Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଓବାମାଙ୍କ ବହିର ବମ୍ପର ଓପନିଂ, ୨୪ ଘଣ୍ଟାରେ ୯ ଲକ୍ଷ କପି ବିକ୍ରି

ଆମେରିକାର ପୂର୍ବତନ ରାଷ୍ଟ୍ରପତି ବରାକ ଓବାମାଙ୍କ ନୂଆ ବହି ‘ଏ ପ୍ରୋମିସ୍ ଲ୍ୟାଣ୍ଡ’ ବଜାରକୁ ଆସିବା ମାତ୍ରେ ହିଟ୍ ହୋଇଛି । ମାତ୍ର ୨୪ ଘଣ୍ଟାରେ ବହିର ପାଖାପାଖି ୯ ଲକ୍ଷ କପି ବିକ୍ରି ହୋଇଯାଇଛି । ମଡର୍ଣ୍ଣ ଇତିହାସରେ କୌଣସି ରାଷ୍ଟ୍ରପତି ଦ୍ବାରା ଲେଖାଯାଇଥିବା ବେଷ୍ଟ ସେଲିଂ ବୁକ୍…

୨୬/୧୧ ଆକ୍ରମଣ ପରି ଥିଲା ଯୋଜନା, ପ୍ରଧାନମନ୍ତ୍ରୀ କଲେ ଉଚ୍ଚସ୍ତରୀୟ ବୈଠକ

୨୬/୧୧ ପରି ଆକ୍ରମଣ ଯୋଜନାରେ ଥିଲେ ନଗରୋଟାରେ ନିହତ ଆତଙ୍କବାଦୀ । କୁହାଯାଉଛି କି ୨୬/୧୧ ବର୍ଷ ପୂର୍ତ୍ତି ଅବସରରେ ଆତଙ୍କବାଦୀମାନେ ଆକ୍ରମଣ କରିବାକୁ ଯୋଜନା କରିଥିଲେ । ହେଲେ ଆତଙ୍କବାଦୀଙ୍କ ଯୋଜନା ଫସର ଫାଟିଲା । ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହେଲେ ୪ ଆତଙ୍କବାଦୀ । ଜମ୍ମୁକଶ୍ମୀର…

ସେହୱାଗଙ୍କୁ ଜବାବ୍ ଦେଲେ ମ୍ୟାକ୍ସୱେଲ୍ !

ଭୁବନେଶ୍ୱର: ଚଳିତ ବର୍ଷ ଆଇପିଏଲଠାରୁ ଆରମ୍ଭ ହୋଇଥିଲା ବୀରେନ୍ଦ୍ର ସେହୱାଗଙ୍କ ବୀରୁକି ବୈଠକ । ଏହି ଭିଡିଓ ସେସନ୍‌ରେ ସେହୱାଗ କ୍ରିକେଟରଙ୍କ ପ୍ରଦର୍ଶନ ନେଇ ଖୋଲାଖୋଲି ସମାଲୋଚନା କରିବା ସହ ପ୍ରଶଂସା ବି କରିଥାନ୍ତି । ତେବେ ନିକଟରେ ଅଷ୍ଟ୍ରେଲୀୟ ଖେଳାଳି ଗ୍ଲେନ୍ ମ୍ୟାକ୍ସୱେଲଙ୍କୁ ନେଇ…

୮୭ ଘଣ୍ଟାରେ ୨୦୮ ଦେଶ ବୁଲି ରେକର୍ଡ କଲେ ମହିଳା

ଭୁବନେଶ୍ୱର: ବିଭିନ୍ନ ଦେଶ ବୁଲିବାର ନିଶା ଜଣେ ମହିଳାଙ୍କୁ ଗିନିଜ୍ ୱାର୍ଲଡ ରେକର୍ଡର ଅଧିକାରୀ ବନାଇଛି । ଦୁବାଇର ଡା. ଖୱାଲା ରୋମାଇଥୀ ନାମକ ଜଣେ ମହିଳା ୮୭ ଘଣ୍ଟାରୁ ବି କମ୍ ସମୟରେ ସାତଟି ମହାଦେଶ ପରିଭ୍ରମଣ କରିଥିଲେ । ଯେଉଁଥିରେ ସେ ୨୦୮ଟି ଦେଶକୁ ଯାତ୍ରା କରିଥିଲେ । ଠିକ୍ କରୋନା…

ଫିଜିଓଥେରାପିଷ୍ଟଙ୍କୁ ବିବାହ କରିଛନ୍ତି ପ୍ରଭୁଦେବା !

ମୁମ୍ବାଇ: ବେଶ କିଛି ଦିନ ଧରି ଚର୍ଚ୍ଚା ଚାଲିଥିଲା ନିଜ ଭାଣିଜୀକୁ ବିବାହ କରିବେ ଅଭିନେତା ତଥା ନିର୍ଦ୍ଦେଶକ ପ୍ରଭୁଦେବା । ହେଲେ ଏବେ ଯାହା ଜଣାପଡୁଛି ଖୋଦ ପ୍ରଭୁଦେବା ଏହି କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି । ଶୁଣିବାକୁ ମିଳିଛି ପ୍ରଭୁଦେବା କୁଆଡେ ଚଳିତବର୍ଷ ସେପ୍ଟେମ୍ବର ମାସରେ…

ଚୀନର ଧମକ, ହଂକଂ ପଟେ ବାହାରିଲେ ଆଖି ତାଡିଦେବୁ !

ବେଜିଂ: ଚୀନ ପୁଣି ବାହାସ୍ପୋଟ ମାରିଛି । ହଂକଂ ଘଟଣାରେ ଯେଉଁ ଦେଶ ମୁଣ୍ଡ ପୂରାଇବ ତାର ଆଖି ଫୁଟାଇଦେବୁ ବୋଲି ଧମକ ଦେଇଛି । ଚୀନ ଦ୍ୱାରା ଜାରି କରାଇଥିବା ନୂତନ ନିୟମକୁ ବିଭିନ୍ନ ମହଲରେ ବିରୋଧ କରାଯାଉଛି । ଆମେରିକା, ବ୍ରିଟେନ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, କାନାଡାକୁ ନେଇ ଗଠିତ ଫାଇଭ…

ଦିଲ୍ଲୀରେ ମାସ୍କ ନପିନ୍ଧିଲେ ୨୦୦୦ ଟଙ୍କା ଜରିମାନା

ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣି କାୟା ମେଲାଇଛି କରୋନା । ମୁକାବିଲା ପାଇଁ ରାଜ୍ୟ ସରକାର କଠୋର ପଦକ୍ଷେପ ନେଇଛନ୍ତି । ଏମିକି ବିନା ମାସ୍କରେ ବାହାରେ ବୁଲିଲେ ମୋଟା ଅଙ୍କର ଫାଇନ୍ ଗଣିବେ । ଦୁଇ ହଜାର ଟଙ୍କା ଜରିମାନା ଆଦାୟ ହେବ । ପୂର୍ବରୁ ପାଞ୍ଚ ଶହ ଟଙ୍କା ଫାଇନ୍ ଆଦାୟ ହେଉଥିଲା । ଆଜିଠାରୁ…

ଏହି ସହରରେ ଲାଗୁ ହେଲା ୫୭ ଘଣ୍ଟିଆ କରୋନା କର୍ଫ୍ୟୁ

ଅହମ୍ମଦାବାଦ: ବଢୁଥିବା କରୋନା ମାମଲାକୁ ରୋକିବା ପାଇଁ ଚଳିତ ମାସ ଆରମ୍ଭରୁ ଲାଗୁ ହେବ ୫୭ ଘଣ୍ଟାର ଦୀର୍ଘ ସାପ୍ତାହିକ କର୍ଫ୍ୟୁ। ଗୁଜୁରାଟର ଅହମ୍ମଦାବାଦରେ ଶୁକ୍ରବାର ନଭେମ୍ବର ୨୦ ଠାରୁ ଏହି ରାତ୍ରି କର୍ଫ୍ୟୁ ଲାଗୁ ହେବା ନେଇ ସୂଚନା ମିଳିଛି। ନଭେମ୍ବର ୨୦ ରାତି ୯ ଟାରୁ ଏହି କର୍ଫ୍ୟୁ…

ଦେଶରେ ୯୦ ଲକ୍ଷ ପାର କଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ୯୦ ଲକ୍ଷ ପାର କରିଛି କରୋନା ଆକ୍ରାନ୍ତ ସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ଦେଶରୁ ସଂକ୍ରମିତ ହୋଇଛନ୍ତି ୪୫ ହଜାର ୮୮୨ ଜଣ । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୦ ଲକ୍ଷ ୪ ହଜାର ୩୬୬କୁ ବୃଦ୍ଧି ପାଇଛି । ଜୀବନ ନେଉଛି ମହାମାରୀ । ବଢୁଛି ଦୈନିକ ଡେଥ୍ କେସ୍ । ଗତ…

ଜଣେ ବ୍ୟକ୍ତିଙ୍କୁ ଛାଡି ଏହି ଗାଁର ସମସ୍ତେ କରୋନା ପଜିଟିଭ ଚିହ୍ନଟ

ମନାଲି: ହିମାଚଳ ପ୍ରଦେଶର ଲାହାଉଲ୍ ଭ୍ୟାଲିରେ ଥିବା ଥୋରାଙ୍ଗ ଭିଲେଜର ଜଣେ ବ୍ୟକ୍ତିଙ୍କୁ ଛାଡି ସମସ୍ତ ଗ୍ରାମବାସୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଭଳି ସ୍ଥଳେ ଉକ୍ତ ଗ୍ରାମର ୫୨ ବର୍ଷୀୟ ଭୂଷଣ ଠାକୁର କରୋନା ସଂକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏପରିକି ଜନସଂଖ୍ୟା…