Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସରକାରଙ୍କ ବିରୋଧରେ ମିଛ କହିବାକୁ ହାଥ୍ରାସ ପରିବାରକୁ ଦିଆଯାଇଛି ୫୦ଲକ୍ଷ!!

ହାଥ୍ରାସ: ହାଥ୍ରାସ ମାମଲା ପରେ ଉତ୍ତରପ୍ରଦେଶ ପୋଲିସ ଦ୍ୱାରା ଦାଖଲ ହୋଇଥିବା ୧୯ଟି ଏଫ୍ଆଇଆର୍ (ପ୍ରଥମ ସୂଚନା ରିପୋର୍ଟ) ମଧ୍ୟରୁ ଗୋଟିଏରେ ଅଜ୍ଞାତ ଲୋକଙ୍କ ଦ୍ୱାରା ଷଡଯନ୍ତ୍ର କରାଯାଇଥିବା ଅଭିଯୋଗ ହୋଇଛି। ଏହା ମଧ୍ୟ ଅଭିଯୋଗ ହୋଇଛି ଯେ  ଆକ୍ରମଣ ପରେ ମୃତ୍ୟୁବରଣ କରିଥିବା ଯୁବତୀଙ୍କ…

ଓଡିଶାରେ ଜଙ୍ଗଲ କୃଷିର ଅପାର ସମ୍ଭାବନା ରହିଛି: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ଜାତୀୟ ମିଶନ ଅଧୀନରେ ଜଙ୍ଗଲ କୃଷି ଅଭିବୃଦ୍ଧିକୁ ପ୍ରୋତ୍ସାହନ ଦେବା ଏବଂ ରାଜ୍ୟର ମହିଳା, କ୍ଷୁଦ୍ର, ମଧ୍ୟମ କୃଷକ ମାନଙ୍କୁ ସଶକ୍ତ କରିବା ପାଇଁ ଗତ ୪ ବର୍ଷ ମଧ୍ୟରେ ଓଡିଶାକୁ ପୋଷଣୀୟ କୃଷି ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୭.୭୫ କୋଟି ଟଙ୍କା ପ୍ରଦାନ କରାଯାଇଛି…

କପିଲଙ୍କ କମେଡି ଅଶ୍ଲୀଳ ଓ ଶସ୍ତା: ଶକ୍ତିମାନ୍ !

ମୁମ୍ବାଇ: ନିକଟରେ ଦ କପିଲ ଶର୍ମା ସୋ'ରେ ଏକାଠି ହୋଇଥିଲେ ମହାଭାରତ ଭଳି ପପୁଲାର ସିରିଜର ପ୍ରମୁଖ ଷ୍ଟାରକାଷ୍ଟ । ହେଲେ ମହାଭାରତରେ ଭୀଷ୍ମର କିର୍ଦାରରେ ନଜର ଆସିଥିବା ମୁକେଶ ଖାନ୍ନା କିନ୍ତୁ ଅନୁପସ୍ଥିତ ଥିଲେ । ଏ ନେଇ ଅନେକ ଚର୍ଚ୍ଚା ଉଠିଥିଲା । ଏପରିକି ଏମିତି ବି ଶୁଣିବାକୁ ମିଳିଥିଲା…

ହସ୍ପିଟାଲରୁ ଡିସଚାର୍ଜ ହେଲେ ତମନ୍ନା

ମୁମ୍ବାଇ: ହସ୍ପିଟାଲରୁ ଡିସଚାର୍ଜ ହେଲେ ବାହୁବଳୀ ଫେମ୍ ତଥା ଅଭିନେତ୍ରୀ ତମନ୍ନା ଭାଟିଆ । କରୋନାରେ ଆକ୍ରାନ୍ତ ହେବାର ଦିନକ ପରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ତାଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି । ହେଲେ ସେ ପୁରା ସୁସ୍ଥ ହେବା ଯାଏଁ ହୋମ୍ ଆଇସୋଲେସନରେ ରହିବେ । ଏନେଇ…

ହାଥରସ ଘଟଣା: ରାତିରେ ଶବ ସଂସ୍କାରକୁ ସୁପ୍ରିମକୋର୍ଟରେ ଯୋଗୀଙ୍କ ସମର୍ଥନ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ହାଥରସ ଗଣଦୁଷ୍କର୍ମ ଘଟଣା ନେଇ ସାରା ଦେଶରେ ବିରୋଧ ଦେଖାଦେଇଛି । ରାତି ଅଧିଆ ପୀଡିତାଙ୍କ ଶବକୁ ପୋଲିସ ଅନ୍ତିମ ସଂସ୍କାର କରିବା ଘଟଣାକୁ ନେଇ ସମସ୍ତେ ପ୍ରଶ୍ନ ଉଠାଇଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ଦୁଷ୍କର୍ମ ଓ ହତ୍ୟା ମାମଲାରେ ୟୁପି ସରକାର ସର୍ବୋଚ୍ଚ…

କୋଲ୍ ସ୍କାମ ଘଟଣାବଳୀ: କେମିତି ଦୁର୍ନୀତି ଓ ଦିଲ୍ଲୀପ ରାୟଙ୍କ ନାଁରେ କ’ଣ ଥିଲା ଅଭିଯୋଗ ?

ନୂଆଦିଲ୍ଲୀ: ୧୯୯୯ରେ ଦିଲ୍ଲୀପ ରାୟ କେନ୍ଦ୍ର କୋଇଲା ରାଷ୍ଟ୍ରମନ୍ତ୍ରୀ ଥିବା ବେଳେ ଝାଡ଼ଖଣ୍ଡରେ ଏକ କୋଲବ୍ଲକ ଆବଣ୍ଟନରେ ଅନୁକମ୍ପା ପ୍ରଦର୍ଶନ କରାଯାଇଥିବା ଅଭିଯୋଗ ହୋଇଥିଲା । ଏନଡିଏର ସରକାରଙ୍କ ପ୍ରଥମ ମନ୍ତ୍ରୀ ଯାହାଙ୍କ ନାଁରେ କୋଲବ୍ଲକ ମାମଲାରେ ସମନ୍ କରିଥିଲେ ଦିଲ୍ଲୀର ସ୍ୱତନ୍ତ୍ର…

ରିୟାଙ୍କୁ ମିଳିଲାନି ଆଶ୍ୱସ୍ତି: ଅକ୍ଟୋବର ୨୦ ଯାଏଁ ଜେଲରେ ରହଣି

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ଡ୍ରଗ୍ସ ଲିଙ୍କରେ ଗିରଫ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ପୁଣି ଝଟକା । ପୁଣି ବଢ଼ିଲା ବିଚାରବିଭାଗୀୟ ହାଜତ ମିଆଦ । ଆସନ୍ତା ୨୦ ତାରିଖ ଯାଏ ରିୟା ଜେଲରେ ରହିବେ । ଏହି ନିର୍ଦ୍ଦେଶ ଦେଇଛନ୍ତି ମୁମ୍ବାଇର ସ୍ୱତନ୍ତ୍ର ଏନଡିପିଏସ୍ କୋର୍ଟ…

ଚୀନ୍‌କୁ ମିଳିବ ପାନେ, ଏକାଠି ହେଲେ ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ: କମିବ ଚୀନ୍‌ର ଚାଲାକ ପଣ । ପାନେ ପାଇବ ଡ୍ରାଗନ । ଚାଇନାର ବଢ଼ୁଥିବା ପ୍ରାଦୁର୍ଭାବ ମୁକାବିଲା ପାଇଁ ଏକାଠି ହେଲେ ୪ଟି ଦେଶ । ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ଏକାଠି ହୋଇଛନ୍ତି । ଏହି ୪ଟି ଦେଶକୁ ନେଇ ଗଠିତ କ୍ୱାଡର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଟୋକିଓଠାରେ ବସିବାକୁ…

‘ବେଲ ବଟମ୍‌’ରେ ଅକ୍ଷୟଙ୍କ ପାୱାରଫୁଲ ଆକ୍ସନ

ମୁମ୍ବାଇ: ଆସିଲା ବଲିଉଡର ବହୁ ପ୍ରତିକ୍ଷିତ ଫିଲ୍ମ ‘ବେଲ ବଟମ୍‌’ର ଟିଜର । ୨୯ ସେକେଣ୍ଡର ଏହି ଟିଜର ସୋସିଆଲ ମିଡିଆରେ ଧମାକା କରିଛି । ଖିଲାଡି ବୟ ଅକ୍ଷୟ କୁମାରଙ୍କ ଏହି ଫିଲ୍ମର ଟିଜରକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏଥିରେ ଅକ୍ଷୟଙ୍କ ନୂଆ ଲୁକ୍ ଦେଖିବାକୁ ମିଳିଛି । ୮୦ ଦଶକର…

ବାୟୁରେ ବ୍ୟାପୁଛି କରୋନା!

ନୂଆଦିଲ୍ଲୀ: ରାଜ୍ୟରେ ଦ୍ରୁତ ଗତିରେ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହାରି ଭିତରେ ଚାଂଚଲ୍ୟକର ସୂଚନା ଦେଇଛି ଆମେରିକାର ସେଂଟର ପର ଡିଜିଜ କଂଟ୍ରୋଲ ଆଣ୍ଡ ପ୍ରିଭେନ୍ସନ ବା ସିଡିସି । କରୋନା ଭୂତାଣୁ ବାୟୁରେ ବ୍ୟାପୁଥିବା ନେଇ ସିଡିସି ସୂଚନା ଦେଇଛି । ଏହା ଫଳରେ ସାରା ବିଶ୍ୱରେ…