Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ନିଜ ଦେଶ ଛାଡି ଆମେରିକା ପାଇଁ କ୍ରିକେଟ୍ ଖେଳିବେ ଏହି ଖେଳାଳି !

ଭୁବନେଶ୍ୱର: ଦିନିକିଆ କ୍ରିକେଟରେ ତାଙ୍କ ନାଁରେ ରହିଛି ଦ୍ୱିତୀୟ ଦୃତ୍ତତମ ଶତକ । ଆଇପିଏଲରେ ବି ସେ ନିଜ ଦବଦବା ଦେଖାଇ ସାରିଛନ୍ତି । ତଥାପି ନିଜ ଦେଶ ଛାଡି ଅନ୍ୟ ଦେଶ ତଥା ଆମେରିକା ପାଇଁ କ୍ରିକେଟ୍ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି ଜଣେ ମହାନ୍ କ୍ରିକେଟର୍ । ନ୍ୟୁଜିଲ୍ୟାଣ୍ଡର କୋରି…

ଚାଇନାର କୋଇଲା ଖଣିରେ କାର୍ବନ ମନୋକ୍ସାଇଡ୍ ସ୍ତର ବୃଦ୍ଧି ହେତୁ ୧୮ ଜଣଙ୍କର ମୃତ୍ୟୁ

ବେଜିଂ: ଚାଇନାର ଏକ କୋଇଲା ଖଣିରେ କାର୍ବନ ମନୋକ୍ସାଇଡ୍‌ର ମାତ୍ରା ବୃଦ୍ଧି ହେତୁ ୧୮ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ଅଧିକାରୀ ଶନିବାର ଏହି ସୂଚନା ଦେଇଛନ୍ତି। ରିପୋର୍ଟ ଅନୁଯାୟୀ ଚୋଙ୍ଗକିଙ୍ଗ ମ୍ୟୁନିସିପାଲ କର୍ପୋରେସନର ଯୋଗଚୁଆନ ଜିଲ୍ଲାର ଡିଆଓସୁଇଦୋଙ୍ଗ କୋଇଲା ଖଣିରେ…

କ’ଣ କରୁଛନ୍ତି ‘କଭି ଖୁସୀ କଭି ଗମ’ର କ୍ରିସ୍ ?

ମୁମ୍ବାଇ: ବଡ ପରଦାରେ ଏହି କୁନି କଳାକାର କ୍ରିସ୍ ବାବେ ପରିଚିତ । କ୍ରିସ୍‌ଙ୍କ ପ୍ରକୃତ ନାଁ ହେଉଛି ଜିବ୍ରାନ୍ ଖାନ୍ । ଶାହରୁଖ ଓ କାଜୋଲଙ୍କ ପୁଅ ଭାବେ ସେ କଭି ଖୁସୀ କଭ ଗମ୍‌ରେ ଦର୍ଶକଙ୍କ ନିକଟରେ ଲୋକପ୍ରିୟ ହୋଇପାରିଲେ । ହେଲେ ସେ ସମୟରେ ଶିଶୁ କଳାକାର ଏବେ ଖୁବ ବଡ ହୋଇଗଲେଣି । ଗତ…

ଜିଡିପିରେ କୃଷିର ଅବଦାନକୁ ୧୬ ରୁ ୩୦ ପ୍ରତିଶତ ବୃଦ୍ଧି କରିବା ଆବଶ୍ୟକ; ନିତିନ ଗଡକରୀ

ନୂଆଦିଲ୍ଲୀ: ଇଣ୍ଡିଆ ଟୁଡେ ଗ୍ରୁପ୍ ର ଇଣ୍ଡିଆ ଟୁଡେ ଷ୍ଟେଟ୍ କନକ୍ଲେଭ ୨୦୨୦ରେ କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି ଯେ ଇଣ୍ଡିଆ ଟୁଡେ ଗ୍ରୁପ୍ ର ଏହି ପଦକ୍ଷେପ ରାଜ୍ୟମାନଙ୍କ ମଧ୍ୟରେ ପ୍ରତିଯୋଗିତାର ଉତ୍ସାହକୁ ଆହୁରି ବଢାଇବ। ରାଜ୍ୟମାନଙ୍କୁ ଯଥାସମ୍ଭବ କାର୍ଯ୍ୟ କରିବାକୁ ପ୍ରେରଣା…

କରୋନା ଟୀକାକରଣ ବାଧ୍ୟତାମୂଳକ ନୁହେଁ; ଜୋ ବାଇଡେନ୍‌

ନୂଆଦିଲ୍ଲୀ: କୋଭିଡ -୧୯ ଟିକା ପ୍ରସ୍ତୁତ ହେବା ପରେ ଏହାକୁ ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ କରିବା ପାଇଁ ନବ ନିର୍ବାଚିତ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ପଚରାଯାଇଥିଲା। ଏହି ପ୍ରଶ୍ନର ଉତ୍ତରରେ ବାଇଡେନ୍‌ କହିଛନ୍ତି ଆମେରିକାର ଲୋକମାନଙ୍କୁ କରୋନା ଟୀକା ନେବାକୁ ବାଧ୍ୟ କରାଯିବ…

କୋଭାକ୍ସିନ ଟୀକା ନେଇଥିବା ହରିୟାଣା ସ୍ୱାସ୍ଥ୍ୟମନ୍ତ୍ରୀ ଅନିଲ ଭିଜ୍‌ କରୋନା ପଜିଟିଭ

ନୂଆଦିଲ୍ଲୀ: ହରିୟାଣା ସ୍ୱାସ୍ଥ୍ୟମନ୍ତ୍ରୀ ଅନିଲ ଭିଜ୍‌ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ସେ ନିଜେ ଟୁଇଟ୍ କରି ଏ ବିଷୟରେ ସୂଚନା ଦେଇଛନ୍ତି। ସେ ଟୁଇଟ୍ କରି କହିଛନ୍ତି, "ମୋ କରୋନା ରିପୋର୍ଟ ପଜିଟିଭ୍‌ ଆସିଛି। ମୁଁ ସିଭିଲ୍ ହସ୍ପିଟାଲ୍ ଅମ୍ବାଲା କ୍ୟାଣ୍ଟରେ ଭର୍ତ୍ତି ହୋଇଛି।…

କଣ୍ଟାକ୍ଟଲେସ କାର୍ଡ ମାଧ୍ୟମରେ ଦେୟ ସୀମାକୁ ୫୦୦୦ ଟଙ୍କାକୁ ବୃଦ୍ଧି କଲା କେନ୍ଦ୍ରୀୟ ବ୍ୟାଙ୍କ

ନୂଆଦିଲ୍ଲୀ: କରୋନା ଦେଶରେ ଡିଜିଟାଲ ଦେୟର ଧାରା ବୃଦ୍ଧି ପାଇଛି। ତେଣୁ ଏହାକୁ ଅଧିକ ବୃଦ୍ଧି କରିବାକୁ ଆସନ୍ତା ବର୍ଷ ଜାନୁୟାରୀ ୧ ରୁ କଣ୍ଟାକ୍ଟଲେସ କାର୍ଡ ମାଧ୍ୟମରେ ଦେୟ ସୀମାକୁ ୫୦୦୦ ଟଙ୍କାକୁ ବୃଦ୍ଧି କରିବାକୁ କେନ୍ଦ୍ରୀୟ ବ୍ୟାଙ୍କ ନିଷ୍ପତ୍ତି ନେଇଛି। ଜାନୁୟାରୀ ୧, ୨୦୨୧ ରୁ…

ଚାଷୀଙ୍କ ସହ ଆଲୋଚନା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବୈଠକ

ନୂଆଦିଲ୍ଲୀ: କୃଷି ବିଲକୁ ବିରୋଧ କରି ତୀବ୍ର ହେଉଛି ଚାଷୀ ଆନ୍ଦୋଳନ । ଆଜି କେନ୍ଦ୍ର ସରକାରଙ୍କ ସହ କୃଷକ ସଂଗଠନର ପଞ୍ଚମ ପର୍ୟ୍ୟାୟ ଆଲୋଚନା ହେବ । ତାପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି । ଏଥିରେ ଯୋଗ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କୃଷି…

ଆମେରିକା: ଏଥର ଅନ୍‌ଲାଇନ୍‌ରେ ହେବ ବାଇଡେନ୍‌ ସରକାରଙ୍କ ଶପଥ ଗ୍ରହଣ

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ରର ନୂତନ ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି ଯେ ଜାନୁଆରୀ ୨୦ ରେ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଭର୍ଚୁଆଲ୍‌ ଶୈଳୀରେ ଅର୍ଥାତ୍‌ ଅନ୍‌ଲାଇନ୍‌ ମାଧ୍ୟମରେ କରାଯିବ। ସେ କହିଛନ୍ତି ଯେ ଯଦି ଏହି ଶପଥ ଗ୍ରହଣ ଉତ୍ସବ ଭର୍ଚୁଆଲ୍‌ ନ କରାଯାଏ ତେବେ ବହୁ…

କୃଷକଙ୍କ ମାମଲା ମାଗଣାରେ ଲଢିବାକୁ ପ୍ରସ୍ତୁତ; ଏସ୍‌ସି ବାର୍‌ ଆସୋସିଏସନ୍‌ ଅଧ୍ୟକ୍ଷ

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ କୃଷକମାନଙ୍କ ଆନ୍ଦୋଳନ ଜାରି ରହିଛି ଏବଂ ସରକାରଙ୍କ ସହ ପଞ୍ଚମ ପର୍ଯ୍ୟାୟ ଆଲୋଚନା ପୂର୍ବରୁ କୃଷକମାନେ ଏକ ବଡ଼ ଘୋଷଣା କରିଛନ୍ତି ଯେ ଶନିବାର ଦିନ କୃଷକ ସଂଗଠନ ପ୍ରଧାନମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିବେ। ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ମଧ୍ୟ…