Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୨୭୫ ଦିନ ପରେ ଘରୁ ପାଦ କାଢିଲେ ଏହି ଅଭିନେତା

କେରଳ: ଲକ୍‌ଡାଉନ୍ ନିୟମ ଲାଗୁ ହେବାଠୁ ଏହି ଅଭିନେତା ଯେତେ ସମ୍ଭବ ଘରେ ରହିବାକୁ ଯୋଜନା କରିଥିଲେ । ସଫଳ ହୋଇଥିଲା ଯୋଜନା । ପାଖାପାଖି ୯ମାସ ତଥା ୨୭୫ ଦିନ ଘରେ ରହିବା ପରେ ଗତକାଲି ମଲୟାଲମ ଷ୍ଟାର୍ ମାମୁଟ୍ଟି ଘରୁ ପାଦ କାଢିଥିଲେ । ସଂଧ୍ୟାରେ ନିଜ ସାଙ୍ଗମାନଙ୍କ ସହ ସେ ବାହାରେ ସୁଲୈମାନୀ…

କେଉଁ ଦଳ ପାଇଁ କଂଗ୍ରେସ ଛାଡିଲେ ଅଭିନେତ୍ରୀ ବିଜୟାଶାନ୍ତି ?

ହାଇଦ୍ରାବାଦ: ଅଭିନେତ୍ରୀରୁ ପଲିଟିସିଆନ୍ ପାଲଟିଥିବା ବିଜୟାଶାନ୍ତି କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । ୨୦୧୪ରେ ସେ କଂଗ୍ରେସ ଦଳରେ ଯୋଗ ଦେଇଥିଲେ । ଆସନ୍ତା ସୋମବାର ବିଜୟାଶାନ୍ତି ଭାରତୀୟ ଜନତା ପାର୍ଟିରେ ଯୋଗଦେବେ । ବିଜେପିରେ ଯୋଗଦେବା ସହ ସୋମବାର…

କୃଷକଙ୍କ ଦାବି ପୂରଣ ନହେଲେ ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର ଫେରାଇବି; ବିଜେନ୍ଦର ସିଂ

ନୂଆଦିଲ୍ଲୀ: ହରିୟାଣା-ଦିଲ୍ଲୀ ପର୍ଯ୍ୟନ୍ତ ସିନ୍ଧୁ ସୀମାରେ କୃଷକଙ୍କ ପ୍ରଦର୍ଶନ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହି ପ୍ରଦର୍ଶନରେ ପଞ୍ଜାବୀ ଫିଲ୍ମ ଇଣ୍ଡଷ୍ଟ୍ରିରୁ ନେଇ ଖେଳାଳିମାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ସମର୍ଥନ ମିଳୁଛି। ବର୍ତ୍ତମାନ ବକ୍ସର ବିଜେନ୍ଦର ସିଂ ସିନ୍ଧୁ ସୀମାରେ କୃଷକଙ୍କ…

ପରଲୋକରେ ବରିଷ୍ଠ ଅଭିନେତା ରବି ପଟୱର୍ଦ୍ଧନ

ମୁମ୍ବାଇ: ଆଉ ନାହାନ୍ତି ବରିଷ୍ଠ ଅଭିନେତା ରବି ପଟୱର୍ଦ୍ଧନ୍ । ୮୩ ବର୍ଷ ବୟସରେ ଏହି ଅଭିନେତାଙ୍କର ହୃଦଘାତରେ ନିଧନ ହୋଇଛି । ନିଃଶ୍ୱାସ ନେବାରେ ସମସ୍ୟା ଦେଖାଦେବାରୁ ତାଙ୍କୁ ଶନିବାର ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ପୂର୍ବରୁ ବି ମାର୍ଚ୍ଚ ମାସରେ ତାଙ୍କର ହୃଦଘାତ…

ଡିସେମ୍ବର ୮ରେ କୃଷକଙ୍କ ‘ଭାରତ ବନ୍ଦ’ ଡାକରାକୁ କଂଗ୍ରେସର ଦୃଢ ସମର୍ଥନ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୁଦ୍ଧରେ କୃଷକଙ୍କ ପ୍ରଦର୍ଶନ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଶନିବାର ଦିନ କେନ୍ଦ୍ର ସରକାର ଏବଂ କୃଷକଙ୍କ ମଧ୍ୟରେ ପଞ୍ଚମ ପର୍ଯ୍ୟାୟ ଆଲୋଚନା ହୋଇଥିଲା। ତେବେ ଆଲୋଚନା ପୂର୍ବରୁ ଡିସେମ୍ବର ୮ ରେ କୃଷକମାନେ ଭାରତ ବନ୍ଦ ଡାକରା ଘୋଷଣା କରିଥିଲେ।…

ବିଶ୍ୱର ଏକମାତ୍ର ମନ୍ଦିର, ଯେଉଁଠି ଭକ୍ତଙ୍କୁ ପ୍ରବେଶ ମନା

ଭୁବନେଶ୍ୱର: ଆମ ମଧ୍ୟରୁ ଅଧିକାଂଶ ଲୋକେ ବିଶ୍ୱାସ ଓ ସମସ୍ୟାର ସମାଧାନ ଲାଗି ମନ୍ଦିର ଯାଇଥାନ୍ତି । ହେଲେ କେବେ ମନ୍ଦିରକୁ ଯାଇ ଭକ୍ତ କିମ୍ବା ଶ୍ରଦ୍ଧାଳୁ ଭୟଭୀତ ହେବା କଥା ଶୁଣିଛନ୍ତି କି ? ଆଜି ଆମେ ଏମିତି ଏକ ମନ୍ଦିର ବିଷୟରେ ଜାଣିବା, ଯେଉଁଠି ଲୋକେ ପ୍ରବେଶ କରିବା ତ ଦୂରର କଥା ପାଖଦେଇ…

ପୋଲିସ୍‌‌ ଉପରେ ‘ଷ୍ଟିଙ୍ଗ୍‌ ଅପରେସନ୍‌’ କରି ଫସିଲେ ସାମ୍ବ‌ାଦିକ

ନୂଆଦିଲ୍ଲୀ: ଜଣେ ଗୁଜୁରାଟୀ ଖବରକାଗଜର ଚାରିଜଣ ସାମ୍ବାଦିକଙ୍କ ବିରୋଧରେ 'ଷ୍ଟିଙ୍ଗ୍ ଅପରେସନ୍' କରିବା ଏବଂ ପୋଲିସ୍ କର୍ମଚାରୀଙ୍କୁ ସେମାନଙ୍କ କାର୍ଯ୍ୟରେ ବାଧା ଦେବା ଅଭିଯୋଗରେ ଗୁଜରାଟୀ ଖବରକାଗଜର ଚାରିଜଣ ସାମ୍ବାଦିକଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି ବୋଲି ଜଣେ ଅଧିକାରୀ…

ଏମିତି ଏକ ଗାଁ, ଯେଉଁଠି ଜୋତା ପିନ୍ଧିବା ଅଭିଶାପ !

ମଦୁରାଇ: ସଦ୍ୟ ସ୍ଥିତିରେ ଭଳିକିଭଳି ଜୋତା ପିନ୍ଧିବା ଏବେ ଟ୍ରେଣ୍ଡ ସେଟ୍ଟର୍ ପାଲଟିଛି । ଏପରିକି ଲୋକେ ଦେହର ଲୁଗା ସହ ଜୋତାକୁ ମ୍ୟାଚିଂ କରିବାକୁ ପସନ୍ଦ କରିଥାନ୍ତି । ହେଲେ ଆଜିର ଆଧୁନିକ ଯୁଗରେ ଭାରତରେ ଏମିତି ଏକ ଗାଁ ରହିଛି, ଯେଉଁଠି ଲୋକେ ଜୋତା କମ୍ବା ଚପଲ ନାଁ ଶୁଣିଲେ କ୍ରୋଧିତ…

ଜାନୁୟାରୀ ୨୦୨୧ ରୁ ଲାଗୁ ହୋଇପାରେ ନାଗରିକତା ସଂଶୋଧନ ଅଧିନିୟମ; କୈଲାଶ ବିଜୟଭର୍ଗିଆ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ନେତା କୈଲାଶ ବିଜୟଭର୍ଗିଆ କହିଛନ୍ତି ଯେ ମୋଦୀ ସରକାର ଜାନୁଆରୀ ୨୦୨୧ରୁ ବାଂଲାଦେଶ ଏବଂ ପାକିସ୍ଥାନରୁ ଆସିଥିବା ଶରଣାର୍ଥୀଙ୍କୁ ନାଗରିକତ୍ୱ ପ୍ରଦାନ କରିବାର ସମ୍ଭାବନା ରହିଛି। ବିଜୟଭର୍ଗିଆ 'ଆର ନୋ ଅନ୍ୟାୟ' (ଆଉ ଅନ୍ୟାୟ ନାହିଁ) ଅଭିଯାନ…

ଅଜୟଙ୍କ ପାଇଁ ରାତିସାରା ରାସ୍ତାକଡରେ ଶୋଇଥିଲେ ଅଭିଷେକ

ମୁମ୍ବାଇ: କେବେ କେମିତ ବଲିଉଡ ସେଲିବ୍ରିଟିଙ୍କ ପୁରୁଣା ଘଟଣା ସାମ୍ନାକୁ ଆସିଥାଏ । ଏହି ସମସ୍ତ ଘଟଣା ଲୋକଙ୍କୁ ଉଭୟ ମାତ୍ରାରେ ମନୋରଂଜନର ଖୋରାକ ଯେଗାଇବା ସହ କିଛି ଶିକ୍ଷା ବି ଦେଇଥାଏ । ଏହି ଧାରାରେ ସାମିଲ ହୋଇଛି ଅଜୟ ଦେବଗନ ଓ ଅଭିଷେକ ବଚ୍ଚନଙ୍କ ଏକ ଅଭୁଲା ସ୍ମୃତି । ଦୁହେଁ ବେଶ ଭଲ…