Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୩ ଟି ରଣନୀତି ଯୋଗୁ ଆର୍ମେନିଆକୁ ୩୦ ବର୍ଷ ଧରି ଲାଗିଥିବା ଯୁଦ୍ଧରେ ପରାସ୍ତ କଲା ଆଜରବୈଜାନ

ବାକୁ:ଆର୍ମେନିଆ ଓ ଆଜରବୈଜାନ ମଧ୍ୟରେ ଦୀର୍ଘ ବର୍ଷ ଧରି ଲାଗିରହିଥିବା ଯୁଦ୍ଧ ଓ ଅଶାନ୍ତିର ପରିସମାପ୍ତି ଘଟିଛି । ଆଜରବୈଜାନ ୩ଟି ରଣନୀତି ଯୋଗୁ ଏହି ଯୁଦ୍ଧରେ ବିଜୟୀ ହୋଇ ବିବାଦୀୟ ନାଗର୍ନୋ-କାରବାଖାକୁ ହାତେଇବାରେ ସଫଳ ହୋଇଛି । ତେବେ ଏହି ୩ଟି ରଣନୀତି କଣ ? ଏଗୁଡିକ ହେଲା ଟେକନୋଲୋଜି,…

ଟପ୍ ହ୍ୟାକର୍ ପିଟର ଜାଟକୋ ହେଲେ ଟ୍ୱିଟର୍‌ର ନୂତନ ସୁରକ୍ଷା ମୁଖ୍ୟ

ନୂଆଦିଲ୍ଲୀ: ସୋସିଆଲ ମିଡିଆର ଦିଗ୍‌ଗଜ କମ୍ପାନୀ ଟ୍ୱିଟର ନିଜ ଉପରେ ବଢୁଥିବା ନିୟମର ଚାପ ଏବଂ ଗୁରୁତର ସୁରକ୍ଷା ବିପଦକୁ ଦୃଷ୍ଟିରେ ରଖି କାର୍ଯ୍ୟ ପାଇଁ ବିଶ୍ୱ‌ର ଜଣାଶୁଣା ହ୍ୟାକର୍‌ଙ୍କୁ ଏହି କାର୍ଯ୍ୟରେ ନିଯୁକ୍ତ କରିଛି। ଯାହାଦ୍ୱାରା ସେମାନେ ଏହି ଚ୍ୟାଲେଞ୍ଜଗୁଡିକର ମୁକାବିଲା…

ବାଣ ଫୁଟାଇବା ବେଳେ ପୋଡି ହୋଇ ରୀତା ବହୁଗୁଣାଙ୍କ ନାତୁଣୀ ମୃତ

ପ୍ରୟାଗରାଜ: ଦୀପାବଳି ଅବସରରେ ବିଜେପି ନେତ୍ରୀ ରୀତା ବହୁଗୁଣାଙ୍କ ଘରେ ଶୋକବର ବାତାବରଣ ଖେଳିଯାଇଛି । ବହୁଗୁଣାଙ୍କ ନାତୁଣୀ ଛାତ ଉପରେ ସାଙ୍ଗମାନଙ୍କ ସହ ବାଣ ଫୁଟାଉଥିବା ବେଳେ ଗୁରୁତର ଭାବେ ପୋଡି ହୋଇ ଯାଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ସେଠାରେ ବଂଚାଇବା…

ମୋଡର୍ନାର ବିକଶିତ ପରୀକ୍ଷାମୂଳକ ଟିକାର ୫ ମିଲିୟନ୍ ଡୋଜ୍‌ କିଣିବ ବ୍ରିଟେନ୍‌

ନୂଆଦିଲ୍ଲୀ: ବ୍ରିଟେନ ମୋଡର୍ନାର ବିକଶିତ ପରୀକ୍ଷାମୂଳକ ଟିକାର ୫ ମିଲିୟନ୍ ଡୋଜ କ୍ରୟ କରିଛି। ବ୍ରିଟେନ୍‌ ସ୍ୱାସ୍ଥ୍ୟମନ୍ତ୍ରୀ ମ୍ୟାଟ ହାନକକ୍ ସୋମବାର ଏହି ସୂଚନା ଦେଇଛନ୍ତି। ବସନ୍ତରେ ପ୍ରଥମ ଡୋଜ ବିତରଣ କରାଯାଇପାରିବ ବୋଲି ସରକାର ଆଶା ବ୍ୟକ୍ତ କରିଛନ୍ତି। ମାନବ ପରୀକ୍ଷଣର ତୃତୀୟ…

ହୁ ମୁଖ୍ୟଙ୍କ କଡ଼ା ଚେତାବନୀ; ଟିକା ବାହାରିଲେ ବି କରୋନା ସଂକ୍ରମଣ କମିବ ନାହିଁ

ଜେନେଭା: ସମଗ୍ର ବିଶ୍ୱ କରୋନା ପ୍ରଭାବରେ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଏହି ରୋଗରେ ଦୁନିଆରୁ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇସାରିଲେଣି। ପୃଥିବୀର ବିଭିନ୍ନ ସ୍ଥାନରୁ ବୈଜ୍ଞାନିକମାନେ ଏହି ଭୂତାଣୁକୁ ମୁକାବିଲା କରିବା ପାଇଁ ଏକ ଟୀକା ଅନୁସନ୍ଧାନ ଜାରି ରଖିଛନ୍ତି ଏବଂ ଆଶା ବ୍ୟକ୍ତ କରୁଛନ୍ତି ଯେ…

୩୭୦ ବାହାନା କରି କେନ୍ଦ୍ର ସରକାର କାଶ୍ମୀରର ମୁସଲମାନମାନଙ୍କ ଜମି ଦଖଲ କରିବାକୁ ଚାହୁଁଛନ୍ତି; ମେହବୁବା ମୁଫତି

ନୂଆଦିଲ୍ଲୀ: ପିଡିପି ସଭାପତି ମେହବୁବା ମୁଫତି କେନ୍ଦ୍ର ସରକାରଙ୍କୁ ଅଭିଯୋଗ କରିଛନ୍ତି ଯେ ବିଜେପି ସରକାର ଜାମ୍ମୁ କାଶ୍ମୀରରେ ମୁସଲମାନମାନଙ୍କୁ ଟାର୍ଗେଟ କରୁଛନ୍ତି ଏବଂ ଜାମ୍ମୁ କାଶ୍ମୀରରେ ଏହି ଜମିକୁ ପୁଞ୍ଜିପତି ସମର୍ଥକଙ୍କ ନିକଟରେ ବିକ୍ରି କରୁଛନ୍ତି। ମେହବୁବା ମୁଫତି ସ୍ପଷ୍ଟ ଭାବେ…

ତାମିଲ୍‌ ଟେଲିଭିଜନ୍‌ ଅଭିନେତା ସେଲ୍‌ଭାରଥିନମ୍‌ଙ୍କୁ ଚେନ୍ନାଇରେ ହତ୍ୟା

ନୂଆଦିଲ୍ଲୀ: ଚେନ୍ନାଇରେ କିଛି ଲୋକ ଟିଭି ସିରିଏଲ 'ଥେନ୍‌ମୋଜୀ ବିଏ'ରେ ଭିଲେନ ଭୂମିକାରେ ଅଭିନୟ କରୁଥିବା ଅଭିନେତା ସେଲଭାରାଥିନାମଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଚେନ୍ନାଇ ପୋଲିସ ସିସିଟିଭିରୁ ଜାଣିବାକୁ ପାଇଛି ଯେ ଘଟଣାସ୍ଥଳ ନିକଟରେ ୪ ଜଣ ସନ୍ଦିଗ୍ଧଙ୍କୁ ଦେଖିବାକୁ…

ଦ୍ୱାଦଶ ବ୍ରିକ୍ସ ସମ୍ମିଳନୀ: ମୁହାଁମୁହିଁ ହେବେ ମୋଦି-ଜିନପିଙ୍ଗ, ଫୋକସରେ ଏସବୁ ପ୍ରସଙ୍ଗ

ମସ୍କୋ: ଆଜି ଋଷିଆରେ ଅନୁଷ୍ଠିତ ହେବ ଦ୍ୱାଦଶ ବ୍ରିକ୍ସ ସମ୍ମିଳନୀ । ଭର୍ଚୁଆଲ୍ ମିଟିଂରେ ସାମିଲ ହେବେ ବ୍ରିକ୍ସ ରାଷ୍ଟ୍ର ବ୍ରାଜିଲ, ଋଷିଆ, ଭାରତ, ଚୀନ୍ ଓ ଦକ୍ଷିଣ କୋରିଆ ମୁଖ୍ୟ । ଏଥର ବିଷୟବସ୍ତୁ ରହିଛି ବିଶ୍ୱ ସ୍ଥରତା, ସୁରକ୍ଷା ସହଭାଗିତା ଓ ଅଭିନବ ବିକାଶ । ଋଷ୍ ରାଷ୍ଟ୍ରପତି…

ହରିୟାଣା ରାଜ୍ୟପାଳ ସତ୍ୟଦେବ ନାରାୟଣ ଆର୍ଯ୍ୟ କରୋନା ପଜିଟିଭ

ଚଣ୍ଡୀଗଡ଼: କିଛି ଦିନ କମିବା ପରେ ହରିୟାଣାରେ ପୁଣି ବଢ଼ିବାରେ ଲାଗିଛି କୋଭିଡ ସଂକ୍ରମଣ। ହରିଆଣାର ରାଜ୍ୟପାଳ ସତ୍ୟଦେବ ନାରାୟଣ ଆର୍ଯ୍ୟ ସୋମବାର ଦିନ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । କିଛି ଦିନ ତଳେ ସେ ଅସୁସ୍ଥ ଥିବା ବେଳେ ତାଙ୍କୁ ମୋହାଲିର ଫୋର୍ଟିସ୍ ହସ୍ପିଟାଲରେ ଭର୍ତ୍ତି…

ଚାରି ମାସ ପରେ ଦେଶରେ ୩୦ ହଜାର ତଳକୁ ଖସିଲା ଦୈନିକ କରୋନା କେସ୍

ନୂଆଦିଲ୍ଲୀ: କରୋନା ଲଢ଼େଇ ଭିତରେ ଏବେ ପ୍ରତିଦିନ ଆଶ୍ୱସ୍ତିକର ଖବର ସାମନାକୁ ଆସୁଛି । ଦେଶରେ ଖସୁଛି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ୩୦ ହଜାରରୁ କମ୍ ସଂକ୍ରମିତ ହୋଇଛନ୍ତି । ଦିନକରେ ଚିହ୍ନଟ ହୋଇଛନ୍ତି ୨୯ ହଜାର ୧୬୪ ନୂଆ ଆକ୍ରାନ୍ତ । ଚାରି ମାସରେ ପ୍ରଥମ ଥର ଦିନକରେ ୩୦…