Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପୁଣି ଗଡ଼ିଲା ବଲିଉଡର ଆଉ ଏକ ମୁଣ୍ଡ; ଟ୍ୱିଟ କରି ସୂଚନା ଦେଲେ ଅଜୟ ଦେବଗନ

ନୂଆଦିଲ୍ଲୀ: ୨୦୨୦ ବଲିଉଡ ପାଇଁ ଏକ କଳା ବର୍ଷ ସାବ୍ୟସ୍ତ ହୋଇଛି । ଗୋଟିଏ ପରେ ଗୋଟିଏ ମୁଣ୍ଡ ଗଡ଼ିବାରେ ଲାଗିଛି । ବଲିଉଡ ସୁପରଷ୍ଟାର ଅଜୟ ଦେବଗନଙ୍କ ଭାଇ ଅନିଲ ଦେବଗନ ଅକ୍ଟୋବର ୫ ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏନେଇ ଅଜୟ ଟ୍ୱିଟ କରି ସୂଚନା ଦେଇଛନ୍ତି । ଟ୍ୱିଟ କରି ଭାଇଙ୍କ…

N-95 ମାସ୍କ ଉପରୁ ଉଠିଲା ରପ୍ତାନି କଟକଣା

ନୂଆଦିଲ୍ଲୀ: ଉତ୍ପାଦର ବାହ୍ୟ ପରିବହନକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ମଙ୍ଗଳବାର N-95 ମାସ୍କ ଉପରେ ରପ୍ତାନି କଟକଣାକୁ ଉଠେଇଦେଇଛନ୍ତି । ବୈଦେଶିକ ବାଣିଜ୍ୟ ନିର୍ଦ୍ଦେଶାଳୟ (DGFT) ଏକ ବିଜ୍ଞପ୍ତିରେ କହିଛି ଯେ N-95 / FFP-2 ମାସ୍କର ରପ୍ତାନି ନୀତିକୁ ସଂଶୋଧିତ କରାଯାଇଛି ।…

କରୋନା କବଳରେ ହରିୟାଣା ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲା

ହରିୟାଣା: ମଙ୍ଗଳବାର ଦିନ ହରିୟାଣା ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲା କହିଛନ୍ତି ଯେ ସେ କରୋନାଭାଇରସ୍ ପାଇଁ ପଜିଟିଭ୍ ପରୀକ୍ଷା କରିଛନ୍ତି । କରୋନାର କୌଣସି ଲକ୍ଷଣ ତାଙ୍କ ପାଖରେ ନଥିବା ବେଳେ ସେ ସୁସ୍ଥ ଅନୁଭବ କରୁଥିବା କହିଛନ୍ତି । ଗତ ସପ୍ତାହରେ ତାଙ୍କୁ ଭେଟିଥିବା ଲୋକଙ୍କୁ…

ରିଲିଜ୍ ଅପେକ୍ଷାରେ ରକ୍ତ ରଂଜିତ ମିର୍ଜାପୁର ସିଜିନ୍‌-୨ !

ମୁମ୍ବାଇ: ମିର୍ଜାପୁର ୱେବ୍ ସିରିଜର ଫ୍ୟାନମାନଙ୍କ ପାଇଁ ଖୁସୀ ଖବର । ରିଲିଜ୍ ହେଲା ସିଜିନ୍‌-୨ର ଟ୍ରେଲର । ଏହି ବହୁ ପ୍ରତୀକ୍ଷିତ ୱେବ ସିରିଜକୁ ନେଇ ଦର୍ଶକ କାହିଁ କେବେଠୁ ଚାହିଁ ବସିଥିଲେ । ଶେଷରେ ଚଳିତମାସ ଆମାଜନ ପ୍ରାଇମ୍ ଭିଡିଓ ଓଟିଟି ପ୍ଲାଟଫର୍ମରେ ଏହା ଦର୍ଶକଙ୍କୁ ସାମ୍ନାକୁ ଆସିବ…

ଆସିଲା ନିଟ ୨୦୨୦ ଓଏମଆର ସିଟ, ସବିଶେଷ ତଥ୍ୟ ପାଇଁ ପଢନ୍ତୁ

ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଅଫିସିଆଲ ୱେବସାଇଟରେ ନ୍ୟାସନାଲ ଏଲିଜିବିଲିଟି କମ ଏଣ୍ଟ୍ରାନ୍ସ ଟେଷ୍ଟ (NEET) ୨୦୨୦ ର ଅପ୍ଟିକାଲ ମାର୍କ ସ୍ୱୀକୃତି (OMR) ସିଟ୍ ବାହାର କରିଛି। ପରୀକ୍ଷା ଦେଇଥିବା ପ୍ରାର୍ଥୀମାନେ ୱେବସାଇଟରେ ଥିବା ସମସ୍ତ ବିଷୟ ପାଇଁ ପ୍ରଦାନ…

ପଶ୍ଚିମବଙ୍ଗରେ ଚାଲିଛି ୟୁପି, ବିହାର ଭଳି ମାଫିଆ ରାଜ: ବିଜେପି ନେତା

ଖଡ଼ଗପୁର: ପଶ୍ଚିମବଙ୍ଗ ବିଜେପି ସଭାପତି ଦିଲୀପ ଘୋଷ ମଙ୍ଗଳବାର କହିଛନ୍ତି ଯେ ପଶ୍ଚିମବଙ୍ଗର ଆଇନ ଶୃଙ୍ଖଳା ପରିସ୍ଥିତି ଉତ୍ତରପ୍ରଦେଶ ଏବଂ ବିହାର ଭଳି ମାଫିଆ ଶାସିତ ରାଜ୍ୟ ସହ ସମାନ। ଉତ୍ତରପ୍ରଦେଶ ଏବଂ ବିହାର ଭଳି ପରି ପଶ୍ଚିମବଙ୍ଗ ଏକ ମାଫିଆରାଜରେ ପଶିଛି। ଷ୍ଟେନ୍ ବନ୍ଧୁକ ବ୍ୟବହାର…

ସରକାରଙ୍କ ବିରୋଧରେ ମିଛ କହିବାକୁ ହାଥ୍ରାସ ପରିବାରକୁ ଦିଆଯାଇଛି ୫୦ଲକ୍ଷ!!

ହାଥ୍ରାସ: ହାଥ୍ରାସ ମାମଲା ପରେ ଉତ୍ତରପ୍ରଦେଶ ପୋଲିସ ଦ୍ୱାରା ଦାଖଲ ହୋଇଥିବା ୧୯ଟି ଏଫ୍ଆଇଆର୍ (ପ୍ରଥମ ସୂଚନା ରିପୋର୍ଟ) ମଧ୍ୟରୁ ଗୋଟିଏରେ ଅଜ୍ଞାତ ଲୋକଙ୍କ ଦ୍ୱାରା ଷଡଯନ୍ତ୍ର କରାଯାଇଥିବା ଅଭିଯୋଗ ହୋଇଛି। ଏହା ମଧ୍ୟ ଅଭିଯୋଗ ହୋଇଛି ଯେ  ଆକ୍ରମଣ ପରେ ମୃତ୍ୟୁବରଣ କରିଥିବା ଯୁବତୀଙ୍କ…

ଓଡିଶାରେ ଜଙ୍ଗଲ କୃଷିର ଅପାର ସମ୍ଭାବନା ରହିଛି: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ଜାତୀୟ ମିଶନ ଅଧୀନରେ ଜଙ୍ଗଲ କୃଷି ଅଭିବୃଦ୍ଧିକୁ ପ୍ରୋତ୍ସାହନ ଦେବା ଏବଂ ରାଜ୍ୟର ମହିଳା, କ୍ଷୁଦ୍ର, ମଧ୍ୟମ କୃଷକ ମାନଙ୍କୁ ସଶକ୍ତ କରିବା ପାଇଁ ଗତ ୪ ବର୍ଷ ମଧ୍ୟରେ ଓଡିଶାକୁ ପୋଷଣୀୟ କୃଷି ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୭.୭୫ କୋଟି ଟଙ୍କା ପ୍ରଦାନ କରାଯାଇଛି…

କପିଲଙ୍କ କମେଡି ଅଶ୍ଲୀଳ ଓ ଶସ୍ତା: ଶକ୍ତିମାନ୍ !

ମୁମ୍ବାଇ: ନିକଟରେ ଦ କପିଲ ଶର୍ମା ସୋ'ରେ ଏକାଠି ହୋଇଥିଲେ ମହାଭାରତ ଭଳି ପପୁଲାର ସିରିଜର ପ୍ରମୁଖ ଷ୍ଟାରକାଷ୍ଟ । ହେଲେ ମହାଭାରତରେ ଭୀଷ୍ମର କିର୍ଦାରରେ ନଜର ଆସିଥିବା ମୁକେଶ ଖାନ୍ନା କିନ୍ତୁ ଅନୁପସ୍ଥିତ ଥିଲେ । ଏ ନେଇ ଅନେକ ଚର୍ଚ୍ଚା ଉଠିଥିଲା । ଏପରିକି ଏମିତି ବି ଶୁଣିବାକୁ ମିଳିଥିଲା…

ହସ୍ପିଟାଲରୁ ଡିସଚାର୍ଜ ହେଲେ ତମନ୍ନା

ମୁମ୍ବାଇ: ହସ୍ପିଟାଲରୁ ଡିସଚାର୍ଜ ହେଲେ ବାହୁବଳୀ ଫେମ୍ ତଥା ଅଭିନେତ୍ରୀ ତମନ୍ନା ଭାଟିଆ । କରୋନାରେ ଆକ୍ରାନ୍ତ ହେବାର ଦିନକ ପରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ତାଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି । ହେଲେ ସେ ପୁରା ସୁସ୍ଥ ହେବା ଯାଏଁ ହୋମ୍ ଆଇସୋଲେସନରେ ରହିବେ । ଏନେଇ…