Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପାକିସ୍ତାନ ଭୁଲ ମ୍ୟାପ ଦେଖାଇବାରୁ ଭାରତ ଏସସିଓ ବୈଠକ ପରିତ୍ୟାଗ କଲା

ସାଂଘାଇ: ସାଂଘାଇ କୋଅପେରଶନ ଅର୍ଗାନାଇଜେଶନ (ଏସସିଓ)ର ନ୍ୟାଶନାଲ ସିକ୍ୟୁରିଟି ଆଡଭାଇଜର୍ସ (ଏନଏସଏ)ସ୍ତରୀୟ ବୈଠକରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ମଙ୍ଗଳବାର ଏହି ଭର୍ଚୁଆଲ ବୈଠକରେ ପାକିସ୍ତାନ ପ୍ରକୃତ ମ୍ୟାପ ନ ଦେଖାଇବାରୁ ଭାରତ ଏନଏସଏ ମୁଖ୍ୟ ଅଜିତ ଡୋଭାଲ ଅସନ୍ତୋଷ ବ୍ୟକ୍ତ…

ଦେଶରେ ଟ୍ରାଏଲ୍ ଫେଜ୍‌ରେ ରହିଛି ୩ଟି ଟିକା: ICMR

ନୂଆଦିଲ୍ଲୀ: ଦେଶରେ କରୋନା ଦ୍ରୁତ ଗତିରେ ମାଡି ଚାଲିଛି । ମହାମାରୀକୁ ଲାଗୁନି ବ୍ରେକ । ମହାମାରୀର ସମୂଳେ ଧ୍ୱଂସ ପାଇଁ କେବେ ଟିକା ଆସିବା ତାକୁ ନେଇ ପୁରା ଦେଶ ଚାହିଁ ବସିଛି । ଏହାରି ଭାରତରେ ଏବେ ୩ଟି ଟିକା କ୍ଲିନିକାଲ ଟ୍ରାଏଲ୍‌ରେ ଫେଜ୍‌ରେ ରହିଛି । ଏନେଇ ଆଜି ସୂଚନା ଦେଇଛନ୍ତି…

କରୋନା କାଳରେ ବୈଦେଶିକ ପୁଞ୍ଜି ନିବେଶରୁ ୨୦ ବିଲିୟନ ଡ଼ଲାର ପାଇଛି ଭାରତ: ସଚିବ

ନୂଆଦିଲ୍ଲୀ: କରୋନାଭାଇରସ୍ ମହାମାରୀ ମଧ୍ୟରେ ଭାରତରେ ୨୦ ବିଲିୟନ ଡଲାରରୁ ଅଧିକ ବିଦେଶୀ ପୁଞ୍ଜି ନିବେଶ (ଏଫଡିଆଇ) ହୋଇଥିବା ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଶ୍ରୀଙ୍ଗଲା ମଙ୍ଗଳବାର  କହିଛନ୍ତି । ବ୍ରିଟେନର ଏକ ସିଆଇଆଇ ଇଭେଣ୍ଟରେ ଏକ ଭର୍ଚୁଆଲ୍ ଠିକଣାରେ ବୈଦେଶିକ ସଚିବ ଭାରତ ଦ୍ୱାରା…

ୟେଲୋ ଜର୍ସିରେ CSK ଟାଇଗର, ଧୋନୀ, ୱାଟସନ୍‌ଙ୍କ ପାୱାର ପ୍ୟାକ୍‌ଡ୍ ଡ୍ୟାନ୍ସ

ନୂଆଦିଲ୍ଲୀ: ଫଟାଫଟ କ୍ରିକେଟର ପାୱାରଫୁଲ ଟିମ୍ । ହଳିଦିଆ ଜର୍ସିରେ ଚେନ୍ନାଇ ଟାଇଗର । ଆଇପିଏଲ୍ ମହାଲଢ଼େଇ ପୂର୍ବରୁ ରିଲିଜ ହୋଇଛି ଚେନ୍ନାଇ ସୁପରକିଙ୍ଗସ୍‌ର ଜର୍ସି । ହଳଦିଆ ଜର୍ସିରେ ପାୱାର ପ୍ୟାକ୍‌ଡ ପରଫରମାନ୍ସ । କଲର ଉଠାଇ, ଚଷମା ହଲାଇ ଆଇପିଏଲ୍ ପାଇଁ ପୁରା ରେଡି ଟିମ୍ ଚେନ୍ନାଇ ।…

ଦିଶାଙ୍କୁ ହତ୍ୟା କରାଯାଇଛି, ପ୍ରମାଣ ମୋ ପାଖରେ ଅଛି : ନିତିଶ ରାଣେ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁର ୩ ମାସ ପୂରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଏହାର କାରଣ ସ୍ପଷ୍ଟ ହୋଇ ନାହିଁ । ବୁଧବାର ବିଜେପିର ନେତା ନିତିଶ ରାଣେ ଚାଂଚଲ୍ୟକର ବୟାନ ଦେଇଛନ୍ତି । ସେ ଏକ ଚ୍ୟାନେଲକୁ ସାକ୍ଷତକାର ଦେଇ କହିଛନ୍ତି ସୁଶାନ୍ତଙ୍କ ମ୍ୟାନେଜର ଦିଶା…

୮୧ ହଜାର ଡଲାରରେ ନିଲାମ ହେଲା ଆବ୍ରାହାମ ଲିଙ୍କନଙ୍କ କେଶ

ୱାଶିଂଟନ:ଆମେରିକାର ପୂର୍ବତନ ରାଷ୍ଟ୍ରପତି ଆବ୍ରାହାମ ଲିଙ୍କନଙ୍କ କେଶ ଏବଂ ରକ୍ତର ଦାଗଯୁକ୍ତ ଏକ ଟେଲିଗ୍ରାମକୁ ନିଲାମ କରାଯାଇଥିଲା । ଆଶ୍ଚର୍ଯ୍ୟଜନକ ଭାବେ ୮୧ ହଜାର ଡଲାରରୁ ଅଧିକ ମୂଲ୍ୟରେ ଏହା ନିଲାମ ହୋଇଥିବା ବୋଷ୍ଟନ ଆରଆର କମ୍ପାନୀ ପକ୍ଷରୁ କୁହାଯାଇଛି । ଫୋର୍ଡସ ଥିଏଟରରେ ଜନ ୱିଲକିସ୍…

ମୋଦୀଙ୍କ ମନ୍ତ୍ର: ଔଷଧ ନଆସିବା ଯାଏଁ, ଅବହେଳା କରିବାନି

ନୂଆଦିଲ୍ଲୀ: ମହାମାରୀ କରୋନା ନିୟନ୍ତ୍ରଣ ପାଇଁ ମୋଦୀଙ୍କ ମନ୍ତ୍ର । ଆଉ ଆଜି ବି ସମାନ କଥା ଦୋହରାଇଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତି ଔଷଧ ନଆସିବା ଯାଏଁ ଅବହେଳା କରିବା ନାହିଁ । କରୋନାରୁ ବଂଚିବାକୁ ହେଲେ ଆମକୁ ୬ ଫୁଟର ଦୂରତା ଓ ସଫା ସ୍ୱଚ୍ଛତା ବଜାୟ ରଖିବା । ଆମ ବୈଜ୍ଞାନିକମାନେ…

କରୋନା ଟିକା ଉତ୍ପାଦନରେ ଭାରତର ସହଯୋଗ ଲୋଡା: ବିଲ୍ ଗେଟ୍ସ

ନୂଆଦିଲ୍ଲୀ: କରୋନା ଭ୍ୟାକସିନ୍ ତିଆରି ନେଇ ଭାରତ ଉପରେ ଆଶା ରଖିଛନ୍ତି ଦୁନିଆର ଅନ୍ୟତମ ଧନୀ ବ୍ୟକ୍ତି ବିଲ୍ ଗେଟ୍ସ୍ । ଆସନ୍ତା ବର୍ଷ ତ୍ରୈମାସିକ ବେଳକୁ ଅନେକ କରୋନା ଟିକା ଅନ୍ତିମ ପର୍ଯ୍ୟାୟରେ ଥିବ ବୋଲି ସେ କହିଛନ୍ତି । ଗଣମାଧ୍ୟମ ରିପୋର୍ଟ ମୁତାବକ, ଭ୍ୟାକସିନ୍ ଉତ୍ପାଦନରେ ସାରା…

କଙ୍ଗନାଙ୍କ ଡିମାଣ୍ଡ: ମୋ ଘର ଭାଙ୍ଗିଲ, ୨ କୋଟି ଦିଅ

ମୁମ୍ବାଇ: ବେଆଇନ୍ ଭାବେ ମୋ ଘର ଭାଙ୍ଗିଲ, ୨ କୋଟି ଟଙ୍କା ଦିଅ । ବିଏମ୍‌ସି ଆଗରେ ଏଭଳି ଦାବି କରିଛନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ । ବମ୍ବେ ହାଇକୋର୍ଟରେ ପିଟିସନ ଦାଖଲ କରିବା ସହ ବିଏମ୍‌ସିଠାରୁ କ୍ଷତିପୂରଣ ମାଗିଛନ୍ତି କଙ୍ଗନା । ସେ କହିଛନ୍ତି, ସେପ୍ଟେମ୍ବର ୯ ତାରିଖରେ…

ଜର୍ଜ ଫ୍ଲଏଡ଼ ଘଟଣାର ଭାରତୀୟ ସଂସ୍କରଣ: ଅଳ୍ପକେ ବଞ୍ଚିଲେ ପୀଡିତ

କୋଚି: କେରଳ ରାଜ୍ୟରୁ ଜଣେ କଂଗ୍ରେସ କର୍ମୀ ଉପରେ ପୋଲିସ କର୍ମୀଙ୍କ ବର୍ବରତାର ଚିତ୍ର  ସାମ୍ନାକୁ ଆସିଛି । ପୀଡିତ ଆଣ୍ଟୋନିଙ୍କ ପ୍ରତି ହୋଇଥିବା ଅମାନୁଷିକ ବ୍ୟବହାରର ଚିତ୍ର ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ସମାଲୋଚନାକାରୀ ଏହି ଘଟଣାକୁ  ଆମେରିକୀୟ ଜର୍ଜ ଫ୍ଲଏଡଙ୍କ ଦୁର୍ଭାଗ୍ୟଜନକ…