Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସୁପର୍‌ଷ୍ଟାର୍‌ ରଜନୀକାନ୍ତଙ୍କୁ ମନେଇବା ପାଇଁ ଚେନ୍ନାଇରେ ପ୍ରଶଂସକଙ୍କ ପ୍ରଦର୍ଶନ ଜାରି

ଚେନ୍ନାଇ: ନିକଟରେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ସୁପରଷ୍ଟାର ରଜନୀକାନ୍ତ ରାଜନୀତିରେ ପ୍ରବେଶ କରିବାକୁ ମନା କରିଦେଇଥିଲେ। ଯାହା ଫଳରେ ତାଙ୍କ ଫ୍ୟାନ୍ସ ଏହି ଖବର ଶୁଣିବା ପରଠାରୁ ଦୁଃଖରେ ଅଛନ୍ତି। ଚେନ୍ନାଇ ପୋଲିସ ରବିବାର ଦିନ ରଜନୀକାନ୍ତ ଫ୍ୟାନ୍ କ୍ଲବର ସଦସ୍ୟମାନଙ୍କୁ ବଲୁଭର୍ କୋଟାମରେ…

ଯିବା ପୂର୍ବରୁ କ’ଣ ରହିଛି ଟ୍ରମ୍ପ୍‌ଙ୍କ ବଡ଼ ଟାର୍ଗେଟ୍‌

ୱାଶିଂଟନ୍: ଆମେରିକାର ରାଷ୍ଟ୍ରପତି ଭାବରେ ଡୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟକାଳ ବର୍ତ୍ତମାନ କିଛି ଦିନ ବାକି ଅଛି। ଟ୍ରମ୍ପ ତାଙ୍କର ଶେଷ ଦିନରେ ଟ୍ୱିଟର ସମେତ ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ଟାର୍ଗେଟ କରିପାରନ୍ତି। ସିଏନ୍ଏନ୍ ଅନୁଯାୟୀ, ଆମେରିକା ସଂସଦର କ୍ୟାପିଟଲ୍ ହିଲ୍ କମ୍ପ୍ଲେକ୍ସରେ…

କରୋନା ଟିକା ନେଲେ ବ୍ରିଟେନ ରାଣୀ ଏବଂ ପ୍ରିନ୍ସ ଫିଲିପ

ଲଣ୍ଡନ: ବ୍ରିଟେନର ରାଣୀ ଏଲିଜାବେଥ ଏବଂ ତାଙ୍କ ସ୍ୱାମୀ ପ୍ରିନ୍ସ ଫିଲିପଙ୍କୁ କରୋନା ଟିକା ଦିଆଯାଇଛି। ବକିଙ୍ଗହମ୍ ପ୍ୟାଲେସ୍‌ରେ ଏକ ପ୍ରକାଶନରେ କୁହାଯାଇଛି ଯେ ୱିଣ୍ଡସର୍ ଦୁର୍ଗରେ ୯୪ ବର୍ଷିୟ ରାଣୀ ଏବଂ ୯୯ ବର୍ଷିୟ ଫିଲିପଙ୍କୁ ପ୍ରାଥମିକତା ଭିତ୍ତିରେ ଟିକା ଦିଆଯାଇଥିଲା। ଉଲ୍ଲେଖ ଥାଉ…

ସିଡନୀ ଟେଷ୍ଟ: ଭାରତ ଆଗରେ ୪୦୭ ରନ୍ ବିଜୟ ଲକ୍ଷ୍ୟ

ସିଡନୀ: ତୃତୀୟ ଟେଷ୍ଟରେ ଭାରତ ଆଗରେ ୪୦୭ ରନ୍ ଟାର୍ଗେଟ ଦେଇଛି ଅଷ୍ଟ୍ରେଲିଆ । ୬ ଓ୍ୱିକେଟରେ ୩୧୨ରନ କରି ଦ୍ୱିତୀୟ ଇନିଂସ ଘୋଷଣା କରିଛି କଙ୍ଗାରୁ ବାହିନୀ । ଆଜି ମ୍ୟାଚର ଚତୁର୍ଥ ଦିନ । ତେଣୁ ଏତେ ବଡ଼ ଟାର୍ଗେଟକୁ ହାସଲ କରିବା ଭାରତ ପକ୍ଷେ ସହଜ ନୁହେଁ । ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ…

ଦେଶରୁ ୨୪ ଘଣ୍ଟାରେ ୧୮, ୬୪୫ କରୋନା ପଜିଟିଭ୍, ୨୦୧ ମୃତ

ନୂଆଦିଲ୍ଲୀ: ଦେଶରେ କୋଟିଏରୁ ଅଧିକ କରୋନା ସଂକ୍ରମିତ ହୋଇଛନ୍ତି । ସୁସ୍ଥସଂଖ୍ୟା ବି କୋଟିଏ ପାର କରିଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ୧୮ହଜାର ୬୪୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ସମୟରେ ସୁସ୍ଥ ହୋଇଛନ୍ତି ୧୯ ହଜାର ୨୯୯ ଆକ୍ରାନ୍ତ । ଦେଶରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା…

ଅନ୍ଧାରରେ ଛଟପଟ ହେଲା ପୁରା ପାକିସ୍ତାନ

ଇସଲାମାବାଦ: ପାକିସ୍ତାନରେ ରାତିରେ ଅଚାନକ ପଳାଇଗଲା ବିଜୁଳି । ଅନ୍ଧରରେ ରହିଲା ଅନେକ ପ୍ରମୁଖ ସହର । ଗତକାଲି ଗୁରୁତର ବିଜୁଳି ବିଭ୍ରାଟ ହୋଇଛି । କରାଚି, ଲାହୋର, ଇସ୍‌ଲାମାବାଦ, ରାୱଲପିଣ୍ଡି, ମୁଲତାନ୍‌ ଓ ଅନ୍ୟ ସହରରେ ଲୋକ ଅନ୍ଧାରରେ ରାତି କାଟିଥିଲେ । ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ…

ଇଣ୍ଡୋନେସିଆ ବିମାନ ସମୁଦ୍ରରେ ଖସି ପଡ଼ିଥିବା ଆଶଙ୍କା, ସମୁଦ୍ରରୁ ମିଳିଛି ଭଗ୍ନାଂବଶେଷ !

ଇଣ୍ଡୋନେସିଆରେ ନିଖୋଜ ବିମାନର ଏଯାଏ କୌଣସି ପତ୍ତା ମିଳିନି । ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ସମୁଦ୍ରରେ ଖସି ପଡ଼ିଥିବା ଆଶଙ୍କା କରାଯାଉଛି । ନିଖୋଜ ଯାତ୍ରୀଙ୍କ ମୃତଦେହ ଉଦ୍ଧାର କରିବାକୁ ଜାରି ରହିଛି ସର୍ଚ୍ଚ ଅପରେସନ୍ । ଦୁର୍ଘଟଣାର ସ୍ଥାନର ସନ୍ଧାନ ମିଳିଥିଲା ଇଣ୍ଡୋନେସିଆ ସରକାର…

ସତ ମାନିଲା ପାକିସ୍ତାନ: ବାଲାକୋଟ ଏୟାର ଷ୍ଟ୍ରାଇକରେ ମରିଥିଲେ ୩୦୦ ଆତଙ୍କୀ

ନୂଆଦିଲ୍ଲୀ: ୨୦୧୯ ବାଲାକୋଟ ଏୟାର ଷ୍ଟ୍ରାଇକରେ ମରିଥିଲେ ପାକିସ୍ତାନର ୩୦୦ ଆତଙ୍କବାଦୀ । ଏନେଇ ପାକିସ୍ତାନର ପୂର୍ବତନ କୁଟନୀତିଜ୍ଞ ଆଘା ହିଲାଲି ମାନିଛନ୍ତି । ପୂର୍ବରୁ ବାଲାକୋଟ ଏୟାର ଷ୍ଟ୍ରାଇକରେ କାହାର ପ୍ରାଣ ଯାଇନି ବୋଲି ଯୁକ୍ତି ରଖି ଆସୁଥିଲା ପାକିସ୍ତାନ । ଏବେ ଆଘା ହିଲାଲି ଏକ…

ନେତାଜୀଙ୍କ ୧୨୫ତମ ଜୟନ୍ତୀ ପାଇଁ କମିଟି ଗଠିତ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ

ଭୁବନେଶ୍ୱର: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀକୁ ସ୍ମରଣୀୟ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । ଯେଉଁଥିରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କମିଟି ଗଠନ ସମ୍ପର୍କିତ ଏକ ଗେଜେଟ…

ନିଖୋଜ ଇଣ୍ଡୋନେସିଆ ବିମାନର ଅବଶେଷ ମିଳିଲା

ଜାକାର୍ତା: ଇଣ୍ଡୋନେସିଆର ଶ୍ରୀବିଜୟା ଆନ୍ତର୍ଜାତୀୟ ବିମାନ ବନ୍ଦରରୁ ନିଖୋଜ ହୋଇଥିବା ଯାତ୍ରୀବାହୀ ବିମାନ ଏସଜେ-୮୨ର ଅବଶେଷ ମିଳିଥିବା ନେଇ ଡେଲି ମେଲରେ ଖବର ପ୍ରକାଶ ପାଇଛି । ସମୁଦ୍ର ମଧ୍ୟରୁ ମିଳିଥିବା ଏହି ଅବଶେଷ ହଜିଥିବା ବିମାନର କି ନାହିଁ ତାହା ଅଫିସିଆଲ ଭାବେ ସ୍ପଷ୍ଟ କରାଯାଇ…