Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଜୁଲାଇ ତୁଳନାରେ ଅଗଷ୍ଟରେ କମିଛି ଜିଏସଟି ସଂଗ୍ରହ, ଏକ ବର୍ଷ ଧରି ସଙ୍କଟ ବଢ଼ିବାରେ ଲାଗିଛି

ନୂଆଦିଲ୍ଲୀ: ଅଗଷ୍ଟ ମାସରେ ୪୨,୨୬୪ କୋଟି ଇଣ୍ଟିଗ୍ରେଟେଡ୍ ଦ୍ରବ୍ୟ ଏବଂ ସେବା କର ମାଧ୍ୟମରେ ସଂଗ୍ରହ କରାଯାଇଥିଲା, ସେଥିମଧ୍ୟରୁ ସାମଗ୍ରୀ ଆମଦାନୀ ଉପରେ ୧୯,୧୭୯ କୋଟି ଟଙ୍କା ସଂଗ୍ରହ କରାଯାଇଥିଲା। କରୋନା ଭାଇରସ୍ କାରଣରୁ ଅଟକି ରହିଥିବା ଅର୍ଥନୈତିକ କାର୍ଯ୍ୟକଳାପ ପୂର୍ବ ପରି ଆରମ୍ଭ…

‘ମିଶନ କର୍ମଯୋଗୀ’କୁ କ୍ୟାବିନେଟ୍ ମଞ୍ଜୁରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର କେନ୍ଦ୍ର କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଅନେକ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା କରାଯିବା ସହ ଅନେକ ବଡ ନିଷ୍ପତ୍ତି ମଧ୍ୟ ନିଆଯାଇଛି। ଏହା ପରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦକର କହିଛନ୍ତି…

ଏଲପିଜି ସିଲିଣ୍ଡରରେ ସବସିଡି ଶେଷ ହେବ କି? ସରକାର ବାର୍ଷିକ ୨୨,୦୦୦ କୋଟି ଟଙ୍କା ସଞ୍ଚୟ କରିବେ

ନୂଆଦିଲ୍ଲୀ: ଗୋଟିଏ ପଟେ ବିଶ୍ୱ ବଜାରରେ ପେଟ୍ରୋଲିୟମ ଦ୍ରବ୍ୟର ମୂଲ୍ୟ ହ୍ରାସ ପାଉଛି, ଅନ୍ୟପଟେ ଭାରତର ତୈଳ କମ୍ପାନୀଗୁଡ଼ିକ ମଧ୍ୟ ସବସିଡିଯୁକ୍ତ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଛନ୍ତି। ଗତ ବର୍ଷ ଜୁଲାଇରେ ସବସିଡିଯୁକ୍ତ ଏଲପିଜି ସିଲିଣ୍ଡରର ମୂଲ୍ୟ ୪୯୪.୩୫ ଟଙ୍କା ଥିଲା, ଯାହା ବର୍ତ୍ତମାନ…

ଭାରତରେ ବ୍ୟାନ୍ ହେଲା ‘ପବ୍‌ଜି’

ନୂଆଦିଲ୍ଲୀ: ଭାରତରେ ବ୍ୟାନ୍ ହେଲା ‘ପବ୍‌ଜି’ । ବହୁଳ ବ୍ୟବହୃତ ମୋବାଇଲ ଗେମିଂ ଆପ୍‌କୁ ଆଜି କେନ୍ଦ୍ର ସରକାର ବ୍ୟାନ୍ କରିଛନ୍ତି । ‘ପବ୍‌ଜି’ ସହ ଆଉ ୧୧୮ ଟି ଚାଇନିଜ୍ ମୋବାଇଲ୍ ଆପ୍‌କୁ ମଧ୍ୟ ବ୍ୟାନ୍ କରାଯାଇଛି । ଏଥିରେ  CamCard, Baidu, Cut Cut, VooV, Tencent Weiyun, Rise…

ସାବାସ୍ କୁସୁମ୍‌: ଛୁରାମାଡ ସତ୍ତ୍ୱେ ଲୁଟେରାକୁ ମାଡିବସି ଧରିଲେ ୧୫ ବର୍ଷର ଝିଅ

ପଞ୍ଜାବ: ସାହସିକତା ଦେଖାଇଲେ ୧୫ ବର୍ଷର କୁସୁମ । ଛୁରାମାଡ ସତ୍ତ୍ୱେ ଲୁଟେରାକୁ ମାଡିବସି ଧରିଲେ । ଫୋନ୍ ଛଡାଇ ନଉଥିବା ଦୁଇ ଲୁଟେରାକୁ କାବୁ କଲେ କୁସୁମ । ପଞ୍ଜାବ ଜଳନ୍ଧରର ଜଣେ ୧୫ ବର୍ଷୀୟ ନାବାଳିକାର ଏହି ସାହସିକତା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । More power to…

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ଡ୍ରଗ୍ସ ଲିଙ୍କରେ ୨ ଗିରଫ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଏବେ ସିବିଆଇ ଓ ଇଡି ତଦନ୍ତ ଜାରି ରଖିଛନ୍ତି । ଅନ୍ୟପଟେ ସୁଶାନ୍ତ ମାମଲାରେ ଡ୍ରଗ୍ କନେକସନ ଆସିବା ପରେ କେନ୍ଦ୍ରୀୟ ନାର୍କୋଟିକ୍ସ ବ୍ୟୁରୋ ସଜାଗ ହୋଇଯାଇଛି । ନାର୍କୋଟିକ୍ସ ବ୍ୟୁରୋ ଡ୍ରଗ୍ସ ଲିଙ୍କ କନେକସନ୍ ମାମଲାରେ ଦୁଇ ଜଣଙ୍କୁ…

ଗୋଆ ମୁଖ୍ୟମନ୍ତ୍ରୀଙ୍କୁ କରୋନା

ପଞ୍ଜି: କରୋନା ଆକ୍ରାନ୍ତ ହୋଇଛନ୍ତି ଗୋଆ ମୁଖ୍ୟମନ୍ତ୍ରୀ ଡା. ପ୍ରମୋଦ ସାୱନ୍ତ। ଏ ନେଇ ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ସେ ଟ୍ୱିଟ କରି ଲେଖିଛନ୍ତି ଯେ, "ମୁଁ କରୋନା ପଜିଟିଭ ଚିହ୍ନଟ ହୋଇଛି । ମୁଁ ହୋମ ଆଇସିଲେଶନରେ ଅଛି। ମୁଁ ଘରୁ ମୋ କାର୍ଯ୍ୟ କରିବି। ମୁଁ ଅନୁରୋଧ କରୁଛି ଯେ,…

ସଂସଦ ମୌସୁମୀ ଅଧିବେଶନରେ ଏଥର ପ୍ରଶ୍ନକାଳ ନାହିଁ, କାରଣ କହିଲେ ସରକାର

ନୂଆଦିଲ୍ଲୀ: କରୋନା ମହାମାରୀ ଭିତରେ ଆସନ୍ତା ୧୪ ତାରିଖରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ । ଏଥର ଅଧିବେଶନର ରହିବ ନାହିଁ ପ୍ରଶ୍ନକାଳ । ଏହାପରେ ପ୍ରଶ୍ନ ଉଠୁଛି ସଂସଦ ଅଧିବେଶନରେ ଗୁରୁତ୍ୱପୂର୍ଣ୍ଣ ବିବେଚିତ ପ୍ରଶ୍ନକାଳକୁ କାହିଁକି ହଟାଇ ଦିଆଗଲା ? ଏହାର ସ୍ପଷ୍ଟୀକରଣ ରଖିଛନତି…

୭୮ ହଜାର ନୂଆ ଆକ୍ରାନ୍ତଙ୍କ ସହ ଦେଶରେ ୩୭ ଲକ୍ଷ ଟପିଲା କରୋନା ମାମଲା, ମୃତ୍ୟୁ ସଂଖ୍ୟା ଟପିଲା ୬୬ ହଜାର

ନୂଆଦିଲ୍ଲୀ: ବିଜୁଳି ବେଗରେ ବଢୁଛି କରୋନା ମାମଲା। ପ୍ରତିଦିନ ଭାଙ୍ଗୁଛି ରେକର୍ଡ । ଦେଶର ମାତ୍ର ୨ ଦିନରେ ୧ ଲକ୍ଷରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ରାଜ୍ୟରେ ପ୍ରତିଦିନ ୩୦୦୦ରୁ ଉର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହାସହ ତାଳ ଦେଇ ଉପର ମୁଁହା ହୋଇ ଚାଲିଛି ମୃତ୍ୟୁର…

ଦେଇପାରିଲେନି ଡେଲିଭରୀ ଫି’, ନବଜାତକୁ ଲକ୍ଷେ ଟଙ୍କାରେ ବିକିଦେଲେ ବାପା-ମା’!

ଲକ୍ଷ୍ନୌ: ଟଙ୍କାର ଅଭାବ । ଅସହାୟ ବାପା-ମାଆ । ଦେଇପାରିଲେନି ହସ୍ପିଟାଲ ଫି’ । ଶେଷରେ ନବଜାତକୁ ଲକ୍ଷେ ଟଙ୍କାରେ ବିକି ଦେଲେ ଦମ୍ପତ୍ତି । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର ଆଗ୍ରାରୁ । ଏଠାରେ ଜଣେ ମା’ ଡେଲିଭରୀ ଫି’ ଦେଇପାରି ନଥିଲେ । ଏହାପରେ ହସ୍ପିଟାଲ କର୍ତ୍ତୃପକ୍ଷ…