Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଋଷର ମସ୍କୋରେ ଆରମ୍ଭ ହେଲା ଟୀକାକରଣ, ଖୋଲିଲା ୭୦ ଭ୍ୟାକସିନ୍ ସେଣ୍ଟର

ମସ୍କୋ: ଋଷର ରାଜଧାନୀ ମସ୍କୋରେ ଆଜିଠାରୁ ଆରମ୍ଭ ହୋଇଛି କୋଭିଡ୍-୧୯ ଟୀକାକରଣ । ଯେଉଁମାନଙ୍କୁ ସଂକ୍ରମିତ ହେବାର ଅଧିକ ଆଶଙ୍କା ରହିଛି, ସେହିମାନଙ୍କୁ ଏହି ଟିକା ଦିଆଯାଉଛି । ଋଷ ନିଜର ସ୍ପୁଟନିକ୍-ଭି ଟିକା ଦେଉଛି । ହଜାର ହଜାର ଲୋକ ଟୀକାକରଣ ପାଇଁ ପଞ୍ଜିକରଣ କରିଛନ୍ତି । ସ୍ପୁଟନିକ୍-ଭି…

କଣ୍ଢେଇକୁ ବିବାହ କଲେ ବିଶ୍ୱ ବିଖ୍ୟାତ ବଡିବିଲ୍ଡର୍

ଭୁବନେଶ୍ୱର: ଆମ ନଜରକୁ ଏମିତି କିଛି ଖବର ଆସେ ଯାହାକୁ ଦେଖି, ଶୁଣି ଓ ପଢି ବିଶ୍ୱାସ କରିବା ଆମ ପକ୍ଷରେ କଷ୍ଟକର ହୋଇପଡେ । ଏହି ଧାରାରେ ସୋସିଆଲ୍ ମିଡିଆରେ ଏକ ଖବର ସାରା ବିଶ୍ୱର ଲୋକଙ୍କୁ ଚକିତ କରିଛି । ଝିଅ ପୁଅକୁ ଓ କେବେକେବେ ପୁଅପୁଅ ଓ ଝିଅଝିଅକୁ ବିବାହ କରିବା ଘଟଣା ଏବେ ସାଧାରଣ…

ବର୍ଗର୍ ଖାଇବା ପାଇଁ ଖର୍ଚ୍ଚ କଲେ ୨ ଲକ୍ଷ ଟଙ୍କା

ଭୁବନେଶ୍ୱର: ଋଷିଆର ଜଣେ ବ୍ୟକ୍ତି ପ୍ରମାଣିତ କରିଛନ୍ତି ଯେ, ହାତରେ ଅପର୍ଯ୍ୟାପ୍ତ ଟଙ୍କା ଥିଲେ କିଛି ବି କରାଯାଇପାରେ । ତେବେ ସେହି ବ୍ୟକ୍ତି ଜଣଙ୍କ କଥା ଶୁଣିଲେ ଆପଣଙ୍କର ବି ହୋସ୍ ଉଡିଯିବ । କେବଳ ବର୍ଗର୍ ଖାଇବା ପାଇଁ ଜଣେ ବ୍ୟକ୍ତି ୨ ଲକ୍ଷ ଭଳି ମୋଟା ଅଙ୍କର ଟଙ୍କା ଖର୍ଚ୍ଚ କରିଛନ୍ତି…

ବାହାରିପାରିଲାନି ନିଷ୍କର୍ସ: ସମୟ ମାଗିଲେ ସରକାର, ୯ରେ ପୁଣି କୃଷକଙ୍କ ସହ ଆଲୋଚନା

ନୂଆଦିଲ୍ଲୀ: ସରକାର ଓ କୃଷକଙ୍କ ମଧ୍ୟରେ ହୋଇଥିବା ପଞ୍ଚମ ପର୍ଯ୍ୟାୟ ବୈଠକରୁ ବି ବାହାରିପାରିଲାନି ନିଷ୍କର୍ସ । ଆଜିର ବୈଠକରେ ପୁଣି ସମୟ ମାଗିଲେ ସରକାର । ଆସନ୍ତା ୯ ତାରିଖ ସକାଳ ୧୧ଟାରେ ପୁଣି ସରକାର ଓ କୃଷକଙ୍କ ମଧ୍ୟରେ ଆଲୋଚନା ହେବ । ବୈଠକ ପରେ କୃଷକ ନେତାଙ୍କ ପକ୍ଷରୁ କୁହାଯାଇଛି ଯେ,…

ବିଶ୍ୱ ରେକର୍ଡ: ଗୋଟିଏ ମୁଦିରେ ୧୨ ହଜାର ୬୩୮ଟି ହୀରା

ନୂଆଦିଲ୍ଲୀ: ଗୋଟିଏ ମୁଦିରେ ଲାଗିଛି ୧୨ ହଜାର ୬୩୮ଟି ହୀରା । ଶୁଣିଲେ ଟିକେ ଆଶ୍ଚର୍ଯ୍ୟ ଲାଗୁଛି ନାଁ । ହେଲେ ଏପରି ହିଁ ହୋଇଛି । ଭାରତର ଡାଇମଣ୍ଡ ହବ୍ କୁହାଯାଉଥିବା ସୁରତର ଜଣେ ୨୫ ବର୍ଷୀୟ ଜୁଏଲର ହରୀଶ ବଂଶଲ ଏପରି ଏକ ମୁଦି ତିଆରି କରିଛନ୍ତି । ଯେଉଁଥିରେ ଲାଗିଛି ୧୨ ହଜାର ୬୩୮ଟି ହୀରା…

ଫେରୁଛନ୍ତି ରାନୁ ମଣ୍ଡଳ…

ପଶ୍ଚିମବଙ୍ଗ: ରାନୁ ମଣ୍ଡଳ । ଅନେକ ହୁଏ ତ ଏହି ଚେହେରା କିମ୍ବା ନାଁକୁ ଭୁଲିନଥିବେ । ପଶ୍ଚିମବଙ୍ଗ ରାଣାଘାଟ ରେଳବାଇ ପ୍ଲାଟଫର୍ମରେ ଗୀତ ଗାଇ ଏହି ମହିଳା ଜଣକ ରାତାରାତି ଇଣ୍ଟରନେଟ୍ ଷ୍ଟାର ପାଲଟିଥିଲେ । ଏପରିକି ହିମେଶ ରେଶମିୟାଁଙ୍କ ନିର୍ଦ୍ଦେଶନାରେ ଗୀତ ବି ଗାଇଥିଲେ । ଦର୍ଶକଙ୍କୁ…

“କୌନ ବନେଗା କରୋଡପତି” ଏକ୍ସପର୍ଟ ସାଜିବେ ଆନନ୍ଦ କୁମାର

ମୁମ୍ବାଇ: ସୁପର୍ ୩୦ର ପ୍ରତିଷ୍ଠାତା ତଥା ଜଣାଶୁଣା ଗଣିତଜ୍ଞ ଆନନ୍ଦ କୁମାର । ଖୁବଶୀଘ୍ର ଆନନ୍ଦ 'କୌନ ବନେଗା କରୋଡପତି' (KBC) ଭଳି ପପୁଲାର ରିୟାଲିଟି ସୋ'ରେ ଏକ୍ସପର୍ଟ ଭୂମିକାରେ ନଜର ଆସିବେ । ଆସନ୍ତା ସୋମବାର ଦିନ ପ୍ରସାରିତ ହେବାକୁ ଥିବା ଏପିସୋଡରେ ଆନନ୍ଦ କୁମାରଙ୍କୁ ଦର୍ଶକ ଦେଖିବାକୁ…

[ଭିଡିଓ] ସ୍କୁଲ ଛାତ୍ରୀକୁ ମୃତ୍ୟୁମୁଖରୁ ଟାଣି ଆଣିଲେ ରେଳବାଇ ପୋଲିସ !

ମୁମ୍ବାଇ: ଜଣେ ୧୨ ବର୍ଷୀୟ ସ୍କୁଲ ଛାତ୍ରୀଙ୍କ ଜୀବନ ବଂଚାଇ ପୁଣିଥରେ ଚର୍ଚ୍ଚାକୁ ଆସିଛି ରେଳବାଇ ପୋଲିସ । ଏକ ଚଳନ୍ତା ଟ୍ରେନରୁ ସ୍କୁଲ ଛାତ୍ରୀ ଜଣକ ଓହ୍ଲାଉଥିଲାବେଳେ ଏଭଳି ଅଘଟଣ ଘଟିଥିଲା । ସିସିଟିଭିରେ କଏଦ ହୋଇଥିବା ଭିଡିଓଟି ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲାବେଳେ ସ୍କୁଲ ଛାତ୍ରୀ…

କାନାଡା ନେତୃତ୍ୱାଧୀନ କୋଭିଡ୍‌ ବୈଠକରେ ସାମିଲ୍‌ ହେବେନି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର

ନୂଆଦିଲ୍ଲୀ: କୃଷକ ଆନ୍ଦୋଳନକୁ ନେଇ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ମନ୍ତବ୍ୟକୁ ନେଇ ଭାରତ ଅସନ୍ତୋଷ ବ୍ୟକ୍ତ କରିଛି। ବର୍ତ୍ତମାନ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କରୋନା ମୁକାବିଲା ପାଇଁ କାନାଡା ସହ ଏକ ବୈଠକରେ ଯୋଗ ନଦେବାକୁ ନିଷ୍ପତ୍ତି ନେଇଛନ୍ତି। ସୂଚନା ଅନୁଯାୟୀ,…

ଡିସେମ୍ବର ୧୦ରେ ନୂତନ ସଂସଦ ଭବନର ଭୂମି ପୂଜନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୧୦ ତାରିଖରେ ଦେଶ ପାଇଁ ନୂତନ ସଂସଦ ଗୃହର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହି ସମୟ ମଧ୍ୟରେ କିଛି ବିରୋଧୀଦଳର ନେତାଙ୍କୁ ମଧ୍ୟ ନିମନ୍ତ୍ରଣ କରାଯିବ। ବହୁ ପୁରୁଣା ଏବଂ ସୀମିତ ସ୍ଥାନ ହେତୁ ବିଦ୍ୟମାନ ସଂସଦ ଭବନ ଛୋଟ ହେବାକୁ…