Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆସାମ-ମିଜୋରାମ ସୀମାରେ ଦୁଇ ଗୋଷ୍ଠୀ ଭିତରେ ହିଂସାତ୍ମକ ସଂଘର୍ଷ

ନୂଆଦିଲ୍ଲୀ: ଆସାମ-ମିଜୋରାମ ସୀମାରେ ଦୁଇ ଗୋଷ୍ଠୀ ଭିତରେ ହିଂସାତ୍ମକ ସଂଘର୍ଷ କାରଣରୁ ଦୁଇ ରାଜ୍ୟର ସୀମାରେ ଉତ୍ତେଜନା ଜାରି ରହିଛି । ଏହି ହିଂସାକାଣ୍ଡରେ ବହୁ ଲୋକ ଆହତ ହୋଇଛନ୍ତି । ଆସାମର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲ  ସ୍ଥିତିର ରିପୋର୍ଟ ପ୍ରଧାନମନ୍ତ୍ରୀ  ଓ କେନ୍ଦ୍ର…

ଦେଶରେ ୭୫ ଲକ୍ଷ ଟପିଲା କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ୭୫ ଲକ୍ଷ ଟପିଲା କରୋନା ସଂକ୍ରମଣ କେସ । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୫ ଲକ୍ଷ ୫୦ ହଜାର ୨୭୩ରେ ପହଂଚିଛି । ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ି ୧ଲକ୍ଷ ୧୪ ହଜାର ୬୧୦ରେ ପହଂଚିଛି । ୨୪ ଘଂଟାରେ ୫୫ ହଜାର ୭୨୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କରୋନାରେ ୫୭୯…

ନୱାଜ ସରିଫଙ୍କ ଜ୍ୱାଇଁ ଗିରଫ

କରାଚୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଜ୍ୱାଇଁଙ୍କୁ ଉଠାଇ ନେଲା ପୋଲିସ । ସକାଳୁ ହୋଟେଲ କବାଟ ଭାଙ୍ଗି ପାକିସ୍ତାନ ପୋଲିସ ତାଙ୍କୁ ଗିରଫ କରିଛି । ଏନେଇ ନୱାଜଙ୍କ ଝିଅ ଓ ପାକିସ୍ତାନ ମୁସଲିମ ଲିଗ୍ ନେତା ମାରିୟମ ସରିଫ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ,…

ଦେଶର ୧୦ ପ୍ରଭାବଶାଳୀ ପ୍ରଶାସକ ତାଲିକାରେ ୩ ଓଡ଼ିଆ

ନୂଆଦିଲ୍ଲୀ: ଚମକିଲେ ୩ ଓଡ଼ିଆ ଅଧିକାରୀ । ଇଣ୍ଡିଆ ଟୁଡେ ପ୍ରକାଶ କରିଥିବା ଦେଶର ଟପ୍ ଟେନ୍ ପ୍ରଭାବଶାଳୀ ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ରହିଛନ୍ତି ତିନି ଜଣ ଓଡ଼ିଆ। ଜାତୀୟ ରାଜନୀତିଠାରୁ ଆରମ୍ଭ କରି ପ୍ରଶାସନିକ ସେବା ଯାଏ ସବୁ କ୍ଷେତ୍ରରେ ବଢ଼ୁଛି ଓଡ଼ିଆଙ୍କ ପ୍ରଭାବ । ଇଣ୍ଡିଆ ଟୁଡେ ପକ୍ଷରୁ…

ଚମତ୍କାର ରବିବାର, ଗୋଟିଏ ମ୍ୟାଚରେ ଦୁଇଟି ସୁପର ଓଭର; ଜିତିଲା ପଂଜାବ !

ଦୁବାଇ: ରବିବାର ଫଟାଫଟ୍ କ୍ରିକେଟ୍ ଫର୍ମାଟ୍ ଆଇପିଏଲରେ ଦେଖିବାକୁ ମିଳିଥିଲା ସୁପର୍ ସଣ୍ଡେ ଟକ୍କର । ଖାସ୍ କରି ମୁମ୍ବାଇ ଇଣ୍ଡିଆନ୍ସ ବନାମ୍ କିଙ୍ଗସ୍ ଇଲେଭେନ୍ ପଂଜାବ ମ୍ୟାଚକୁ ଦର୍ଶକ ଭରପୁର ଉପଭୋଗ କରିଥିଲେ । ଆଇପିଏଲ ଇତିହାସରେ ପ୍ରଥମ ଥର ପାଇଁ ଗୋଟିଏ ନୁହେଁ ବରଂ ଦୁଇଟି ସୁପର୍ ଓଭରରେ…

ଦୁଷ୍କର୍ମରୁ ବର୍ତ୍ତିବା ପାଇଁ ଚଳନ୍ତା ଗାଡିରୁ ଡେଇଁଲେ ଦୁଇ ଯୁବତୀ !

ପଂଜାବ: ଅସୁରକ୍ଷିତ ଭାରତ ନା ବିପଦରେ ନାରୀ ଜାତିର ଅସ୍ତିତ୍ୱ । ପାଦେପାଦେ ବିପଦ । ପ୍ରତି ସମୟରେ ନାରୀମାନଙ୍କ ପ୍ରତି ଘଟୁଛି କିଛି ନା କିଛି ଅଘଟଣ । ଦୁଷ୍କର୍ମ ଭଳି ଶବ୍ଦ ଟିଭି, ଖବର କାଗଜ ଓ ଡିଜିଟାଲ ମିଡିଆରେ ସଦାସର୍ବଦା ପୃଷ୍ଠା ମଣ୍ଡନ କରୁଛି । ପଂଜାବର ଅମ୍ରିତସରରେ ସାମ୍ନାକୁ…

ରନ୍ଧା ହୋଇନଥିଲା ଅଣ୍ଡା ତରକାରୀ, ଘଟିଗଲା ହତ୍ୟାକାଣ୍ଡ !

ମହାରାଷ୍ଟ୍ର: ବରାଦ ମୁତାବକ ରନ୍ଧା ହୋଇନଥିଲା ମନ ପସନ୍ଦର ବ୍ୟଂଜନ । କ୍ରୋଧ ଜର୍ଜରିତ ମାନସିକତା ଘଟାଇଥିଲା ବର୍ବର କାଣ୍ଡ । ପଢି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ସତ । ମହାରାଷ୍ଟ୍ର ନାଗପୁରରେ ସାଧାରଣ ଅଣ୍ଡା ତରକାରି ପାଇଁ ଘଟିଥିଲା ଜଘନ୍ୟ ହତ୍ୟାକାଣ୍ଡ । ଶନିବାର ନିଜ ବନ୍ଧୁ…

ଜନ୍ମଦିନ କେକ୍ ଖାଇ ଦୁଷ୍କର୍ମର ଶିକାର ଯୁବତୀ !

ତେଲେଙ୍ଗାନା: ଜନ୍ମଦିନରେ ମିଳିଥିଲା ନିମନ୍ତ୍ରଣ । ଚାଲିଥିଲା କେକ୍ କଟିଂ ସେଲିବ୍ରେସନ୍ । ହେଲେ ହଠାତ୍ ଅଚେତ ହୋଇପଡିଥିଲେ ଯୁବତୀ । ହୋସ୍ ଆସିବାବେଳକୁ ହରାଇସାରିଥିଲେ ନିଜର ସବୁକିଛି । ଘଟଣାକୁ କିଛିଦିନ ବିତିଗଲା ପରେ ଶେଷରେ ସାମ୍ନାକୁ ଆସିଛି ଏହି ଲୋମଟାଙ୍କୁରା ଘଟଣା । ପୋଲିସ…

ରିପବ୍ଲିକ୍ ନେଟୱର୍କର କାର୍ଯ୍ୟକଳାପରେ ବାର୍କ ନିରାଶ

ନୂଆଦିଲ୍ଲୀ: ଟିଆରପି ଘୋଟାଲାରେ ରିପବ୍ଲିକ୍ ଟିଭିର ନାମ ସାମ୍ନାକୁ ଆସିବା ପରେ ରିପବ୍ଲିକ୍ ଟିଭି ପକ୍ଷରୁ ଅନେକ ଦାବି କରାଯାଉଛି । ଏଭଳି ସମୟରେ କିଛି ବ୍ୟକ୍ତିଗତ ତଥା ଗୋପନୀୟ ତଥ୍ୟକୁ ପରିପ୍ରକାଶ କରିଥିବାରୁ ବ୍ରୋଡକାଷ୍ଟ ଅଡିଏନ୍ସ ରିସର୍ଚ୍ଚ କାଉନସିଲ୍ (ବାର୍କ) ନିରାଶ ହୋଇଥିବା କହିଛି ।…

[ଭିଡିଓ] ଚୋରୀ କରିବା ପୂର୍ବରୁ ପ୍ରାର୍ଥନା କଲା ଧାର୍ମିକ ଚୋର !

ତାମିଲନାଡୁ: ସୋସିଆଲ ମିଡିଆରେ ଏକ ଭିଡିଓ ବହୁଳ ମାତ୍ରାରେ ଭାଇରାଲ ହେଉଛି । ଜଣେ ଚୋର ଚୋରୀ କରିବା ପୂର୍ବରୁ ମନ୍ଦିରରେ ପ୍ରାର୍ଥନା କରିଥିଲା । ଏହି କାରଣରୁ ଚୋରକୁ ମିଳିଛି ଧାର୍ମିକ ଚୋରର ଆଖ୍ୟା । ତେବେ କେଉଁଠି ଘଟିଛି ଏହି ଘଟଣା ? ଚେନ୍ନାଇର ଥିରୁୱନମେୟୁର ଅଂଚଳରୁ ପ୍ରଥମେ ଭାଇରାଲ…