Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବଢୁଛି ଚିନ୍ତା: ଭାରତରେ ୨୪ ଘଣ୍ଟାରେ ସର୍ବାଧିକ ୬୦୮୮ ସଂକ୍ରମିତ, ୧୪୮ ମୃତ

ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରିଚାଲିଛି କରୋନା ମହାମାରୀ । ରାଜ୍ୟ ପରେ ରାଜ୍ୟକୁ ଏହା ନିଜ କବଳକୁ ନେଇ ସାରିଛି । ଏହାର ପ୍ରଭାବରେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ, ଭାରତରେ କରୋନା ଆକ୍ରାନ୍ତଙ୍କ…

ଓଡିଶା ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ; ଆକାଶ ମାର୍ଗରୁ କରିବେ ବାତ୍ୟାଞ୍ଚଳ ପରିଦର୍ଶନ

ନୂଆଦିଲ୍ଲୀ / ଭୁବନେଶ୍ୱର: ଆଜି ଓଡିଶାଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବାତ୍ୟା ଅମ୍ଫାନର ପରବର୍ତ୍ତୀ ପରିସ୍ଥିତିକୁ ଅନୁଧ୍ୟାନ କରିବା ନିମନ୍ତେ ଓଡିଶା ଓ ପଶ୍ଚିମବଙ୍ଗ ଗସ୍ତରେ ଆସୁଛନ୍ତି ମୋଦୀ। ଏନେଇ ଗୁରୁବାର ଦିନ ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ସୂଚନା…

ସ୍ମାର୍ଟ ଫୋନ ଦେବ କରୋନା ସଂକ୍ରମିତଙ୍କ ତଥ୍ୟ !

ଭୁବନେଶ୍ୱର: କରୋନା ପାଇଁ ଏବେ ସବୁଠି ଚିନ୍ତା । ଦେଶ ପରେ ଦେଶ, ରାଜ୍ୟ ପରେ ରାଜ୍ୟ ଏହାର କବଳକୁ ଆସି ଯାଉଛି । ଏହାର ସଂକ୍ରମଣରେ କିଛି ଟା ରୋକ ଲଗାଇବା ପାଇଁ ସାରା ଦେଶରେ ଲକଡାଉନ । ତେବେ ମଧ୍ୟ ବିଶ୍ୱର କିଛି ପ୍ରମୁଖ ରାଷ୍ଟ୍ର ମୁଖ୍ୟ ଏବେ ଜନସାଧାରଣଙ୍କୁ ସତର୍କ ରହିବାର ଉପଦେଶ ଦେଇ…

ଆସନ୍ତାକାଲି ଆକାଶମାର୍ଗରୁ ଓଡ଼ିଶାର ବାତ୍ୟାଞ୍ଚଳ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ପଶ୍ଚିମବଙ୍ଗ ଓ ଓଡ଼ିଶା ଆସି ଅମ୍ଫାନ ବାତ୍ୟା ପରବର୍ତ୍ତୀ ପରିସ୍ଥିତି ପରଖିବେ । “ପ୍ରଧାନମନ୍ତ୍ରୀ ମୋଦୀ ଆକାଶମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କରି ଏହି ବାତ୍ୟାରେ ହୋଇଥିବା କ୍ଷୟକ୍ଷତି ଏବଂ ବାତ୍ୟା ପରବର୍ତ୍ତୀ…

କରୋନା ଅପଡ଼େଟ୍‌: ଓଡ଼ିଶା, ଭାରତ ସମେତ ବିଶ୍ୱର ତାଜା ସ୍ଥିତି

ଭୁବନେଶ୍ୱର: ଓଡ଼ିଶାରେ ଗୁରୁବାର ସନ୍ଧ୍ୟା ୫ଟା ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୧୦୩କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୦୭ ରେ ପହଞ୍ଚିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୩୯୩ ଜଣ ଆରୋଗ୍ୟ ଲାଭ କରିଥିବା ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ…

ପାକିସ୍ତାନ କରୋନା ମ୍ୟାପ ଦର୍ଶାଇଲା ଭାରତର ପିଓକେ

ଇସଲାମବାଦ: ପାକିସ୍ତାନ ପ୍ରକାଶିତ କରୋନା ସଂକ୍ରମିତ ମ୍ୟାପରେ ବିବାଦୀୟ ପାକ ଅଧିକୃତ କଶ୍ମୀର (ପିଓକେ) ଭାରତର ଅଂଶବିଶେଷ ବୋଲି ଦର୍ଶାଯାଇଛି । ପାକିସ୍ତାନର ଏହି ଭୁଲ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭୁଲରେ ହେଉ ପଛେ ପାକିସ୍ତାନ ମାନିଲା ପିଓକେ ଭାରତର ବୋଲି ଜଣେ ୟୁଜର୍ସ…

ତାମିଲନାଡୁରେ ଏକ ସଙ୍ଗରେ ୮୦୦୦ ମନ୍ଦିରରେ ପୂଜା

ଚେନ୍ନାଇ: ଆସ୍ଥା ଉପରେ କରୋନା ମହାମାରୀର ପ୍ରଭାବ କମିବାରେ ନାମ ନେଉନାହିଁ । ତାମିଲନାଡୁରେ କରୋନା ନିୟନ୍ତ୍ରଣକୁ ଆସୁ ନ ଥିବାରୁ ସ୍ଥାନୀୟ ସରକାର ଏକ ସଙ୍ଗରେ ୮୦୦୦ ମନ୍ଦିରରେ ପୂଜା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମନ୍ଦିରଗୁଡିକରେ ଦାନର ଅଭାବ ଯୋଗୁ ପୂଜାରୀ ଏବଂ ଏଥି ସହିତ ଜଡିତ…

ଭାରତ-ଚୀନ ବିବାଦ ବଢ଼ିବାରେ ଲାଗିଛି

ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ବିବାଦ କମିବା ପରିବର୍ତେ ବଢ଼ିବାରେ ଲାଗିଛି । ଚୀନ ସେନା ଉଦ୍ଦେଶ୍ୟମୂଳକ ଭାବେ ଭାରତୀୟ ସେନାକୁୂ ଉତ୍ୟକ୍ତ କରିବାକୁ ଚେଷ୍ଟା କରୁଛି । ବୈଦଶିକ ମନ୍ତ୍ରଣାଳୟ ଏହା କହିବା ପରେ ସୀମାରେ ସେନାର ପାଟ୍ରୋଲିଂକୁ ଆହୁରି କଡାକଡି କରାଯାଇଛି । ସୀମାରେ ଶାନ୍ତି ବଜାୟ…

ଖୁବଶୀଘ୍ର ବିବାହ କରିବେ ବାହୁବଳୀ ଫେମ୍ ରାଣା ଦଗୁବତୀ, ସରିଲା ନିର୍ବନ୍ଧ, ଫଟୋ ଭାଇରାଲ

ମୁମ୍ବାଇ: ବହୁବଲୀ ଫେମ ତଥା ଟଲିଉଡ ଅଭିନେତା ରାଣା ଦଗୁବତୀଙ୍କ ନିକଟରେ ନିର୍ବନ୍ଧ ସରିଛି । ସେ ସିକ୍ରେଟ ଏଗେଂଜମେଂଟ କରିଛନ୍ତି । ସେ ନିଜ ଗାର୍ଲଫ୍ରେଣ୍ଡ ମିହିକା ବଜାଜଙ୍କ ସହ ନିର୍ବନ୍ଧରେ ବାନ୍ଧି ହୋଇଛନ୍ତି । ନିର୍ବନ୍ଧ ବେଳର କିଛି ଫଟୋକୁ ରାଣା ନିଜେ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ…

ନବବଧୂକୁ କରୋନା, ଶ୍ୱଶୁର ଘର ଲୋକେ ଛାନିଆ

ଭୋପାଲ: କନ୍ୟାକୁ କରୋନା । ଶ୍ୱଶୁର ଘରେ ଆତଙ୍କ । ବିବାହ ଦୁଇ ଦିନ ପରେ ନବବଧୁଙ୍କ ରିପୋର୍ଟ ଆସିଲା ପଜିଟିଭ । ଖବର ଶୁଣି ଛାନିଆ ହେଲେ ଶାଶୁଘର ଲୋକ । ଏପରି ଘଟଣା ଘଟିଛି ମଧ୍ୟପ୍ରଦେଶର ରାଇସେନ୍ ଜିଲ୍ଲାର ମଣ୍ଡିଦୀପରେ । ସୂଚନା ମୁତାବକ, ବିବାହ ଦିନ କନ୍ୟାର ସ୍ୱାସ୍ଥ୍ୟ ଖରାପ ଥିଲା । ହେଲେ…