Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦେଶରେ ୨୭ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ଆଜି କେତେ ସଂକ୍ରମିତ ଚିହ୍ନଟ ଜାଣନ୍ତୁ

ନୂଆଦିଲ୍ଲୀ: ଦେଶରେ ଅସମ୍ଭାଳ କରୋନା ସ୍ଥିତି । ଦିନକୁ ଦିନ ଏହା ଅଣାୟତ୍ତ ହୋଇ ଚାଲିଛି । ଆଖି ପିଛୁଳାକେ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଭାରତରେ ୨୪ ଘଣ୍ଟାରେ ୫୫,୦୭୯ଜଣ ସଂକ୍ରମିତ ହୋଇଥିବା ବେଳେ ୮୭୬ ଜଣଙ୍କର ଜୀବନ ଯାଇଛି । ହୁ…

ପଣ୍ଡିତ ଯଶରାଜ: ଅନ୍ତରୀକ୍ଷରୁ ମହାଦ୍ୱୀପ ପର୍ଯ୍ୟନ୍ତ ଯଶ ରଖି ଦେଇ ଯାଇଛନ୍ତି

ନୂଆଦିଲ୍ଲୀ:ସ୍ୱର ସମ୍ରାଟ ପଣ୍ଡିତ ଯଶରାଜଙ୍କ ଆଜି ପରଲୋକ ହୋଇଯାଇଛି । ଅବଶ୍ୟ ସେ ମୃତ୍ୟୁବରଣ କରିବା ପୂର୍ବରୁ ଅନ୍ତରୀକ୍ଷରେ ଆଗୁଆ ନିଜ ନାମ ଲିପିବଦ୍ଧ କରି ସାରିଛନ୍ତି । ଆସନ୍ତୁ ଜାଣିବା ଯଶରାଜଙ୍କ ଯଶ କଥା । ୧.ପଣ୍ଡିତ ଯଶରାଜଙ୍କ ୪ ପିଢ଼ୀ ଶାସ୍ତ୍ରୀୟ ସଙ୍ଗୀତରେ ପାରଙ୍ଗମ ଥିଲେ । ୨.…

[ଭାଇରାଲ ଭିଡିଓ] କାହିଁକି ଗଣେଶ ମୂର୍ତ୍ତିଗୁଡିକୁ କଚାଡି ଭାଙ୍ଗିଲେ ମହିଳା

ଭୁବନେଶ୍ୱର: ଗଣେଶ ଚତୁର୍ଥୀକୁ ଆଉ ଦିନ କେଇଟା ବାକି । ଏଥି ପାଇଁ ବଜାରରେ ଗଣେଶଙ୍କର ଭଳିକି ଭଳି ମୂର୍ତ୍ତି ମିଳିଲାଣି । କିନ୍ତୁ ବାହାରିନର ମନାମାର ଜୁଫେୟାର ଅଂଚଳର ଏକ ସୁପର ମାର୍କେଟରେ ଗଣେଶ ମୂର୍ତ୍ତି ବିକ୍ରି ହେଉଥିବା ବେଳେ ଅଜବ ଚିତ୍ର ଦେଖିବାକୁ ମିଳିଛି । ଯାହାର ଭିଡିଓ ଏବେ ସୋସିଆଲ…

କୁକୁର ବିକ୍ରି କରି ଅନାହାର ଦୂର କରିବେ କିମ ଜୋଙ୍ଗ !

ହୁଇଚୋନ: ସାରା ବିଶ୍ୱକୁ ପରମାଣୁ ବୋମା ଓ ମିସାଇଲ ଆକ୍ରମଣ ଧମକ ଦେଉଥିବା ଉତରକୋରିଆର ଶାସନ କିମ ଜୋଙ୍ଗ ଏବେ ଦେଶ ଚଳାଇବାରେ ଅସମର୍ଥ ହୋଇ ପଡିଛନ୍ତି । ବିଭିନ୍ନ ଦେଶ ପ୍ରତିବନ୍ଦ ଲଗାଇବା ପରେ କରୋନା ଯୋଗୁ ସୀମା ସିଲ କରାଯାଇଛି । ଫଳରେ ଏଠାକାର ଲୋକ ଅନାହରରେ ମୃତ୍ୟୁବରଣ ଆରମ୍ଭ କରିଛନ୍ତି ।…

ସଙ୍ଗୀତର କିମ୍ବଦନ୍ତୀ ପଣ୍ଡିତ ଯଶରାଜଙ୍କ ଆମେରିକାରେ ପରଲୋକ

ନ୍ୟୁଜର୍ସି: ପରଲୋକରେ ପଦ୍ମବିଭୂଷଣ ପଣ୍ଡିତ ଯଶରାଜ । ଆମେରିକାର ନ୍ୟୁଜର୍ସିଠାରେ ୯୦ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ହୃଦଘାତରେ ତାଙ୍କର ପରଲୋକ ହୋଇଥିବା ତାଙ୍କ ଝିଅ ଦୁର୍ଗା ଯଶରାଜ ସୂଚନା ଦେଇଛନ୍ତି । ସଙ୍ଗୀତ କ୍ଷେତ୍ରରେ ଅବଦାନ ପାଇଁ ପଣ୍ଡିତ ଯଶରାଜ ପଦ୍ମବିଭୂଷଣ, ପଦ୍ମଭୂଷମ ଓ…

ଆଉ ନାହାନ୍ତି ଦୃଶ୍ୟମ୍ ନିର୍ଦ୍ଦେଶକ ନିଶିକାନ୍ତ କାମତ

ହାଇଦ୍ରାବାଦ: ପରଲୋକରେ ନିର୍ଦ୍ଦେଶକ ନିଶିକାନ୍ତ କାମତ । ଗତ କିଛି ଦିନ ହେଲା ସେ ଅସୁସ୍ଥ ଥିବା କାରଣରୁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭେଣ୍ଟିଲେଟରରେ ଥିଲେ । ୫୦ ବର୍ଷୀୟ ନିଶିକାନ୍ତ ଲିଭର ସିରୋସିସ୍ ରୋଗରେ ପୀଡିତ ଥଲେ । ଏହି ଖବର ଜଣାପଡିବା ପରେ ସୋସିଆଲ ମିଡିଆରେ କଳାକାର,…

ମାଲେସିଆରେ ୧୦ଗୁଣ ଅଧିକ ଭୟଙ୍କର କରୋନା ଭୂତାଣୁ ଠାବ !

ନୂଆଦିଲ୍ଲୀ: କରୋନା ଭାଇରସ ସମସ୍ୟାରୁ ମୁକୁଳିବା ପାଇଁ ସମଗ୍ର ବିଶ୍ୱ ଉଦ୍ୟମ ଜାରି ରଖିଥିବା ବେଳେ ସୋମବାର ଆଉ ଏକ ଖରାପ ଖବର ହସ୍ତଗତ ହୋଇଛି । ରିପୋର୍ଟ ମୁତାବକ ଚୀନର ଉହାନଠାରୁ ମିଳିଥିବା କରୋନା ଭୂତାଣୁଠାରୁ ୧୦ ଗୁଣ ଅଧିକ ବେଗରେ ସଂକ୍ରମିତ କରୁଥିବା ଭୂତାଣୁ ମାଲେସିଆରେ ଠାବ ହୋଇଛି ।…

ଆମାଜନ ଇଣ୍ଡିଆ ବାଙ୍ଗାଲୁରୁ ରେ ଆରମ୍ଭ କଲା ଅନଲାଇନ ଫାର୍ମାସି

ବାଙ୍ଗାଲୁରୁ : ଆମାଜନ ଭାରତର ଦକ୍ଷିଣ କର୍ଣ୍ଣାଟକ ରାଜ୍ୟର ରାଜଧାନୀ ବାଙ୍ଗାଲୋରରେ ଏକ ଅନଲାଇନ ଫାର୍ମାସି ଆରମ୍ଭ କରିଛନ୍ତି । କମ୍ପାନୀ ବାଙ୍ଗାଲୋରରେ ଓଭର-ଦ କାଉଣ୍ଟର ଏବଂ ପ୍ରେସକ୍ରିପସନ ଆଧାରିତ ଔଷଧ ପାଇଁ ଅର୍ଡର ନେବା ଆରମ୍ଭ କରିଛି । (ଭାରତରେ, ଆଣ୍ଟିବାଟିକ୍ ଏବଂ ଅନ୍ୟାନ୍ୟ ଔଷଧ…

NEET ଓ JEE ସ୍ଥଗିତ ରଖିବା ପିଟିସନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମେଡିକାଲ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ନିର୍ଦ୍ଧାରିତ ତାରିଖରେ ହେବ । ସେପ୍ଟେମ୍ବରରେ ଅନୁଷ୍ଠିତ ହେବ NEET ଓ JEE ମେନ୍ । ପ୍ରବେଶିକା ପରୀକ୍ଷା ଉପରେ ରୋକ ଲଗାଇବା ପାଇଁ ହୋଇଥିବା ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ…

ରିୟା ଚକ୍ରବର୍ତ୍ତୀଙ୍କ ଚାର୍ଟର୍ଡ ଆକାଉଣ୍ଟାଣ୍ଟଙ୍କୁ ଜେରା କରିବ ଇଡି

ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଅର୍ଥ ହେରଫେର ଦିଗର ତଦନ୍ତ ଜାରି ରଖିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଚାର୍ଟର୍ଡ ଆକାଉଣ୍ଟାଣ୍ଟ ରିତେଶ ଶାହଙ୍କୁ ଜେରା କରି ଇଡି । ହାଜର ହେବାକୁ ସମନ୍ କରିଛି । ଆଜି ସୁଦ୍ଧା ହାଜର ହେବା ପାଇଁ…