Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

‘କାରଗିଲ ବିଜୟ ଦିବସ’: ପାକିସ୍ତାନ ସହ ଯୁଦ୍ଧ କରି ବିଜୟ ହୋଇଥିଲା ଭାରତୀୟ ସେନା

ଭୁବନେଶ୍ୱର: ‘କାରଗିଲ୍ ବିଜୟ ଦିବସ’କୁ ପୁରିଲା ୨୧ ବର୍ଷ । ୧୯୯୯ ମସିହା ଆଜିର ଦିନରେ ଦୁଷ୍ଟ ପାକିସ୍ତାନ ଉପରେ ବିଜୟ ଲାଭ କରିଥିଲେ ଆମ ଭାରତୀୟ ବୀର ମାନେ । କଶ୍ମୀରର କାରଗିଲ୍ ଜିଲ୍ଲାରେ ୧୯୯୯ ମସିହା ମେ ୩ ତାରିଖ ରୁ ଜୁଲାଇ ୨୬ ତାରିଖ ଯାଏଁ ଚାଲିଥିଲା ଏହି ମହାସମର । ଭାରତର ଏବଂ…

ଲଦାଖ ନିକଟରେ ପାକିସ୍ତାନ ନିୟୋଜିତ କଲା ଜେଏଫ-୧୭ ଲଢ଼ୁଆ ବିମାନ

ନୂଆଦିଲ୍ଲୀ: ଚୀନ-ଭାରତ ସୀମା ବିବାଦର ଫାଇଦା ଉଠାଇ ପାକିସ୍ତାନ ଲଦାଖ ନିକଟରେ ନିଜର ଲଢ଼ୁଆ ବିମାନ ଜେଏଫ-୧୭ ନିୟୋଜିତ କରିଛି । ଭାରତ ବିପକ୍ଷରେ ଯୁଦ୍ଧ ପରିସ୍ଥିତି ମୁକାବିଲା ପାଇଁ ପାକିସ୍ତାନ ଏହି ପଦକ୍ଷେପ ଗ୍ରହଣ କରିଛି ବୋଲି ସେଠାକାର ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଏହା ବ୍ୟତୀତ…

କେରଳ ଓ କର୍ଣ୍ଣାଟକରେ ଲୁଚି ରହିଛନ୍ତି ଆଇଏସ୍‌ଆଇଏସ୍ ଆତଙ୍କବାଦୀ !

ନୂଆଦିଲ୍ଲୀ: ସାରାଦେଶ ଏବେ କରୋନାକୁ ନେଇ ଚିନ୍ତାରେ ଅଛି । ଏହି ସମୟରେ ଆଉ ଏକ ବିଚଳିତ କରିଦେଲା ଭଳି ଖବର ଆସିଛି । କେରଳ ଓ କର୍ଣ୍ଣାଟକର ବିଭିନ୍ନ ସ୍ଥାନରେ ବହୁ ସଂଖ୍ୟାରେ ଆଇଏସ୍‌ଆଇଏସ୍ ଆତଙ୍କବାଦୀ ଲୁଚି ରହିଥିବା ନେଇ ମିଳିତ ଜାତିସଂଘ ଭାରତକୁ ସତର୍କ କରାଇଛି । ଇକୋନୋମିକ ଟାଇମସର…

ସେନା ବିରୋଧରେ ବିଷ ଓଗାଳିଲେ ଜେଏନୟୁ ଛାତ୍ର

ନୂଆଦିଲ୍ଲୀ: ସେନା ଏବଂ ଦେଶ ବିରୋଧୀ ମନ୍ତବ୍ୟ ଦେଇ ଫସିଛନ୍ତି ଜେଏନୟୁ ବିଶ୍ୱବିଦ୍ୟାଳୟ ଛାତ୍ର ସାଜିଦ ବିନ୍ ସଇଦ । ସେ ଟୁଇଟ କରି ସେନା ଏବଂ ଆରଏସଏସ ଯୋଗୁ କଶ୍ମୀରରେ ନରସଂହାର ବଢ଼ୁଛି ବୋଲି କହିଛନ୍ତି । କାଶ୍ମୀରବାସୀଙ୍କୁ ପୂର୍ଣ୍ଣ ସ୍ୱାଧୀନତା ଦିଆଯିବା ଦରକାର ଏବଂ ଏହି ମାମଲାରେ…

କାହିଁକି ବକ୍ସିଂ ରିଙ୍ଗକୁ ଫେରିବେ ମାଇକ୍ ଟାଇସନ୍ ?

ଭୁବନେଶ୍ୱର: ପୁଣିଥରେ ବକ୍ସି ରିଙ୍ଗକୁ ଫେରିବେ ବିଶ୍ୱ ହେଭିୱେଟ୍ ଚାମ୍ପିଅନ୍ ମାଇକ୍ ଟାଇସନ୍ । ୧୫ ବର୍ଷ ପରେ ଦେଖିବାକୁ ମିଳିବ ବିଶ୍ୱ ବିଜେତାଙ୍କ ଦମ୍‌ଦାର୍ ବକ୍ସିଂ ସ୍କିଲ୍ସ । ତେବେ କାହିଁକି ୫୪ ବର୍ଷ ବୟସରେ ମାଇକ୍ ଟାଇସନ ବକ୍ସିଂ ରିଙ୍ଗକୁ ଫେରିବାକୁ ନିଷ୍ପତି ନେଲେ ? …

[ଭିଡିଓ] କିଏ ନେଲା ଜଙ୍ଗଲି ଭାଲୁ ସହ ସେଲ୍‌ଫି ?

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଭାଇରାଲ୍ ମେକ୍ସିକୋର ଭିଡିଓ । ତେବେ ଏହି ଭିଡିଓରେ ଘଟିଥିବା ଘଟଣା ଯେତିକି ବିପଦପୂର୍ନ ତାଠୁ ଅଧିକ ମଜାଦାର ବି ଥିଲା । ହୃଦସ୍ପନ୍ଦନ ବନ୍ଦ କରିଦେଲା ଭଳି ଏହି ଭିଡିଓଟି ଏକ ଭାଲୁ ଓ ଜଣେ ଯୁବତୀଙ୍କ କାରନାମାକୁ ନେଇ ଭାଇରାଲ୍ ହୋଇଛି । ମେକ୍ସିକୋର…

ଚର୍ଚ୍ଚାରେ ଫିଲ୍ମ ବେଲ୍ ବଟମ୍‌ରେ ଅକ୍ଷୟ ଓ ଲାରା ଦତ୍ତାଙ୍କ କିର୍ଦାର !

ମୁମ୍ବାଇ: ଲକ୍‌ଡାଉନ ପରେ ପ୍ରଥମ ବଲିଉଡ ଫିଲ୍ମ ଭାବେ ବେଲ୍ ବଟମ୍‌ର ସୁଟିଂ ଆରମ୍ଭ ହେବ । ଫିଲ୍ମର ପୂରା ଟିମ୍ ଲଣ୍ଡନ ଅଭିମୁଖେ ବାହାରିବେ । ଏଥିରେ ଲାରା ଦତ୍ତାଙ୍କୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଦେଖିବାକୁ ମିଳିବ । ଫିଲ୍ମର ଲିଡ୍ ରୋଲରେ ନଜର ଆସିବେ…

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନଙ୍କୁ କରୋନା

ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ କରୋନା ସଂକ୍ରମିତ ହୋଇଛନ୍ତି । ତାଙ୍କ କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଛି । ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ଶିବରାଜ ସିଂହ ଚୌହ୍ୱାନ । ଦେଶରେ ପ୍ରଥମ ଥର କୌଣସି ମୁଖ୍ୟମନ୍ତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି ।ଟ୍ୱିଟ୍ କରି…

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ କଙ୍ଗନାଙ୍କୁ ମୁମ୍ୱାଇ ପୋଲିସର ନୋଟିସ୍

ମୁମ୍ୱାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଅଭିନେତ୍ରୀ କଙ୍ଗନା ରଣାଓ୍ୱତଙ୍କ ବୟାନ ରେକର୍ଡ କରିବ ମୁମ୍ବାଇ ପୋଲିସ । ତାଙ୍କୁ ନୋଟିସ ପଠାଯାଇଛି । କଙ୍ଗନାଙ୍କ ମୁମ୍ୱାଇ ସ୍ଥିତ ବାସଭବନକୁ ନୋଟିସ୍ ପଠାଇଛି ବାନ୍ଦ୍ରା ପୋଲିସ । ଏନେଇ ସୂଚାନ ଦେଇଛନ୍ତି କଙ୍ଗନାଙ୍କ ଓକିଲ ଇସକରଣ…

ସେନା ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିହତ

ଶ୍ରୀନଗର: ଜାମ୍ମୁ-କାଶ୍ମୀରର ଶ୍ରୀନଗର ଅନ୍ତର୍ଗତ ରନବିରଗଡ ଅଞ୍ଚଳରେ ଶନିବାର ଦିନ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ଗୁଳି ବିନିମୟରେ ୨ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଆଧିକାରିକ ସୂଚନାନୁଯାୟୀ, ଏହି ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ସୁରକ୍ଷାକର୍ମୀଙ୍କୁ ଖବର ମିଳିଥିଲା।…