Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କେମିତି ଖୋଲିବ ସିନେମା ହଲ୍, ମଲଟି ପ୍ଲେକ୍ସ ? ଏସବୁ ବ୍ୟବସ୍ଥା ପାଇଁ SOPରେ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଆସନ୍ତା ୧୫ ତାରିଖରେ ସାରା ଦେଶରେ ଖୋଲିବ ସିନେମା ହଲ୍, ଥିଏଟର ଓ ମଲଟି ପ୍ଲେକ୍ସ । ଅନଲକ୍ ୫.୦ରେ ଅନୁମତି ଦେଇଥିଲେ କେନ୍ଦ୍ର ସରକାର । ଏସବୁ ଖୋଲିବ ନେଇ ଏସଓପି ଜାରି କରିଛି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ । ୧. ଅଡିଟୋରିୟମରେ ସିଟ୍ କ୍ଷମତା ୫୦ ପ୍ରତିଶତରୁ ଅଧିକ…

କୋଇଲା ଦୁର୍ନୀତି: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ଦୋଷୀ, ଅକ୍ଟୋବର ୧୪ରେ ଦଣ୍ଡ ବିଧାନ

ନୂଆଦିଲ୍ଲୀ: କୋଇଲା ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଦିଲ୍ଲୀପ ରାୟ ଦୋଷୀ ସାବ୍ୟସ୍ତ । ରାୟ ଶୁଣାଇଛନ୍ତି ଦିଲ୍ଲୀର ସ୍ପେଶାଲ କୋର୍ଟ ଜଜ୍ ଭାରତ ପରାଶର । ପ୍ରଥମ ମନ୍ତ୍ରୀ ଭାବରେ କୋଇଲା ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଦିଲ୍ଲୀପ ରାୟ । ଆସନ୍ତା…

ପିକଅପ୍ ଭ୍ୟାନକୁ ଧକ୍କା ଦେଲା ଟ୍ୟାଙ୍କର, ୬ ମୃତ ଓ ୨୦ ଆହତ

ଭୋପାଳ: ମଧ୍ୟପ୍ରଦେଶର ଇନ୍ଦୋର-ଅହମ୍ମଦାବାଦ ହାଇଓ୍ୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପିକଅପ୍ ଭ୍ୟାନକୁ ଧକ୍କା ଦେଲା ଟ୍ୟାଙ୍କର । ଦୁର୍ଘଟଣାରେ ୬ ଜଣଙ୍କର ଅକାଳ ବିୟୋଗ ହୋଇଛି । ଆହତ ହୋଇଛନ୍ତି ୨୦ରୁ ଅଧିକ । ସେମାନଙ୍କ ଭିତରେ କିଛି ଲୋକଙ୍କର ଅବସ୍ଥା ସଂକଟାପନ୍ନ ରହିଛି ।ଧାର ଜିଲ୍ଲାର…

ମାସେ ପରେ ୭୦ ହଜାର ତଳକୁ ଖସିଲା ଦୈନିକ କରୋନା କେସ, ଜାଣନ୍ତୁ ଆଜିର ରିପୋର୍ଟ

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ଟ୍ରେଣ୍ଡ କମୁଛି । କମୁଛି ଆକ୍ରାନ୍ତ ଓ ମୃତ୍ୟୁସଂଖ୍ୟା । ମାସେ ପରେ ଗୋଟିଏ ଦିନରେ ୭୦ ହଜାରରୁ କମ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ବାହାରିଛନ୍ତି ୬୧ ହଜାର ୨୬୭ ନୂଆ ଆକ୍ରାନ୍ତ । ସେପ୍ଟେମ୍ବର ୧ ତାରିଖରେ ଶେଷ ଥର ଦିନକରେ ୭୦…

ଆଜି ୱାର୍ଲଡ ସେରିବ୍ରାଲ୍‌ ପାଲ୍‌ସି ଡେ

୨୦୧୨ରେ ଅଷ୍ଟ୍ରେଲିଆର ‘ସେରିବ୍ରାଲ୍‌ ପାଲ୍‌ସି ଆଲିଆନ୍‌ସ’ ଓ ଆମେରିକାର ‘ୟୁନାଇଟେଡ୍‌ ସେରିବ୍ରାଲ୍‌’ ପାଲ୍‌ସି ଅନୁଷ୍ଠାନ ପକ୍ଷରୁ ପ୍ରଥମେ ଏହା ପାଳିତ ହୋଇଥିଲା। ସଂପ୍ରତି ଭାରତ ସମେତ ବିଶ୍ବର ୬୨ଟି ଦେଶରେ ଏହା ପାଳନ କରାଯାଉଛି। ସାରା ବିଶ୍ବରେ ଏହି ବ୍ୟାଧି ପୀଡ଼ିତଙ୍କ ସଂଖ୍ୟା ୧.୭…

ସୁପ୍ରିମକୋର୍ଟରେ ଆଜି ହାଥରସ ଗଣଦୁଷ୍କର୍ମ ପିଟିସନ ଉପରେ ଶୁଣାଣି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ହାଥରସ ଗଣଦୁଷ୍କର୍ମ ମାମଲାରେ ଦାୟର ପିଟିସନର ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ । ମାମଲର ତଦନ୍ତକୁ ନେଇ ଦାୟର ହୋଇଥିଲା ପିଟିସନ୍ । ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟରେ କାର୍ୟ୍ୟରତ କିମ୍ୱା ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ତ୍ୱାବଧାନରେ ସିବିଆଇ କିମ୍ବା ଏସଆଇଟି…

ଆଜି ବିଶ୍ୱ ନୁଡଲ୍‌ସ ଦିବସ

ନୁଡଲ୍‌ସ ବିଶ୍ୱର ଏକ ଲୋକପ୍ରିୟ ଖାଦ୍ୟ ହୋଇଥିବା ବେଳେ ପ୍ରକୃତରେ ଏହାର ଉତ୍ପତ୍ତି କେଉଁଠାରୁ ତାହା ଏଯାଏ ସ୍ପଷ୍ଟ ହୋଇପାରି ନାହିଁ। ଚାରି ହଜାର ବର୍ଷ ତଳେ ଚାଇନିଜ୍‌ମାନେ ନୁଡଲସ୍‌ ଖାଉଥିବା ପ୍ରମାଣ ମିଳେ। ସେମାନେ ବାଜରାରୁ ଏହାକୁ ପ୍ରସ୍ତୁତ କରୁଥିଲେ। ପରେ ଗହମ ଓ ଚାଉଳ ନୁଡଲ୍‌ସ…

୨୦୨୧ ମାର୍ଚ୍ଚ ସୁଦ୍ଧା ଭାରତରେ କରୋନା ଟିକା ? ପ୍ରସ୍ତୁତି ଆରମ୍ଭ କଲେଣି ସରକାର

ନୂଆଦିଲ୍ଲୀ: କରୋନା ମାହମାରୀକୁ ମାତ ଦେବା ପାଇଁ ସାରା ବିଶ୍ୱ ସଂଗ୍ରାମ ଜାରି ରଖିଛି । ଟିକା ବିକଶିତ ଦିଗରେ ବୈଜ୍ଞାନିକମାନେ ଯୁଦ୍ଧକାଳୀନ ଭିତ୍ତିରେ ଗବେଷଣା ଚଳାଇଛନ୍ତି । କିଛି ଟିକାର ପରୀକ୍ଷଣ ତୃତୀୟ ପର୍ଯ୍ୟାୟରେ ପହଞ୍ଚିଛି । ଭାରତରେ ୩ଟି ଭିତରୁ ଆସନ୍ତାବର୍ଷ ମାର୍ଚ୍ଚରେ ଅତି କମରେ…

WHOର ଚାଞ୍ଚଲ୍ୟକର ତଥ୍ୟ, ବିଶ୍ୱର ୧୦% ଜନସଂଖ୍ୟାକୁ କରୋନା

ନୂଆଦିଲ୍ଲୀ: କରୋନାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଲା ଚାଂଚଲ୍ୟକର ତଥ୍ୟ । ବିଶ୍ୱରେ ପ୍ରାୟ ୧୦ ପ୍ରତିଶତ ଲୋକ କରୋନାରେ ଆକ୍ରାନ୍ତ ହୋଇସାରିଲେଣି । ତେଣୁ ସାରା ବିଶ୍ୱରେ କୋଭିଡ-୧୯ ଭୂତାଣୁର ସ୍ଥିତି ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି । ପ୍ରାୟ ୭୬ କୋଟି ଲୋକ ଏହି ଭୂତାଣୁରେ ସଂକ୍ରମିତ…

କୋଭିଡ ସଂକ୍ରମିତ ହୋଇ ସୁଦ୍ଧା ବିନା ମାସ୍କରେ ହ୍ଵାଇଟ ହାଉସରେ ପହଞ୍ଚିଲେ ଟ୍ରମ୍ପ

ୱାଶିଂଟନ: କୋଭିଡ -୧୯ ଆକ୍ରାନ୍ତ ହେବା ପରେ ଆମେରିକାର ସେନା ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ତେବେ ସାମରିକ ଡାକ୍ତରଖାନା ଛାଡି ନାଟକୀୟ ଢଙ୍ଗରେ ହ୍ଵାଇଟ୍ ହାଉସକୁ ସୋମବାର ଦିନ ପ୍ରତ୍ୟାବର୍ତ୍ତନ କରିଛନ୍ତି ଟ୍ରମ୍ପ। ତାଙ୍କ ଅସୁସ୍ଥତା ସତ୍ତ୍ୱେ…