିଲ୍ଲୀ: କରୋନା ବିରୁଦ୍ଧରେ ଟିକା ଉତ୍ପାଦନ ପାଇଁ ସାରା ବିଶ୍ୱରେ ପ୍ରସ୍ତୁତି ଚାଲିଛି, ଏଥିରେ ଭାରତର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଋଷିଆ ଟିକା ସ୍ପୁଟିନିକ୍‌-ଭି ମଧ୍ୟ ଭାରତରେ ଉତ୍ପାଦିତ ହେଉଛି, ବର୍ତ୍ତମାନ ଋଷିଆରେ ଭାରତରେ ଉତ୍ପାଦିତ ଟିକା ପରୀକ୍ଷଣ ଚାଲିଛି। ଋଷିଆ…

ଦର୍ଶକଙ୍କ ପାଇଁ ଫାଣ୍ଟମ୍ ସାଜିବେ କାର୍ତ୍ତିକ ଆର୍ଯ୍ୟନ

ମୁମ୍ବାଇ: ଯାହା ଜଣାପଡୁଛି ବଲିଉଡରେ ଏବେ ସୁପରହିରୋ କ୍ରେଜ ଜୋର ଧରିଛି । ବୋଧ ହୁଏ ସେଥିପାଇଁ ଗୋଟିଏ ପରେ ଗୋଟିଏ ସୁପରହିରୋ ଥିମର ମୁଭି ପାଇପ୍ ଲାଇନ୍‌ରେ ରହିଛି । ଆଗାମୀ ଦିନରେ ଫିଲ୍ମ ବ୍ରହ୍ମାସ୍ତ୍ରରେ ରଣବୀର କାପୁରଙ୍କୁ ସୁପରହିରୋ ଭୂମିକାରେ ଦେଖିବାକୁ ମିଳିବ । ସେହିଭଳି ହ୍ରିତିକ…

କୋଭିଡ ପରିଚାଳନା: ଏସବିଆଇର ଅଧ୍ୟୟନ ଅନୁଯାୟୀ ଚତୁର୍ଥ ସ୍ଥାନରେ ଓଡିଶା

ଭୁବନେଶ୍ୱର: କୋଭିଡ ପରିଚାଳନା କ୍ଷେତ୍ରରେ ଓଡିଶା ଦେଶରେ ଚତୁର୍ଥ ସ୍ଥାନରେ ରହିଛି । ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ଅନୁସନ୍ଧାନ ୱିଙ୍ଗ ଦ୍ୱାରା ହୋଇଥିବା ଏକ ଅଧ୍ୟୟନ ଏହି ରିପୋର୍ଟ ଦେଇଛି । ଅଧ୍ୟୟନ ଏପ୍ରିଲରୁ ନଭେମ୍ବର ମଧ୍ୟରେ ମାସିକ ତଥ୍ୟ ସହିତ ଦୁଇ ପର୍ଯ୍ୟାୟ ଗାଣିତିକ ମଡେଲ୍…