Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବିଡେନଙ୍କ ବିରୋଧରେ ଅଭିଯୋଗ ଆଣିଲେ ଟ୍ରମ୍ପ, କହିଲେ ସେ ଡ୍ରଗ୍ସ ନିଅନ୍ତି

ୱାଶିଂଟନ୍: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ତାଙ୍କର ଗଣତାନ୍ତ୍ରିକ ପ୍ରତିଦ୍ୱନ୍ଦ୍ୱୀ ଜୋ ବିଡେନ ବିତର୍କରେ ନିଜର ପ୍ରଦର୍ଶନକୁ ଉନ୍ନତ କରିବା ପାଇଁ ଡ୍ରଗ୍ସ ନେଇଛନ୍ତି। ଜାତୀୟ ମତଦାନରେ ବହୁତ ପଛରେ ଥିବା ରିପବ୍ଲିକାନ୍ ନେତା ପ୍ରଥମେ ଫକ୍ସ ନ୍ୟୁଜ୍ ସାକ୍ଷାତକାରରେ…

ଜୟାଙ୍କ ଭାଷଣ ପରେ, ବଚ୍ଚନଙ୍କୁ ମିଳିଲା ପୋଲିସ ସୁରକ୍ଷା

ମୁମ୍ବାଇ: ସୁପରଷ୍ଟାର ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କ ମୁମ୍ବାଇ ଘର ବାହାରେ ପୋଲିସ ସୁରକ୍ଷା ଯୋଗାଇ ଦିଆଯାଇଛି । ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଘଟଣାର ତଦନ୍ତ ଆଳରେ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଅପମାନିତ କରିବାର ପ୍ରୟାସ ଚାଲିଛି ବୋଲି ଶ୍ରୀମତି ବଚ୍ଚନ କହିଛନ୍ତି। ଜୁହୁରେ ଥିବା…

ଜାପାନର ନୂଆ ପ୍ରଧାନମନ୍ତ୍ରୀ ହେଲେ ୟୋଶିହିଦେ ସୁଗା

ଟୋକିଓ: ଜାପାନର ସଂସଦରେ ବୁଧବାର ୟୋଶିହିଦେ ସୁଗାଙ୍କୁ ନୂତନ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ କରାଯାଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେ ଅସୁସ୍ଥତା କାରଣରୁ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ । ଏହା ପରେ ଏହି ପଦ ଖାଲି ପଡିଥିଲା । ସୁଗାଙ୍କୁ ଶାସକ ଦଳର ନେତା ଭାବେ ନିର୍ବାଚିତ…

ଜଣେ କେବିସି ବିଜେତାଙ୍କ ଜୀବନ କାହାଣୀ: ସଂଘର୍ଷରୁ ସଫଳତା ପାଇଥିବା ହିରୋ ଏଥିପାଇଁ ବନିଗଲେ ଜିରୋ

କୌନ ବନେଗା କରୋଡପତି ସିଜିନ ୫ ରେ ଭାଗ ନେଇ ବିଜେତା ହୋଇଥିଲେ ବିହାରର ସୁଶୀଲ କୁମାର । ବିଗ୍ ବି ଙ୍କର ପ୍ରଶ୍ନର ଗୋଟିକ ପରେ ଗୋଟିଏ ଉତ୍ତର ଦେଇ ଜିତିଥିଲେ ୫ କୋଟି ଟଙ୍କା । ଜୀବନର ଆଇଏଏସ୍ ଅଫିସର ହେବାର ଲକ୍ଷ୍ୟ ରଖିଥିବା ସୁଶୀଲ ଭାବିଥିଲେ ଏହି ଟଙ୍କା ମିଳିବା ପରେ ତାଙ୍କ ଜୀବନରେ ସୁଖ ହିଁ…

ଦେଶରେ ୫୦ ଲକ୍ଷ ଟପିଲା କରୋନା ମାମଲା; ୨୪ ଘଣ୍ଟାରେ ୧୨୯୦ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ଭୟଙ୍କର ରୂପ ନେଲାଣି କରୋନା ମହାମାରୀ । ହୁ ହୁ ହୋଇ ବଢୁଛି ସଂକ୍ରମିତଙ୍କ ସଂଖ୍ୟା। ପ୍ରତିଦିନ ଭାଙ୍ଗୁଛି ରେକର୍ଡ, ସୃଷ୍ଟି ହେଉଛି ନୂଆ ରେକର୍ଡ । ଦେଶର ଗୋଟିଏ ଦିନରେ ପାଖାପାଖି ୧ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ରାଜ୍ୟରେ ପ୍ରତିଦିନ ୪ ହଜାରରୁ ଉର୍ଦ୍ଧ୍ବ…

ଦେଶର ୩୭ଟି ମେଗା ଫୁଡ଼ ପାର୍କକୁ ମିଳିଲା ମଂଜୁରୀ

ନୂଆଦିଲ୍ଲୀ: ଓଡ଼ିଶା ସମେତ ଦେଶର ୨୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ କ୍ଷେତ୍ରର ୩୭ଟି ମେଗା ଫୁଡ଼୍ ପାର୍କକୁ ସରକାର ମଞ୍ଜୁରି ପ୍ରଦାନ କରିଛନ୍ତି । ୧୯ଟି ମେଗା ଫୁଡ଼ ପାର୍କ ଏବେସୁଦ୍ଧା ସଂପୂର୍ଣ୍ଣ ରୂପେ କାର୍ଯ୍ୟକ୍ଷମ ହୋଇସାରିଛି । ପ୍ରତ୍ୟେକ ମେଗା ଫୁଡ଼ ପାର୍କ ସଂପୂର୍ଣ୍ଣ ରୂପେ କାର୍ଯ୍ୟକ୍ଷମ…

କୋଭିଡ୍ ଲଢେଇରେ ଦେଶର ଷ୍ଟିଲପ୍ଲାଣ୍ଟଗୁଡିକ ୪ ଦିନରେ ୪,୩୨୯ଟନ ମେଡିକାଲ ଅକ୍ସିଜେନ ଯୋଗାଇଛନ୍ତି : ଧର୍ମେନ୍ଦ୍ର

ନୂଆଦିଲ୍ଲୀ: କୋଭିଡ ସଂକ୍ରମଣ ବିରୁଦ୍ଧରେ ଚାଲିଥିବା ଯୁଦ୍ଧରେ ସାମିଲ ହୋଇ ଭାରତର ବିଭିନ୍ନ ଷ୍ଟିଲ ପ୍ଲାଣ୍ଟଗୁଡିକ ଗତ ୪ ଦିନ ମଧ୍ୟରେ ୪,୩୨୯ ଟନ ମେଡିକାଲ ଅକ୍ସିଜେନ ଯୋଗାଇଥିବା ସୂଚନା ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ବାଷ୍ପ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥି…

୬୧ବର୍ଷରେ ଦୂରଦର୍ଶନ

ନୂଆଦିଲ୍ଲୀ: ଆଜି ଦୂରଦର୍ଶନକୁ ପୂରିଛି ୬୧ ବର୍ଷ । ୧୯୫୯ ମସିହା ଆଜିର ଦିନରେ ମନୋରଂଜନ ଓ ଖବରର ନୂଆ ଧାରା ଆରମ୍ଭ ହୋଇଥିଲା । ସେତେବେଳେ ଯଦିଓ ଟିଭିଟିଏ କିଣିବାର ସମ୍ବଳ ଲୋକଙ୍କର ନ ଥିଲା । କିନ୍ତୁ ଏହାକୁ ଦେଖିବା ପାଇଁ ବେଶ୍ ଆଗ୍ରହ ପରିଲକ୍ଷିତ ହେଉଥିଲା । ସାଇ ପଡିଶାରେ କାହା ଘରେ…

କଟିବ ସାଂସଦଙ୍କ ୩୦ % ଦରମା, ଲୋକସଭାରେ ବିଲ୍ ପାରିତ

ନୂଆଦିଲ୍ଲୀ: କଟିବ ଲୋକସଭା ସାଂସଦଙ୍କ ବେତନ।  ସାଂସଦଙ୍କ ଦରମାରେ ଗୋଟିଏ ବର୍ଷ ପାଇଁ ୩୦ ପ୍ରତିଶତ କାଟ୍ କରିବାକୁ ସଂସଦରେ ଆଜି ଏହି ସଂପର୍କିତ ବିଲ୍ ଲୋକସଭାରେ ପାରିତ ହୋଇଛି। ଏହି ଟଙ୍କାର ଉପଯୋଗ କୋଭିଡ୍-୧୯ ମହାମାରୀ କାରଣରୁ ଉତ୍ପନ ସ୍ଥିତିର ମୁକାବିଲା ପାଇଁ କରାଯିବ। ନିମ୍ନ ସଦନରେ…

ବଲିଉଡ ପାଇଁ ବଢୁଛି ଦୁଷ୍କର୍ମ ଭଳି ମାମଲା: ଇମ୍ରାନ୍ ଖାନ୍‌

ଇସଲାମବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ବଲିଉଡକୁ ନେଇ ଭିନ୍ନ ବୟାନ ଦେଇଛନ୍ତି । ବଲିଉଡ ପାଇଁ ଦୁଷ୍କର୍ମ ଭଳି ମାମଲା ବଢୁଛି ବୋଲି ଇମ୍ରାନ୍ ଆକ୍ଷେପ କରିଛନ୍ତି । ଏକ ଘରୋଇ ଟିଭି ଚାନେଲରେ ଦେଇଥିବା ସାକ୍ଷାତକାରରେ ଇମ୍ରାନ୍ କହିଛନ୍ତି ଯେ ବଲିଉଡ ଫିଲ୍ମରେ ଚିତ୍ରିତ…