Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସାରା ବିଶ୍ୱରେ ଗୁଗୁଲ୍ ସେବା ବ୍ୟାହତ

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ଲୋକପ୍ରିୟ ସର୍ଚ୍ଚ ଇଞ୍ଜନ ଗୁଗୁଲ୍ ର ସେବା ସାରା ବିଶ୍ୱରେ ବ୍ୟାହତ ହୋଇଛି । କମ୍ପାନୀର ସୂଚନାନୁଯାୟୀ ଗୁଗୁଲର ଜିମେଲ୍ ସର୍ଭର ଡାଉନ୍ ହୋଇଯାଇଛି । ଯେଉଁଥିପାଇଁ ଭାରତ ସମେତ ଅନେକ ଦେଶରେ ୟୁଜର୍ସ ଇ-ମେଲ୍ ପଠାଇବାରେ ଅସୁବିଧାର ସମ୍ମ୍‌ୁଖୀନ ହେଉଛନ୍ତି ।…

କ୍ୱାରେଣ୍ଟାଇନରେ ରହିବେ ୩ ଚିତାବାଘ !

କର୍ଣ୍ଣାଟକ: କରୋନା ପାଇଁ ମଣିଷ କ୍ୱାରେଣ୍ଟାଇନରେ ରହିବା କଥା ଆପଣ ଶୁଣିଥିବେ । ହେଲେ ପଶୁପକ୍ଷୀ କ୍ୱାରେଣ୍ଟାଇନରେ ରହିବା କଥା ଅଜବ ଲାଗୁଥିବ ନିଶ୍ଚୟ । ଆଉ ତା ପୁଣି ଚିତାବାଘ । ଶୁଣିବାକୁ ଅବିଶ୍ୱାସ ଲାଗୁଥିଲେ ବି ଭାରତରେ କିଛି ଏପରି ଘଟଣା ଲୋକଲୋଚନକୁ ଆସିଛି । ମଙ୍ଗଳବାର ମହୀଶୁର…

ପୁଣି ଭାଙ୍ଗିଲା ରେକର୍ଡ଼: ଦେଶରେ ୨୪ ଘଣ୍ଟାରେ ୭୦ ହଜାର ଆକ୍ରାନ୍ତ ଚିହ୍ନଟ !

ନୂଆଦିଲ୍ଲୀ: ବିଜୁଳି ବେଗରେ ବଢୁଛି କରୋନା ମାମଲା। ପ୍ରତିଦିନ ଭାଙ୍ଗୁଛି ରେକର୍ଡ । ଦେଶର ମାତ୍ର ୨ ଦିନରେ ୧ ଲକ୍ଷରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ରାଜ୍ୟରେ ପ୍ରତିଦିନ ୨୦୦୦ରୁ ଉର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହାସହ ତାଳ ଦେଇ ଉପର ମୁଁହା ହୋଇ ଚାଲିଛି ମୃତ୍ୟୁର…

ଜମ୍ମୁ-କାଶ୍ମୀରରୁ ହଟିବେ ୧୦ ହଜାର ସୁରକ୍ଷାକର୍ମୀ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରୁ ପ୍ରତ୍ୟାହାର ହେବେ ୧୦ ହଜାରରୁ ଉର୍ଦ୍ଧ୍ବ ସୁରକ୍ଷାକର୍ମୀ। ଏନେଇ ନିଷ୍ପତ୍ତି ନେଇଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ଏହି ସୁରକ୍ଷା କର୍ମୀମାନଙ୍କ ମଧ୍ୟରୁ ଅଧିକାଂଶ ଗତ ବର୍ଷ ଅଗଷ୍ଟ ୫ ତାରିଖରେ ଧାରା ୩୭୦ ଉଚ୍ଛେଦ ଓ ଗୋଟାଏ ରାଜ୍ୟକୁ ଦୁଇଟି କେନ୍ଦ୍ର ଶାସିତ…

[ଭାଇରାଲ୍ ଭିଡିଓ] ବନ୍ୟା ପାଣିରେ ବୁଡିବ ବିଶ୍ୱର ସର୍ବୋଚ୍ଚ ବୁଦ୍ଧ ପ୍ରତିମୂର୍ତ୍ତୀ !

ଭୁବନେଶ୍ୱର: ଚଳିତବର୍ଷ କେବଳ କରୋନା ନୁହେଁ ବରଂ ବର୍ଷା ଓ ବନ୍ୟା ବି ଧନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ସମଗ୍ର ବିଶ୍ୱରେ ପ୍ରତିଦିନ ସାମ୍ନାକୁ ଆସୁଛି ବନ୍ୟା ପରିସ୍ଥିତି । ସମତଳ ଅଂଚଳ କଥା ଛାଡନ୍ତୁ ଅଭିଶପ୍ତ ୨୦୨୦ରେ ବିଶ୍ୱର ସର୍ବବୃହତ ବୁଦ୍ଧ ମୂର୍ତ୍ତୀ ମଧ୍ୟ ବନ୍ୟାପାଣିରେ ବୁଡିବା ଭଳି…

ବିକି କୌଶଲଙ୍କ ସହ ରୋମାନ୍ସ କରିବେ ସୁନ୍ଦରୀ ମାନୁଷୀ ଛିଲର୍‌!

ମୁମ୍ବାଇ: ଖୁବ୍‌ଶୀଘ୍ର ‘ଉରୁ’ ଫେମ୍ ବିକି କୌଶଲଙ୍କ ସହ ନଜର ଆସିବେ ବିଶ୍ୱ ସୁନ୍ଦରୀ ମାନୁଷୀ ଛିଲର । ସେ ତାଙ୍କ ଦ୍ୱିତୀୟ ବଲିଉଡ ମୁଭି ପାଇଁ ସାଇନ୍ କରିଛନ୍ତି । ୟଶ୍ ରାଜ୍ ଫିଲ୍ମସ ବ୍ୟାନେରରେ ତିଆରି ହେବାକୁଥିବା ଏହି ଫିଲ୍ମଟି ଏକ କମେଡି ଫିଲ୍ମ ହେବ ବୋଲି ଶୁଣିବାକୁ ମିଳିଛି ।…

କ୍ୱିଂଟାଲ ପିଛା ୧୦ ଟଙ୍କା ବଢ଼ିଲା ଆଖୁର ଏଫ୍‌ଆର୍‌ପି

ନୂଆଦିଲ୍ଲୀ: ଆଖୁର ବଢ଼ିଲା ଏଫ୍‌ଆର୍‌ପି । କ୍ୱିଂଟାଲ ପିଛା ଫେୟାର ଏଣ୍ଡ ରିମୁନେରେଟିଭ ପ୍ରାଇସ ୧୦ ଟଙ୍କା ବଢ଼ାଇଲେ କେନ୍ଦ୍ର ସରକାର । ଅର୍ଥାତ ଚିନି ମିଲମାନେ ଯେଉଁ ସର୍ବନିମ୍ନ ମୂଲ୍ୟ ଦେଇ ଆଖୁଚାଷୀଙ୍କଠାରୁ ଆଖୁ କିଣିଥାନ୍ତି, ତାହାକୁ କ୍ୱିଣ୍ଟାଲ ପିଛା ୧୦ ଟଙ୍କା ବୃଦ୍ଧି କରି ୨୮୫ ଟଙ୍କା…

ଏଣିକି ବ୍ୟାଙ୍କ ଓ କେନ୍ଦ୍ରୀୟ ଚାକିରି ପାଇଁ ଗୋଟିଏ ପରୀକ୍ଷା

ନୂଆଦିଲ୍ଳୀ: କେନ୍ଦ୍ର ସରକାର ଓ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗୁଡିକରେ ପ୍ରକାଶ ପାଉଥିବା ନନ୍ ଗେଜେଟେଡ ପଦବୀ ପାଇଁ ଏଣିକି ଗୋଟିଏ ପ୍ରାବେଶିକା ପରୀକ୍ଷା ହେବ । ଏନେଇ ଆଜି କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି । କେନ୍ଦ୍ର ସରକାର ଜାତୀୟ ନିଯୁକ୍ତ ସଂସ୍ଥା…

ବିପଦ ଟଳିଲା : ଭାରତ ମହାସାଗର ଉପର ଦେଇ ଅତିକ୍ରମ କଲା କ୍ଷୁଦ୍ର ଗ୍ରହ

ନୂଆଦିଲ୍ଲୀ: ୨୦୨୦ କ୍ୟୁଜି ନାମକ କ୍ଷୁଦ୍ର ଗ୍ରହ (ଆଷ୍ଟରୟଡ) ଭାରତ ମହାସାଗର ଉପର ଦେଇ ପୃଥିବୀର ଅତି ନିକଟତର ହୋଇ ଅତିକ୍ରମ କରିଛି । ଫଳରେ ଏକ ବଡ ବିପଦ ଟଳିଛି । ନାସା ମତରେ ଭାରତ ମହାସାଗରର ୨୯୫୦ କିଲୋମିଟର ଉପରେ ଏହା ୪୪ହଜାର କିଲୋମିଟର ବେଗରେ ଅତିକ୍ରମ କରିଥିଲା । ନାସା ବର୍ତମାନ…

[ଭାଇରାଲ୍ ଭିଡିଓ] ପଶୁ ଆଗରେ ପଶୁ ପାଲଟିଲା ମଣିଷ !

ପଂଜାବ: ସାମ୍ନାକୁ ଆସିଲା ଛାତି ଥରାଇଦେଲା ଭଳି ଦୃଶ୍ୟ । ପଶୁ ଆଗରେ ପଶୁ ପାଲଟିଲା ମଣିଷ । ପଂଜାବର କାପୁରତାଲା ଜିଲ୍ଲାରେ ଘଟିଥିବା ଏହି ଘଟଣାରେ ଜଣେ ବ୍ୟକ୍ତି ଏକ ବିଦେଶୀ କୁକୁରକୁ ଗାଡିରେ ଚାପି ଅତି ନିର୍ମମ ଭାବେ ହତ୍ୟା କରିଥିଲେ । ଭିଡିଓରେ ବ୍ୟକ୍ତି ଜଣକ ପ୍ରଥମେ କୁକୁରଟିକୁ ଗାଡି…