Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆସନ୍ତା ବର୍ଷ ଏପ୍ରିଲ୍ ସୁଦ୍ଧା ଆସିପାରେ ଅକ୍ସଫୋର୍ଡ କୋଭିଡ-୧୯ ଟିକା

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ କର୍ମୀ ଏବଂ ବୟସ୍କଙ୍କ ଲାଗି ଅକ୍ସଫୋର୍ଡ କୋଭିଡ-୧୯ ଟିକା ଆସନ୍ତା ବର୍ଷ ଫେବୃଆରୀ ଏବଂ ସାଧାରଣ ଲୋକଙ୍କ ପାଇଁ ଏପ୍ରିଲ ସୁଦ୍ଧା ଆସିବାର ସମ୍ଭାବନା ରହିଛି ବୋଲି ଗୁରୁବାର ଦିନ କହିଛନ୍ତି ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆଦର…

ରିଲାଏନ୍ସ କଂପାନିର ୧୦.୦୯% ଅଂଶଧନ ଜରିଆରେ ୪୭,୨୬୫କୋଟି ଟଙ୍କା ପୁଞ୍ଜି ହାସଲ ପ୍ରକ୍ରିୟା ସମ୍ପୂର୍ଣ୍ଣ

ମୂମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌) ଓ ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍ (ଆର୍‌ଆର୍‌ଭିଏଲ୍‌) ପକ୍ଷରୁ ଆରଆରଭିଏଲ୍‌ରେ ସହଯୋଗୀ ସାମିଲ  ଏବଂ ପୁଞ୍ଜିନିବେଶ ହାସଲ ପ୍ରକ୍ରିୟା  ସମ୍ପୂର୍ଣ୍ଣ ହୋଇଛି। ଆରଆରଭିଏଲ୍ ପକ୍ଷରୁ ଆର୍ଥିକ ସହଯୋଗୀମାନଙ୍କ…

ଉତ୍ତରପ୍ରଦେଶରେ ବୋଲେରୋ-ଟ୍ରକ ଧକ୍କା, ୧୪ ଜଣଙ୍କର ମୃତ୍ୟୁ

ଟ୍ରକକୁ ପିଟିଲା ବୋଲେରୋ । ଦୁର୍ଘଟଣାରେ ୧୪ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ଭିତରେ ଅଛନ୍ତି ୬ଜଣ ଶିଶୁ । ଦୁର୍ଘଟଣାସ୍ଥଳରେ ସମସ୍ତଙ୍କର ମୃତ୍ୟୁ ହୋଇଛି । ଉତ୍ତରପ୍ରଦେଶ ପ୍ରତାପଗଡରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ମାଣିକପୁର ଥାନା ଅନ୍ତର୍ଗତ ପ୍ରୟାଗରାଜ-ଲକ୍ଷ୍ନୌ ହାଇଓ୍ୱେରେ…

ନୋଡପାସ ଜାରି କଲା ସବୁଠାରୁ ଖରାପ ୨୦ ପାସୱାର୍ଡ ତାଲିକା

ନୂଆଦିଲ୍ଲୀ:ବର୍ତମାନର ଡିଜିଟାଲ ଯୁଗରେ ସବୁ କିଛି ହାତମୁଠାରେ ରହୁଛି । ଏହାର ସୁରକ୍ଷା କେବଳ ପାସୱାର୍ଡ ମଧ୍ୟରେ ସୀମିତ ରହିଛି । ନୋର୍ଡପାସ ନାମକ ସଂସ୍ଥା ସାରା ବିଶ୍ୱରେ ବ୍ୟବହୃତ ହୋଇଥିବା ଖରାପ ପାସୱାର୍ଡର ତାଲିକା ଜାରି କରିଛି । ଏଥିରେ ଏପରି ୨୦ ପାସୱାର୍ଡ ଅଛି ଯାହାକି ହ୍ୟାକରମାନେ ଏକ…

ପୁଣି ଫେରିଲା ନାଇଟ୍ କର୍ଫ୍ୟୁ, ରାତି ୯ଟାରୁ ସକାଳ ୬ଟା କଟକଣା

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ଥରେ ବଢିବାରେ ଲାଗିଛି । ଅହମ୍ମଦାବାଦରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ସହରକୁ ପୁଣି ଫେରିଛି ନାଇଟ୍ କର୍ଫ୍ୟୁ । ରାତି ୯ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଜାରି କରାଯାଇଛି । ଶୁକ୍ରବାରଠାରୁ ଲାଗୁ ହେବାକୁ ଥିବା ଏହି କଟକଣା…

ପିଓକେରେ ଷ୍ଟ୍ରାଇକ ଖବରକୁ ଭାରତୀୟ ସେନାର ଖଣ୍ଡନ

ଶ୍ରୀନଗର: ପିଓକେରେ ଭାରତ ପକ୍ଷରୁ କୌଣସି ଷ୍ଟ୍ରାଇକ ଗୁରୁବାର କରାଯାଇ ନାହିଁ ବୋଲି ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏ ନେଇ ପ୍ରାୟ ସମସ୍ତ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲେ ମଧ୍ୟ ଏହା ସତ୍ୟ ନୁହେଁ ବୋଲି କହିଛନ୍ତି । ପାକିସ୍ତାନ ଅଧିକୃତ କଶ୍ମୀରରେ ଭାରତୀୟ ସେନା କରିଥିବା ପିନପଏଣ୍ଟ…

[ଭିଡିଓ] ମୁମ୍ବାଇର କରାଚି ସୁଇଟ୍ସକୁ ଶିବସେନାର ଧମକ !

ମୁମ୍ବାଇ: ବହୁଚର୍ଚ୍ଚିତ ମିଠା ଦୋକାନ କରାଚି ସୁଇଟ୍ସକୁ ମିଳିଲା ଶିବସେନାର ଖୋଲା ଧମକ । ଶେଷରେ ଧମକକୁ ଶିବସେନା ନେତା ଆଗରେ ମୁଣ୍ଡ ନୁଆଁଇଲେ ମିଠା ଦୋକାନୀ । ଦୋକାନରେ ଲାଗିଥିବା କରାଚିର ନାମ ଫଳକକୁ ସେ ଖବର କାଗଜରେ ଘୋଡାଇଥିବା ଫଟୋଟି ମଧ୍ୟ ସାମ୍ନାକୁ ଆସିଛି । କିଛି ଏପରି ଖବରକୁ ନେଇ…

ରତନ ଟାଟାଙ୍କ ପୋଷା କୁକୁର ନାଁ ଗୋଆ, ଜାଣନ୍ତୁ କାହିଁକି ?

ମୁମ୍ବାଇ: ଭାରତ ତଥା ବିଶ୍ୱରେ ଅଜଣା ନୁହଁନ୍ତି ରତନ ଟାଟା । ହେଲେ ନିକଟରେ ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟ ବିଷୟରେ ହୁଏ ତ ଅନେକ ଜାଣିନଥିବେ । ଦୀପାବଳି ଅବସରରେ ସେ ଏକାଧିକ କୁକୁରଙ୍କ ସହ ଫଟୋ ଉଠାଇ ଏହାକୁ ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିଲେ । ଜାଣି ଆଶ୍ଚର୍ଯ୍ୟ ହେବେ ସେହି କୁକୁରଙ୍କ…

ସିଜଫାୟାର ଉଲ୍ଲଂଘନ ଜବାବରେ ଭାରତର ଏହା ପିନ୍ ପଂଏଟ ଷ୍ଟ୍ରାଇକ ଥିଲା

ଶ୍ରୀନଗର: ଗୁରୁବାର ସନ୍ଧ୍ୟାରୁ ପିଓକେରେ ଭାରତ ପୁନର୍ବାର ସର୍ଜିକାଲ ଷ୍ଟ୍ରାଇକ କରିଥିବା ରିପୋର୍ଟ ବିଭିନ୍ନ ୱେବସାଇଟରେ ପ୍ରକାଶ ପାଇଛି । ପିଟିଆଇ ପ୍ରଥମେ ଏହାକୁ ବ୍ରେକିଂ କରିଥିଲା । ପରେ ବିଭିନ୍ନ ନ୍ୟୁଜ ଏଜେନ୍ସି ଏହି ରିପୋର୍ଟର ସତ୍ୟତା ସ୍ପଷ୍ଟ ହେଉଛି । ଭାରତୀୟ ବାୟୁସେନା…

ପିଓକେର ଭାରତର ପୁନର୍ବାର ସର୍ଜିକାଲ ଷ୍ଟ୍ରାଇକ: ଏକାଧିକ ଆତଙ୍କୀ ଲଂଚପ୍ୟାଡ ନଷ୍ଟ, ଅନେକ ଆତଙ୍କବାଦୀ ମୃତ !

ଶ୍ରୀନଗର:ପାକ୍ ଅଧିକୃତ କାଶ୍ମରରେ ଭାରତୀୟ ବାୟୁସେନା ପକ୍ଷରୁ ସର୍ଜିକାଲ ଷ୍ଟ୍ରାଇକ କରାଯାଇଛି । ଏଥିରେ ଅନେକ ଆତଙ୍କବାଦୀ ନିହତ ହୋଇଥିବାବେଳେ ଅନେକଗୁଡିଏ ଲଂଚପ୍ୟାଡ ନଷ୍ଟ ହୋଇଛି । ତେବେ କେତେଜଣ ଆତଙ୍କବାଦୀ ମରିଛନ୍ତି ସେ ନେଇ ବିଧିବଦ୍ଧ ଭାବେ କୌଣସି ରିପୋର୍ଟ ପ୍ରକାଶ ପାଇ ନାହିଁ ।…