Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପୁଣି ପବ୍‌ଜି ଆତଙ୍କ, ବାପାର ଗଳା କାଟିଲା ପୁଅ !

ଉତ୍ତରପ୍ରଦେଶ: ଭାରତରେ ବ୍ୟାନ୍ ହୋଇଥିଲେ ବି ଥମିନି ପବ୍‌ଜି ମହାମାରୀ । ଅନେକ ପରିବାର ଏହି ଭିଡିଓ ଗେମ୍ ପାଇଁ ଧ୍ୱଂସ ହୋଇସାରିଛି । ଉତ୍ତରପ୍ରଦେଶର ରାଜଧାନୀ ମିରଟ୍ ଜିଲ୍ଲାରେ ସାମ୍ନାକୁ ଆସିଛି ଏକ ଅବିଶ୍ୱସନୀୟ ଘଟଣା । ଯେଉଁଠି ପବ୍‌ଜି ଖେଳିବାକୁ ମନା କରିବାରୁ ବାପାର ଗଳା କାଟିବାକୁ…

ଶେଷରେ ମାନିଲେ ସରକାର, ହୋଇସାରିଲାଣି କମ୍ୟୁନିଟି ଟ୍ରାନ୍ସମିସନ୍

ନୂଆଦିଲ୍ଲୀ: କରୋନାଭାଇରସ୍ ମହାମାରୀ ସଂକ୍ରମଣର ୯ମାସ ପରେ ରବିବାର ପ୍ରଥମ ଥର ପାଇଁ କେନ୍ଦ୍ର ସରକାର ସ୍ୱୀକାର କରିଛନ୍ତି ଯେ ଦେଶର ଅନେକ ସ୍ଥାନରେ କମ୍ୟୁନିଟି ଟ୍ରାନ୍ସମିସନ ହେଉଛି। ପଶ୍ଚିମବଙ୍ଗରେ କମ୍ୟୁନିଟି ଟ୍ରାନ୍ସମିସନ୍ ଉପରେ ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ…

ପୁରୁଣା ଅନ୍ଦାଜରେ ଫେରିଲେ ଶିଳ୍ପା ସେଟ୍ଟୀ; ଦେଖନ୍ତୁ ଫଟୋ

ନୂଆଦିଲ୍ଲୀ: ପୁଣି ସିନେ ଜଗତକୁ ଫେରିଲେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ । ମନାଲିରେ ଆଗାମୀ ଫିଲ୍ମ 'ହଙ୍ଗାମା ୨' ପାଇଁ ସୁଟିଂ କରୁଥିବା ଶିଳ୍ପା ସେଟ୍ଟୀ ରବିବାର ଦିନ ନିଜ ସୋସିଆଲ ମିଡିଆ ପ୍ରୋଫାଇଲରେ ଏକ ପୋଷ୍ଟ ସେୟାର କରିଛନ୍ତି। ଭିଡିଓରେ ଅଭିନେତ୍ରୀ କିଛି ଜିଲାପି ଖାଉଥିବା ଦେଖିବାକୁ…

ଭାରତର ପ୍ରଥମ ମହିଳା ଭାବେ ଐଶ୍ଵର୍ଯ୍ୟାଙ୍କୁ ମିଳିଲା ଚଳିତ ବର୍ଷର ଶ୍ରେଷ୍ଠ ୱାଇଲଡ଼ ଲାଇଫ ଫଟୋଗ୍ରାଫର ଆୱାର୍ଡ

ନୂଆଦିଲ୍ଲୀ: ଭାରତର ପ୍ରଥମ ମହିଳା ଭାବେ ୨୩ ବର୍ଷୀୟା ଐଶ୍ୱର୍ଯ୍ୟା ଶ୍ରୀଧରଙ୍କୁ ମିଳିଛି ୱାଇଲ୍ଡ ଲାଇଫ ଫଟୋଗ୍ରାଫର ଅଫ୍ ଦି ଇୟର ପୁରସ୍କାର। ଏହି ସମ୍ମାନ ପାଇବାରେ ଐଶ୍ୱର୍ଯ୍ୟା ହେଉଛନ୍ତି ପ୍ରଥମ ଭାରତୀୟ ମହିଳା। ୮୦ ରୁ ଅଧିକ ଦେଶର ୫୦ ହଜାରରୁ ଉର୍ଦ୍ଧ୍ବ ଫଟୋ ମଧ୍ୟରୁ ତାଙ୍କ ଫଟୋକୁ…

ଧାରା ୩୭୦ ରଦ୍ଦକୁ କରୋନା ସହ ତୁଳନା କଲେ କାଶ୍ମୀର ନେତା, ତାପରେ ଏମିତି କହିଲେ

ଶ୍ରୀନଗର: ଜମ୍ମୁ ଓ କାଶ୍ମୀର ପିପୁଲ୍ସ କନଫରେନ୍ସର ସଭାପତି ସାଜାଦ ଗାନି ଲୋନ ରବିବାର ଦିନ କରୋନାଭାଇରସ ସଂକ୍ରମଣ ସହିତ ଧାରା ୩୭୦ ରଦ୍ଦକୁ ତୁଳନା କରିଛନ୍ତି । ଇଣ୍ଡିଆ ଟୁଡେ ଟିଭି ସହିତ ସ୍ବତନ୍ତ୍ର ସାକ୍ଷାତକାର କରି ସାଜାଦ ଗାନି ଲୋନ କହିଛନ୍ତି ଯେ ଯେପରି କୋଭିଡ-୧୯ ର ପାଞ୍ଚ ଦିନ ପରେ…

ଫୁଟିଲା କାର ବୋମା; ୧୨ ମୃତ,ଶତାଧିକ ଆହତ

ହେରାଟ: ଆଫଗାନିସ୍ତାନର ପଶ୍ଚିମ ଘୋର ପ୍ରଦେଶରେ ଥିବା ଆଫଗାନିସ୍ତାନ ପୋଲିସ ମୁଖ୍ୟାଳୟକୁ ଟାର୍ଗେଟ କରି ରବିବାର ଦିନ ଏକ କାର ବୋମା ଫୁଟିଛି । ଏଥିରେ ଅତି କମରେ ୧୨ଜଣ ନାଗରିକଙ୍କ ମୃତ୍ୟୁ ଘଟିଛି ଏବଂ ଶତାଧିକରୁ ଅଧିକ ଆହତ ହୋଇଛନ୍ତି ବୋଲି ଅଧିକାରୀମାନେ କହିଛନ୍ତି। ଏହି ଆକ୍ରମଣ ଘୋର…

ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର ‘ବ୍ରାହ୍ମୋସ୍’ର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: DRDOର ଅନ୍ୟ ଏକ ସଫଳତା । ରବିବାର ଦିନ ଭାରତୀୟ ନୌ-ସେନାର ସ୍ୱଦେଶୀ ନିର୍ମିତ INS ଚେନ୍ନାଇରୁ ଆରବ ସାଗରରେ ଟାର୍ଗେଟର  ସଫଳତାର ସହ ପରୀକ୍ଷଣ କରାଯାଇଥିଲା ବୋଲି ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) କହିଛି। ଉଚ୍ଚ ସ୍ତରୀୟ ଏବଂ ଅତ୍ୟଧିକ ଜଟିଳ ପରିସ୍ଥିତିରେ…

ମାସ୍କ ନ ପିନ୍ଧିଲେ ଯିବେ ଛଅ ମାସ ‌ଜେଲ୍‌; ଶ୍ରୀଲଙ୍କା

ନୂଆଦିଲ୍ଲୀ: କରୋନା ସଂକ୍ରମଣ ରୋକିବାକୁ ପାଇଁ ଶ୍ରୀଲଙ୍କା ନୂତନ ନିୟମ ପ୍ରଣୟନ କରିଛି। ମାସ୍କ ପିନ୍ଧିବା ଅନିବାର୍ଯ୍ୟ ଏବଂ ଯେଉଁମାନେ ନିୟମ ଉଲ୍ଲଂଘନ କରିବେ ସେମାନଙ୍କୁ ଜେଲ ଦଣ୍ଡ  ଭୋଗିବାକୁ ପଡ଼ିବ କିମ୍ବା ଜରିମାନା ଦେବା ଭଳି ସ୍ବତନ୍ତ୍ର ଲାଗୁ କରାଯାଇଛି ସରକାରଙ୍କ ପକ୍ଷରୁ ଜାରି ଏକ…

ଅଯୋଧ୍ୟାରେ ଜମୁଛି ଭବ୍ୟ ରାମଲୀଲା

ଅଯୋଧ୍ୟା: କରୋନା ସଙ୍କଟ ମଧ୍ୟରେ ସରାୟୁ ନଦୀ କୂଳରେ ଆରମ୍ଭ ହୋଇଛି ଭବ୍ୟ ରାମଲୀଲା । ଶନିବାରଠାରୁ ଆରମ୍ଭ ହୋଇଥିବା ଏହି ରାମଲୀଲାରେ ସିନେ ଜଗତର କିଛି କଳାକାର ମଧ୍ୟ ସାମିଲ ହୋଇଛନ୍ତି । କେବଳ ଏତିକି ନୁହେଁ ଏହି ରାମଲୀଳାରେ ଭାରତୀୟ ଜନତା ପାର୍ଟିର ଦୁଇ ସାଂସଦ ତଥା ଅଭିନେତା ମନୋଜ ତିଓ୍ଵାରୀ…

ହାଇଦ୍ରାବାଦରେ ପ୍ରବଳ ବର୍ଷା, ୫୦ ମୃତ

ହାଇଦ୍ରାବାଦ: ହାଇଦ୍ରାବାଦରେ ବାଦଲ ଫଟା ବର୍ଷା । ଚାରିଆଡେ ଖାଲି ପାଣି ଆଉ ପାଣି । ସହରର ଅନେକ ଅଂଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏପରିକି ପ୍ରଭାବିତ ହୋଇଛି ଜୀବନଯାତ୍ରା । ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ହାଇଦ୍ରାବାଦର ଚନ୍ଦ୍ରାୟଗୁଟ୍ଟା ଅଞ୍ଚଳ । ଏଠାରେ ବଡବଡ ଗଛ ଓ ଘର…