Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୨୦୨୬-୨୭ ହୋଇପାରେ ଶତାବ୍ଦୀର ସବୁଠାରୁ ଉତ୍ତପ୍ତ ବର୍ଷ: ମାଡ଼ି ଆସୁଛି ଭୟଙ୍କର ‘ମହା-ଏଲ୍-ନିନୋ’

ନୂଆଦିଲ୍ଲୀ: ସମଗ୍ର ବିଶ୍ୱ ପାଇଁ ଏକ ବଡ଼ ବିପଦର ଘଣ୍ଟି ବଜାଇଛନ୍ତି ପାଣିପାଗ ବିଜ୍ଞାନୀ । ପ୍ରଶାନ୍ତ ମହାସାଗରରେ ଏକ ଅତି ଶକ୍ତିଶାଳୀ 'ଏଲ୍-ନିନୋ' ସୃଷ୍ଟି ହେଉଥିବା ବେଳେ, ଏହା ୧୯ଶ ଶତାବ୍ଦୀ ପରେ ସବୁଠାରୁ ଭୟଙ୍କର ରୂପ ନେଇପାରେ ବୋଲି ଆଶଙ୍କା କରାଯାଉଛି । ଏହାର ପ୍ରଭାବରେ ବିଶ୍ୱର…

ମାନିଲେ ସରକାର; ୬୧୧ଟି ସରକାରୀ ସ୍କୁଲରେ କୋଠା ଓ ୨ ହଜାର ସ୍କୁଲରେ ଶୌଚାଳୟ ନାହିଁ

ଜୟପୁର: ସରକାରୀ ସ୍କୁଲରେ ମୌଳିକ ସୁବିଧା ସମ୍ପର୍କରେ ରାଜସ୍ଥାନ ବିଧାନସଭାରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ରାଜସ୍ଥାନ ସରକାର ସ୍ୱୀକାର କରିଛନ୍ତି ଯେ ରାଜ୍ୟର ୬୧୧ ସରକାରୀ ସ୍କୁଲର ନିଜସ୍ୱ କୋଠା ନାହିଁ। ବହୁ ସଂଖ୍ୟକ ସ୍କୁଲରେ ପିଲାମାନଙ୍କ ପାଇଁ ଶୌଚାଳୟ ଏବଂ ପାନୀୟ ଜଳ ଭଳି…

ପନ୍ତଙ୍କୁ ପରାମର୍ଶ ! ଗ୍ରହଣ କରନି ଅଧୀନାୟକ ପଦ

ନୂଆଦିଲ୍ଲୀ: ଭାରତୀୟ ୱିକେଟକିପର୍-ବ୍ୟାଟର ରିଷଭ ପନ୍ତଙ୍କୁ ଇଣ୍ଡିଅନ୍ ପ୍ରିମିୟର୍ ଲିଗ୍ ର ଆଗାମୀ ସଂସ୍କରଣରେ ଦିଲ୍ଲୀ କ୍ୟାପିଟାଲ୍ସ ର ଅଧିନାୟକ ପଦ ଗ୍ରହଣ ନକରିବାକୁ ପରାମର୍ଶ ଦିଆଯାଇଛି। ପନ୍ତଙ୍କୁ ଏହି ଅଧିନାୟକତ୍ୱ ପ୍ରସ୍ତାବ ଆସିଲେ ମଧ୍ୟ ଗ୍ରହଣ ନକରି ନିଜ ବ୍ୟାଟିଂ ଓ ଖେଳ ଉପରେ…

ବାଂଲାଦେଶରେ ଅବସରପ୍ରାପ୍ତ ହିନ୍ଦୁ ଶିକ୍ଷକଙ୍କୁ ହତ୍ୟା ଅଭିଯୋଗ, ବନ୍ଦ ଘରେ ୪ ମୃତଦେହ…

ଢାକା: ବାଂଲାଦେଶର ରଙ୍ଗପୁର ସହରରେ ଏକ ହିନ୍ଦୁ ପରିବାରର ଚାରିଜଣଙ୍କ ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ଘଟିଛି। ଶନିବାର ବିଳମ୍ବିତ ରାତିରେ ଏକ ବନ୍ଦ ଘରୁ ଜଣେ ଅବସରପ୍ରାପ୍ତ ସ୍କୁଲ ଶିକ୍ଷକ, ତାଙ୍କ ସ୍ତ୍ରୀ, ଝିଅ ଏବଂ ୧୨ ବର୍ଷର ପୁଅର ମୃତଦେହ ଉଦ୍ଧାର କରାଯାଇଛି। ପୋଲିସ ଅନୁଯାୟୀ,…

ଓଡ଼ିଶା ଉପକୂଳରେ MV ଓସେନ୍ ୱିନର ବୁଡ଼ିବା ଘଟଣାରେ ୨୨ ନିଖୋଜ, ଦୁଃଖ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ

ପାରାଦୀପ: ଓଡ଼ିଶା ଉପକୂଳରେ ପାନାମା-ପତାକାଯୁକ୍ତ ଜାହାଜ MV ଓସେନ୍ ୱିନର ବୁଡ଼ିଯିବା ଘଟଣାକୁ ନେଇ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ୍ ରବିବାର ଗଭୀର ଚିନ୍ତା ପ୍ରକାଶ କରିଛନ୍ତି। ଭାରତୀୟ ତଟରକ୍ଷୀ ବାହିନୀ (ICG) ଏବଂ ଭାରତୀୟ ନୌସେନା…

ଭାରତର ପ୍ରଥମ ସ୍ବଦେଶୀ AK-203 ଶେର…

ନୂଆଦିଲ୍ଲୀ: ଭାରତୀୟ ସେନାରେ ଖୁବ୍ ଶୀଘ୍ର ବହୁ ସଂଖ୍ୟକ AK-203 'ଶେର' ଆସଲ୍ଟ ରାଇଫଲ୍ ସାମିଲ ହେବାକୁ ଯାଉଛି। ଆମେଥିର କୋରୱାରେ ଥିବା ଅର୍ଡନାନ୍ସ ଫ୍ୟାକ୍ଟ୍ରିରେ ଏହି ରାଇଫଲ୍ ସଫଳତାର ସହ ପରୀକ୍ଷଣ କରାଯାଇଛି। ଏହା ଦେଶର ପ୍ରଥମ ୧୦୦% ସ୍ୱଦେଶୀ ଆସଲ୍ଟ ରାଇଫଲ୍। ଏନେଇ ଇଣ୍ଡୋ-ରୁସିଆନ୍…

Strait of Hormuz: ବଢିଲା ଇରାନ ସହ ଟଣାଓଟରା, ମ୍ୟାପ୍ ଜାରି କରି ହର୍ମୁଜ୍‌କୁ ‘ଆମେରିକାର ନୂଆ ଅଞ୍ଚଳ’ କହିଲେ…

ନୂଆଦିଲ୍ଲୀ: ଇରାନ ଓ ଆମେରିକା ମଧ୍ୟରେ ଉତ୍ତେଜନା ଜାରି ରହିଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ହର୍ମୁଜ୍‌ ପ୍ରଣାଳୀକୁ ନେଇ ବଡ଼ ଦାବି କରିଛନ୍ତି। ଟ୍ରମ୍ପ ତାଙ୍କ ଟ୍ରୁଥ୍‌ ସୋସିଆଲ୍‌ ଆକାଉଣ୍ଟରେ ହର୍ମୁଜ୍‌ ପ୍ରଣାଳୀର ଏକ ଚିତ୍ର ସେୟାର କରି ଏହାକୁ ‘New U.S. Territory’…

Japan Earthquake: ଟୋକିଓକୁ ଜୋରଦାର ଝଟକା, ୫.୯ ତୀବ୍ରତାର ଭୂକମ୍ପ, ୫ ଆହତ

ନୂଆଦିଲ୍ଲୀ: ରବିବାର ସକାଳୁ ପୂର୍ବ ଜାପାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଇବାରାକି ପ୍ରିଫେକ୍ଚରର ଦକ୍ଷିଣ ଅଞ୍ଚଳକୁ କେନ୍ଦ୍ର କରି ଘଟିଥିବା ଏହି ଭୂକମ୍ପର ପ୍ରାଥମିକ ତୀବ୍ରତା ୫.୯ ରେକର୍ଡ କରାଯାଇଛି। ଏହାର ଝଟକା ଟୋକିଓ ସମେତ ଆଖପାଖ ଅଞ୍ଚଳରେ ଜୋରଦାର ଭାବେ ଅନୁଭୂତ…

BJP’s New Team: ନିତିନ ନବୀନଙ୍କ ନୂଆ ଟିମକୁ ଭେଟିଲେ ପିଏମ୍ ମୋଦୀ, ଜାଣନ୍ତୁ କ’ଣ ଦେଲେ ମୂଳମନ୍ତ୍ର?

ନୂଆଦିଲ୍ଲୀ: ବିଜେପିର ନୂଆ ଜାତୀୟ ଟିମ୍‌ ସହ ପ୍ରଥମଥର ପାଇଁ ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଶନିବାର ଅନୁଷ୍ଠିତ ଏହି ବୈଠକରେ ଦଳର ସାଂଗଠନିକ ଢାଞ୍ଚାକୁ ଆହୁରି ମଜଭୁତ କରିବା, ତୃଣମୂଳସ୍ତରରେ କର୍ମୀଙ୍କୁ ସକ୍ରିୟ କରିବା ଏବଂ ଲୋକଙ୍କ ସହ ଦଳର ଯୋଗାଯୋଗ ବଢ଼ାଇବା ଉପରେ…

Odisha Parab: ବାରଣାସୀରେ ‘ଓଡ଼ିଶା ପରବ’: ପାରମ୍ପରିକ ଲୋକକଳା, ହସ୍ତଶିଳ୍ପ ଓ ଓଡିଆ ସ୍ୱାଦରେ ଝଲସୁଛି ଓଡିଶା…

ବାରଣାସୀ: ଉତ୍ତର ପ୍ରଦେଶର ବାରଣାସୀରେ ଶନିବାର ଠାରୁ ଆରମ୍ଭ ହୋଇଛି ତିନିଦିନିଆ ‘ଓଡ଼ିଶା ପରବ’। ଦୀନଦୟାଲ ହସ୍ତକଳା ସଙ୍କୁଲ (ଟ୍ରେଡ୍ ଫାସିଲିଟେସନ୍ ସେଣ୍ଟର ଏବଂ କ୍ରାଫ୍ଟସ ମ୍ୟୁଜିୟମ) ପରିସରରେ ଆୟୋଜିତ ଏହି ମହୋତ୍ସବରେ ଓଡ଼ିଶାର ସମୃଦ୍ଧ କଳା, ସଂସ୍କୃତି, ହସ୍ତଶିଳ୍ପ, ହସ୍ତତନ୍ତ ଓ…