Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପାକିସ୍ତାନରେ ବିମାନ ଦୁର୍ଘଟଣା; ୧୦୦ ଜଣ ଯାତ୍ରୀଙ୍କୁ ନେଇ କରାଚୀ ଯାଉଥିଲା ବିମାନ

ଇସ୍ଲାମାବାଦ: ଲାହୋରରୁ ଏକ ପାକିସ୍ତାନ ଇଣ୍ଟରନ୍ୟାସନାଲ୍ ଏୟାରଲାଇନ ବିମାନ କରାଚୀ ଅଭିମୁଖେ ଯାତ୍ରା କରୁଥିିବା ବେଳେ କରାଚୀ ବିମାନ ବନ୍ଦର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ବିମାନରେ ସମୁଦାୟ ୧୦୦ ଜଣ ଯାତ୍ରୀ ଥିଲେ । Pakistan International Airlines (PIA) flight from…

ଜିଓ ପ୍ଲାଟଫର୍ମ୍‌ସରେ ୧୧,୩୬୭ କୋଟି ଟଙ୍କା ନିବେଶ କରିବ କେକେଆର୍‌

ଭୁବନେଶ୍ୱର/ମୁମ୍ବାଇ: ବିଶ୍ୱର ପ୍ରତିଷ୍ଠିତ ନିବେଶକାରୀ ସଂସ୍ଥା କେକେଆର୍, ଜିଓ ପ୍ଲାଟଫର୍ମସରେ ୧୧,୩୬୭ କୋଟି ଟଙ୍କା ପୁଞ୍ଜିନିବେଶ କରିବ ବୋଲି ସୂଚନା ମିଳିଛି । ଜିଓ ପ୍ଲାଟଫର୍ମସର ମୋଟ ଇକ୍ୱିଟି ମୂଲ୍ୟ ୪.୯୧ ଲକ୍ଷ କୋଟି ଟଙ୍କା ଏବଂ ଓଦ୍ୟୋଗିକ ମୂଲ୍ୟ ୫.୧୬ ଲକ୍ଷ କୋଟି ଟଙ୍କା ଆକଳନ…

ବାତ୍ୟା ଅମ୍ଫାନ: ପଶ୍ଚିମବଙ୍ଗ ଲାଗି ୧୦୦୦ କୋଟି ଟଙ୍କାର ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦୀ

କୋଲକାତା: ଅମ୍ଫାନ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ପଶ୍ଚିମବଙ୍ଗ ଲାଗି ୧୦୦୦ କୋଟି ଟଙ୍କାର ଆଗୁଆ ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ଆକାଶମାର୍ଗରୁ ପ୍ରଧାନମନ୍ତ୍ରୀ ମୋଦୀ ପଶ୍ଚିମବଙ୍ଗର ବାତ୍ୟା ପ୍ରଭାବିତ ଅଞ୍ଚଳ ଗୁଡ଼ିକୁ ସର୍ବେକ୍ଷଣ କରିବା ସହିତ…

ମେ’ ୩୧ ପର୍ଯ୍ୟନ୍ତ ବିମାନ ଚଳାଚଳ ଆରମ୍ଭ ନ’କରାଯାଉ; କେନ୍ଦ୍ରକୁ ଜଣାଇଲା ତାମିଲନାଡୁ

ନୂଆଦିଲ୍ଲୀ: ତାମିଲନାଡୁ ରାଜଧାନୀ ଚେନ୍ନାଇରେ ଏବେ କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଇ ଚାଲିଛି । ଏହାକୁ ଦୃଷ୍ଟିରେ ରଖି ତାମିଲନାଡୁ ସରକାର ମେ ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିଥିବା ଲକ୍‌ଡାଉନ୍ ଅବଧିରେ ବିମାନ ଚଳାଚଳ ବନ୍ଦ ରଖିବାକୁ କେନ୍ଦ୍ରକୁ ଅନୁରୋଧ କରିଛି । ଅଧିକ…

ପଶ୍ଚିମବଙ୍ଗରେ ଆକାଶମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ

କୋଲକାତା / ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ପଶ୍ଚିମବଙ୍ଗରେ ବାତ୍ୟା ଅମ୍ଫାନ ଦ୍ୱାରା ପ୍ରଭାବିତ ଅଞ୍ଚଳ ଗୁଡିକୁ ଆକାଶମାର୍ଗରୁ ପରିଦର୍ଶନ କରିଛନ୍ତି । ତାଙ୍କ ସହ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଯୋଗ ଦେଇଥିଲେ। ପ୍ରାୟ ତିନିମାସ ପରେ ମୋଦୀ ଆଜି ସକାଳେ…

ଘରୋଇ ବିମାନ ଲାଗି ବୁକିଂ ଆରମ୍ଭ

ନୂଆଦିଲ୍ଲୀ: ଆଜି ଦିନ ୧୨ଟା ୩୦ମି.ରୁ ଘରୋଇ ବିମାନ ବୁକିଂ ଆରମ୍ଭ ହୋଇଥିବା ନେଇ ଶୁକ୍ରବାର ଦିନ ଏୟାର ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି। ଏନେଇ ଟ୍ବିଟ ମଧ୍ୟ କରାଯାଇଛି। https://twitter.com/airindiain/status/1263693686585655297?s=19 ଆସନ୍ତା ୨୫ ତାରିଖରୁ ଘରୋଇ…

ଭାରତର ୧୦ ଟି ଧନୀ ମନ୍ଦିର; ଯାହାର ସମ୍ପତ୍ତି ବିଷୟରେ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଭୁବନେଶ୍ୱର: ସମଗ୍ର ବିଶ୍ୱରେ ହିନ୍ଦୁମାନେ ଖୋଲା ହୃଦୟରେ ଦେବାଦେବୀ ମନ୍ଦିରକୁ ନଗଦ, ସୁନା, ରୂପା ଆଦି ଦାନ କରିବା ନେଇ ବେଶ୍ ପରିଚିତ। ଆସନ୍ତୁ ଜାଣିବା ଭାରତର କିଛି ଧନୀ ମନ୍ଦିର ସମ୍ପର୍କରେ... ପଦ୍ମନାଭସ୍ୱାମୀ ମନ୍ଦିର: ଚଳିତ ବର୍ଷର ତଥ୍ୟ ଅନୁଯାୟୀ ପଦ୍ମନାଭସ୍ୱାମୀ ମନ୍ଦିର ଭାରତର…

କମିଲା ଆରବିଆଇର ରେପୋ ରେଟ୍‌

ନୂଆଦିଲ୍ଲୀ: ବିପର୍ଯ୍ୟସ୍ତ ଅର୍ଥନୀତିକୁ ସୁଦୃଢ କରିବା ପାଇଁ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଶୁକ୍ରବାର ଦିନ ଅନେକ ପଦକ୍ଷେପ ଘୋଷଣା କରିଛନ୍ତି। ତନ୍ମଧ୍ୟରେ ରିଜର୍ଭ ବ୍ୟାଙ୍କ ରେପୋ ହାରକୁ ୪୦ ବେସିସ୍ ପଏଣ୍ଟକୁ ହ୍ରାସ କରାଯାଇଛି। ଯାହା ଫଳରେ ଏବେ ରେପୋ ରେଟ ୪% ରହିଛି। ସେହିଭଳି…

କରୋନା ଅପଡ଼େଟ୍‌: ଓଡ଼ିଶା, ଭାରତ ସମେତ ବିଶ୍ୱର ତାଜା ସ୍ଥିତି

ଭୁବନେଶ୍ୱର: ଓଡ଼ିଶାରେ ଶୁକ୍ରବାର ସକାଳ ୧୦ଟା ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୯କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୭ ରହିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୩୯୩ ଜଣ ଆରୋଗ୍ୟ ଲାଭ କରିଥିବା ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂତ୍ରରୁ…

ବଢୁଛି ଚିନ୍ତା: ଭାରତରେ ୨୪ ଘଣ୍ଟାରେ ସର୍ବାଧିକ ୬୦୮୮ ସଂକ୍ରମିତ, ୧୪୮ ମୃତ

ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରିଚାଲିଛି କରୋନା ମହାମାରୀ । ରାଜ୍ୟ ପରେ ରାଜ୍ୟକୁ ଏହା ନିଜ କବଳକୁ ନେଇ ସାରିଛି । ଏହାର ପ୍ରଭାବରେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ, ଭାରତରେ କରୋନା ଆକ୍ରାନ୍ତଙ୍କ…