Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସରକାରୀ ବ୍ୟାଙ୍କଗୁଡିକ ଆରମ୍ଭ କଲେ ଡୋର ଷ୍ଟେପ୍ ବ୍ୟାଙ୍କିଂ, ଏହାର ଲାଭ କ’ଣ ହେବ ଜାଣନ୍ତୁ

ନୂଆଦିଲ୍ଲୀ: ସରକାରୀ ବ୍ୟାଙ୍କଗୁଡ଼ିକ ବର୍ତ୍ତମାନ ସେମାନଙ୍କର ସେବା ଆପଣଙ୍କ ଦ୍ୱାରରେ ପହଞ୍ଚାଇବେ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସରକାରୀ କ୍ଷେତ୍ର ବ୍ୟାଙ୍କଗୁଡିକ ପାଇଁ ଡୋର ଷ୍ଟେପ୍ ବ୍ୟାଙ୍କିଙ୍ଗ୍ ସେବା ଆରମ୍ଭ କରିଛନ୍ତି। ଏହି ଅବସରରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ ଅର୍ଥନୀତିକୁ…

ବିଜେପିରେ ମିଶିଲେ କଙ୍ଗନାଙ୍କ ମାଆ ଆଶା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ମାଆ ଆଶା ରାନାୱତ ବିଜେପିରେ ମିଶିଛନ୍ତି । କଙ୍ଗନାଙ୍କ ମହାରାଷ୍ଟ୍ର ସରକାର ଉଦ୍ଦେଶ୍ୟମୂଳକ ଭାବେ ହଇରାଣ କରିବା ପରେ ଧମକ ମଧ୍ୟ ଦେଇଥିଲା । ଏହାକୁ ଦେଖି ଗୃହମନ୍ତ୍ରୀ ଅମିତ ଶାହ କୁଇନ କଙ୍ଗନାଙ୍କୁ ୱାଇ କାଟାଗୋରି ସୁରକ୍ଷା ପ୍ରଦାନ କରିଥିଲେ…

ଆଇପିଏଲ ଖେଳାଳି କରୋନାକୁ ଭୟ କରିବେ ନାହିଁ: ଗୌତମ ଗମ୍ଭୀର

ନୂଆଦିଲ୍ଲୀ: ଭାରତର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର କହିଛନ୍ତି ଆସନ୍ତା ଆଇପିଏଲରେ କରୋନା ଭାଇରସ୍ ମହାମାରୀ କ୍ରିକେଟ୍ ଖେଳାଳିଙ୍କ ପ୍ରଦର୍ଶନ ଉପରେ ପ୍ରଭାବ ପକାଇବ ନାହିଁ। ଦିଲ୍ଲୀର ପୂର୍ବତନ ରାଜଧାନୀ ଅଧିନାୟକ ଏହା ମଧ୍ୟ କହିଛନ୍ତି ଯେ ଖେଳାଳିମାନେ ନିର୍ଦ୍ଧେଶିତ ନିର୍ଦ୍ଦେଶାବଳୀ ପାଳନ…

ସଂସଦୀୟ ପ୍ୟାନେଲ ସମ୍ମୁଖରେ ହାଜିର ହେଲେ ସିଡ଼ିଏସ୍ ଜେନେରାଲ ବିପିନ ରାୱତ

ନୂଆଦିଲ୍ଲୀ: ଲଦାଖରେ ଏଲଏସି ଭାରତ ଏବଂ ଚୀନ୍ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଚାଲିଛି । ଏହା ମଧ୍ୟରେ ଶୁକ୍ରବାର ଦିନ ପ୍ରତିରକ୍ଷା ମୁଖ୍ୟ ବିପିନ୍ ରାୱତ  ପ୍ରତିରକ୍ଷା ସଂସଦରେ ହାଜର ହୋଇଛନ୍ତି । ଏହି ବୈଠକର ଅଫିସିଆଲ୍ ଏଜେଣ୍ଡା 'ପ୍ରତିରକ୍ଷା ବାହିନୀକୁ ବିଶେଷ କରି ସୀମାନ୍ତବର୍ତ୍ତୀ…

କରୋନା ସରିଗଲାନି ହେଲେ ମମତା ଦିଦି ଲକଡାଉନ୍ ଲଗାଉଛନ୍ତି!

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କୁ ଟାର୍ଗେଟ କରିଛନ୍ତି ପଶ୍ଚିମବଙ୍ଗ ବିଜେପି ଅଧ୍ୟକ୍ଷ ଦିଲ୍ଲୀପ ଘୋଷ । ଏକ ର‌୍ୟାଲି ବୋଳେ ସେ କହିଛନ୍ତି ଯେ କରୋନା ସରିଗଲା ନି! ହେଲେ ମମତା ବାନାର୍ଜି ଲକଡାଉନ୍ ଲଗାଉଛନ୍ତି । ଯାହା ଫଳରେ ପଶ୍ଚିମବଙ୍ଗରେ ବିଜେପି କୌଣସି ବୈଠକ ବା…

କିଏ କହିଲା ? କଙ୍ଗନା ରଣାୱତ ଭଗତ ସିଂଙ୍କ ସହ ସମାସ୍କନ୍ଦ !

ମୁମ୍ବାଇ: ଜାରି ରହିଛି ଶିବସେନା ସହ କଙ୍ଗନାଙ୍କର ଖୁଲମଖୋଲା ଟକ୍କର । ପରେ କଙ୍ଗନାଙ୍କ ମୁମ୍ବାଇ ଅଫିସକୁ ମୁନିସିପାଲିଟି ଧ୍ୱସ୍ତ ବି କରିଥିଲା । ହେଲେ ଏବେ କଙ୍ଗନାଙ୍କୁ ସହିଦ ଭଗତ ସିଂଙ୍କ ସହ ତୁଳନା କରାଯାଇଛି । ଏହି ତୁଳନା କୌଣସି ସାଧାରଣ ଲୋକ ନୁହେଁ ବରଂ ଜଣେ ଜଣାଶୁଣା ଅଭିନେତା ସୋସିଆଲ…

ଉଦ୍ଧବ ଠାକରେ ଅଯୋଧ୍ୟା ନ ଆସନ୍ତୁ: ସାଧୁ, ସନ୍ଥ ଓ ଭିଏଚପିର ଚେତାବନୀ

ଅଯୋଧ୍ୟା: କଙ୍ଗନା ରାନାୱତଙ୍କୁ ଶୁକ୍ରବାର ଅଯୋଧ୍ୟାର ସାଧୁ ସନ୍ଥଙ୍କ ସମର୍ଥନ ମିଳିଛି । ଏପରି କି ସେମାନେ ମହାରାଷ୍ଟ୍ର ମୂଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଅଯୋଧ୍ୟା ନ ଆସିବା ପାଇଁ ଚେତାବନୀ ଦେଇଛନ୍ତି । ଏଠାରେ ତାଙ୍କୁ ସ୍ୱାଗତ କରାଯିବ ନାହିଁ, ଖୋଲାଖୋଲି ଭାବେ ବିରୋଧ କରାଯିବ ବୋଲି ଅଖିଳ…

ଫେରୁଛନ୍ତି କରିଶ୍ମା କାପୁର, ହେଲେ ଅଭିନୟ କରିବେନି !

ମୁମ୍ବାଇ: ବଲିଉଡର ଚୁଲବୁଲି ନାୟିକା । ଏହି ଟ୍ୟାଗ୍ ପ୍ରଥମେ କରିଶ୍ମା କାପୁରଙ୍କୁ ହିଁ ସୁଟ୍ କରୁଥିଲା । ହେଲେ ବେଳ ଗଡିବା ସହ ସେ ବି ବଲିଉଡରୁ ଉଭାନ୍ ହୋଇଯାଇଥିଲେ । କୁଲି ନମ୍ବର ୱାନ୍ ହେଉ କି ହିରୋ ନମ୍ବର ୱାନ୍ । ଫିଲ୍ମକୁ ନମ୍ବର ୱାନ୍ କରାଇବାରେ କରିଶ୍ମାଙ୍କ ଭୂମିକା ବି କିଛି କମ୍…

ଆୟୁଷ୍ମାନ ଓ ଡେଭିଡ୍ ବେକହାମ୍‌ଙ୍କ ମଧ୍ୟରେ କ’ଣ ରହିଛି ସମାନତା ?

ମୁମ୍ବାଇ: ବଲିଉଡର ଆଉ ଜଣେ ସୁପରଷ୍ଟାର ଆୟୁଷ୍ମାନ ଖୁରାନା । ପ୍ରତିଟି ବର୍ଷ ବିତିବା ସହ ବଲିଉଡରେ ସେ ସଫଳତାର ସିଢି ପରେ ସିଢି ଚଢିଚାଲିଛନ୍ତି । ଖାସ କରି ଚଟପଟା କାହାଣୀ ଜରିଆରେ ସେ ସମାଜକୁ କିଛି ଗୋଟେ ବାର୍ତ୍ତା ଦେବାକୁ ବିଶ୍ୱାସ ରଖନ୍ତି । ଯାହା ଆୟୁଷ୍ମାନଙ୍କୁ ସମସ୍ତଙ୍କଠାରୁ ଭିନ୍ନ…

କୋଭିଡ୍ ରୋଗୀଙ୍କ ପାଇଁ ନିର୍ଦ୍ଧିଷ୍ଟ ଆମ୍ବୁଲାନ୍ସ ଚାର୍ଜ ଧାର୍ଯ୍ୟ କରନ୍ତୁ ରାଜ୍ୟ ସରକାର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କରୋନାଭାଇରସ୍ ମହାମାରୀ ମଧ୍ୟରେ ସ୍ୱାସ୍ଥ୍ୟସେବାକୁ ସୁଗମ କରିବାପାଇଁ ସୁପ୍ରିମକୋର୍ଟ ଆଜି କୋଭିଡ ରୋଗୀଙ୍କୁ ଆମ୍ବୁଲାନ୍ସ ସେବା ଯୋଗାଇବା ପାଇଁ ନିର୍ଦ୍ଧିଷ୍ଟ ଦର ସ୍ଥିର କରିବାକୁ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି। କୋଭିଡ ରୋଗୀଙ୍କୁ ଅଧିକ ମାତ୍ରାରେ ଆମ୍ବୁଲାନ୍ସ ସେବା…