Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଖୋଲିବ ଫିଲ୍ମ ହଲ୍‌, ହେଲେ କେଉଁ ଫିଲ୍ମ ହେବ ପ୍ରଥମେ ରିଲିଜ ?

ମୁମ୍ବାଇ: ମକବୁଲ୍ ଖାନଙ୍କ ଫିଲ୍ମ ଖାଲି ପିଲି । ଲିଡ୍ ରୋଲ୍‌ରେ ଥିଲେ ଇଶାନ ଖଟ୍ଟର ଓ ଅନନ୍ୟା ପାଣ୍ଡେ । ଫିଲ୍ମ ହଲ୍ ଖୋଲିବା ମାତ୍ରେ ଏହି ଫିଲ୍ମଟି ପ୍ରଥମେ ରିଲିଜ ହେବ । ଫିଲ୍ମଟି ଜି ପ୍ଲେକ୍ସରେ ପେ ପର୍ ଭ୍ୟୁ ଅପ୍ସନ୍‌ରେ ଅକ୍ଟୋବର ୨'ରେ ଦର୍ଶକଙ୍କ ସାମ୍ନାକୁ ଆସିଥିଲା । ଅକ୍ଟୋବର ୧୫'ରେ…

ହିନ୍ଦୁସ୍ତାନୀ ଭାଉ; ସୋସିଆଲ ମିଡିଆରୁ ଆଉଟ୍‌, ବଲିଉଡରେ ଇନ୍ !

ମୁମ୍ବାଇ: ସୋସିଆଲ ମିଡିଆରେ ବ୍ୟାନ୍ ହେବା ପରେ ଆଉ ଶୁଣିବାକୁ କି ଦେଖିବାକୁ ମିଳୁନି ହିନ୍ଦୁସ୍ତାନୀ ଭାଉଙ୍କ ତାଜା ଅପଡେଟ୍ସ । ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ସାଉଣ୍ଟିଥିବା ହିନ୍ଦୁସ୍ତାନୀ ଭାଉ ଦିନେ ବିଗ୍‌ବସ୍‌ରେ ବି ଣ୍ଣ୍ଟଷ୍ଟାନ୍ଟ ସାଜିଥିଲେ । ତେବେ ସୋସିଆଲ ମିଡିଆରୁ ବ୍ୟାନ ହେବା ପରେ…

୧୩ ଅକ୍ଟୋବରରେ ଆକାଶରେ ଦେଖାଯିବ ଲାଲ୍ ଗ୍ରହ!

ନୂଆଦିଲ୍ଲୀ: ଅକ୍ଟୋବର ୧୩ ତାରିଖରେ ମହାକାଶରେ ଏପରି କିଛି ଘଟିବାକୁ ଯାଉଛି ଯାହାକୁ ପରବର୍ତ୍ତୀ ଥର ଦେଖିବା ପାଇଁ ଆପଣଙ୍କୁ ୨୦୩୫ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ। ସୂଚନାଯୋଗ୍ୟ ମଙ୍ଗଳ ଗ୍ରହ ପୃଥିବୀର ନିକଟତର ହେବ, ଯାହା ଫଳରେ ଏହା ପୃଥିବୀ ପୃଷ୍ଠରେ ବୃହତ୍‌ ଆକାରରେ ଦେଖାଯିବ।…

ଭାରତର ଉତ୍ତର ସୀମାରେ ଚୀନର ୬୦ ହଜାର ସୈନିକ ମୁତୟନ: ମାଇକ୍ ପୋମ୍ପିଓ

ୱାଶିଂଟନ୍‌: ଏଲଏସି ଉପରେ ଭାରତ ଓ ଚୀନ ମଧ୍ୟରେ ଏକପ୍ରକାର ସୀମା ବିବାଦ ଜାରି ରହିଛି । ଏଭଳି ସମୟରେ କ୍ୱାଡ ସମୁହ ଦେଶ ଗୁଡିକର ବିଦେଶ ମନ୍ତ୍ରୀଙ୍କ ମଧ୍ୟରେ ଟୋକିଓ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏପରିକି ସୀମା ଉପରେ ଉତ୍ତେଜନାକୁ ନେଇ ଚୀନର ବ୍ୟବହାର ଉପରେ ବର୍ଷିଥିଲେ ମାଇକ୍ ।…

ପୁଣି ୧୪ରେ ଲଘୁଚାପ ସମ୍ଭାବନା, ଅକ୍ଟୋବରେ ଏମିତି କାହିଁକି ?

ଭୁବନେଶ୍ୱର: ଅକ୍ଟୋବର ମାସରେ ଦାନା ବାନ୍ଧୁଛି ଗୋଟିଏ ପରେ ଗୋଟିଏ ଲଘୁଚାପ କ୍ଷେତ୍ର । ଗୋଟିଏ ନଯାଉଣୁ ଆଉ ଗୋଟିଏ ଆସୁଛି । ଗତକାଲି ଉତ୍ତର ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିଲା । ଆସନ୍ତା ୧୪ ତାରିଖ ବେଳକୁ ଆଉ ଗୋଟିଏ ଲଘୁଚାପ ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛି…

ଆଜି ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ; ଜାଣନ୍ତୁ କାହିଁକି ପାଳନ ହୁଏ ଏହି ଦିନ

ଜାତିସଂଘ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥାର ଅନୁମୋଦନ କ୍ରମେ ୱାର୍ଲଡ ଫେଡେରେସନ୍‌ ଅଫ୍ ମେଣ୍ଟାଲ୍‌ ହେଲ୍‌ଥ ଆନୁକୂଲ୍ୟରେ ୧୯୯୨ରୁ ପ୍ରତି ବର୍ଷ ଅକ୍ଟୋବର ୧୦ ତାରିଖରେ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳନ କରାଯାଉଛି। ସଂପ୍ରତି ସାରା ବିଶ୍ୱରେ ୨୦ ପ୍ରତିଶତ ଲୋକ ବିଭିନ୍ନ ମାନସିକ ବିକାରର…

ଆଜି ବିଶ୍ୱ ବାସହୀନ ଦିବସ

ପ୍ରତିବର୍ଷ ଅକ୍ଟୋବର ୧୦ ତାରିଖରେ ବିଶ୍ୱ ବାସହୀନ ଦିବସ ବା ୱାର୍ଲଡ ହୋମ୍‌ଲେସ୍‌ ଡେ ପାଳନ କରାଯାଉଛି। ୨୦୦୫ରେ କରାଯାଇଥିବା ଏକ ସର୍ବେକ୍ଷଣ ଅନୁଯାୟୀ ସାରା ବିଶ୍ୱରେ ପ୍ରାୟ ଦଶ କୋଟି ଲୋକ ବାସହରା ଅଛନ୍ତି। ବର୍ତ୍ତମାନ ଆମ ଦେଶରେ ବାସହୀନଙ୍କ ସଂଖ୍ୟା ୧.୭୭ କୋଟି। ତେବେ ୧୩୮୩ରେ…

ପରପାରିରେ କନ୍ନଡ ଚଳଚ୍ଚିତ୍ର ନିର୍ଦ୍ଦେଶକ ବିଜୟ ରେଡ୍ଡି

ବେଙ୍ଗାଲୁରୁ: ପରଲୋକରେ ପ୍ରସିଦ୍ଧ କନ୍ନଡ ଚଳଚ୍ଚିତ୍ର ନିର୍ଦ୍ଦେଶକ ବିଜୟ ରେଡ୍ଡି । ୮୪ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ବିଜୟ ରେଡ୍ଡିଙ୍କ ଦେହାନ୍ତରେ କନ୍ନଡ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳି ଯାଇଛି । ବିଜୟ ରେଡ୍ଡି ୫୦ରୁ ଅଧିକ ଚଳଚ୍ଚିତ୍ର କରିଛନ୍ତି । ସେଥିମଧ୍ୟରୁ…

୭୦ ଲକ୍ଷ ଛୁଇଁବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆକ୍ଟିଭ୍ କେସ୍ ୯ ଲକ୍ଷରୁ କମ୍

ନୂଆଦିଲ୍ଲୀ: ଦେଶରେ ୭୦ ଲକ୍ଷ ପାଖାପାଖି ପହଞ୍ଚିଲାଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ଦେଶରୁ ୭୩ ହଜାର ୨୭୨ ନୂଆ ସଂକ୍ରମିତ ବାହାରିଛନ୍ତି । ଏହାକୁ ମିଶାଇ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୬୯ ଲକ୍ଷ ୭୯ ହଜାର ୪୨୪ କୁ ବୃଦ୍ଧି ପାଇଛି । ଗତ କିଛି ଦିନ ହେବ ଦୈନିକ…

ଜମ୍ମୁ କଶ୍ମୀରରେ ଏନକାଉଣ୍ଟର: ସୁରକ୍ଷାକର୍ମୀଙ୍କ ଗୁଳିଲେ ଟଳିଲେ ଦୁଇ ଆତଙ୍କୀ

କୁଲଗାମ୍: ଜମ୍ମୁ କଶ୍ମୀରରେ ପୁଣି ଆତଙ୍କୀ-ସୁରକ୍ଷାକର୍ମୀ ମୁହାଁମୁହିଁ । ଏନକାଉଣ୍ଟରରେ ଟଳିଲେ ଦୁଇ ଜଣ ଆତଙ୍କୀ । ଆଜି ଭୋରରୁ କୁଲଗାମ ଜିଲ୍ଲାର ଚିନିଗମ୍ ଅଞ୍ଚଳରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛନ୍ତି । ପୋଲିସର ଜବାବୀ ହମଲାରେ ଦୁଇ ଆତଙ୍କବାଦୀ ନିହତ…