Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବୟସ୍କଙ୍କଠାରେ ପ୍ରଭାବଶାଳୀ ଅକ୍ସଫୋର୍ଡ କରୋନା ଟିକା

କରୋନା ଟିକାକୁ ନେଇ ପୁଣି ଆସିଲା ଭଲ ଖବର । ବୟସ୍କ ଲୋକଙ୍କ ପାଇଁ ପ୍ରଭାବଶାଳୀ ହେବ ଅକ୍ସଫୋର୍ଡ ୟୁନିଭରସିଟିର କରୋନା ଭ୍ୟାକସିନ୍ । ୭୦ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ପାଇଁ ଏହା ଅଧିକ ପ୍ରଭାବଶାଳୀ ବୋଲି କୁହାଯାଉଛି । ୫୬୦ ଲୋକଙ୍କ ଉପରେ କରାଯାଇଥିବା ଷ୍ଟଡିର ଡାଟା ପବ୍ଲିସ୍  କରାଯାଇଛି…

ସଲମାନ୍ ଖାନଙ୍କ କରୋନା ରିପୋର୍ଟ ନେଗେଟିଭ୍

ଭାଇଜାନଙ୍କ ଫ୍ୟାନଙ୍କ ପାଇଁ ଖୁସି ଖବର । ସୁପରଷ୍ଟାର ସଲମାନ୍ ଖାନଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଛି । ବିଗ୍ ବସ୍ ଓ୍ୱିକେଣ୍ଡ କି ୱାରରେ ତାଙ୍କୁ ଦେଖିବାକୁ ମିଳିବ । ବିଗ୍ ବସ୍ ସୁଟିଂ କରୁଥିବା ସଲମାନଙ୍କ ଡ୍ରାଇଭର ଓ ଦୁଇ ଜଣ ଷ୍ଟାଫ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ ।…

ମାତ୍ର ୩ ମାସରେ ୭୬ ଜଣ ନିଖୋଜ ପିଲାଙ୍କୁ ଖୋଜି ଆଣିଲେ, ମହିଳା ପୋଲିସ କର୍ମଚାରୀଙ୍କୁ ମିଳିଲା ପ୍ରମୋସନ

ଦିଲ୍ଲୀ: ପୋଲିସର ମହିଳା କର୍ମଚାରୀ ସୀମା ଢାକା ସାଉଥ ନର୍ଥ ଜିଲ୍ଲାର ସମୟପୁର ବାଦଲୀ ଥାନାରେ କାର୍ଯ୍ୟରତ । ସୀମା ମାତ୍ର ତିନି ମାସରେ ୭୬ ଜଣ ହଜି ଯାଇଥିବା ପିଲାଙ୍କୁ ଖୋଜି ବାହାର କରିଛନ୍ତି । ଫଳରେ ସୀମା ଢାକାଙ୍କୁ ମିଳିଛି ପଦୋନ୍ନତି । ଦିଲ୍ଲୀ ପୋଲିସ ଆୟୁକ୍ତଙ୍କ ନିର୍ଦ୍ଦେଶ ଅନୁସାରେ…

ମନ୍ତ୍ରୀ ପଦ ଦାୟିତ୍ୱ ନେବା ପରେ ଇସ୍ତଫା ଦେଲେ ବିହାର ଶିକ୍ଷାମନ୍ତ୍ରୀ ମେୱାଲାଲ

ପାଟନା:ବିହାର ଶିକ୍ଷାମନ୍ତ୍ରୀ ମେୱାଲାଲ ଚୌଧୁରୀ ଶପଥ ନେବାର କିଛି ସମୟ ପରେ ଇସ୍ତଫା ଦେଇଛନ୍ତି । ଯାହା କି ବିହାର ରାଜନୀତିକୁ ସରଗରମ କରିଦେଇଛି । ଦୁର୍ନୀତି ଅଭିଯୋଗ କାରଣରୁ ସେ ଏହି ଇସ୍ତଫା ଦେଇଛନ୍ତି । ୨୦୧୭ରେ ଭାଗଲପୁର କୃଷି ବିଶ୍ୱବିଦ୍ୟାଳୟରେ ଚୌଧୁରୀ କୂଳପତି ଥିଲେ । ସେଠାରେ…

ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସଏଦକୁ ୧୦ ବର୍ଷ ଜେଲ୍‌

ଇସଲାମବାଦ: ମୁମ୍ବାଇ ୨୬/୧୧ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସଏଦକୁ ପାକିସ୍ତାନରେ ୧୦ ବର୍ଷର ଜେଲ ଏବଂ ୧.୧ ଲକ୍ଷ ଟଙ୍କା ଜରିମାନା ଦଣ୍ଡାଦେଶ ଦିଆଯାଇଛି । ପଞ୍ଜାବର ଏକ କୋର୍ଟରେ ଟେରର ଫଣ୍ଡିଂ ଏବଂ ଅନ୍ୟ ୨ ମାମାଲାର ଶୁଣାଣୀ କରି ଏହି ଦଣ୍ଡ ଦେଇଛନ୍ତି । ମୁମ୍ବାଇ ଆକ୍ରମଣରେ ୧୬୬…

କରୋନା ଭୂତାଣୁ ବାଣ୍ଟିଲା ଗହଣା ଦୋକାନ, କୋକୁଆ ଭୟରେ ଗ୍ରାହକ !

ଇନ୍ଦୋର: ଧନ୍‌ତେରାସ୍ ଓ ଦୀପାବଳିରେ ସୁନାଗହଣା ଦୋକାନରେ ଲାଗିଥିଲା ଅପ୍ରତ୍ୟଶିତ ଭିଡ । ନୂଆ ଗହଣାଗାଣ୍ଠି କିଣିବା ପାଇଁ ଲୋକଙ୍କ ମନରେ ଥିଲା ଉତ୍ସାହ ଓ ଉଦ୍ଦିିପନା । ହେଲେ ମଧ୍ୟପ୍ରଦେଶ ଇନ୍ଦୋରରେ ଏକ ଗହଣା ଦୋକାନରେ ଅଳଙ୍କାର କିଣି ଲୋକେ କୋକୁଆ ଭୟରେ ରହିବାକୁ ବାଧ୍ୟ ହୋଇଛନ୍ତି ।…

ନୂତନ ବିକ୍ରୟ ରେକର୍ଡ ସୃଷ୍ଟି କରିବାକୁ ଯାଉଛି ଓବାମାଙ୍କ ‘ଏ ପ୍ରୋମିସ୍ଡ ଲ୍ୟାଣ୍ଡ୍‌’ ପୁସ୍ତକ

ନ୍ୟୁୟର୍କ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ପୁସ୍ତକ 'ଏ ପ୍ରୋମିସ୍ଡ ଲ୍ୟାଣ୍ଡ୍‌' ଆମେରିକା ଏବଂ କାନାଡାର ପ୍ରଥମ ୨୪ ଘଣ୍ଟା ମଧ୍ୟରେ ୮,୯୦,୦୦୦ କପି ବିକ୍ରି କରି ଆଧୁନିକ ଇତିହାସରେ ସର୍ବାଧିକ ବିକ୍ରି ହୋଇଥିବା ରାଷ୍ଟ୍ରପତି ସ୍ମୃତିରେ ପରିଣତ ହେବାକୁ ଯାଉଛି। ପ୍ରଥମ…

ଏଣିକି ଶତ୍ରୁ ଦେଶ ଉପରେ ନଜର ରଖିବ ପି-୮୧ ବିମାନ

ନୂଆଦିଲ୍ଲୀ: ଭାରତୀୟ ନୌସେନା ବୁଧବାର ଆମେରିକାର ପ୍ରଥମ ନୂତନ ଦୂରଗାମୀ ସାମୁଦ୍ରିକ ପାଟ୍ରୋଲିଂ ବିମାନ ପି-୮୧ ଗୋଆ ଏୟାର ଷ୍ଟେସନରେ ପହଞ୍ଚିଛି। ଏଥିରେ ସେନ୍ସର ଏବଂ ଅସ୍ତ୍ରଶସ୍ତ୍ର ସ୍ଥାପିତ ହୋଇଛି ଯାହା ଦ୍ବାରା ଏହା ବୁଡ଼ାଜାହାଜ ଶିକାର କରିପାରିବ। ତେବେ ଅନ୍ୟ ତିନୋଟି ପି-୮୧ ଆସନ୍ତା…

ପୁଣି ଥରେ ମୋଦୀ ସରକାରଙ୍କୁ ଟାର୍ଗେଟ୍‌ କଲେ ରାହୁଲ; କହିଲେ ଜିଡିପି ପଛରେ ଦେଶରେ କରୋନା ମୃତ୍ୟୁ ହାର ଆଗରେ

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ପୁଣି ଥରେ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏକ ଚାର୍ଟ ସେୟାର କରି ରାହୁଲ କହିଛନ୍ତି ଯେ ଏହା ହେଉଛି ମୋଦୀ ସରକାରଙ୍କ ରିପୋର୍ଟ କାର୍ଡ, ଯେଉଁଥିରେ ଜିଡିପି ହାର ପଛରେ ଦେଶ କରୋନା ମୃତ୍ୟୁହାରରେ ଆଗରେ ରହିଛି। ଏହା ପୂର୍ବରୁ…

ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତି : ରାଜ୍ୟର ବିନା ଅନୁମତିରେ ସିବିଆଇ ଯାଂଚ ହୋଇପାରିବନି

ନୂଆଦିଲ୍ଲୀ: ମାନ୍ୟବର ସୁପ୍ରିମକୋର୍ଟ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି । ଏହା ଅନୁସାରେ ଆଗକୁ ରାଜ୍ୟ ସରକାର ବିନା ଅନୁମତିରେ ସିବିଆଇ ତଦନ୍ତ ହୋଇପାରିବ ନାହିଁ । ୮ ଅଣ ବିଜେପି ଶାସିତ ରାଜ୍ୟ ଝାଡଖଣ୍ଡ, କେରଳ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ରାଜସ୍ଥାନ, ଛତିଶଗଡ, ମିଜୋରମ ଓ…