Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଡ଼ିସେମ୍ବର ୧୫ରୁ ବନ୍ଦ ହେବାକୁ ଯାଉଛି ‘ୟାହୁ’

ନୂଆଦିଲ୍ଲୀ: ଏକଦା ଓ୍ବେବ ଦୁନିଆର ବଡ଼ ମେସେଜ ବୋର୍ଡ ସିଷ୍ଟମ ପାଲଟି ଥିବା ୟାହୁ ଆସନ୍ତା ଡିସେମ୍ବର ୧୫ ତାରିଖରୁ ବନ୍ଦ ହେବାକୁ ଯାଉଥିବା ସୂଚନା ମିଳିଛି। ଏନେଇ ମଙ୍ଗଳବାର ଦିନ ସୂଚନା ଦେଇଛନ୍ତି ୨୦୧୭ ମସିହାରେ ୟାହୁକୁ କିଣିଥିବା ବେରିଜୋନ୍‌। ୟାହୁ ଗ୍ରୁପ୍ ବିଗତ କିଛି ବର୍ଷ ହେବ…

ପାର୍ବଣ ଋତୁରେ ଗଡିବ ୧୯୬ ଯୋଡ଼ା ଟ୍ରେନ୍; ଜାଣନ୍ତୁ ସବିଶେଷ ତଥ୍ୟ

ଭୁବନେଶ୍ୱର: ରେଳ ମନ୍ତ୍ରଣାଳୟ ପକ୍ଷରୁ ପାର୍ବଣ ଋତୁରେ ୧୯୬ ଯୋଡା ଟ୍ରେନ୍ ଚଳାଚଳ କରିବା ନେଇ ଘୋଷଣା କରାଯାଇଛି। ଯାହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଖୁସି ଦେଖାଦେଇଛି। ଜୋନାଲ ରେଲୱେର ଏହି ପ୍ରସ୍ତାବକୁ ରେଳ ମନ୍ତ୍ରଣାଳୟ ପକ୍ଷରୁ ଅନୁମୋଦନ ଦିଆଯାଇଥିବା ନେଇ ଜଣେ ଅଧିକାରୀ କହିଛନ୍ତି। ଏନେଇ…

ଗୋବରରେ ତିଆରି ହେଲା ଚିପ୍ସ, ଆସନ୍ତୁ ଜାଣିବା ଏହାର ଫାଇଦା

ନୂଆଦିଲ୍ଲୀ: ରାଷ୍ଟ୍ରୀୟ କାମଧେନୁ ଆୟୋଗ ଗୋବରରେ ଚିପ୍ସ ତିଆରି କରିବାରେ ସଫଳ ହୋଇଛନ୍ତି । ଏହାର ଚେୟାରମ୍ୟାନ ବଲ୍ଲବଭାଇ କଠିରିଆ ମଙ୍ଗଳବାର ଏ ନେଇ ଗଣମାଧ୍ୟମକୁ ଜଣାଇଥିଲେ । ଚିପର ନାମ ଗୌସତ୍ୱ ରଖାଯାଇଛି । ମୋବାଇଲ ଫୋନରେ ଏହାକୁ ବ୍ୟବହାର କଲେ ଏହାର ରେଡିଏଶନ କବଳରୁ ରକ୍ଷା କରିଥାଏ ବୋଲି…

ମନ୍ଦିରରେ ଚଢ଼ାଗଲା ୩୦୦୦କେଜି ସେଓ!!

ଅହମ୍ମଦାବାଦ: ଅହମ୍ମଦାବାଦର ଶ୍ରୀ ସ୍ୱାମୀ ନାରାୟଣ ମନ୍ଦିରରେ ଦେବତାଙ୍କୁ ଅର୍ପଣ କରିବା ପାଇଁ ପ୍ରାୟ ୩୦୦୦ କିଲୋଗ୍ରାମ ସେଓ ପ୍ରଦର୍ଶିତ ହୋଇଛି। ଲାଲ, ସବୁଜ ଏବଂ ସୁବର୍ଣ୍ଣ ସେଓ ଗୁଡିକ ଦେବତାମାନଙ୍କ ସମ୍ମୁଖରେ ଏବଂ ମୂର୍ତ୍ତିଗୁଡ଼ିକର ଆସନକୁ ଯାଉଥିବା ପାହାଚରେ ଛୋଟ ତ୍ରିଭୁଜାକର…

ଉତ୍ତରପ୍ରଦେଶରେ ପୁଣି ଗଣବଳତ୍କାର ଆଉ ତାପରେ ପରେ ଆତ୍ମହତ୍ୟା

ଚିତ୍ରକୁଟ: ହାଥ୍ରାସ ମାମଲା ପରେ ମଙ୍ଗଳବାର ଉତ୍ତରପ୍ରଦେଶର ଚିତ୍ରକୁଟ ଜିଲ୍ଲାରୁ ଆସିଛି ଆଉ ଗୋଟିଏ ଗଣବଳତ୍କାର ଖବର । ଜଣେ ନାବାଳିକାକୁ ତିନି ଜଣ ପୁରୁଷ ଅପହରଣ କରି ଅନେକ ଘଣ୍ଟା ଧରି ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏହା ପରେ ଝିଅଟି ହାତ ଓ ଗୋଡରେ ବନ୍ଧା ହୋଇ ଏକ ନର୍ସରୀରେ ଛାଡି…

ଶୋଇଥିବା ବେଳେ ନାବାଳିକାଙ୍କ ଉପରେ ଫିଙ୍ଗିଲେ ଏସିଡ୍

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ହାଥରସ୍ ମାମଲା ଲୋକଙ୍କ ମନରୁ ନଲିଭୁଣୁ ପୁଣି ଏକ ଚାଞ୍ଚଲ୍ୟକର ଅଘଟଣ ଘଟିଛି । ସୂଚନାନୁଯାୟୀ ଗୋନଡା ଜିଲ୍ଲାରେ ୩ ଜଣ ଦଳିତ ନାବାଳିକା ଭଉଣୀଙ୍କ ଉପରେ କେହି ଏସିଡ୍ ଫିଙ୍ଗିଥିବା ନେଇ ଅଭିଯୋଗ ହୋଇଛି । ସମ୍ପୃକ୍ତ ନାବାଳିକା ମାନଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ…

ଅକ୍ଷୟଙ୍କ ‘ଲକ୍ଷ୍ମୀବମ୍‌’କୁ ବୟକଟ୍ କରିବାକୁ KRKଙ୍କ ନିବେଦନ

ମୁମ୍ବାଇ: ପୁଣି ଚର୍ଚ୍ଚାରେ ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କ ‘ଲକ୍ଷ୍ମୀ ବମ୍‌’ । ଏହି ଫିଲ୍ମକୁ ନେଇ ଆସିଛି ସାଙ୍ଘାତିକ ଅଭିଯୋଗ । ଏହି ଅଭିଯୋଗ ଆଣିଛନ୍ତି ବିବାଦୀୟ ସେଲିବ୍ରିଟି କେଆର୍‌କେ । ସେ ଟ୍ୱିଟ୍ କରି ଖିଲାଡି ବୟ ଅକ୍ଷୟ କୁମାରଙ୍କୁ ଟାର୍ଗେଟ କରିଛନ୍ତି । ‘ଲକ୍ଷ୍ମୀ ବମ୍‌’…

ଷ୍ଟାଡିୟମରେ ୩୦ ହଜାର ଲୋକ, କିଏ ଦେଲା ଅନୁମତି ?

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଏହି ଫଟୋଟି ଖୁବ ଭାଇରାଲ୍ ହୋଇଛି । ଯେଉଁଠି କରୋନା ମହାମାରୀ ପାଇଁ ସମସ୍ତ ଦେଶର ସରକାର ଲୋକଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି, ସେଠି ଏକ ଷ୍ଟାଡିୟମରେ ଖେଳ ଦେଖିବା ପାଇଁ ଏକତ୍ରିତ ହୋଇଥିଲେ ୩୦ହଜାର ଲୋକେ । ଏ ନେଇ ଅନେକ ଲୋକ ଆପତ୍ତି ଉଠାଇଥିଲାବେଳେ…

ସାଉଦି ଆରବ ପ୍ରିନ୍ସ ମହମ୍ମଦ ବିନ୍ ସଲମାନଙ୍କ ସିକ୍ରେଟ ପାର୍ଟିକୁ ନେଇ ଚର୍ଚ୍ଚା ଜୋର ଧରୁଛି

ରିୟାଦ:ସାଉଦି ଆରବର ପ୍ରିନ୍ସ ମହମ୍ମଦ ସଲମାନ ପୁନର୍ବାର ଚର୍ଚ୍ଚାର ପରିଧିକୁ ଆସିଛନ୍ତି । ନିଜ ଦେଶରେ ସର୍ବଦା କଠୋର ସଂସ୍କାରବାଦୀ ନୀତି ପ୍ରଣୟନ କରି ଆସୁଛନ୍ତି । ତେବେ ଦେଶ ବାହାରେ ନିଜେ ମଉଜ ମଜଲିସ କରୁଥିବା ଖବର ପ୍ରସାରିତ ହେବା ପରେ ଏହି ଚର୍ଚ୍ଚା ଏବେ ଜୋର ଧରିଛି । ୱାଲ ଷ୍ଟ୍ରିଟ…

ଭାରତରେ ଖୋଲିବ ଚାଉଳ ଏଟିଏମ୍ !

କର୍ଣ୍ଣାଟକ: ପ୍ରଥମ ଥର ପାଇଁ ଭାରତୀୟଙ୍କ ପାଇଁ ଖୋଲିବ ଚାଉଳ ଏଟିଏମ୍ । ଶୁଭାରମ୍ଭ ହେବ କର୍ଣ୍ଣାଟକ ରାଜ୍ୟରେ । ଖାସ କରି ବେଙ୍ଗାଳୁରୁର ବସ୍ତି ଅଂଚଳରେ ଗରିବ ଲୋକଙ୍କ ପାଇଁ ଏହାକୁ ସ୍ଥାପନା କରାଯିବ । କେନ୍ଦ୍ରୀୟ ଯୋଜନା ଅନୁଯାୟୀ ପ୍ରଥମେ କର୍ଣ୍ଣାଟକ ପରେ ଉତ୍ତରପ୍ରଦେଶ, ହରିୟାଣା,…