Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଧୋନୀଙ୍କ ପରେ ବିଜୟଙ୍କ ଝିଅକୁ ଦୁଷ୍କର୍ମ ଧମକ !

ତେଲେଙ୍ଗାନା: ବାୟୋପିକ୍ 800ରେ ଅଭିନୟ କରିବା ନେଇ ଅଭିନେତା ବିଜୟ ସେଥୁପତି ସମାଲୋଚନାର କେନ୍ଦ୍ରରେ ରହିଥିଲେ । ହେଲେ ସୋମବାର ଖୋଦ ମୁରଲିଧରନ୍ ତାଙ୍କୁ ଫିଲ୍ମରୁ ଓହରିଯିବାକୁ କହିଥିଲେ । ଯାହା ପରେ ବିଜୟ ଫିଲ୍ମରେ ଅଭିନୟ ନ କରିବା ନେଇ ସ୍ପଷ୍ଟ କରିଥିଲେ । ହେଲେ ସୋସିଆଲ ମିଡିଆରେ ଏବେ ବି…

ନିମୋରୋଜରେ ବୋମା ବିସ୍ଫୋରଣରେ, ୧୨ ପୋଲିସ କର୍ମଚାରୀ ନିହତ

କାବୁଲ: ଆଫଗାନିସ୍ତାନର ନିମୋରୋଜ ଅଂଚଳରେ ବୋମା ବିସ୍ଫୋରଣ ଘଟିବା ଯୋଗୁ ୧୨ ପୋଲିସ କର୍ମଚାରୀ ନିହତ ହୋଇଛନ୍ତି ।  ମୃତ ପୋଲିସ କର୍ମଚାରୀଙ୍କ ଭିତରେ ଜିଲ୍ଲା ପୋଲିସ ମୁଖ୍ୟ ରହିଛନ୍ତି । ଗତ ରବିବାର ଆଫଗାନିସ୍ତାନର ପଶ୍ଚିମ ପ୍ରାନ୍ତରେ ଏକ ଆତ୍ମଘାତି କାର୍ ବୋମା ବିସ୍ଫୋରଣ ହୋଇଥିଲା । ଏହି…

ପ୍ରଧାନମନ୍ତ୍ରୀ ମୋଦିଙ୍କ ୧୨ ମିନିଟର ୧୨ କଥା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶବାସୀଙ୍କ ସନ୍ଧ୍ୟା ୬ଟାରେ ୧୨ମିନିଟ ଧରି ସମ୍ବୋନ୍ଧିତ କରିଥିଲେ । ଆସନ୍ତୁ ଜାଣିବା ଏହି ୧୨ ମିନିଟର ୧୨ କଥା ୧.କରୋନା ବିପକ୍ଷରେ ଆମେ ଲମ୍ବା ଲଢ଼େଇ ଲଢ଼ୁଛେ । ଏବେ ଆର୍ଥୀକ ଗତିବିଧିରେ ଉନ୍ନତି ଆସିଛି । ଘରୁ ଲୋକେ ବାହାରୁଛନ୍ତି ।…

ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ :ସଂକ୍ରମଣ କମିଛି, ଲକଡାଉନ ହଟିଛି ହେଲେ କରୋନା ଭାଇରାସ ଯାଇନି

ନୂଆଦିଲ୍ଲୀ:ପାର୍ବଣ ପରିବେଶ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ମଙ୍ଗଳବାର ସନ୍ଧ୍ୟା ୬ଟା ବେଳେ ୧୨ ମିନିଟ ଉଦବୋଧନ ଦେଇଛନ୍ତି । ଦେଶରେ କରୋନା ସଂକ୍ରମଣ କମିଛି, ଲକଡାଉନ ଉଠିଛି ହେଲେ କରୋନା ମହାମାରୀ ଯାଇନାହିଁ ବୋଲି ସତର୍କ କରାଇ ଦେଇଛନ୍ତି । ପାର୍ବଣ ଋତୁ ଆସୁଛି,…

ଏମବିବିଏସ ପରୀକ୍ଷାରେ ନକଲ କରୁଥିବା ବେଳେ ଧରାପଡିଲେ ହାଇଟେକ ମୁନ୍ନାଭାଇ

ଆଗ୍ରା: ଏଠାରେ ଭୀମରାଓ ଆମ୍ବେଦକର ୟୁନିଭରସିଟିରେ ଏମବିବିଏସ ପରୀକ୍ଷରେ ନକଲ କରି ଧରା ପଡିଛନ୍ତି ୧୦ ହାଇଟେକ ମୁନ୍ନାଭାଇ । ନକଲ ହୋଉଥିବା ଅଭିଯୋଗ ପାଇବା ପରେ ପ୍ରିନ୍ସପାଲ ଅଶୋକ କୁମାର ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ନକଲକାରୀ ଧରିବା ପରେ ତାଙ୍କ ଶୈଳି ନେଇ ଆଶ୍ଚର୍ଯ୍ୟଚକିତ…

ଶାସନ ଗାଦି ଛାଡ଼ିବେ ୟେଦୁରପ୍ପା!!

ବାଙ୍ଗାଲୋର: କର୍ଣ୍ଣାଟକ ବିଜେପିରେ ପଡ଼ିଲାଣି ଫାଟ । ପଦାରେ ପଡ଼ିଲାଣି ଦଳର ଅନ୍ତଃକନ୍ଦଳ । ଦଳୀୟ ବିଧାୟକ ବସନଗୌଡା ମୁଖ୍ୟମନ୍ତ୍ରୀ ୟେଦୁରପ୍ପାଙ୍କ ଶାସନରେ ଖୁସି ନଥିବା କହିଛନ୍ତି । ବିଜେପି ବିଧାୟକ ବସନଗୌଡା ଯତନାଲ ଦାବୀ କରିଛନ୍ତି ଯେ ହାଇ କମାଣ୍ଡ ବିଏସ ୟେଦୁରପ୍ପାଙ୍କ ଉପରେ…

ସୁନା ସ୍ମଗଲିଂର ନୂଆ ତରିକା, ଗୋଲ୍ଡ ପୋଷ୍ଟ !

ତାମିଲନାଡୁ: କେତେବେଳେ ନକଲି ଚୁଟି ମଧ୍ୟରେ, ତ କେତେବେଳେ ମଳଦ୍ୱାରରେ ଲୁଚାଇ ସୁନା ତସ୍କରି ଖବର ଆପଣ ନିଶ୍ଚୟ ପଢିଥିବେ । ହେଲେ ସିଲ୍ ପ୍ୟାକ୍ ଭ୍ୟାସଲିନ୍ କିମ୍ବା ହେୟାର ଜେଲ୍ ଟ୍ୟୁବ୍ ଭିତରେ ସୁନା ସ୍ମଗଲିଂ ବିଷୟରେ ବୋଧ ହୁଏ ଆପଣ ଜାଣିନଥିବେ । ଏମିତି ଏକ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି…

ମୁମ୍ବାଇ ଛାଡି କାହିଁକି ଲଖ୍ନୌ ଗଲେ ଜନ୍ ଆବ୍ରାହାମ୍ ?

ମୁମ୍ବାଇ: କାଲିଠୁ ଆରମ୍ଭ ହେବ ଫିଲ୍ମ ସତ୍ୟମେବ ଜୟତେ-୨ର ସୁଟିଂ । ପୂର୍ବଥର ଭଳି ସିକ୍ୱେଲ ପାର୍ଟରେ ନଜର ଆସିବେ ଜନ୍ ଆବ୍ରାହାମ୍ । ହେଲେ କୌଣସି ଆକ୍ଟିଭ ଅଭିନେତ୍ରୀ ନୁହେଁ ବରଂ ପ୍ରଯୋଜକ ଭୂଷଣ କୁମାରଙ୍କ ସ୍ତ୍ରୀ ଦିବ୍ୟା ଖୋସ୍‌ଲାଙ୍କ ସହ ସେ ରୋମାନ୍ସ କରିବାରେ ନଜର ଆସିବେ । ଆଜି ଜନ୍…

ଫିଲ୍ମ ପଠାନ୍ ପାଇଁ ସଜବାଜ ଶାହରୁଖ ଖାନ୍ !

ମୁମ୍ବାଇ: କରୋନା କଟକଣାରେ ବି ଅନୁମତି ପାଇବା ପରେ ଧୀରେଧୀରେ ମଇଦାନକୁ ଓହ୍ଲାଇଲେଣି ବଲିଉଡ ସେଲିବ୍ରିଟି । ଆରମ୍ଭ ହେଲାଣି ଅଧା ପଡିଥିବା ଫିଲ୍ମର ସୁଟିଂ, ପ୍ରସ୍ତୁତ ହେଉଛି ନୂଆନୂଆ ପ୍ରେଜେକ୍ଟ ପାଇଁ ଯୋଜନା । କିଛି ଦିନ ପୂର୍ବରୁ ନିଜ ଟିମ୍ କୋଲକାତା ନାଇଟ୍ ରାଇଡର୍ସର ଖେଳ ଦେଖିବା ପାଇଁ…

ମାନସିକ ଚାପରେ ରହୁଛନ୍ତି ଆମ ସେନା !

ନୂଆଦିଲ୍ଲୀ: ସେପ୍ଟେମ୍ବରରେ କେବଳ ଲେଫନନେଂଟ କର୍ଣ୍ଣେଲ ଓ କର୍ଣ୍ଣଲ ର‌୍ୟାଙ୍କର ୬ ସୈନ୍ୟ ଅଧିକାରୀ ହୃଦଘାତରେ ମୃତ୍ୟୁବରଣ କରିଛନ୍ତି । ସମସ୍ତଙ୍କ ବୟସ ୪୦ରୁ ୪୫ ବର୍ଷ ମଧ୍ୟରେ ହେବ । ତା ମାନେ କଣ ଆମ ଭାରତୀୟ ସେନା ଚାପରେ ଅଛନ୍ତି ? ରକ୍ଷା ବିଶେଷଜ୍ଞ ଓ ଡାକ୍ତରଙ୍କ ରିପୋର୍ଟକୁ ଆଧାର କଲେ…