Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଡବ୍ଲ୍ୟୁଏଚଓ ମୁଖ୍ୟ କହିଲେ ‘ରାଜନୀତିକୁ ଏବେ କ୍ୱାରେଂଟାଇନରେ ରଖ’

ଓ୍ବାଶିଂଟନ: କରୋନା ମହାମାରୀକୁ ରୋକିବା ପାଇଁ ଆମକୁ ସଂଗଠିତ ଭାବେ କାମ କରିବାକୁ ପଡିବ । ଏ ନେଇ କୌଣସି ପ୍ରକାର ରାଜନୀତି କରିବା ଠିକ୍ ନୁହେଁ । ବର୍ତମାନ ରାଜନୀତିକୁ କିଛି ଦିନ କ୍ୱାରେଂଟାଇନରେ ରଖ ବୋଲି ଡବ୍ଲ୍ୟୁଏଚଓ ମୁଖ୍ୟ ଟେଡ୍ରୋସ୍ ଗେବ୍ରେୟେସିଏସ୍ କହିଛନ୍ତି । ଚୀନକୁ ଆଧାନମ ଭୁଲ…

ଆସନ୍ତୁ ଜାଣିବା କିପରି ଗୋଟିଏ ଫଟୋ ରୀତାଙ୍କୁ ଭିକାରୀରୁ ସେଲିବ୍ରେଟି କରିଦେଲା

ମାନିଲା: ଫିଲିପାଇନ୍ସର ସଡକରେ ରୀତା ଗାଭିଓଲା ନାମକ ଯୁବତୀ ବୁଲି ବୁଲି ଭିକ ମାଗୁଥିଲେ । ସେ କେବେ ବି ଭାବି ନ ଥିଲେ ଯେ ଦିନେ ସୋସିଆଲ ନେଟୱର୍କିଂ ସାଇଟରେ ସେଲିବ୍ରେଟି ପାଲଟିଯିବେ । ଲୁକବାନ ସହରରେ ଫଟୋଗ୍ରାଫର ଟୋଫର କ୍ୱିଟୋ ରୀତାଙ୍କୁ ଦେଖିଥିଲେ । ସେ ତାଙ୍କ ଲୁକରେ ପ୍ରଭାବିତ ହୋଇ ଫଟୋ…

ହୋମ କ୍ୱାରେଂଟାଇନରେ ରହିଥିବା ଯୁବକ ବାହାରେ ବୁଲୁଥିବାରୁ ଡାକ୍ତର ବାଡି ଧରି ଗୋଡାଇଲେ

ମକାରାନା: ରାଜସ୍ଥାନର ମକାରାନା ଅଂଚଳରେ ଡାକ୍ତରଙ୍କ ଆଉ ଏକ ରୂପ ଦେଖିବାକୁ ମିଳିଛି । ଏଠାରେ ୩୮ ଯୁବକଙ୍କୁ କ୍ୱାରେଂଟାଇନରେ ରଖାଯାଇଛି । ଏହି ଯୁବକମାନେ ବାରମ୍ବାର ଘରୁ ବାହାରକୁ ଆସିବା ଡାକ୍ତର ଆବିଦ ହୁସେନ ଦେଖିଥିଲେ । ସମସ୍ତଙ୍କୁ ଡାକି କରୋନାର ଭୟାବହତା ବିଷୟରେ ବୁଝାଇଥିଲେ । ତଥାପି…

ବିକ୍ରି ହେବ ୱେଲସ୍ ରାଜକୁମାରୀ ଡାଏନାଙ୍କ ହାତଲେଖା ଚିଠି !

ଲଣ୍ଡନ୍‌: ଅନ୍‌ଲାଇନ୍ ଅକ୍ସନରେ ବିକ୍ରି ହେବ ସ୍ୱର୍ଗତ ରାଜକୁମାରୀ ଡାଏନାଙ୍କ ହାତଲେଖା ଚିଠି । ଦାମ ରହିଛି ୧୫ଲକ୍ଷ ଟଙ୍କାରୁ ଅଧିକ । ଚିଠିରେ ରହିଛି ରାଜକୁମାର ୱିଲିଅମ୍ ଓ ହେରିଙ୍କ ଦସ୍ତଖତ । Handwritten letter from Princess Diana with Harry and William's scrawled…

କରୋନା ସହ ମୁକାବିଲା: ଆଇସିୟୁ ଛାଡ଼ିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍‌

ଲଣ୍ଡନ: କରୋନା ଭୂତାଣୁ ଜନିତ ପରୀକ୍ଷାରେ ପଜିଟିଭ୍ ଚିହ୍ନିତ ହେବାପରେ ସୋମବାର ରାତିରେ ଆଇସିୟୁରେ ଭର୍ତ୍ତି ହୋଇଥିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଜନସନ୍ ଲଣ୍ଡନର ସେଣ୍ଟ୍ ଥୋମାସ ହସ୍ପିଟାଲର ଇଣ୍ଟେନସିଭ୍ କେୟାର ୟୁନିଟରେ ୪ ଦିନ ଚିକିତ୍ସିତ ହେବା ପରେ ଗୁରୁବାର ଦିନ…

ପବ୍ଲିକ୍ ନୁହେଁ ବଲିଉଡରୁ ସମାଲୋଚନା ସାଉଣ୍ଟୁଛି ମସକଲି 2.0 !

ମୁମ୍ବାଇ: ମାତ୍ର ଦୁଇ ଦିନ ପୂର୍ବରୁ ରିଲିଜ ହୋଇଥିଲା ମସକଲି 2.0 । ଭିୟର୍ସିପ ୧୯ ମିଲିଅନ୍‌ରୁ ଅଧିକ ଥିଲେ ବି ବଲିଉଡରୁ ଏହି ଗୀତକୁ ମିଳିଛି ତୀବ୍ର ସମାଲୋଚନା । Enjoy the original #Masakali https://t.co/WSKkFZEMB4@RakeyshOmMehra @prasoonjoshi_ @_MohitChauhan…

ଲକ୍‌-ଡାଉନ୍‌ରେ ଲୋକଙ୍କୁ ସାବାଡ୍ କରିବା ପାଇଁ ମାସାଇ ଜନଜାତିର ସାହାରା ନେଲା କେନିଆ ସରକାର !

ଭୁବନେଶ୍ୱର: ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି କେନିଆର ଏହି ଭିଡିଓ । ଯେଉଁଥିରେ ମାସାଇ ଜନଜାତିର ଜଣେ ସଦସ୍ୟ ଲୋକଙ୍କୁ ଚାବୁକ୍‌ରେ ମାଡ ମାରି ଘଉଡାଇବାରେ ଦେଖିବାକୁ ମିଳିଛି । How #Kenya tackles #SocialDistancing Maasai tribe was called to help within 24 hrs, not…

କରୋନା ସହ ଲଢୁଥିବା ସ୍ୱାସ୍ଥ୍ୟ କର୍ମୀଙ୍କ ସାହାଯ୍ୟ ପାଇଁ ଏହି ବଡ଼ ପଦକ୍ଷେପ ନେଲେ ଅଭିନେତା ସୋନୁ ସୁଦ୍

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ସହ ଦିନରାତି ଲଢେଇ କରୁଥିବା ସ୍ୱାସ୍ଥ୍ୟକର୍ମୀଙ୍କ ରହିବା ପାଇଁ ନିଜ ମୁମ୍ବାଇ ସ୍ଥିତ ହୋଟେଲ ପ୍ରଦାନ କରିଛନ୍ତି ବଲିଉଡ ଅଭିନେତା ସୋନୁ ସୁଦ । ସୋନୁ ଡାକ୍ତର, ନର୍ସ ଏବଂ ପାରାମେଡିକାଲ୍ କର୍ମଚାରୀଙ୍କ ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରକୃତ ଜୀବନର…

ବ୍ୟାପୁଛି କରୋନାଭାଇରସ; ଗୋଟିଏ ଦିନରେ ଭାରତରେ ୫୪୭ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ଶୁକ୍ରବାର ଦିନ ଏହି ସଂଖ୍ୟା ୧୯୯ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏହାବ୍ୟତିତ ଗତ ୨୪ ଘଣ୍ଟାରେ ଭାରତରେ ପାଖାପାଖି ୫୪୭ଟି…

କରୋନା କବଳରେ ଭାରତ; ମୃତ୍ୟୁ ସଂଖ୍ୟା ୧୯୯କୁ ବୃଦ୍ଧି

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ଶୁକ୍ରବାର ଦିନ ଏହି ସଂଖ୍ୟା ୬୪୧୨ରେ ପହଞ୍ଚିଛି । ଏଯାବତ୍ କରୋନାରେ ସଂକ୍ରମିତ ହୋଇ ପ୍ରାୟ ୫୭୦୯ ଜଣ ବ୍ୟକ୍ତି ଚିକିତ୍ସିତ ହେଉଥିବା ବେଳେ ପାଖାପାଖି ୧୯୯ ଜଣ ପ୍ରାଣ ହରାଇଛନ୍ତି ।…