Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଏଠି ଭଗବାନଙ୍କ ସହିତ କୁକୁର ବି ଦେଉଛି ଭକ୍ତଙ୍କୁ ଆଶୀର୍ବାଦ

ନୂଆଦିଲ୍ଲୀ: କୁକୁରକୁ ଏହି ଦୁନିଆର ସବୁଠାରୁ ବିଶ୍ୱସ୍ତ ପ୍ରାଣୀ ଭାବରେ ବିବେଚନା କରାଯାଏ। ଏହାକୁ କେହି ଅସ୍ୱୀକାର କରିପାରିବେ ନାହିଁ। କିନ୍ତୁ ଆପଣ କେବେ କୁକୁର ଆଶୀର୍ବାଦ ଦେଉଥିବା ଦେଖିଛନ୍ତି କି? ଏହି ସ୍ଥାନ‌ରେ କୁକୁର ଭକ୍ତଙ୍କୁ ଆଶୀର୍ବାଦ ପ୍ରଦାନ କରିଥାଏ। ମହାରାଷ୍ଟ୍ରର…

ତୁତାନଖାମୁନଙ୍କ କବରକୁ ନ ଛୁଇଁବା ପାଇଁ କହିଲେ ସ୍ଥାନୀୟ ବାସିନ୍ଦା, ଭୟଙ୍କର ବିପଦ ଆସିବ

କାଇରୋ: ପ୍ରାଚୀନ ମିଶରର ରହସ୍ୟମୟ ରାଜା ତୁତାନଖମୁନଙ୍କ କବରକୁ ପ୍ରଥମ ଥର ପାଇଁ ଗୋଟିଏ ସ୍ଥାନରୁ ଅନ୍ୟତ୍ର ନେବା ପାଇଁ ଯୋଜନା ଚାଲିଛି । ସ୍ଥାନୀୟ ବାସିନ୍ଦା ଏଥିନେଇ ଭୟଭୀତ ହୋଇ ପଡିଛନ୍ତି । ସେମାନେ କହିଛନ୍ତି ୩ ହଜାର ବର୍ଷ ହେବ ସେ ଶୋଇ ରହିଛନ୍ତି । ତାଙ୍କୁ ଉଠାଇଲେ ଭୟଙ୍କର ବିପଦ ମାଡି…

ଆତଙ୍କବାଦ ପ୍ରାୟୋଜିତ ଦେଶ ତାଲିକାରେ ସାମିଲ୍‌ ହେଲା କ୍ୟୁବା

ୱାଶିଂଟନ୍: ଆତଙ୍କବାଦ ପ୍ରାୟୋଜିତ କରୁଥିବା ଦେଶ ତାଲିକାରେ ଆମେରିକା ପୁଣି କ୍ୟୁବାକୁ ସ୍ଥାନିତ କରିଛି। କାର୍ଯ୍ୟକାଳ ଶେଷ ହେବାର କିଛି ଦିନ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଏହି ପଦକ୍ଷେପ ନେଇଥିଛନ୍ତି। ଆମେରିକାର ତାଲିକାରେ କ୍ୟୁବା ପ୍ରଥମ ନାମ ଥିଲା, ଯାହା…

ଆସନ୍ତୁ ଜାଣିବା କେଉଁ କାରଣ ନେଇ ତୁର୍କୀର ମୁସଲିମ ଧାର୍ମିକ ନେତା ଅଦନାନକୁ ଦିଆଗଲା ୧୦୭୫ ବର୍ଷର ଜେଲ୍ ଦଣ୍ଡାଦେଶ

ଇସ୍ତାନବୁଲ : ତୁର୍କୀର ମୁସଲିମ ଧାର୍ମିକ ନେତା ଅଦନାନ ଓକତାରଙ୍କୁ ଭିନ୍ନ ଭିିନ୍ନ ଅପରାଧ ପାଇଁ ସ୍ଥାନୀୟ କୋର୍ଟ ୧୦୭୫ ବର୍ଷର ଜେଲ ଦଣ୍ଡାଦେଶ ଦେଇଛନ୍ତି । ୨୦୧୮ରେ ସେ ଗିରଫ ହୋଇଥିଲେ । ସେ ଲୋକଙ୍କୁ କଟ୍ଟରପନ୍ଥୀ ହେବା ପାଇଁ ଉସୁକାଉଥିଲେ । ସେ ୧୦୦୦ ଗାର୍ଲଫ୍ରେଣ୍ଡଙ୍କ ସହ ମୌଜ ମସ୍ତିରେ…

ଟିକାକରଣର ପ୍ରଥମ ଯୋଗାଣ ଆମ ପାଇଁ ଏକ ଐତିହାସିକ ମୂହୁର୍ତ୍ତ; ଆଦର ପୁନାୱାଲା

ପୁଣେ: କୋଭିଶିଲ୍ଡ ଟିକାକରଣର ପ୍ରଥମ ଯୋଗାଣକୁ ଏକ ଐତିହାସିକ ମୂହୁର୍ତ୍ତ ଭାବରେ ବର୍ଣ୍ଣନା କରି ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଆଦର ପୁନାୱାଲା କହିଛନ୍ତି ଯେ ଦେଶର ପ୍ରତ୍ୟେକ ମଣିଷକୁ ଏହି ଟିକା ଯୋଗାଇବା ହେଉଛି ମୁଖ୍ୟ ଉଦ୍ଦେଶ୍ୟ। SII ର ସିଇଓ କହିଛନ୍ତି ଯେ ଘରୋଇ ବଜାରରେ ଟିକା…

ଶୀତ ସହିପାରୁ ନାହାନ୍ତି ଚୀନ ସେନା, ଲଦାଖ ସୀମାରୁ ପଛଘୁଂଚା ଦେଲେ ୧୦ ହଜାର ସୈନ୍ୟ

ଲେହ: ଭାରତୀୟ ସେନା ଲଦାଖର ହାଡଭଙ୍ଗା ଶୀତରେ ଦେଶ ପାଇଁ ପ୍ରାଣ ଲଗାଇ ଜଗିଛନ୍ତି । ମାତ୍ର ଚୀନ ସେନା ପୂର୍ବ ଲଦାଖରେ ଏହି ଥଣ୍ଡା ସାମ୍ନା କରିପାରି ନାହାନ୍ତି । ଫଳରେ ବାଧ୍ୟହୋଇ ପିଏଲଏ ୧୦ ହଜାର ସୈନ୍ୟଙ୍କୁ ଏଲଏଏସିରୁ ୨୦୦ କିଲୋମିଟର ପଛକୁ ପଠାଇବାକୁ ବାଧ୍ୟ ହୋଇଛି । ତଥାପି ଏବେ ବି ୪୦୦୦୦…

ବାର୍ଡ ଫ୍ଲୁ ପ୍ରସଙ୍ଗ; ବିଜେପିକୁ ଶିବସେନାର ସିଧାସଳଖ ଟାର୍ଗେଟ୍‌

ନୂଆଦିଲ୍ଲୀ: ଶିବସେନା ମଙ୍ଗଳବାର ବିଜେପିକୁ ନିନ୍ଦା କରିବା ସହ ଦେଶରେ ବାର୍ଡ ଫ୍ଲୁ ବ୍ୟାପିବା ପଛରେ କୌଣସି ପାକିସ୍ତାନୀ, ଖାଲିସ୍ତାନୀ କିମ୍ବା ନକ୍ସଲଙ୍କ ହାତ ଅଛି କି ବୋଲି ପ୍ରଶ୍ନ କରିଛନ୍ତି। ଶିବସେନା ଦର୍ଶାଇଛନ୍ତି ଯେ ଏହି ବିରୋଧ ପଛରେ ବିଜେପି ନେତାମାନେ କୃଷକଙ୍କ ଆନ୍ଦୋଳନକୁ…

ନୂଆ କୃଷି ଆଇନ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ଉପରେ ରୋକ୍ ଲଗାଇଛନ୍ତି  ସୁପ୍ରିମକୋର୍ଟ। ଏପରିକି ଆଗାମୀ ନିର୍ଦ୍ଦେଶ ନଆସିବା ଯାଏଁ ଏହା ବଳବତ୍ତର ରହିବ। ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ଗଠିତ ଏହି ବେଞ୍ଚ କୃଷି ଆଇନ ଉପରେ ଶୁଣାଣି କରି ଏକ କମିଟି ମଧ୍ୟ ଗଠନ କରିଛନ୍ତି। ଯେଉଁମାନେ…

କୋଭିଡ-୧୯ ଉତ୍ପତ୍ତିର ଅନୁସନ୍ଧାନ ପାଇଁ ‘ହୁ’ର ପ୍ରୟାସ ଜାରି; ଜାନୁଆରୀ ୧୪ରେ ଚୀନ୍‌କୁ ଉଡାଣ ଭରିବେ…

ବେଜିଂ: ଚୀନ୍ କହିଛି ଯେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ବିଶେଷଜ୍ଞ ଦଳ ଜାନୁଆରୀ ୧୪ରେ ସିଙ୍ଗାପୁରରୁ ଉହାନ୍ ସହରକୁ ଉଡ଼ିବେ ଏବଂ କୋଭିଡ-୧୯ ର ଉତ୍ପତ୍ତି ବିଷୟରେ ଅନୁସନ୍ଧାନ କରିବେ। ଚାଇନାର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଜାଓ ଲିଭିଆନ୍ ଏହି ସୂଚନା ବାଣ୍ଟିଛନ୍ତି। ଏହାପୂର୍ବରୁ ସୋମବାର…

କର୍ଣ୍ଣାଟକରେ ପହଞ୍ଚିଲା କୋଭିଡ-୧୯ ଟିକାକରଣର ପ୍ରଥମ ସାମଗ୍ରୀ

ନୂଆଦିଲ୍ଲୀ: କୋଭିଡ-୧୯ ଟିକାକରଣର ପ୍ରଥମ ସାମଗ୍ରୀ ମଙ୍ଗଳବାର ଦିନ କର୍ଣ୍ଣାଟକରେ ପହଞ୍ଚିଛି ଏବଂ କର୍ଣ୍ଣାଟକ ସରକାର କହିଛନ୍ତି ଯେ ଟିକାକରଣ ଅଭିଯାନକୁ ସ୍ୱଚ୍ଛ ଉପାୟରେ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ। ସରକାରୀ ସୂତ୍ର ଅନୁଯାୟୀ, ଟିକା ନେଇଥିବା ବିମାନ ଏଠାରେ ଥିବା କେମ୍ପେଗୋଡା…