Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସାଂଘାତିକ ବିଶ୍ୱାସ, ବୋହୂ ପାଇଁ ଜିଭ କାଟିଲା ଶାଶୁ !

ରାଂଚି: ଅନ୍ଧବିଶ୍ୱାସରେ ଅନ୍ଧ । ଭକ୍ତି ବଦଳରେ ଭଗବାନଙ୍କୁ ଚଢାଇଥିଲେ ରକ୍ତ । ନିଜ ବୋହୁକୁ ଫେରିପାଇବା ପାଇଁ ଜଣେ ଶାଶୁର ଚକିତକର କାରନାମା ଝାଡଖଣ୍ଡରେ ଚାଂଚଲ୍ୟ ସୃଷ୍ଟି କରିଛି । ରବିବାର ସଂଧ୍ୟାରେ ଷଢେଇକଳା ଖରସୁଆଁ ଜିଲ୍ଲାରେ ଲକ୍ଷ୍ମୀ ନିରଳା ନାମକ ଜଣେ ମହିଳା ନିଜ ଜିଭ…

ଆସିଲା ପ୍ରଭାସଙ୍କ ଆଗାମୀ ଫିଲ୍ମ ‘ଆଦିପୁରୁଷ’ର ଫାଷ୍ଟ ଲୁକ୍‌

ମୁମ୍ବାଇ: ବାହୁବଳୀ ଫେମ୍ ତଥା ସୁପରଷ୍ଟାର ପ୍ରଭାସଙ୍କ ଅପ୍‌କମିଂ ଫିଲ୍ମ ‘ଆଦିପୁରୁଷ’ର ଆସିଲା ଫଷ୍ଟାଲୁକ୍ । ଏହାକୁ ପ୍ରଭାସ ନିଜେ ତାଙ୍କ ଇଂଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି । ଏହି ପୋଷ୍ଟରକୁ ଦେଖିଲେ ଲାଗୁଜି ଫିଲ୍ମଟି ଧାର୍ମିକ କଥା ବସ୍ତୁ ଉପରେ ଆଧାରିତ ହୋଇଥାଇପାରେ । ନିର୍ଦ୍ଦେଶକ ଓମ୍…

ଏୟାର ଇଣ୍ଡିଆର ‘ବନ୍ଦେ ଭାରତ ମିଶନ’ ଫ୍ଲାଇଟ୍ ଉପରେ ହଂକଂର ପ୍ରତିବନ୍ଧକ

ନୂଆଦିଲ୍ଲୀ: ବିଦେଶରେ କାମ କରୁଥିବା ଭାରତୀୟଙ୍କୁ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବା ପାଇଁ ଆରମ୍ଭ ବନ୍ଦେ ଭାରତ ମିଶନ ଫ୍ଲାଇଟ୍ ଉପରେ ହଂକଂ ପ୍ରତିବନ୍ଧକ ଲଗାଇଛି । ସୂଚନାନୁଯାୟୀ, କରୋନା ଭାଇରସ୍ ସମ୍ପର୍କିତ ମାମଲାକୁ ନେଇ ବନ୍ଦେ ଭାରତ ମିଶନ ଫ୍ଲାଇଟ୍ ଉପରେ ରୋକ ଲଗାଯାଇଛି । ଗତ ଅଗଷ୍ଟ…

ନିଲାମ ହେବ ବିଦ୍ୟା ବାଲନଙ୍କ ସମ୍ବଲପୁରୀ ଶାଢ଼ୀ

ମୁମ୍ବାଇ: ପୁଣି ଚର୍ଚ୍ଚାରେ ଅଭିନେତ୍ରୀ ବିଦ୍ୟା ବାଲନଙ୍କ ସମ୍ବଲପୁରୀ ଶାଢ଼ୀ । ଫିଲ୍ମ ‘ଶକୁନ୍ତଳା ଦେବୀ’ର ପ୍ରମୋସନ ପାଇଁ ବିଦ୍ୟା ବାଲନ ପିନ୍ଧିଥିଲେ ସମ୍ବଲପୁରୀ ଶାଢ଼ୀ । ଏବେ ଏହା ବ୍ରିକି ହେବାକୁ ଯାଉଛି । ଏହି ଶାଢ଼ୀକୁ ଅନ୍‌ଲାଇନ୍‌ରେ ନିଲାମ କରାଯିବ । ଅଗଷ୍ଟ ୧୫ରୁ ଏହି ଶାଢ଼ୀର ନିଲାମୀର…

କବରରୁ କିଏ ବାହାର କଲା ୨୪୦୦ବର୍ଷ ପୁରୁଣା ମମ୍ମି ?

ରାଜସ୍ଥାନ: ଶେଷରେ ଦଇବ ପ୍ରକୋପରେ ବାହାରକୁ ବାହାରିଲା ଏକ ପୁରାତନ ମମ୍ମି । ହେଲେ କାହିଁକି କେଉଁଠି । କିଛି ଏପରି ପ୍ରଶ୍ନ ଆପଣଙ୍କ ମନକୁ ଆନ୍ଦୋଳିିତ କରୁଥିବ ନିଶ୍ଚୟ । ଜାଣି ଆଶ୍ଚର୍ଯ୍ୟ ହେବେ ଅନ୍ୟ କେଉଁଠି ନୁହେଁ ବରଂ ରାଜସ୍ଥାନରେ ହିଁ ଏକ ମମ୍ମି ବହୁବର୍ଷର ବ୍ୟବଧାନ ପରେ ବାହାରକୁ…

[ଭିଡିଓ] ଜୀବନ ବଂଚାଇଲା ଭାରତୀୟ ବାୟୁସେନା !

ଛତିଶଗଡ: ପ୍ରଥମ ଥର ପାଇଁ ଭାରତୀୟ ବାୟୁସେନା କୌଣସି ଅଣ ନକ୍ସଲ ଅଂଚଳରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲା । ଛତିଶଗଡ ବିଳାଶପୁରର ଖୁଟାଘାଟ ଡ୍ୟାମରେ ଜଣେ ୪୩ ବର୍ଷୀୟ ବ୍ୟକ୍ତି ଫସି ରହିଥିଲେ । ପ୍ରାୟ ୧୨ ଘଣ୍ଟା ଧରି ଏକ ଗଛକୁ ଜାବୁଡି ଧରି ସେ ଜୀବନ ସହ ସଂଘର୍ଷ କରୁଥିଲେ । ସତରେ…

ଖେଳରତ୍ନ ପାଇବେ ରୋହିତ ଶର୍ମାଙ୍କ ସମେତ ୪ ଖେଳାଳି

ନୂଆଦିଲ୍ଲୀ: କ୍ରୀଡା ଜଗତର ସର୍ବଶ୍ରେଷ୍ଠ ପୁରସ୍କାର ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପାଇବେ ଟିମ୍ ଇଣ୍ଡିଆର ଉପ ଅଧିନାୟକ ରୋହିତ ଶର୍ମା । ପୁରସ୍କାର ଚୟନ କମିଟି ଆଜି ଏଥିପାଇଁ ତାଙ୍କ ନାଁ ସୁପାରିଶ କରିଛି । ରୋହିତଙ୍କ ବ୍ୟତୀୟ ଆଉ ୩ ଜଣ ଖେଳାଳିଙ୍କ ନାଁ ମଧ୍ୟ ଚୟନ କରାଯାଇ ସରକାରଙ୍କ…

ଆଇପିଏଲ୍ ଟାଇଟଲ୍ ସ୍ପୋନସରସିପ୍ ହାତେଇଲା ଡ୍ରିମ୍ ୧୧

ମୁମ୍ବାଇ: ବିସିସିଆଇ ଭାରତୀୟ ପ୍ରିମିୟର୍ ଲିଗ୍ (ଆଇପିଏଲ)୨୦୨୦ର ଟାଇଟଲ୍ ସ୍ପୋନସରସିପର ଅଧିକାର ଫେଣ୍ଟସି ସ୍ପୋର୍ଟ୍‌ସ ଲିଗ୍ ପ୍ଲାଟଫର୍ମ ଡ୍ରିମ୍ ୧୧କୁ ଦେଇଛି । ଡ୍ରିମ୍ ୧୧ ପ୍ରଥମରୁ ହିଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ)ର ପାର୍ଟନର ରହିଛି । ଖବର ଅନୁଯାୟୀ, ଟାଟା…

ବଦଳିଲେ ଗୋଆ ରାଜ୍ୟପାଳ

ଗେଆ: ବଦଳିଲେ ଗୋଆ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ମେଘାଳୟର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି । ଏପଟେ ଗୋଆର ଅତିରିକ୍ତ ଦାୟିତ୍ୱ ତୁଲାଇବେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋସିୟାରୀ । ସତ୍ୟପାଲ ମଲ୍ଲିକ ଗତ ଅକ୍ଟୋବର ୨୦୧୯ରେ ଗୋଆର…

ଅମିତ ଶାହ ଅସୁସ୍ଥ, ଦିଲ୍ଲୀ ଏମସ୍ ରେ ଭର୍ତ୍ତି

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଅସୁସ୍ଥ ହୋଇପଡିଛନ୍ତି । ତାଙ୍କୁ ଦିଲ୍ଲୀ ଏମସ୍ ରେ ଭର୍ତ୍ତି କରାଯାଇଛି । ଗତ ଦୁଇ ତିନି ଦିନ ହେଲା ସେ ଶରୀରରେ ପୀଡା ଓ ଅତ୍ୟଧିକ କ୍ଲାନ୍ତ ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ସେ ଏବେ ସୁସ୍ଥ ଥିବା ଏମସ୍ ପକ୍ଷରୁ…