Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କାହିଁକି ରାଣୀ ମୁଖାର୍ଜୀ ଓ ଡେଲନାଜଙ୍କୁ ନେଇ ଚର୍ଚ୍ଚା ?

ମୁମ୍ବାଇ: ଟିଭି ଅଭିନେତ୍ରୀ ଡେଲନାଜଙ୍କୁ ନେଇ ଆସିଛି ବଡ ଖବର । କିଛିଟା ଫିଲ୍ମ ଓ ଅନେକ ସିରିଜରେ ଏହି ଅଭିନେତ୍ରୀ ନଜର ଆସିଛନ୍ତି । ମନୋରଂଜନ ଦୁନିଆରେ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ହେଲେ ନିକଟରେ ଏହି ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କୁ କପି କରୁଥିବା ଜଣାପଡିଛି…

ଅନଶନରେ ଡାକ୍ତର; ସ୍ଥାନାନ୍ତରିତ ହେଲେ କୋଭିଡ ରୋଗୀ

ନୂଆଦିଲ୍ଲୀ: ଗତ ତିନି ମାସରୁ ବେତନ ପ୍ରଦାନ ନକରିବାରୁ ହିନ୍ଦୁ ରାଓ ହସ୍ପିଟାଲଡାକ୍ତରମାନେ ପ୍ରତୀକାତ୍ମକ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟରେ ବସିଛନ୍ତି । ତେଣୁ ନାଗରିକଙ୍କ ଦ୍ୱାରା ପରିଚାଳିତ ହିନ୍ଦୁ ରାଓ ହସ୍ପିଟାଲରୁ ସମସ୍ତ କୋଭିଡ-୧୯ ରୋଗୀଙ୍କୁ ନିଜ ସୁବିଧାକୁ ସ୍ଥାନାନ୍ତର…

ପଞ୍ଚତତ୍ୱରେ ବିଲିନ ହେଲା ରାମବିଳାସ ପାଶୱାନଙ୍କ ପାର୍ଥୀବ ଶରୀର

ପାଟନା: ଏଲଜିପି ପ୍ରମୁଖ ତଥା କେନ୍ଦ୍ର ମନ୍ତ୍ରୀ ରାମବିଳାସ ପାଶୱାନଙ୍କୁ ଶନିବାର ଦିନ ପାଟନାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନ୍ତିମ ବିଦାୟ ଦିଆଯାଇଛି । ପୁଅ ଚିରାଗ ପାଶୱାନ ତାଙ୍କୁ ମୁଖାଗ୍ନି ଦେଇଛନ୍ତି । ଗତ ଗୁରୁବାର ଦିନ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ଘଟିଥିଲା ।…

ବନ୍ଧୁକ ମୁନରେ ନାବାଳିକାକୁ ବଳାତ୍କାର ଅଭିଯୋଗ; ୫ ଗିରଫ

ଜାମସେଦପୁର: ଝାଡ଼ଖଣ୍ଡର ଜାମସେଦପୁରରେ ଜଣେ ୧୭ ବର୍ଷୀୟ ବାଳିକାକୁ ବଳାତ୍କାର ଅଭିଯୋଗରେ ପାଞ୍ଚ ଜଣଙ୍କୁ ଆଜି ଗିରଫ କରିଛି ପୋଲିସ । ନାବାଳିକା ଜଣକ ମଙ୍ଗଳବାର ଦିନ ପୁରୁଷ ବନ୍ଧୁଙ୍କ ସହ ସହରର ବାଗବେରା ଅଞ୍ଚଳରେ ଥିବାବେଳେ ଅଭିଯୁକ୍ତ ସେମାନଙ୍କୁ ବନ୍ଧୁକ ମୁନରେ ଅପହରଣ କରି କାଲିଆଡିହ…

ରୁଷର ମଧ୍ୟସ୍ଥତା ପରେ ଟଳିଲା ବଡ ଆଶଙ୍କା, ଆର୍ମେନିଆ-ଆଜରବୈଜାନ ଯୁଦ୍ଧ ରୋକିବା ନେଇ ସହମତ

ମସ୍କୋ: ଆର୍ମେନିଆ-ଆଜରବୈଜାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଧିରେ ଧିରେ ବଡ ରୂପ ନେବାକୁ ଯାଉଥିଲା । ଦୁଇ ଦେଶର ସମର୍ଥନରେ ଅନ୍ୟ କେତେକ ଦେଶ ଆଗକୁ ଆସୁଥିଲେ । ତେବେ ଠିକଣା ସମୟରେ ରୁଷିଆ ମଧ୍ୟସ୍ଥତା କରି ଏହାକୁ ରୋକିବାରେ ସଫଳ ହୋଇଛି । ଏବେ ଉଭୟ ଦେଶ ଯୁଦ୍ଧ ରୋକିବା ନେଇ ରାଜି ହୋଇଛନ୍ତି ବୋଲି…

ଆମେରିକା ନିର୍ବାଚନ: ଟ୍ରମ୍ପ ଏବଂ ବିଡେନଙ୍କ ମଧ୍ୟରେ ଦ୍ୱିତୀୟ ରାଷ୍ଟ୍ରପତି ବିତର୍କ ବାତିଲ

ନୂଆଦିଲ୍ଲୀ: ଅକ୍ଟୋବର ୧୫ ରେ ହେବାକୁ ଥିବା ଆମେରିକାରେ ଦ୍ୱିତୀୟ ପ୍ରେସିଡେନ୍‌ସିଆଲ୍ ଡିବେଟ୍‌କୁ ବାତିଲ୍‌ କରାଯାଇଛି। କମିସନ୍‌ ଅନ୍‌ ପ୍ରେସିଡେନ୍‌ସିଆଲ୍‌ ଡିବେଟ୍‌ସ ପକ୍ଷରୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଗଣତାନ୍ତ୍ରିକ ପ୍ରାର୍ଥୀ ଜୋ ବିଡେନଙ୍କ ମଧ୍ୟରେ ହବାକୁ ଥିବ‌ା ଆଗାମୀ…

କର୍ଣ୍ଣାଟକରେ ଖୋଲିବ ନାହିଁ ସ୍କୁଲ!!

ବେଙ୍ଗାଲୁରୁ: କର୍ଣ୍ଣାଟକ ଶିକ୍ଷା ମନ୍ତ୍ରୀ ଏସ ସୁରେଶ କୁମାର କହିଛନ୍ତି ଯେ ରାଜ୍ୟରେ  ବିଦ୍ୟାଳୟ ଶୀଘ୍ର ଖୋଲିବାକୁ ସରକାରଙ୍କର କୌଣସି ଉଦ୍ଦେଶ୍ୟ ନାହିଁ। ଅକ୍ଟୋବର ୯ରେ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରପ୍ପା ମଧ୍ୟ କରୋନାଭାଇରସ୍ ଭୟ ମଧ୍ୟରେ ସ୍କୁଲ ଖୋଲିବା ନେଇ ହୋଇଥିବା କଳ୍ପନାଜଳ୍ପନାକୁ…

୧୦୦ ଟଙ୍କାରେ ୧୦ ମାସର ଶିଶୁପୁତ୍ର !

ଝାଡଖଣ୍ଡ: ସତରେ କରୋନା ମହମାରୀ ମଣିଷଙ୍କୁ ପଶୁ ବନାଇସାରିଛି । ବୋଧ ହୁଏ ସେଥିପାଇଁ ଭୋକର ତାଡନା ସହିନପାରି ଜଣେ ମହିଳା ନିଜ ୧୦ ମାସର ଶିଶୁକୁ ବିକ୍ରୀ କରିବାକୁ ଚେଷ୍ଟା କରିଥିଲା । ଆଉ ତା ପୁଣି ମାତ୍ର ୧୦୦ଟଙ୍କାରେ । ଜାମସେଦପୁର ଜୁଗସଲାଇରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି ।…

ପାକିସ୍ତାନରେ ବ୍ୟାନ୍ ହେଲା ଟିକ୍‌ଟକ୍‌

ନୂଆଦିଲ୍ଲୀ: ‌ଶେଷରେ ଚୀନ୍‌ର ବନ୍ଧୁ ରା‌ଷ୍ଟ୍ର ପାକିସ୍ତାନ ମଧ୍ୟ ଟିକ୍‌ଟକ୍‌ ମ୍ୟୁଜିକ୍‌ ଭିଡିଓ ଆପ୍‌କୁ ନିଷିଦ୍ଧ କରିଛି। ଏହି ମ୍ୟୁଜିକ୍‌ ଭିଡିଓ ଆପ୍‌ରେ ଅଶ୍ଳୀଳ ବିଷୟବସ୍ତୁ ଛଡାଯାଉଥିବାରୁ ପାକିସ୍ତାନ ଦୂରସଂଚାର କର୍ତ୍ତୃପକ୍ଷ ଏହି ଆପ୍‌ ବ୍ୟବହାରକୁ ନିଷିଦ୍ଧ ଘୋଷଣା କରିଛନ୍ତି।…

ଯୁବତୀଙ୍କ ସହ ବନ୍ଧୁତା, ୧୮ବର୍ଷୀୟ ଯୁବକଙ୍କୁ ନିର୍ମମ ହତ୍ୟା !

ନୂଆଦିଲ୍ଲୀ: ମହଙ୍ଗା ପଡିଛି ଯୁବତୀଙ୍କ ସହ ବନ୍ଧୁତା । ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ପିଟିପିଟି ହତ୍ୟା । ଦିଲ୍ଲୀ ୟୁନିଭର୍ସିଟିରେ ପଢୁଥିବା ଯୁବକଙ୍କୁ ହତ୍ୟା ମାମଲାରେ ୫ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଉତ୍ତର ପଶ୍ଚିମ ଦିଲ୍ଲୀର ଆଦର୍ଶ ନଗରରେ ଘଟିଥିବା ଏହି ଘଟଣା ଚାଂଚଲ୍ୟ…