Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କରୋନା ଅପଡ଼େଟ୍‌: ଓଡ଼ିଶା, ଭାରତ ସମେତ ବିଶ୍ୱର ତାଜା ସ୍ଥିତି

ଭୁବନେଶ୍ୱର: ଓଡ଼ିଶାରେ ଶନିବାର ସନ୍ଧ୍ୟା ୫ଟା ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୩୭କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୩ ରହିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୬୬ଜଣ ଆରୋଗ୍ୟ ଲାଭ କରିଥିବା ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂତ୍ରରୁ…

ପଶ୍ଚିମବଙ୍ଗରେ ୧୮୫ ନର୍ସ ଇସ୍ତଫା ଦେଲେ, କାରଣ ଅସ୍ପଷ୍ଟ

କଲିକତା: ପଶ୍ଚିମବଙ୍ଗ ସରକାରକୁ ଶନିବାର କରୋନା ଲଢ଼େଇରେ ଶକ୍ତ ଧକ୍କା ଲାଗିଛି । ଅନ୍ୟ ରାଜ୍ୟରୁ ଚାକିରୀ କରୁଥିବା ୧୮୫ ନର୍ସ ଇସ୍ତଫା ପ୍ରଦାନ କରିଛନ୍ତି । ଅଧିକାଂଶ ନର୍ସ ମଣିପୁରର ବୋଲି ଜଣାପଡିଛି । ରିପୋର୍ଟ ମୁତାବକ ପୂର୍ବାଂଚଳର ଆଉ କେତେକ ରାଜ୍ୟରୁ ମଧ୍ୟ ନର୍ସମାନେ ଇସ୍ତଫା ଦେବା କଥା…

ନିଲାମ ହେବ ଦେଶର ୬ଟି ବିମାନବନ୍ଦର

ନୂଆଦିଲ୍ଲୀ: ଭାରତର ଏୟାରସ୍ପେଶର ବୃଦ୍ଧି କରିବା ପାଇଁ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି । ସେ କହିଛନ୍ତି , ଦେଶର ୬ଟି ବିମାନବନ୍ଦରକୁ ନିଲାମ କରାଯିବ। ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ସାହାଯ୍ୟରେ ଏହି କାମକୁ ଦୁଇ ମାସ ମଧ୍ୟରେ ଶେଷ କରାଯିବ। ଏୟାରସ୍ପେଶର…

ପ୍ରତିରକ୍ଷା ସାମଗ୍ରୀରେ ମେକ୍‌-ଇନ୍‌-ଇଣ୍ଡିଆକୁ ଗୁରୁତ୍ୱ

ନୂଆଦିଲ୍ଲୀ: ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନରେ ବିଶେଷ ଦୃଷ୍ଟି ଦିଆଯିବ । ଏନେଇ ଆଜି ଚତୁର୍ଥ ପର୍ଯ୍ୟାୟ ଆତ୍ମନିର୍ଭର ଭାରତ ପ୍ୟାକେଜରେ ଘୋଷଣା କରିଛନ୍ତି ଅର୍ଥ ନିର୍ମଳା ସୀତାରମଣ । ପ୍ରତିରକ୍ଷା ସାମଗ୍ରୀରେ ମେକ୍‌-ଇନ୍‌-ଇଣ୍ଡିଆକୁ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି । ପ୍ରତିରକ୍ଷା…

ନିଲାମ ହେବ ୫ଶହ ମାଇନିଂ ବ୍ଲକ

ନୂଆଦିଲ୍ଲୀ: ଆତ୍ମନିର୍ଭର ଭାରତ ପ୍ୟାକେଜର ଆଜି ଚତୁର୍ଥ ପର୍ଯ୍ୟାୟରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କୋଇଲା କ୍ଷେତ୍ର ପାଇଁ ବଡ ଘୋଷଣା କରିଛନ୍ତି । କୋଇଲା ପରିବହନ ଭିତ୍ତିଭୂମି ପାଇଁ ୫୦ ହଜାର କୋଟି ଘୋଷଣା ହୋଇଛି । ସେ କହିଛନ୍ତି, କୋଇଲା ଖଣି ନିଲାମ ପ୍ରକ୍ରିୟାକୁ ସରଳିକରଣ କରାଯିବ…

ରାସ୍ତାରେ ଚାଲୁଥିବା ଭୋକିଲାଙ୍କୁ ଋଣ ନୁହେଁ ଟଙ୍କା ଦରକାର: ରାହୁଲ

ନୂଆଦିଲ୍ଲୀ: ଚାରିଆଡେ କରୋନା ଯୋଗୁଁ ତାଲାବନ୍ଦ ପଡିଛି । ଫଳରେ କରୋନା କଟକଣା ଯୋଗୁଁ ଆର୍ଥିକ ସଂକଟ ଦେଖାଦେଇଛି । ଏଭଳି ସ୍ଥିତିରେ ଦେଶବାସୀଙ୍କୁ ଆର୍ଥିକ ସଂକଟରୁ ଉଦ୍ଧାର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦ ଲକ୍ଷ କୋଟି ଟଙ୍କାର ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ ଘୋଷଣା କରିଥିଲେ…

ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଏମଏସଏମଇ ଓ ସୂକ୍ଷ୍ମ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗୀ

ନୂଆଦିଲ୍ଲୀ: କରୋନା ମହାମାରୀକୁ ପ୍ରତିହତ କରିବା ଲାଗି କେନ୍ଦ୍ର ସରକାର ଜାରି କରିଥିବା ଲକଡାଉନ ଦ୍ୱାରା ସୂକ୍ଷ୍ମ, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ଗୁଡ଼ିକ ବ୍ୟାପକ ଭାବେ ପ୍ରଭାବିତ ହୋଇଛନ୍ତି । ଗତ ଦେଢ଼ମାସରୁ ଊର୍ଦ୍ଧ୍ୱ ସମୟ ଧରି ଏମଏସଏମଇ ୟୁନିଟଗୁଡ଼ିକ ବନ୍ଦ ରହିଥିବା ଯୋଗୁ ସେମାନେ…

ଅଣାୟତ୍ତ କରୋନା: ସଂକ୍ରମଣରେ ଚୀନକୁ ଟପିଲା ଭାରତ

ନୂଆଦିଲ୍ଲୀ: ଚାହୁଚାହୁଁ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୫ ହଜାର ଟପିଲାଣି । ମୃତ୍ୟୁ ସଂଖ୍ୟା ମଧ୍ୟ ଲାଗତାର ବଢ଼ିବାରେ ଲାଗିଛି । ଭାରତରେ ଲଗାତାର ବଢୁଥିବା ଏହି ସଂଖ୍ୟା ପାଲଟିଛି ଚିନ୍ତାର କାରଣ । କରୋନାର ଉତ୍ପତ୍ତି ସ୍ଥଳ କୁହାଯାଉଥିବା ଚୀନକୁ ମଧ୍ୟ ଭାରତ ସଂକ୍ରମଣରେ…

ଭାରତୀୟ ସେନାର ଘୋଡାସବାର ବାହିନୀ ଖୁବ୍ ଶୀଘ୍ର ଇତିହାସ ପାଲଟିବ

ନୂଆଦିଲ୍ଲୀ:ଭାରତୀୟ ଘୋଡାସବାର ବାହିନୀ ସେନାରୁ ଖୁବ୍ ଶୀଘ୍ର ବିଦାୟ ନେବାକୁ ଯାଉଛି । ଏହା ବଦଳରେ ଟ୍ୟାଙ୍କର ବ୍ୟବହାର କରାଯିବ । ୧୯୫୩ରୁ ସେନାରେ ୬୧ ଘୋଡାସବାର ବାହିନୀ କାର୍ଯ୍ୟ କରୁଛି । ୨୫ ବର୍ଷ ମଧ୍ୟରେ କୌଣସି ଅପରେଶନରେ ଅଂଶଗ୍ରହଣ କରି ନାହିଁ । ଲ୍ୟୁଟନାଂଟ ଜେନେରାଲ ଡିବି ଶେକଟକର…

ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ମାଆମାନଙ୍କ ନବଜାତ ଶିଶୁଙ୍କ ପାଇଁ ଦେବଦୂତ ସାଜିଲେ ଫିରୋଜା

କାବୁଲ: ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ମାଆମାନଙ୍କ ନବଜାତ ଶିଶୁଙ୍କ ପାଇଁ ଆଫଗାନିସ୍ତାନର ମହିଳା ଫିରୋଜା ୟୁନିସ ଦେବଦୂତ ସାଜିଛନ୍ତି । ଏହି ନବଜାତଙ୍କୁ ଫିରୋଜା ସ୍ତନ୍ୟପାନ କରାଇ ମହତ କାର୍ଯ୍ୟ କରିଛନ୍ତି । ଯାହା ଏବେ ସବୁଠାରେ ଚର୍ଚ୍ଚାର କାରଣ ସାଜିଛି । ସମସ୍ତେ ତାଙ୍କର ଏହି…