Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବିଗୁଡୁଛି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟବସ୍ଥା

ନୂଆଦିଲ୍ଲୀ: ବିଗିଡିବାରେ ଲାଗିଛି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟବସ୍ଥା । ସେ ଗତକାଲିଠୁ ଭେଂଟିଲେଟରରେ ଅଛନ୍ତି । ନୂଆଦିଲ୍ଲୀରେ ଥିବା ଆର୍ମି ରିସର୍ଚ୍ଚ ଓ ରେଫରାଲ ହସ୍ପିଟାଲ ପକ୍ଷରୁ ଦିଆଯାଇଥିବା ସୂଚନାରୁ ଏହା ଜଣାପଡିଛି । ପ୍ରଣବ ମୁଖାର୍ଜୀଙ୍କ ସ୍ଵାସ୍ଥ୍ୟରେ…

୮,୭୨୨.୩୮ କୋଟି ଟଙ୍କାର ଅତ୍ୟାଧୁନିକ ଉପକରଣ କ୍ରୟକୁ ପ୍ରତିରକ୍ଷା ବିଭାଗର ଅନୁମୋଦନ

ନୂଆଦିଲ୍ଲୀ: ଦେଶର ସୁରକ୍ଷା ବ୍ୟବସ୍ଥାକୁ ମଜଭୁତ କରିବା ପାଇଁ ଭାରତ ସରକାର ମଙ୍ଗଳବାର ୧.୨ ବିଲିୟନ ଡଲାର(୮,୭୨୨.୩୮ କୋଟି ଟଙ୍କା)ର ପ୍ରତିରକ୍ଷା ସାମଗ୍ରୀ କିଣିବା ପାଇଁ ଅନୁମୋଦନ ଦେଇଛି । ମାସକ ମଧ୍ୟରେ ୫.୫ ବିଲିୟନ ଡଲାର ଭାରତ ଏ ବାବଦକୁ ଅନୁମୋଦନ ଦେଇଛି।  କେନ୍ଦ୍ର ପ୍ରତିରକ୍ଷା…

ସ୍ୱାଧୀନତା ଦିବସ: ମହିଳା ସ୍ୱାଧୀନତା ସଂଗ୍ରାମୀଙ୍କର ବି ରହିଛି ପ୍ରମୁଖ ଯୋଗଦାନ

ଭୁବନେଶ୍ୱର: ଦେଶକୁ ସ୍ୱାଧୀନତାର ସ୍ୱାଦ ଚଖାଇବା ତଥା ଇଂରେଜଙ୍କ କବଳରୁ ମୁକ୍ତ କରିବା ପାଇଁ ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ଯୋଗଦାନ ଖୁବ୍ ରହିଛି । ଯେଉଁମାନେକି ଏକଜୁଟ୍ ହୋଇ ଭାରତୀୟ ମାଟିରୁ ବ୍ରିଟିଶ ମାନଙ୍କୁ ତଡିବାରେ ସଫଳ ହୋଇଥିଲେ । ସ୍ୱାଧୀନତା ପାଇବା ପାଇଁ ପୁରୁଷ ମାନଙ୍କ ସହ…

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ଥାନାରେ ମାମଲା ରୁଜୁ କଲେ ସୁରଜ ପଞ୍ଚୋଲି

ମୁମ୍ବାଇ: ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଅନ୍‌ଙ୍କ ମୃତ୍ୟୁ ମାମଲାରେ ଅଭିନେତା ସୁରଜ ପଞ୍ଚୋଲିଙ୍କ ନାଁ ସାମ୍ନାକୁ ଆସିଛି । ଦିଶାଙ୍କ ମୃତ୍ୟୁ ପଛରେ ସୁରଜଙ୍କ ହତା ଥାଇପାରେ ବୋଲି ଅନେକ ଆକଳନ କରୁଛନ୍ତି । ତେବେ ଏହି ଖବର ପ୍ରକାଶ ପାଇବା…

[ଭାଇରାଲ୍ ଭିଡିଓ] ହଜାରହଜାର ଗଛ ଓପାଡିଲେ ପାକିସ୍ତାନୀ !

ପାକିସ୍ତାନ: ରବିବାର ପାକିସ୍ତାନରେ ଘଟିଥିଲା ଏକ ଅଭାବନୀୟ ଘଟଣା । ଯେଉଁଠି ଭାରତର ପ୍ରଧାନମନ୍ତ୍ରୀ ଗଛ ଲଗାଇବାକୁ ଲୋକଙ୍କୁ ଉତ୍ସାହିତ କରୁଛନ୍ତି । ସେଠି ପାକିସ୍ତାନୀ ଲୋକ ଲାଗିଥିବା ଗଛକୁ ଓପାଡି ଫୋପାଡିବାର ଏହି ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ…

ଆଉ ନାହାନ୍ତି ପ୍ରଖ୍ୟାତ କବି ରାହତ ଇନ୍ଦୋରୀ !

ମଧ୍ୟପ୍ରଦେଶ: କରୋନା ସଂକ୍ରମଣରେ ପ୍ରାଣତ୍ୟାଗ କଲେ ଜଣାଶୁଣା କବି ଓ ଗୀତିକାର ରାହତ ଇନ୍ଦୋରି । ଆଜି ତାଙ୍କର ଟେଷ୍ଟ ରିପୋର୍ଟ ପଜିଟିଭ ବାହାରିଥିଲା । ସୋମବାର ତାଙ୍କ ନିକଟରେ କରୋନା ଜନିତ ଲକ୍ଷଣ ପରିଲକ୍ଷିତ ହେବା ପରେ ଇନ୍ଦୋରର ଅରୋବିନ୍ଦୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସୋମବାର…

ସେନାଙ୍କ ଉପରେ କରୋନା ଭ୍ୟାକ୍ସିନ ପରୀକ୍ଷଣ କଲା ଚୀନ !

ବେଜିଂ: କରୋନା ଭ୍ୟାକ୍ସିନ ଦୌଡରେ ରୁଷିଆ ଆଗରେ ରହିଛି । ଚୀନ ମଧ୍ୟ ଏଥିରେ ପଛରେ ରହି ଯାଇ ନାହିଁ ବୋଲି ରିପୋର୍ଟ ପ୍ରକାଶ ପାଇଛି । ଚୀନ ଏହି ଟୀକା ପିପୁଲ୍ସ ଲିବେରଶନ ଆର୍ମିର ସେନାଙ୍କୁ ଦେଇଛି । ଏହାର ସତ୍ୟତା ଜଣା ନ ଥିଲେ ମଧ୍ୟ ଫାଇନାନ୍ସିଆଲ ଟାଇମ୍ସରେ ଏ ନେଇ ରିପୋର୍ଟ ପ୍ରକାଶ ପାଇଛି ।…

ମୁଖ୍ୟମନ୍ତ୍ରୀମାନଙ୍କ ସହ ମୋଦୀଙ୍କ ଆଲୋଚନା, ଦେଲେ ୭୨ ଘଂଟିଆ ଫର୍ମୁଲା

ନୂଆଦିଲ୍ଲୀ: ଦେଶରେ ବ୍ୟାପୀ ଚାଲିଛି କରୋନା । ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଦେଶର ୧୦ଟି ରାଜ୍ୟ । ମହାରାଷ୍ଟ୍ର, ତାମିଲନାଡୁ, ବିହାର, ଗୁଜରାଟ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ତେଲଙ୍ଗାନା, ଅନ୍ଧ୍ରପ୍ରଦେଶ, ପଂଜାବ ଓ କର୍ଣ୍ଣାଟକ । ଏହି ୧୦ଟି ରାଜ୍ୟ କରୋନାକୁ ମାତ୍ ଦେଇପାରିଲେ ଭାରତ…

କାଲି ନରମିଲେ, ଆଜି ଛାଡିଲେ ତେରଛା ବାଣ

ଜୟପୁର: ରାଜସ୍ଥାନରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟରେ ପଡିବାକୁ ଯାଉଛି ପୂର୍ଣ୍ଣଛେଦ । ହାଇକମାଣ୍ଡଙ୍କ ହସ୍ତକ୍ଷେପ ପରେ ରାଜ୍ୟରେ ଚାଲିଥିବା କ୍ଷମତା ଯୁଦ୍ଧାର ଶେଷ ହୋଇଛି । ଶେଷରେ ନରମିଛନ୍ତି ପାଇଳଟ । ପାଇଲଟଙ୍କ ଫ୍ଲାଇଟ ନେଇଛି ୟୁ-ଟର୍ଣ୍ଣ । କଂଗ୍ରେସକୁ ସଚ୍ଚିନ ପାଇଲଟ ଫେରିବାର…

ଇସ୍ତଫା ଦେଲେ ମଣିପୁରର ୬ କଂଗ୍ରେସ ବିଧାୟକ

ଇମ୍ପାଲ: ମଣିପୁରର ୬ କଂଗ୍ରେସ ବିଧାୟକ ମଙ୍ଗଳବାର ବିଧାନସଭା ଅଧ୍ୟକ୍ଷଙ୍କୁ ଇସ୍ତଫାପତ୍ର ଦେଇଛନ୍ତି । ସୋମବାର ପାର୍ଟି ହ୍ୱିପକୁ ଉଲ୍ଲଘଂନ କରି ୮ ବିଧାୟକ ବିଧାନସଭାକୁ ଆସି ନ ଥିଲେ । ଫଳରେ ବିଜେପିର ଏନ.ବୀରେନ ସିଂ ସରକାର ବିଶ୍ୱାସମତ ହାସଲ କରି ନେଇଥିଲା । ଉପରୋକ୍ତ ୮ ବିଧାୟକଙ୍କ ମଧ୍ୟରୁ…