Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭାରତରେ ଲଞ୍ଚ ହେଲା ଗୁଗୁଲର ‘ପିପୁଲ୍ କାର୍ଡ’ ଫିଚର୍ସ, ଗୁଗୁଲ୍ ସର୍ଚ୍ଚରେ ତିଆରି କରିପାରିବେ ନିଜର…

ନୂଆଦିଲ୍ଲୀ: ଗୁଗୁଲ ମଙ୍ଗଳବାର ଦିନ ଭାରତରେ ପିପୁଲ କାର୍ଡ 'ପିପୁଲ୍ କାର୍ଡ' ଫିଚର୍ସ ଲଞ୍ଚ କରିଛି। ଏହି ଫିଚର୍ସ ରେ ଉପଭୋକ୍ତାମାନଙ୍କୁ ଗୁଗୁଲ୍ ସର୍ଚ୍ଚରେ ଭର୍ଚୁଆଲ୍ ଭିଜିଟିଙ୍ଗ କାର୍ଡ ତିଆରିକରିପାରିବେ | ଅର୍ଥାତ୍ ପିପୁଲ୍ କାର୍ଡ ଫିଚର୍ସ ଲୋକଙ୍କ ଅନଲାଇନ୍ ଉପସ୍ଥିତିକୁ ମଜବୁତ କରିବ |…

ତୁର୍କିରେ ଫସିଗଲେ ଆମିର ଖାନ୍ !

ତୁର୍କି: ସୋସିଆଲ୍ ମିଡିଆରେ ଭାଇରାଲ୍ ବଲିଉଡ ସୁପରଷ୍ଟାର ଆମିର ଖାନଙ୍କ ଭିଡିଓ । ଫିଲ୍ମ ଲାଲ ସିଂ ଚଢାର ସୁଟିଂ ପାଇଁ ତିୁର୍କିରେ ଥିଲେ ମିଷ୍ଟର ପରଫେକ୍ସନିଷ୍ଟ । ହେଲେ ଫ୍ୟାନଙ୍କ ଗହଣରେ ସାମିଲ ହେବା ତାଙ୍କୁ ସାମାନ୍ୟ ମହଙ୍ଗା ପଡିଥିଲା । ତେବେ ଲୋକଙ୍କ ଭଲ ପାଇବାକୁ ସେ ସକରାତ୍ମକ ଢଙ୍ଗରେ…

ଆଜି କ୍ରାନ୍ତିକାରୀ ଯୁବ ଯୋଦ୍ଧା ଖୁଦିରାମ ବୋସଙ୍କ ବଳିଦାନ ଦିବସ

କୋଲକାତା: ଆଜି (୧୧ ଅଗଷ୍ଟ) ଯୁବ କ୍ରାନ୍ତିକାରୀ ଖୁଦିରାମ ବୋସଙ୍କ ବଳିଦାନ ଦିବସ । ମାତ୍ର ୧୮ ବର୍ଷ ବୟସରେ ସେ ଦେଶ ପାଇଁ ଶହୀଦ ହୋଇ ଯାଇଥିଲେ । ତାଙ୍କ ବୀର ଗାଥା ଅନେକ ଯୁବକଙ୍କୁ ଇଂରେଜ ବିରୁଦ୍ଧରେ ଲଢ଼େଇ ପାଇଁ ମନୋବଳ ବଢ଼ାଇଥିଲା । ଖୁଦିରାମ ବୋସ ଓ ପ୍ରଫୁଲ୍ଲ ଚନ୍ଦ୍ର ଚାକି ୩୦ ଏପ୍ରିଲ…

ସୁପ୍ରିମକୋର୍ଟଙ୍କ ବଡ ରାୟ: ବାପାଙ୍କ ସମ୍ପତ୍ତିରେ ଝିଅର ରହିବ ସମାନ ଅଧିକାର

ନୂଆଦିଲ୍ଲୀ: ଝିଅଙ୍କୁ ମିଳିବ ବାପାଙ୍କ ସମ୍ପତ୍ତିର ସମାନ ଅଧିକାର । ନୂଆ ଆଇନ୍ ପ୍ରଣୟନ ପୂର୍ବରୁ ବାପାଙ୍କ ମୃତ୍ୟୁ ହୋଇଥିଲେ ବି ଝିଅଙ୍କୁ ସମାନ ଭାଗ ମିଳିବ । ଏନେଇ ଆଜି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି । କୋର୍ଟ କହିଛନ୍ତି, ବାପାଙ୍କ ପୌତୃକ ସମ୍ପତ୍ତି ଉପରେ ଉଭୟ ପୁଅ ଓ ଝିଅର ସମାନ…

ଦୁନିଆର ପ୍ରଥମ ୫ଜି ଏଆର ଚଷମା ଖୁବ୍ ଶୀଘ୍ର ଲଞ୍ଚ ହେବ, ଏହାର ମୂଲ୍ୟ ୪୪,୧୬୬ ଟଙ୍କା ହେବ

ନୂଆଦିଲ୍ଲୀ: ବିଶ୍ୱର ପ୍ରଥମ ୫ଜି ଆଧାରିତ ଅଗମେଣ୍ଟେଡ୍ ରିଅଲିଟି (ଏଆର୍) ଗ୍ଲାସ୍ ଅର୍ଥାତ୍ ଚଷମା ଖୁବ୍ ଶୀଘ୍ର ଦକ୍ଷିଣ କୋରିଆରେ ଲଞ୍ଚ ହେବାକୁ ଯାଉଛି। ଏହା ଦକ୍ଷିଣ କୋରିଆର ବଡ ଟେଲିକମ୍ ଫାର୍ମ LG Uplus Corp ଦ୍ୱାରା ନିର୍ମିତ ହୋଇଛି | LG Uplus Corp ମଙ୍ଗଳବାର ଦିନ କହିଛି ଯେ ଚାଇନାର…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଧମକ !

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଲା ହତ୍ୟା ଧମକ । ଏହି ମାମଲାରେ ଜଣେ ଯୁବକଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତର ହତ୍ୟା ଧମକ ରହସ୍ୟକୁ ଭେଦିବା ପାଇଁ ଜାରି ରହିଛି ପୋଲିସର ତନାଘନା । ଆଜି ନୋଇଡା ଜରୁରୀକାଳୀନ ନମ୍ବର ୧୦୦କୁ ଆସିଥିଲା ଏକ…

ଆସିଲା ବିଶ୍ୱର ପ୍ରଥମ କରୋନା ଟିକା

ମସ୍କୋ: ଆସିଲା ବିଶ୍ୱର ପ୍ରଥମ କରୋନା ଟିକା । ଏହି ଟିକାକୁ ଆଣିଛି ଋଷ । ଏନେଇ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଘୋଷଣା କରିଛନ୍ତି । ବିଶ୍ୱର ପ୍ରଥମ କରୋନା ଟିକା ଭାବେ ଋଷ ପଂଜୀକରଣ କରିଛି । ଋଷ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏହି ଭ୍ୟାକ୍ସିନକୁ ମଞ୍ଜୁରି ଦେଇଛି । ପୁଟିନଙ୍କ ଝିଅକୁ ବିଶ୍ୱର…

ଲଡୁ ପାଇଁ ସ୍ତ୍ରୀକୁ ଛାଡପତ୍ର !

ଉତ୍ତରପ୍ରଦେଶ: ସକାଳୁ ସଂଧ୍ୟାଯାଏଁ ଲଡୁ ଖାଇଖାଇ ଜଣେ ବ୍ୟକ୍ତି ଅତିଷ୍ଠ ହୋଇପଡିଥିଲେ । ଏପରିକି ନିଜ ସ୍ତ୍ରୀକୁ ବାରମ୍ବାର ଖାଇବାରେ ଲଡୁ ନ ଦେବାକୁ ଅନୁରୋଧ କରିବା ସହ ତାଗିଦ ବି କରିଥିଲେ । ହେଲେ ସ୍ତ୍ରୀ ନ ଶୁଣିବାରୁ ସେହି ବ୍ୟକ୍ତି ଜଣକ ଛାଡପତ୍ର ପାଇଁ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ।…

ଆସାମରେ ଓଏନଜିସି ପାଇପ୍‌ଲାଇନ୍‌ରେ ଭୟାବହ ଅଗ୍ନିକାଣ୍ଡ

ଗୌହାଟୀ: ଆସାମ ତିନସୁକିଆ ସ୍ଥିତ ଓଏନଜିସି ପାଇପ୍‌ଲାଇନ୍‌ରେ ଭୟାବହ ଅଗ୍ନିକାଣ୍ଡ । ସୂଚନା ଅନୁସାରେ, ତିନସୁକିଆ ବାଘଜାନ୍ ଅଞ୍ଚଳରେ ଥିବା ଓଏନଜିସି ପାଇପ୍‌ଲାଇନ୍‌ରେ ସୋମବାର ଦିନ ହଠାତ୍ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା । ବୁଲ୍ ଲାଇନ୍ (ଯେଉଁଠୁ ପାଇପ୍ ଅନ୍ୟ ଦିଗକୁ ମୋଡ଼ି ଥାଏ)…

ରିୟା ଚକ୍ରବର୍ତ୍ତୀଙ୍କ ପିଟିସନର ଆଜି ଶୁଣାଣି କରିବେ ସୁପ୍ରିକୋର୍ଟ

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ବଢୁଛି ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଅଡୁଆ । ମିଡିଆ ଟ୍ରାଏଲ୍ ବିରୋଧରେ ସେ କରିଥିବା ପିଟିସନର ଆଜି ଶୁଣାଣି କରିବେ ସର୍ବୋଚ୍ଚ ଅଦାଲତ । ଗତକାଲି ସୁପ୍ରିମକୋର୍ଟରେ ପିଟିସନ ଫାଇଲ୍ କରିଥଲେ ରିୟା । ଅଭିଯୋଗ କରିଛନ୍ତି, ସୁଶାନ୍ତ…