Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ହାଥରସ ଘଟଣାରେ ବଡ ଟ୍ୱିଷ୍ଟ, ଅଭିଯୁକ୍ତ ସହ ଥିଲା ପୀଡିତାଙ୍କ ପରିବାରର ସମ୍ପର୍କ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ହାଥରସ ଘଟଣାରେ ସାମ୍ନାକୁ ଆସିଛି ବଡ ଟ୍ୱିଷ୍ଟ । ଘଟଣାର ମୁଖ୍ୟ ଅଭିଯୁକ୍ତ ସନ୍ଦୀପ ସହିତ ପୀଡିତାଙ୍କ ପରିବାରର ସମ୍ପର୍କ ଥିଲା ବୋଲି ତଦନ୍ତ ବେଳେ ୟୁପି ପୁଲିସ ଜାଣିବାକୁ ପାଇଛି । ପୀଡିତାଙ୍କ ପରିବାର ଓ ସନ୍ଦୀପଙ୍କ ମଧ୍ୟରେ ଶହେରୁ ଅଧିକ ଥର ଫୋନରେ କଥାବାର୍ତା…

ହାଥରସ କେସ୍: ଆଜି ରିପୋର୍ଟ ଦେବନି SIT, ମିଳିଲା ଆଉ ୧୦ ଦିନ ସମୟ

ଉତ୍ତରପ୍ରଦେଶ: ହାଥରସ ଗଣଦୁଷ୍କର୍ମ ମାମଲାରେ ଆଜି ତଦନ୍ତ ରିପୋର୍ଟ ଦାଖଲ କରିବ ନାହିଁ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ବା ଏସଆଇଟି । ତଦନ୍ତ ରିପୋର୍ଟ ଦାଖଲ ପାଇଁ ଅଧିକ ୧୦ଦିନ ସମୟ ଦିଆଯାଇଛି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଏସଆଇଟିକୁ ସମୟ ଦେଇଛନ୍ତି । ହାଥରସ…

ଏନ୍‌କାଉଣ୍ଟରରେ ଟଳିଲେ ୨ ଆତଙ୍କବାଦୀ

ଜମ୍ମୁ-କାଶ୍ମୀର: ସୋପିଆନ ଜିଲ୍ଲାର ସୁଗନ ଅଂଚଳରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି । ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି । ଏହି ଏନ୍‌କାଉଂଟର ମଙ୍ଗଳବାରରୁ ଜାରି ରହିଥିଲା । ଆତଙ୍କବାଦୀମାନେ ସୁଗନ ଅଂଚଳରେ ଲୁଚି ରହିଥିବା ଖବର ପାଇ…

ଦୁର୍ଗା ପୂଜା ପୂର୍ବରୁ ଆସିଲା ଗାଇଡାଲାଇନ୍‌, ଜାଣନ୍ତୁ କ’ଣ ରହିଛି ନିୟମ

ନଆଦିଲ୍ଲୀ: ଆଗକୁ ପାର୍ବଣ ଋତୁ ଆସୁଛି। ଏହି ସମୟରେ କରୋନା ସଂକ୍ରମଣକୁ ରୋକିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସ୍ୱତନ୍ତ୍ର ଗାଇଡଲାଇନ ଜାରି କରାଯାଇଛି। ଅକ୍ଟୋବରରୁ ଡିସେମ୍ବର ଯାଏ ଭାରତରେ ବିଭିନ୍ନ ପର୍ବପର୍ବାଣୀ ପାଳିତ ହୋଇଥାଏ। ଏହି ସମୟରେ ପ୍ରବଳ ଜନସମାବେଶ ହୁଏ। ତେଣୁ କରୋନା ସଂକ୍ରମଣ…

୮୯ ବର୍ଷ ବୟସ ପର୍ଯ୍ୟନ୍ତ ଖାଇନଥିଲେ ଭାତ, ଆଉ ତା ପରେ…

କେରଳ: ଭାରତର ଅଧିକାଂଶ ପ୍ରାନ୍ତରେ ଭାତ ହେଉଛି ପ୍ରମୁଖ ଖାଦ୍ୟ । କିଛି ଲୋକ ଭାତକୁ ପ୍ରମୁଖ କିମ୍ବା ଆଂଶିକ ମାତ୍ରାରେ ଖାଦ୍ୟ ରୂପେ ଗ୍ରହଣ କରିବାକୁ ପସନ୍ଦ କରିଥାନ୍ତି । ସେହିଭଳି କେରଳରେ ଦିନକୁ ତିନିଥର ଭାତକୁ ଖାଦ୍ୟ ରୂପେ ଲୋକେ ଗ୍ରହଣ କରିଥାନ୍ତି । ହେଲେ କେରଳ ଭଳି ରାଜ୍ୟରେ ଜଣେ…

ପୃଥ୍ୱୀରାଜ ପାଇଁ ପ୍ରସ୍ତୁତ ଅକ୍ଷୟ କୁମାର !

ମୁମ୍ବାଇ: କରୋନା କାଳରେ ପ୍ରଥମ ଅଭିନେତା ଭାବେ ଅକ୍ଷୟ କୁମାର ନିଜ ଫିଲ୍ମର ସୁଟିଂ ସାରିଥିଲେ । ଆଉ ଏବେ ପୁଣିଥରେ ଆଉ ଏକ ଫିଲ୍ମ ପାଇଁ ମୁମ୍ବାଇରେ ପ୍ରସ୍ତୁତିରେ ଚଳାଇଛନ୍ତି । ଆଗାମୀ ଦିନରେ ଫିଲ୍ମ ପୃଥ୍ୱୀରାଜର ସୁଟିଂରେ ଅକ୍ଷୟ ନଜର ଆସିବେ । ଅନ୍‌ଲକ୍ ପର୍ଯ୍ୟାୟ ପରେ ଅକ୍ଷୟ ଫୁଲ୍…

ଆଲିୟାଙ୍କ ଭରଷା ସଂଜୟ ଲିଲା ଭଂସାଲୀ !

ମୁମ୍ବାଇ: ବାପା ମହେଶ ଭଟ୍ଟଙ୍କ ଫିଲ୍ମ 'ସଡକ୍‌-୨' ସୁପର୍‌ଫ୍ଲପ୍ ସାବ୍ୟସ୍ତ ହୋଇଥିଲା । ଫିଲ୍ମର ବିଫଳତାକୁ ଏଡାଇ ପୁଣିଥରେ ଉଠି ଛିଡାହେବାକୁ ଚେଷ୍ଟା କରୁଛନ୍ତି ଆଲିୟା ଭଟ୍ଟ । ଏଥିପାଇଁ ସେ ଏବେ ସଂଜୟ ଲିଲା ଭଂସାଲୀଙ୍କ ସାହାରା ନେଇଛନ୍ତି । ଆରମ୍ଭ ହୋଇଛି ଫିଲ୍ମ 'ଗଙ୍ଗୁବାଇ…

ଭାରତୀୟମାନେ ଶୋଇବା ପ୍ରିୟ: ସର୍ଭେ

ନୂଆଦିଲ୍ଲୀ: ଭାରତୀୟମାନେ ଶୋଇବାକୁ ଅଧିକ ଭଲ ପାଆନ୍ତି ବୋଲି ଏକ ସର୍ଭେରୁ ଜଣାପଡିଛି । ଜାନୁଆରୀ ଏବଂ ଡିସେମ୍ବର ୨୦୧୯ ମଧ୍ୟରେ  ୫୯୪୭ ଗ୍ରାମ ଏବଂ ୩୯୯୮ ସହରାଞ୍ଚଳରେ ଥିବା ୧୩୮୭୯୯ ଘରେ ଏନଏସଓ ଦ୍ୱାରା ଏହି ସର୍ଭେ କରାଯାଇଥିଲା । ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ବ୍ୟତୀତ ସମଗ୍ର ଦେଶରେ…

ଖୁସି ଖବର: ପୁଣି ହ୍ରାସ ପାଇଲା ସୁନା ଦର

ନୂଆଦିଲ୍ଲୀ: ଗତ କିଛିଦିନ ହେବ ଲଗାତାର କମିବାରେ ଲାଗିଛି ସୁନା ଦର । ଗତକାଲି ତୁଳନାରେ ଆଜି ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୯,୯୮୦ଟଙ୍କାରେ ପହଞ୍ଚିଥିବା ବେଳେ ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୮,୯୮୦ ଟଙ୍କାରେ ପହଞ୍ଚିଥିବା ରେକର୍ଡ ହୋଇଛି। ରାଜଧାନୀ…

ଅଭିନେତା ହେଉ ତୈମୁର: ସୈଫ ଅଲି ଖାନ

ମୁମ୍ବାଇ: ବଲିଉଡରେ ଏବେ ପରିବାର ବାଦର ଝଡ଼ ଉଠିଛି। ଏହି ସମୟରେ ଛୋଟେ ନବାବ ସୈଫ ଅଲି ଖାନଙ୍କ ଏକ ବୟାନ ଏହି ନିଆଁରେ ଆଉ ଟିକିଏ ଘିଅ ଢାଳିଲା ପରି ହୋଇଛି । ସୈଫ ନିକଟରେ ପ୍ରକାଶ କରିଛନ୍ତି ଯେ, ସେ ଚାହୁଁଛନ୍ତି ଯେ ତାଙ୍କ ପୁଅ ତୈମୁର ଜଣେ ଅଭିନେତା ହୁଅନ୍ତୁ। ବଲିଉଡ ହଙ୍ଗାମାକୁ ଦେଇଥିବା…