Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କରୋନା ଅପଡ଼େଟ୍‌: ଓଡ଼ିଶା, ଭାରତ ସମେତ ବିଶ୍ୱର ତାଜା ସ୍ଥିତି

ଭୁବନେଶ୍ୱର: ଓଡ଼ିଶାରେ ଶନିବାର ସକାଳ ୬ଟା ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୩୭କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୩ ରହିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୬୬ଜଣ ଆରୋଗ୍ୟ ଲାଭ କରିଥିବା ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି।…

ଭାରତରେ କରୋନାଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ୮୫ ହଜାର ଟପିଲା, ୨୭୫୨ ମୃତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଶନିବାର ଦିନ ୮୫,୯୪୦ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏଯାବତ୍ କରୋନା ସଂକ୍ରମଣର ପ୍ରାୟ ୫୩,୦୩୫ ସକ୍ରୀୟ ମାମଲା ରହିଥିବା ବେଳେ ପାଖାପାଖି ୨୭୫୨ ଜଣ…

ସ୍ଲୋଭେନିଆ ପ୍ରଥମ ୟୁରୋପୀୟ ଦେଶ ଭାବେ କରୋନା ମୁକ୍ତ ହେଲା

ଲିଜୁବଲିଜାନା: ସ୍ଲୋଭେନିଆ ପ୍ରଥମ ୟୁରୋପୀୟ ଦେଶ ଭାବେ କରୋନା ମହାମାରୀକୁ ମାତ୍ ଦେବାରେ ସଫଳ ହୋଇଛି । ସ୍ଥାନୀୟ ସରକାର ଘୋଷଣା କରି କହିଛନ୍ତି କରୋନା ଏବେ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି । ସ୍ୱତନ୍ତ୍ର ସ୍ୱାସ୍ଥ୍ୟାବସ୍ଥାର ଆବଶ୍ୟକତା ନାହିଁ । ଅଷ୍ଟ୍ରିଆ, ଇଟାଲୀ ଓ ହଙ୍ଗେରୀ ଲୋକେ…

ଭାରତକୁ ବଡ ସଫଳତା, ମ୍ୟାନମାର ହସ୍ତାନ୍ତର କଲା ୨୨ ଉଗ୍ରବାଦୀ

ନୂଆଦିଲ୍ଲୀ: ଭାରତକୁ ଶୁକ୍ରବାର କୂଟନୈତିକ ସ୍ତରରେ ଏକ ବଡୁତ ବଡ ସଫଳତା ମିଳିଛି । ଭାରତ ଅନୁରୋଧ କ୍ରମେ ମ୍ୟାନମାର ୨୨ ଉଗ୍ରବାଦୀଙ୍କୁ ହସ୍ତାନ୍ତର କରିଛି । ଏଥିରେ ଭାରତର ଜେମ୍ସ ବଣ୍ଡ କୁହାଯାଉଥିବା ଅଜିତ ଡୋଭାଲଙ୍କ ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ରହିଛି ।  ମଣିପୁର ଓ ଆସାମରେ…

ଆମେରିକା ଧମକ ଆଗରେ ମୁଣ୍ଡ ନୁଆଁଇଲା ଚୀନ

ୱାଶିଂଟନ: ଶେଷରେ ଆମେରିକା ଧମକ ଆଗରେ ମୁଣ୍ଡ ନୁଆଁଇଛି ଚୀନ୍ । ଆବଶ୍ୟକ ପଡିଲେ ଚୀନ ସହ ସମସ୍ତ ସମ୍ପର୍କ ଚ୍ଛିନ୍ନ କରାଯିବ ବୋଲି ଗୁରୁବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ । ଏହାର ଜବାବରେ ପ୍ରଥମ ଥର ପାଇଁ ଚୀନର ସ୍ୱର ବଦଳିଛି । କରୋନା ମହାମାରୀ ବିରୋଧରେ ସମସ୍ତ ପ୍ରକାର…

ସୁରତରେ ପୋଲିସ ମାଡରେ ପ୍ରବାସୀ ଓଡିଆ ଯୁବକଙ୍କ ମୃତ୍ୟୁ ଅଭିଯୋଗ

ଭୁବନେଶ୍ୱର : ସୁରତ ପୋଲିସ ନାଁରେ ସାଂଘାତିକ ଅଭିଯୋଗ । ପ୍ରବାସୀ ଓଡିଆ ଯୁବକଙ୍କୁ ପିଟିପିଟି ମାରି ଦେଇଥିବାର ଅଭିଯୋଗ । ମୃତ ଯୁବକଙ୍କ ନାଁ ସତ୍ୟ ସ୍ୱାଇଁ । ତାଙ୍କ ଘର ଗଂଜାମ ଜିଲ୍ଲା ଭଂଜନଗର ଅନ୍ତର୍ଗତ ଗରୁଡ ଗାଁରେ । ସୂଚନା ଅନୁଯାୟୀ, ସତ୍ୟ ସୁରତରେ ରହି କାମ କରୁଥିବା ବେଳେ ଆମ୍ରୋଲି…

କୃଷି କ୍ଷେତ୍ର ପାଇଁ ଅର୍ଥମନ୍ତ୍ରୀ ସୀତାରମଣଙ୍କ ୧୧ଟି ପଦକ୍ଷେପ ଘୋଷଣା

ଭୁବନେଶ୍ୱର : କୃଷି କ୍ଷେତ୍ରର ଉନ୍ନତି ପାଇଁ ୧୧ଟି ପଦକ୍ଷେପ ନିଆଯିବ । ଆଜି ଆତ୍ମନିର୍ଭର ଭାରତ ଅଭିଯାନ ପ୍ୟାକେଜର ତୃତୀୟ ଭାଗ ବିବରଣୀ ଦେବା ଅବସରରେ ଏହି ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କୃଷି ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଏକ ଲକ୍ଷ କୋଟି ଟଙ୍କାର…

କରୋନା ଅପଡ଼େଟ୍‌: ଓଡ଼ିଶା, ଭାରତ ସମେତ ବିଶ୍ୱର ତାଜା ସ୍ଥିତି

ଭୁବନେଶ୍ୱର: ଓଡ଼ିଶାରେ ଶୁକ୍ରବାର ସକାଳ ୬ଟା ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୭୨କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୩ ରହିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୫୮ଜଣ ଆରୋଗ୍ୟ ଲାଭ କରିଥିବା ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂତ୍ରରୁ…

ବଢୁଛି ସଂକ୍ରମଣ: ଭାରତରେ ୮୧ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ୨୬୪୯ ମୃତ

ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରିଚାଲିଛି କରୋନା ମହାମାରୀ । ରାଜ୍ୟ ପରେ ରାଜ୍ୟକୁ ଏହା ନିଜ କବଳକୁ ନେଇ ସାରିଛି । ଏହାର ପ୍ରଭାବରେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । Spike of 3967 #COVID19 cases & 100 deaths in India, in last…

ଦୀର୍ଘ ୬ ମାସ ପରେ ଆଜି ଫିଟିଲା ବାବା ବଦ୍ରୀନାଥଙ୍କ ଦ୍ଵାର

ବଦ୍ରୀନାଥ: ଦୀର୍ଘ ୬ ମାସ ହେବ ବନ୍ଦ ରହିଥିବା ଉତ୍ତରାଖଣ୍ଡର ବାବା ବଦ୍ରୀନାଥଙ୍କ ଧାମ ଶୁକ୍ରବାର ଦିନ ଖୋଲିଛି । ଶୁକ୍ରବାର ଶୁଭ ମୁହୂର୍ତ୍ତରେ ବଦ୍ରୀନାଥ ଧାମର ମୁଖ୍ୟ ଫାଟକ ଖୋଲି ଦିଆଯାଇଛି । ଆଜି ସକାଳ ୪ଟା ୩୦ରେ ପ୍ରଥମେ ଭଗବାନ ବଦ୍ରୀନାଥଙ୍କୁ ଅଭିଷେକ କରାଯାଇଥିଲା । ମନ୍ଦିର…