Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସାଉଦି ଆରବରେ ବେତ ପ୍ରହାର ଦଣ୍ଡାଦେଶ ଉଠିଲା

ରିୟାଦ: ସାଉଦି ଆରବରେ ଶନିବାର ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ ଦେଇଛନ୍ତି । ଏହା ଅନୁସାରେ ଆଗକୁ କୌଣସି ଦଣ୍ଡିତକୁ ବେତ ପ୍ରହାର ପରି କଠୋର ଦଣ୍ଡ ଦିଆଯିବ ନାହିଁ । ଏହା ବଦଳରେ ଜରିମାନା କିମ୍ବା ଜେଲ ଦଣ୍ଡା ଦିଆଯିବ । ଏହାର ସମସ୍ତ ଶ୍ରେୟ କିଙ୍ଗ ସଲମାନ ଏବଂ ତାଙ୍କ ପୁତ୍ର କ୍ରାଉନ…

୨୪ ଘଂଟାରେ ୬ ପ୍ରତିଶତ ହ୍ରାସ ପାଇଛି କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କାୟା ବିସ୍ତାର କରୁଛି ମହାମାରୀ କରୋନା । ନୀତି ନୂଆ ନୂଆ ମାମଲା ସାମ୍ନାକୁ ଆସୁଛି । ତେବେ ଗତ ୨୪ ଘଂଟାରେ ଦେଶରେ କରୋନା ସଂକ୍ରମଣ ୬ ପ୍ରତିଶତ ହ୍ରାସ ପାଇଛି । ଏନେଇ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି । ଦେଶରେ କରୋନା ସଂକ୍ରମିତ ସଂଖ୍ୟା…

ଆସନ୍ତୁ ଜାଣିବା ବ୍ରିଟେନର ଭ୍ୟାକ୍ସିନୋଲୋଜି ସାରା ଗିଲବର୍ଟଙ୍କ ସମ୍ପର୍କରେ

ଲଣ୍ଡନ: କରୋନା ଭାଇରସ ଭ୍ୟାକ୍ସିନ ପ୍ରସ୍ତୁତରେ ପ୍ରଫେସର ସାରା ଗିଲବର୍ଟ ଏବଂ ତାଙ୍କ ଟିମ୍ ସଫଳତାଠାରୁ କିଛି ପାଦ ଦୂରରେ ଅଛନ୍ତି । ଆସନ୍ତୁ ଜାଣିବା ସାରାଙ୍କ ବିଷୟରେ- ୧. ୧୯୬୨ ଏପ୍ରିଲରେ ସେ ଜନ୍ମ ଗ୍ରହଣ କରିଥିଲେ । ୨. କେଟରିଙ୍ଗ ବାଳିକା ହାଇସ୍କୁଲରେ ସାରା ଗିଲବର୍ଟ ପାଠପଢ଼ା ଆରମ୍ଭ…

୬ ମାସ ମଧ୍ୟରେ ଭ୍ୟାକ୍ସିନ ପ୍ରସ୍ତୁତ ହେବ: ସାରା ଗିଲବର୍ଟ

ଲଣ୍ଡନ: ସାରା ଗିଲବର୍ଟ ଏବେ ସାରା ବିଶ୍ୱରେ ଚର୍ଚ୍ଚାର କାରଣ ସାଜିଛନ୍ତି । କରୋନା ଭାଇରସ ଭ୍ୟାକ୍ସିନ ପ୍ରସ୍ତୁତ ହେବାରେ ଅନ୍ତିମ ପର୍ଯ୍ୟାୟରେ ପହଂଚିଛି ବୋଲି ସେ ଦି ଟାଇମ୍ସକୁ କହିଛନ୍ତି । ଯଦି ଏହା ହୁଏ ତାହାହେଲେ ଗିଲବର୍ଟ ଏବଂ ତାଙ୍କ ଟିମର ନାମ ଇତିହାସ ସୃଷ୍ଟି କରିବ । କିଲର କରୋନାକୁ…

ମୋବାଇଲ୍ ଲୋକେସନ୍ ଟ୍ରାକିଂରେ ଚିହ୍ନଟ ହେଉଛନ୍ତି ପଶ୍ଚିମବଙ୍ଗ ଫେରନ୍ତା

ଭୁବନେଶ୍ୱର: ରାଜ୍ୟରେ କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ଲାଗି ଓଡ଼ିଶା ସରକାର ଅଭିନବ ପନ୍ଥା ଅବଲମ୍ବନ କରିଛନ୍ତି । ଏବେ ପଶ୍ଚିମବଙ୍ଗ ଫେରନ୍ତାଙ୍କ ଯୋଗୁଁ ରାଜ୍ୟରେ କରୋନା ଭୂତାଣୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ଯୋଗୁଁ ସେମାନଙ୍କୁ ଚିହ୍ନଟ କରୁଛନ୍ତି ରାଜ୍ୟ ସରକାର । ମୋବାଇଲ୍…

ଖୋଲିବନି ସେଲୁନ କିମ୍ବା ମଦ ଦୋକାନ: ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ: କରୋନା ଭାଇରସ୍ ଲକ୍‌ଡାଉନ୍ ମଧ୍ୟରେ ଦୋକାନ ଖୋଲିବା ନେଇ ସଭିଙ୍କ ମନରେ ଜାରି ରହିଛି ଦ୍ଵନ୍ଦ୍ଵ । ତେବେ ଏହି ଦ୍ୱନ୍ଦକୁ ଦୂର କରିଛନ୍ତି କେନ୍ଦ୍ର ସରକାର । କେଉଁ ସବୁ ଦୋକାନ ଖୋଲା ରହିବ ଓ କେଉଁ ସବୁ ଦୋକାନ ବନ୍ଦ ରହିବ ସେ ନେଇ ସ୍ପଷ୍ଟ ସୂଚନା ଦେଇଛନ୍ତି କେନ୍ଦ୍ର ଗୃହ…

କରୋନା ଯୁଦ୍ଧ ପାଇଁ NASA ବିକଶିତ କଲା ହାଇ ପ୍ରେସର୍ ଭେଣ୍ଟିଲେଟର୍ !

ନ୍ୟୁୟର୍କ: କରୋନା ଯୁଦ୍ଧରେ ସହଯୋଗର ହାତ ବଢାଇଲା ନ୍ୟାସନାଲ୍ ଏରୋନଟିକ୍ସ ଆଣ୍ଡ ସ୍ପେସ୍ ଆଡମିନଷ୍ଟ୍ରେସନ୍ (NASA) । କରୋନା ସଂକ୍ରମିତଙ୍କ ପାଇଁ ମାତ୍ର ୩୭ ଦିନରେ ନାସାର ଇଂଜିନିଅରମାନେ ପ୍ରସ୍ତୁତ କଲେ ହାଇ ପ୍ରେସର୍ ଭେଣ୍ଟିଲେଟର୍ । ଭେଣ୍ଟିଲେଟରକୁ ଭାଇଟାଲ ଭାବେ ନାମିତ…

ଚିଫ୍ ଭିଜିଲାନ୍ସ କମିଶନର ଭାବେ ଦାୟିତ୍ୱ ନେଲେ ସଂଜୟ କୋଠାରୀ

ନୂଆଦିଲ୍ଲୀ: ଚିଫ୍ ଭିଜିଲାନ୍ସ କମିଶନର ଭାବେ ଦାୟିତ୍ୱ ନେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସଚିବ ତଥା ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ସଂଜୟ କୋଠାରୀ । ଶନିବାର ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସମାରୋହରେ ରାମନାଥ କୋବିନ୍ଦଙ୍କ ସମ୍ମୁଖରେ ଚିଫ୍ ଭିଜିଲାନ୍ସ କମିଶନର ଭାବେ ସେ ଶପଥ ଗ୍ରହଣ…

ରହସ୍ୟ ଘେରରେ କିମ୍ ଜୋଙ୍ଗ ଉନଙ୍କ ସ୍ୱାସ୍ଥ୍ୟାବସ୍ଥା; ଡାକ୍ତରୀ ଦଳ ପଠାଇଲା ଚାଇନା !

ନ୍ୟୁୟର୍କ: ଉତ୍ତର କୋରିଆର ନିର୍ଦ୍ଦୟୀ ଶାସକ କିମ ଜୋଙ୍ଗ ଉନଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ରହସ୍ୟ ଘନେଇବାରେ ଲାଗିଛି । ଆମେରିକା ଓ ଦକ୍ଷିଣ କୋରିଆ ସମେତ ଅନେକ ଦେଶର ମିଡିଆ କିମ୍ ଜୋଙ୍ଗ୍‌ଙ୍କ ସ୍ୱାସ୍ଥ୍ୟକୁ ନେଇ ବିଭିନ୍ନ ପ୍ରକାର ଦାବି କରିଛନ୍ତି । ଏପରି ସ୍ଥିତିରେ ଚାଇନା ନିଜର ଏକ…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ଇନ୍ଦିରାଙ୍କ ଅନ୍ତ୍ୟେଷ୍ଟିରେ ନମାଜ ପଢିଥିଲେ ରାହୁଲ ଓ ରାଜୀବ ଗାନ୍ଧୀ !

ଭୁବନେଶ୍ୱର: ସୋନିଆ ଗାନ୍ଧୀ ଓ ଅର୍ଣ୍ଣବ ଗୋସ୍ୱାମୀଙ୍କ ତିକ୍ତତା ଏବେ ସୋସିଆଲ୍ ମିଡିଆରେ ଖୋରାକ୍ ଯୋଗାଇଛି । ଏକ ପୁରୁଣା ଫଟୋ ଏବେ ଭାଇରାଲ୍ ହୋଇଛି । ଯେଉଁଥିରେ ରାହୁଲ ଓ ସ୍ୱର୍ଗତଃ ରାଜୀବ ଗାନ୍ଧୀ ହାତଯୋଡି ଏକ କଫିନ୍ ପାଖରେ ଛିଡା ହୋଇଛନ୍ତି । ଏହି ଫଟୋରେ ସୋନିଆ ଗାନ୍ଧୀ ଓ ପି.ଭି…