Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବ୍ରିକ୍ସ ସମ୍ମିଳନୀ: ଭର୍ଚୁଆଲ ମିଟରେ ସାମ୍ନାସାମ୍ନି ହେବେ ନରେନ୍ଦ୍ର ମୋଦି-ଜିନପିଙ୍ଗ

ନୂଆଦିଲ୍ଲୀ: ଭାରତ-ଚୀନ ବିବାଦ ଆଢ଼ୁଆଳରେ ସାମ୍ନା ସାମ୍ନି ହେବାକୁ ଯାଉଛନ୍ତି ଦୁଇ ଦେଶର ପ୍ରଧାନମନ୍ତ୍ରୀ । ବ୍ରିକ୍ସ ସମ୍ମିଳନୀର ଭର୍ଚୁଆଲ ମିଟରେ ଭାରତର ନରେନ୍ଦ୍ର ମୋଦି ଚୀନର ଜିନ ପିଙ୍ଗଙ୍କୁ ଭେଟିବେ । ବ୍ରିକ୍ସ ସମ୍ମିଳନୀର ଏଥର ବିଷୟ ରହିଛି ବ୍ରିକ୍ସ ପାର୍ଟିନରଶିପ ଫର ଗ୍ଲୋବାଲ…

ଚୀନର ମୁଖପତ୍ର ଗ୍ଲୋବାଲ ଟାଇମ୍ସର ବାହାସ୍ପୋଟ, ଯୁଦ୍ଧ ହେଲେ ଅଟଳ ଟନେଲ ଧ୍ୱଂସ କରିଦେବୁ

ନୂଆଦିଲ୍ଲୀ: ଚୀନର ମୁଖପତ୍ର ଭାବେ ବିବେଚନା କରାଯାଉଥିବା ଗ୍ଲୋବାଲ ଟାଇମ୍ସ ପୁନର୍ବାର ବାହାସ୍ପୋଟ ମାରିଛି । ଏହି ଖବର କାଗଜରେ ପୂର୍ବରୁ ଭାରତ ବିପକ୍ଷରେ ଅନେକ ବିଭ୍ରାନ୍ତକର ଓ ତଥ୍ୟ ବିହୀନ ଖବର ପ୍ରକାଶ ପାଇସାରିଛି । ଗ୍ଲୋବାଲ ଟାଇମ୍ସ ଉଲ୍ଲେଖ କରିଛି ଯଦି ଯୁଦ୍ଧ ହୁଏ ତାହାହେଲେ ଅଟଳ ଟନେଲ…

ବଲିଉଡରେ ଡେବ୍ୟୁ କଲେ ସୁସ୍ମିତା ସେନ୍‌ଙ୍କ ଝିଅ !

ମୁମ୍ବାଇ: ନେପୋଟିଜିମ୍‌ର ଝଡ ମଧ୍ୟରେ ଆଉ ଜଣେ ଷ୍ଟାର୍‌କିଡ୍ ବଲିଉଡରେ ଡେବ୍ୟୁ କରିଛନ୍ତି । ସୁସ୍ମିତା ସେନଙ୍କ ଝିଅ ରିନି କବୀର ଖୁରାନାଙ୍କ ଫିଲ୍ମ ସୁଟ୍ଟାବାଜିରେ ଅଭିନୟ କରିବେ । ଏହି ଡ୍ରାମାଟିକ୍ ଫିଲ୍ମରେ ରିନିଙ୍କୁ ଜଣେ ବେଲଗାମ୍ ଝିଅ ଭୂମିକାରେ ଦେଖିବାକୁ ମିଳିବ । ଫିଲ୍ମରେ କୋମଲ…

ନୂଆ ଖବର ଦେଇ ଚମକାଇଲେ କଙ୍ଗନା ରଣାୱତ !

ତାମିଲନାଡୁ: ଗ୍ୟାଙ୍ଗଷ୍ଟର ଗାର୍ଲ କଙ୍ଗନା ପଙ୍ଗା ନେବାକୁ ଆଦୌ ପଛଘୁଂଚା ଦିଅନ୍ତି ନାହିଁ । ସେ ମହାରାଷ୍ଟ୍ର ସରକାର ହୁଅନ୍ତୁ ଅବା ବିରୋଧୀ ବଲିଉଡ ଗୋଷ୍ଠୀ । ଠିକଣା ସମୟରେ ଜବାବ ଦେବା ତାଙ୍କୁ ବେଶ ଭଲ ଭାବେ ଜଣା । ସୁଶାନ୍ତଙ୍କ ମାମଲାରେ ରୋକଠୋକ ମନୋଭାବ ଓ ତାଙ୍କ ଅଫିସ୍ ଭଙ୍ଗାଯିବା…

ଟଙ୍କା ଚୋରି କରୁଥିବା ୩୪ଟି ଆପ୍‌କୁ ପ୍ଲେ ଷ୍ଟୋର୍‌ରୁ ହଟାଇବ ଗୁଗୁଲ୍

ନୂଆଦିଲ୍ଲୀ: ଗୁଗୁଲ୍‌ ପ୍ଲେ ଷ୍ଟୋର୍‌ରୁ କେତେକ ଅବାଞ୍ଛିତ ଆପ୍‌ଗୁଡ଼ିକୁ ହଟାଇବାକୁ ଯାଉଛି। କାରଣ ଏହା ଆପଣଙ୍କ ଫୋନ୍‌କୁ କ୍ଷତି ପହଞ୍ଚାଇବାର ସମ୍ଭାବନା ରହିଛି। ଗୁଗୁଲ୍‌ ପ୍ଲେ ଷ୍ଟୋର୍‌ରୁ ପ୍ରାୟ ୩୪ଟି ଆପ୍‌କୁ ହଟାଇବାକୁ ଯାଉଛି। ଏହି ୩୪ଟି ଆପ୍‌ ‘ଜୋକର୍‌ ମାଲ୍‌ୱେର୍‌’ ଦ୍ବାରା…

ସଂଜୟ ଦତ୍ତଙ୍କ ଭାଇରାଲ ଫଟୋ, କେତେ ସତ ?

ମୁମ୍ବାଇ: ସୋସିଆଲ୍ ମିଡିଆରେ ସଂଜୟ ଦତ୍ତଙ୍କର ଏକ ଫଟୋ ଭାଇରାଲ ହୋଇଛି । ଫଟୋକୁ ନେଇ ଚର୍ଚ୍ଚା ଯେତିକି ଜୋର ଧରିଛି, ତାଠୁ ଅଧିକ ଚର୍ଚ୍ଚାରେ ରହିଛି ସଂଜୟ ଦତ୍ତଙ୍କ ଲୁକ୍ । ତେବେ ଭାଇରାଲ ହୋଇଥିବା ଏହି ଫଟୋରେ କେତେ ରହିଛି ସତ୍ୟତା ? କିଛି ଦିନ ପବର୍ମରୁ ସଂଜୟ ଫୁସ୍‌ଫୁସ୍ କ୍ୟାନ୍ସରରେ…

୨୦୨୦ ବର୍ଷ ଚିକିତ୍ସା କ୍ଷେତ୍ରରେ ସର୍ବୋତ୍ତମ ସେବା ପ୍ରଦାନ ପାଇଁ ମିଳିଲା ନୋବେଲ୍‌ ପୁରସ୍କାର; ଜାଣନ୍ତୁ କିଏ ପାଇଲେ…

ନୂଆଦିଲ୍ଲୀ: ବୈଜ୍ଞାନିକ ହାର୍ଭେ ଜେ ଅଲ୍ଟର, ମାଇକେଲ୍‌ ହ୍ୟୁଟନ୍‌ ଏବଂ ଚାର୍ଲସ୍‌ ଏମ୍‌ ରାଇସ୍‌ଙ୍କୁ ମେଡିସିନ୍‌ କ୍ଷେତ୍ରରେ ୨୦୨୦ ବର୍ଷ ପାଇଁ ନୋବେଲ୍‌ ପୁରସ୍କାର ପ୍ରଦାନ କରାଯାଇଛି। ଚିକିତ୍ସା କ୍ଷେତ୍ରରେ ଅଗ୍ରଣୀ ଅବଦାନ ଅର୍ଥାତ୍ ‘ହେପାଟାଇଟିସ୍‌ ସି’ର ଆବିଷ୍କାର ‌ଯୋଗୁ ତାଙ୍କୁ…

ବିବାହ ପାଇଁ ବ୍ୟକ୍ତିଙ୍କ ଅଜବ ସର୍ତ୍ତ, ଜାଣନ୍ତୁ କ’ଣ

କୋଲକତା: ଆଗ ଭଳି ବିବାହ ପାଇଁ ଆଉ ମଧ୍ୟସ୍ଥିଙ୍କର ଆବଶ୍ୟକତା ପଡୁନାହିଁ। ବର୍ତ୍ତମାନ ବିବାହ କରିବାକୁ ଆଗ୍ରହୀ ଥିବା ବ୍ୟକ୍ତି ମାନେ ନିଜ ନିଜର ପ୍ରୋଫାଇଲ ମ୍ୟାଟ୍ରିମୋନିଆଲ ସାଇଟରେ ଖୋଲୁଥିବାର ଦେଖିବାକୁ ମିଳୁଛି । ତେବେ ମ୍ୟାଟ୍ରିମୋନିଆଲ ସାଇଟରେ ଜଣେ ଯୁବକ ନିଜ ବିବାହ ପାଇଁ ଏପରି ଅଜବ…

ଫିଲ୍ମ ‘ଭୁଲ ଭୁଲୈୟା-୨’କୁ ନେଇ ଆସିଲା ନୂଆ ଖବର !

ମୁମ୍ବାଇ: ଲକ୍‌ଡାଉନ୍ ଅନ୍‌ଲକ୍ ପରେ ଅନେକ ଫିଲ୍ମ ପ୍ରୋଜେକ୍ଟ ଏବେ ସକ୍ରିୟ ହୋଇଛି । ଏହି ତାଲିକାରେ ଫିଲ୍ମ 'ଭୁଲ୍ ଭୁଲୈୟା-୨' ବି ସାମିଲ ହୋଇଛି । କାର୍ତ୍ତିକ ଆର୍ଯ୍ୟନ ଓ କିଆରା ଆଡଭାନୀ ଷ୍ଟାରର ଏହି ଫିଲ୍ମର ସୁଟିଂ ଡିସେମ୍ବର କିମ୍ବା ଜାନୁଆରୀରେ ଆରମ୍ଭ ହେବା ନେଇ ସୂଚନା ମିଳିଛି ।…

ମାସ ଶେଷରେ ବିବାହ କରିବେ ସିଙ୍ଗର ନେହା କକ୍କର ?

ମୁମ୍ବାଇ: ପ୍ରେମିକ ହିମାଂଶ କୋହଲିଙ୍କ ସହ ବ୍ରେକ୍‌ଅପ୍ ପରେ ଭାଙ୍ଗିପଡିଥିଲେ ନେହା କକ୍କର । ହେଲେ ନିଜକୁ ସଜାଡି ପୁଣିଥରେ ସେ ସଳଖି ଛିଡାହୋଇଥିଲେ । ସେବେଠୁ ତାଙ୍କ ନୂଆ ପ୍ରେମ କାହାଣୀ ଓ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । କେବେ ଓ କାହାକୁ ବିବାହ କରିବେ ନେହା ? ଏହି ପ୍ରଶ୍ନ…