Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସୋନିଆ ଗାନ୍ଧୀଙ୍କୁ କି ପ୍ରଶ୍ନ କଲେ କଙ୍ଗନା?

ନୂଆଦିଲ୍ଲୀ: ମହାରାଷ୍ଟ୍ର ସରକାରଙ୍କ ଉପରେ ଖପା ଥିବା କଙ୍ଗନା ରାଣାୱତ ଏବେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ନିକଟରେ ମୁମ୍ବାଇ ମହାନଗର ନିଗମ ପକ୍ଷରୁ ତାଙ୍କର କାର୍ଯ୍ୟାଳୟକୁ ଭାଙ୍ଗି ଦିଆଯାଇଥିଲା । ଯାହାପରେ ଶୁକ୍ରବାର ଦିନ ଟ୍ୱିଟ୍ କରି ସୋନିଆ ଗାନ୍ଧୀଙ୍କୁ ପ୍ରଶ୍ନ କରିଛନ୍ତି କଙ୍ଗନା…

ଆରମ୍ଭ ହେବ କି ସତ୍ୟମେବ ଜୟତେ, କେତେ ପାଉଣା ନେଉଥିଲେ ଆମୀର ?

ମୁମ୍ବାଇ: ବଲିଉଡର ଜଣେ ଜଣାଶୁଣା ସୁପରଷ୍ଟାର । ହେଲେ ଚାଲିଚଲଣ ବେଶ ସାଧାରଣ । ତାଙ୍କ ପାଟି ନୁହେଁ ବରଂ କାମ କହେ କଥା । ବାଛିବାଛି ବର୍ଷକୁ ଗୋଟିଏ ଫିଲ୍ମ ରିଲିଜ । ଅତି ବେଶିରେ ଦୁଇଟି ଫିଲ୍ମ । ହେଲେ ଦର୍ଶକଙ୍କୁ ନିଜ ଅଭିନୟରେ ବାନ୍ଧି ରଖିବା କଳାକୁ ଆମୀର ବେଶ ଭଲ ଭାବେ ଜାଣନ୍ତି ।…

ସାଜିଦ ଖାନଙ୍କ ବିରୋଧରେ ମଡେଲ ପୌଲାଙ୍କ ଯୌନ ନିର୍ଯ୍ୟାତନା ଅଭିଯୋଗ !

ମୁମ୍ବାଇ: ଦୁଇବର୍ଷ ପୂର୍ବେ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଝଡ ଆଣିଥିଲା ମି ଠୁ ମୁଭମେଣ୍ଟ । ଅନେକ ମହିଳାଙ୍କ ଅଭିଯୋଗ ସାମ୍ନାକୁ ଆସିଥିଲା । ତନୁଶ୍ରୀ ଦତ୍ତା ଓ ନାନା ପାଟେକରଙ୍କଠାରୁ ଆରମ୍ଭ ହୋଇଥିବା ଏହି ଧାରା ଅନେକ ବଡବଡିଆଙ୍କୁ ହରଡଘଣାରେ ପକାଇଥିଲା । ଏପରିକି ଫିଲ୍ମ ନିର୍ମାତା ସାଜିଦ ଖାନଙ୍କ…

ପ୍ରେମିକାର ନିଶା ଅଭ୍ୟାସ ପାଇଁ ପ୍ରେମିକ ସାଜିଲା ଚୋର !

ଦିଲ୍ଲୀ: ଅଟୋ ଡ୍ରାଇଭରଠୁ ଲୁଟ୍ ଉଦ୍ୟମରେ ଗିରଫ ହୋଇଛି ଜଣେ ଯୁବକ । ପରିଚୟ ଅମନ ଉପାଧ୍ୟାୟ । ନିଜ ପେଟ ପୋଷିବା ସହ ପ୍ରେମିକାର ନିଶା ଅଭ୍ୟାସକୁ ସକ୍ରିୟ ରଖିବା ପାଇଁ ପ୍ରେମିକ ପାଲଟିଥିଲା ଚୋର । ହେଲେ ପ୍ରେମିକ ଗିରଫ ହେବା ପରେ ସାମ୍ନାକୁ ଆସିଥିଲା ଚାଂଚଲ୍ୟକର ତଥ୍ୟ । ମଙ୍ଗଳବାର ଲାଜପତ…

ମିଳିଲାନି ବେଲ୍, ଜେଲରେ ରହିବେ ରିୟା ଚକ୍ରବର୍ତ୍ତୀ

ମୁମ୍ୱାଇ: ରିୟା ଚକ୍ରବର୍ତ୍ତୀଙ୍କ ଝଟକା । ବେଲ୍ ଆବେଦନକୁ ଖାରଜ କଲେ ମୁମ୍ୱାଇ ସେସନ୍ସ କୋର୍ଟ । ରିୟାଙ୍କ ସମେତ ତାଙ୍କ ଭାଇ ସୌଭିକ୍ ଚକ୍ରବର୍ତ୍ତୀଙ୍କ ସମେତ ୬ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ ହୋଇଛି । ସୁଶାନ୍ତ ସିଂହ ମୃତ୍ୟୁ ମାମଲାର ଡ୍ରଗ୍ସ ଲିଙ୍କରେ ଗିରଫ ହୋଇଛନ୍ତି ରିୟା…

ଆମେରିକା ଇତିହାସର ସବୁଠୁ ଭୟଙ୍କର ଘଟଣା; ୯/୧୧ ଆତଙ୍କବାଦୀ ଆକ୍ରମଣକୁ ୧୯ ବର୍ଷ

ଭୁବନେଶ୍ୱର: ଆମେରିକାର ବିଶ୍ୱ ବାଣିଜ୍ୟ କେନ୍ଦ୍ର (ଡବ୍ଲ୍ୟୁଟିସି) ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ (୯/୧୧)କୁ ଆଜି ୧୯ ବର୍ଷ ପୂରିଛି।  ୨୦୦୧ ସେପ୍ଟେମ୍ବର ୧୧ରେ ଆତଙ୍କବାଦୀ ସଂଗଠନ ଅଲ୍‌-କାଏଦା ଏହି ଆକ୍ରମଣ ଘଟାଇଥିଲା, ଯାହା ସଂପୂର୍ଣ୍ଣ ଆମେରିକାକୁ ଥରାଇ ଦେଇଥିଲା। ବିଶ୍ୱବ୍ୟାପୀ ଏହି…

ଉପରମୁଁହା ମୃତ୍ୟୁର ମିଟର: ୨୪ ଘଣ୍ଟାରେ ଯାଇଛି ୧୨୦୯ ମୁଣ୍ଡ, ମୋଟ ସଂଖ୍ୟା ୭୬ ହଜାର ପାର୍

ନୂଆଦିଲ୍ଲୀ: ହୁ ହୁ ହୋଇ ବଢୁଛି କରୋନା ମାମଲା। ପ୍ରତିଦିନ ଭାଙ୍ଗୁଛି ରେକର୍ଡ, ସୃଷ୍ଟି ହେଉଛି ନୂଆ ରେକର୍ଡ । ଦେଶର ଗୋଟିଏ ଦିନରେ ପାଖାପାଖି ୧ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ରାଜ୍ୟରେ ପ୍ରତିଦିନ ୩୦୦୦ରୁ ଉର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହାସହ ତାଳ ଦେଇ ଉପର ମୁଁହା ହୋଇ…

ରିୟା ଚକ୍ରବର୍ତ୍ତୀଙ୍କୁ ମିଳିବ କି ଜାମିନ ? ଆଜି ଆସିବ ରାୟ

ମୁମ୍ୱାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ଡ୍ରଗ୍ସ ଲିଙ୍କରେ ଗିରଫ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ମିଳିବ କି ଜାମିନ ? ଆଜି ଆସିବା ରାୟ । ଗତକାଲି ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ସେସନ୍ସ କୋର୍ଟ । ଏହାସହ ରିୟାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କ ବେଲ୍ ଆବେଦନର…

LAC ସ୍ଥିତି ସମ୍ପର୍କରେ ଭାରତ-ଚୀନ ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ପଞ୍ଚ ସୂତ୍ରୀ ଆଲୋଚନା

ମସ୍କୋ: ଭାରତ-ଚୀନ ସୀମା ବିବାଦ ଭିତରେ ଋଷର ରାଜଧାନୀ ମସ୍କୋରେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଚୀନ ପ୍ରତିପକ୍ଷ ଓ୍ୱାଙ୍ଗ ଓ୍ୱିଙ୍କ ସହ ଆଲୋଚନା କରିଛନ୍ତି । ପାଖାପାଖି ଦୁଇ ଘଣ୍ଟା ଧରି ଚାଲିଥିବା ସାକ୍ଷାତ ଆଲୋଚନାରେ ଜୟଶଙ୍କର ପୂର୍ବ ଲଦାଖରେ ଲାଗି ରହିଥିବା ଅସ୍ଥିରତା ସମ୍ପର୍କରେ…

ଏହି ଗାଁ ଲୋକଙ୍କ ଭାଷା ଅନ୍ୟ ମାନଙ୍କ ପାଇଁ ଅବୁଝା, ଜାଣନ୍ତୁ ଏହା ସମ୍ପର୍କରେ

ଭୁବନେଶ୍ୱର: କୁହାଯାଏ ଭାଷା ହିଁ ଯୋଗାଯୋଗର ଏକ ବଲିଷ୍ଠ ମାଧ୍ୟମ । ତେବେ ଯଦି କାହା ଭାଷା ଆପଣ ବୁଝି ପାରିବେ ନାହିଁ କି ଆପଣଙ୍କ ଭାଷା ଅନ୍ୟମାନେ ବୁଝି ପାରିବେ ନାହିଁ ତେବ ଭାବନ୍ତୁ ଜୀବନ ବଞ୍ଚିବା କେତେ ମୁସ୍କିଲ ହୋଇଯିବ। ଭାରତରେ ବଭକି ଅନେକ ଅନେକ ରହସ୍ୟମୟ କଥା ଲୁଚି ରହିଛି ଯାହାକୁ…