Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସାମସଙ୍ଗ ଗାଲାକ୍ସି ଟ୍ୟାବ୍ ଏସ୍୭ ୱାଇ-ଫାଇ ମଡେଲ ରିଲାଏନ୍ସ ଡିଜିଟାଲ ସହବନ୍ଧନରେ ଏବେ ଭାରତରେ ଉପଲବ୍ଧ

ଆକର୍ଷଣୀୟ ଅଫର୍ ସହ ରିଲାଏନ୍ସ ଡିଜିଟାଲରେ ପ୍ରି ବୁକିଂ ପାଇଁ ଉପଲବ୍ଧ ହେଉଛି ସାମସଙ୍ଗ ଗାଲାକ୍ସି ଟାବ୍ ଏସ୍ ୭ ୱାଇ-ଫାଇ ମଡେଲ ମୁମ୍ବାଇ: ବହୁ ପ୍ରତୀକ୍ଷିତ ସାମସଙ୍ଗ ଗାଲାକ୍ସି ଟାବ୍ ଏସ୍ ୭ ୱାଇ ଫାଇ ମଡେଲ ଓ ଏସ୍ ୭ ପ୍ଲସ ଭାରତରେ ଲଞ୍ଚ ହେବାକୁ ଯାଉଛି । ଏହି ଅବସରରେ ଭାରତର ସର୍ବ ବୃହତ୍ତ…

ଦେଶରେ ୩୯ ଲକ୍ଷ ଟପିଲା କରୋନା କେସ୍, ୬୮ ହଜାର ମୃତ

ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୮୩ ହଜାର ୩୪୧ ପଜିଟିଭ୍ । ଏହାକୁ ମିଶାଇ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୯ ଲକ୍ଷ ୩୬ ହଜାର ୭୪୮ । ସେହିପରି ଗତ ୨୪ ଘଣ୍ଟାରେ ଆଉ ହଜାରେ ୯୪ ଜଣ ମୃତ୍ୟୁବରଣ କରିଛନ୍ତି । ଦେଶରେ ପ୍ରାଣ…

ଛି … ମଣିଷର ରାକ୍ଷସ ଚରିତ୍ର, ୩ ବର୍ଷ ନିଷ୍ପାପ ଶିଶୁକୁ ବି ଛାଡ଼ିଲେନି

ଉତ୍ତରପ୍ରଦେଶ: ୩ ବର୍ଷର କୋମଳମତୀ ଶିଶୁ । ଦୁନିଆ କଣ ଭଲ ଭାବରେ ଜାଣି ନଥିଲା । ସମାଜକୁ ଚିହ୍ନିବା ଓ ଜାଣିବା ଆଗରୁ ନର ରାକ୍ଷସଙ୍କ ନଜର ତା ଉପରେ ପଡ଼ିଲା । ଉତ୍ତରପ୍ରଦେଶରୁ ଏମିତି ଏକ ଛାତି ଥରାଇ ଦେଲାଭଳି ଲୋମଟାଙ୍କୁରା ଘଟଣା ସାମନାକୁ ଆସିଛି । ଜଣେ ୩ ବର୍ଷରୁ ନିଷ୍ପାପ ଶିଶୁକୁ…

ଦିନକରେ ଓଡ଼ିଶାରେ ୪୬ହଜାର, ଦେଶରେ ୧୧ ଲକ୍ଷ କୋଭିଡ୍ ଟେଷ୍ଟ

ଭୁବନେଶ୍ୱର: ରାଜ୍ୟରେ ବଢୁଛି କୋଭିଡ ଟେଷ୍ଟିଂ । ଗତ ୨୪ ଘଣ୍ଟାରେ ୪୬ ହଜାର ୭୫୪ ନମୁନା ପରୀକ୍ଷା ହୋଇଛି । ଜଞ-ଚଉଜ- ୭, ୧୪୪, ଆଣ୍ଟିଜେନ୍୦ ୩୯, ୩୯୨, ଟ୍ରୁନଟ୍- ୨୧୮ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୯ ଲକ୍ଷ ୯୭ ହଜାର ୩୪୫ କୋଭିଡ୍ ଟେଷ୍ଟ କରାଯାଇଛି । ସେପଟେ ଦେଶରେ ବି ବଢିଛି ଟେଷ୍ଟିଂ…

କରୋନା କବଳରେ ଏହି ରାଜ୍ୟର ୩୩ ବିଧାୟକଙ୍କ ସମେତ ୫ ମନ୍ତ୍ରୀ

ଚଣ୍ଡୀଗଡ଼: ଦେଶରେ ଭୟଙ୍କର ରୂପ ନେଲାଣି କରୋନା । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ତଥା ରାଜନେତା ଏହାର ଶିକାର ହୋଇ ଚାଲିଛନ୍ତି । ପ୍ରାୟ ପ୍ରତ୍ୟେକ ରାଜ୍ୟରେ ରାଜନେତା ମାନେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏହାମଧ୍ୟରେ ପଞ୍ଜାବରେ କରୋନା ସଂକ୍ରମିତ ବିଧାୟକଙ୍କ…

ରିୟା, ମିରାଣ୍ଡାଙ୍କ ଘରେ ପଞ୍ଝା ମାରିଲା ଏନସିବି

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ଜାରି ରଖିଥିବା ବେଳେ ଡ୍ରଗ୍ସ ଲିଙ୍କରେ ରିୟାଙ୍କ ଘରେ ପଞ୍ଝା ମାରିଛି ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବା ଏନସିବି । ଆଜି ସକାଳୁ ସକାଳୁ ମୁମ୍ବାଇ ସ୍ଥିତ ରିୟାଙ୍କ ଘରେ ରେଡ ହୋଇଛି । ଡ୍ରଗ୍ସ ଲିଙ୍କ୍ ଅଭିଯୋଗରେ ମୁମ୍ବାଇ…

ଆହୁରି ହ୍ରାସ ପାଇଲା ସୁନା ଦର; ଜାଣନ୍ତୁ କେତେ ରହିଛି ଆଜିର ମୂଲ୍ୟ

ଭୁବନେଶ୍ୱର: ଆହୁରି ଶସ୍ତା ହେଲା ସୁନା । ଲଗାତାର ତୃତୀୟ ଦିନ ପାଇଁ ହ୍ରାସ ପାଇଲା ଦର। ଭାରତୀୟ ଟଙ୍କାର ସ୍ଥିତି ସୁଦୃଢ ହେବା ସହ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ମୂଲ୍ୟ ହ୍ରାସ ହେବା ପରେ ଘରୋଇ ବଜାରରେ ସୁନାର ମୂଲ୍ୟ ହ୍ରାସ ହୋଇଛି । ଗୁରୁବାର ଦିନ ଦିନ ଦିଲ୍ଲୀ ସରଫା ବଜାରରେ ୧୦ ପ୍ରତି…

ମେଡ଼ିସିନ ବାବା: ଧନୀଙ୍କ ପାଖେ ହାତ ପତେଇ ଗରିବଙ୍କ ପାଇଁ ଏକାଠି କରନ୍ତି ଔଷଧ

ନୂଆଦିଲ୍ଲୀ: ସାଧାରଣତଃ ବାବା କହିଲେ ଆମ ମନକୁ ଆସେ କେହି ଜଣେ ବୃଦ୍ଧ ବ୍ୟକ୍ତି ନିଜ ଧର୍ମ ପ୍ରଚାର ପାଇଁ କାମ କରୁଥିବେ ।  କିନ୍ତୁ ଦିଲ୍ଲୀରେ ଏମିତି ଜଣେ ବାବା ଅଛନ୍ତି, ଯିଏ ଧର୍ମ, ଜାତି ଉପରକୁ ଉଠି ମାନବଧର୍ମ ବିଷୟରେ ଭାବନ୍ତି ଓ ଗରିବ ଲୋକଙ୍କର ସହାୟତା କରିବାକୁ ନିଜ ଜୀବନର ଲକ୍ଷ୍ୟ…

ଫେସବୁକରେ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଧମକ: ଓଡ଼ିଶା ଯୁବକ ଗିରଫ   

କଟକ: ଫେସବୁକରେ ଭାରତର ପ୍ରଧାନମନ୍ତ୍ରୀ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ | ଯାହାକି ମହଙ୍ଗା ପଡିଛି ସମ୍ପୃକ୍ତ ଫେସବୁକ ଆକାଉଣ୍ଟଧାରୀଙ୍କୁ | ଆଉ ରାଜଦ୍ରୋହ ମାମଲାରେ ଉକ୍ତ ଯୁବକକୁ ଗୁରୁବାର ଦିନ ଗିରଫ କରିଛି ଉତ୍ତର ପ୍ରଦେଶ ପୋଲିସ | ଘଟଣାଟି ଘଟିଛି ସାଲେପୁର ଥାନା…

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଦିଲ୍ଲୀର ରେଲୱେ ଟ୍ରାକ ଅଂଚଳରେ ଥିବା ୪୮,୦୦୦ ବସ୍ତି ଉଚ୍ଛେଦ ହେବ

ନୂଆଦିଲ୍ଲୀ: ମାନ୍ୟବର ସୁପ୍ରିମକୋର୍ଟ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ଏହା ଅନୁସାରେ ଦିଲ୍ଲୀର ରେଲୱେ ଟ୍ରାକ ଓ ଏହାର ଆଖ ପାଖ ଅଂଚଳରେ ଥିବା ୪୮,୦୦୦ ବସ୍ତି ଉଚ୍ଛେଦ ହେବ । ଏଥିରେ କୌଣସି ରାଜନୈତିକ ହସ୍ତକ୍ଷେପ ବରଦାସ୍ତ କରାଯିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି ।…