Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କରୋନା କବଳରେ ଭାରତ; ମୃତ୍ୟୁ ସଂଖ୍ୟା ୧୯୯କୁ ବୃଦ୍ଧି

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ଶୁକ୍ରବାର ଦିନ ଏହି ସଂଖ୍ୟା ୬୪୧୨ରେ ପହଞ୍ଚିଛି । ଏଯାବତ୍ କରୋନାରେ ସଂକ୍ରମିତ ହୋଇ ପ୍ରାୟ ୫୭୦୯ ଜଣ ବ୍ୟକ୍ତି ଚିକିତ୍ସିତ ହେଉଥିବା ବେଳେ ପାଖାପାଖି ୧୯୯ ଜଣ ପ୍ରାଣ ହରାଇଛନ୍ତି ।…

କରୋନାରେ ସର୍ବାଧିକ ପ୍ରଭାବିତ ୫ ଟି ଦେଶ ସମ୍ପର୍କରେ ଜାଣନ୍ତୁ

ନୂଆଦିଲ୍ଲୀ: କରୋନା କବଳରେ ସାରାବିଶ୍ୱ । ଏହାର ପ୍ରଭାବରେ ସମ୍ପୂର୍ଣ୍ଣ ବିଶ୍ୱରେ ମୃତ୍ୟୁ ସଂଖ୍ୟା ଅସମ୍ଭବ ଭାବେ ବଢିଚାଲିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଜାରି ହୋଇଥିବା ସଦ୍ୟତମ ରିପୋର୍ଟ ଅନୁଯାୟୀ ଏହି ମହାମାରୀ ପ୍ରଭାବରେ ସାରା ବିଶ୍ୱରେ ଏପର୍ଯ୍ୟନ୍ତ ୧୫ ଲକ୍ଷ ୯୬ ହଜାର ୪୯୬ଜଣ…

ମହାମାରୀ କରୋନା: ସାରାବିଶ୍ୱରେ ନେଲାଣି ୯୫ ହଜାରରୁ ଅଧିକ ପ୍ରାଣ

ନୂଆଦିଲ୍ଲୀ: କରୋନା ପ୍ରଭାବରେ ସାରା ବିଶ୍ୱରେ ମୃତ୍ୟୁ ସଂଖ୍ୟା ଅସମ୍ଭବ ଭାବେ ବଢିଚାଲିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଜାରି ହୋଇଥିବା ସଦ୍ୟତମ ରିପୋର୍ଟ ଅନୁଯାୟୀ ଏହି ମହାମାରୀ ପ୍ରଭାବରେ ସାରା ବିଶ୍ୱରେ ଏପର୍ଯ୍ୟନ୍ତ ୧୫ ଲକ୍ଷ ୯୬ ହଜାର ୪୯୬ଜଣ ଲୋକ ଆକ୍ରାନ୍ତ ଥିବା ବେଳେ ମୃତ୍ୟୁ…

ଭାରତର କେଉଁ ରାଜ୍ୟରେ କରୋନା ନେଲାଣି କେତେ ମୁଣ୍ଡ, ଜାଣନ୍ତୁ

ନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦେଶର ୨୬ ଟି ରାଜ୍ୟ ଓ ୪ ଟି କେନ୍ଦ୍ରଶାସିତ ଅଞ୍ଚଳକୁ କବଳିତ କରି ସାରିଲାଣି ଏହି ମହାମାରୀ। ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୬ ହଜାର ଟପି ସାରିଥିବା ବେଳେ ମୃତ୍ୟୁ ସଂଖ୍ୟା ୧୯୯ ରେ ପହଞ୍ଚିଲାଣି।…

କରୋନା ଅପଡେଟ୍: ଭାରତରେ କେତେ ଛୁଇଁଲା ମୃତ୍ୟୁ ସଂଖ୍ୟା, ଜାଣନ୍ତୁ

ନୂଆଦିଲ୍ଲୀ: ମହାମାରୀ କରୋନା ପ୍ରଭାବରେ ଭାରତ ଦ୍ରୁତ ଗତିରେ ସଂକ୍ରମିତ ହୋଇ ଚାଲିଛି। ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏହି ସଂଖ୍ୟା ୬୪୧୨ରେ ରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏଥିସହିତ…

ହରିଆଣାରେ କରୋନା ପଜିଟିଭ ରୋଗୀଙ୍କ ଚିକିତ୍ସା ଓ ଯତ୍ନ ନେଉଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ଡବଲ ଦରମା

ହରିଆଣା: କରୋନା ମହାମାରୀ ସଂକ୍ରମଣ ସାରା ଦେଶରେ ବୃଦ୍ଧି ପାଇବା ସହିତ ସ୍ୱାସ୍ଥ୍ୟକର୍ମୀମାନଙ୍କ ଉପରେ ଚାପ ବୃଦ୍ଧି ପାଇଛି । ଏହାକୁ ଦୃଷ୍ଟିରେ ରଖି ହରିଆଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ରାଜ୍ୟରେ କରୋନା ପଜିଟିଭ ରୋଗୀଙ୍କ ଚିକିତ୍ସା ଓ ଯତ୍ନ ନେଉଥିବା ସ୍ୱାସ୍ଥ୍ୟକର୍ମୀଙ୍କ ଦରମା…

ଗୋଆରେ କିପରି ପାଳିତ ହୁଏ ଗୁଡ୍ ଫ୍ରାଇଡ଼େ…

ପାନାଜୀ: ଭାରତ ସ୍ୱାଧୀନତା ହାସଲ କରିବା ପୂର୍ବରୁ ଗୋଆରେ ପର୍ତ୍ତୃଗୀଜ ଔପନିବେଶମାନେ ରହିଆସୁଥିଲେ । ଗୋଆକୁ ଏହି ପର୍ତ୍ତୃଗୀଜମାନେ ଅନେକ ଦିନ ଧରି ଶାସନ କରିଆସୁଥିଲେ । ଏବେ ମଧ୍ୟ ଗୋଆରେ ବହୁସଂଖ୍ୟାରେ ପର୍ତ୍ତୃଗୀଜମାନେ ବାସ କରୁଥିବା ସହିତ ସେଠାରେ ସ୍ୱାଭାବିକ ଭାବେ ଖ୍ରୀଷ୍ଟଧର୍ମର ସମସ୍ତ…

ହାଇଡ୍ରୋକ୍ସି କ୍ଲୋରୋକୁଇନକୁ ମନଇଚ୍ଛା ନ ଖାଇବା ପାଇଁ କେନ୍ଦ୍ର ସରକାରଙ୍କ ପରାମର୍ଶ

ନୂଆଦିଲ୍ଲୀ:ହାଇଡ୍ରୋକ୍ସି କ୍ଲୋରୋକୁଇନକୁ ମନଇଚ୍ଛା ନ ଖାଇବା ପାଇଁ ଗୁରୁବାର କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି । ଡାକ୍ତରଙ୍କ ପରାମର୍ଶ କ୍ରମେ ଏହାକୁ ସେବନ କରିବା ପାଇଁ କୁହାଯାଇଛି । କରୋନା ଭାଇରସକୁ ଭଲ କରିବାରେ ଏହି ଔଷଧ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବାରୁ ଏହାର ଚାହିଦା…

ଓଡ଼ିଶାରେ ଲକ୍‌ଡ଼ାଉନ୍ ବଢିବା ନେଇ ଜାତୀୟ ଗଣମାଧ୍ୟମରେ ନବୀନଙ୍କୁ ପ୍ରଶଂସା

ଭୁବନେଶ୍ୱର: ମହାବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ ହେଉ କି ଯେକୌଣସି ଦୁର୍ବିପାକ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତୁରନ୍ତ ପଦକ୍ଷେପ ଜାତୀୟ ଗଣମାଧ୍ୟମରେ ସବୁବେଳେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥାଏ । ଏବେ କରୋନା ମହାମାରୀ ଯୋଗୁଁ ସମଗ୍ର ପୃଥିବୀ ଏକ ପ୍ରକାର ଆତଙ୍କିତ…

ଗୁଡ୍ ଫ୍ରାଇଡେରେ କାହିଁକି ଦିଆଯାଏ ନାହିଁ ଶୁଭେଚ୍ଛା ବାର୍ତ୍ତା ?

ଭୁବନେଶ୍ୱର: ଜାତୀୟ ଛୁଟିଦିନ ହୋଇଥିବାରୁ ଆପଣ ଭାବୁଥିବେ ଗୁଡ୍ ଫ୍ରାଇଡେ ଅନ୍ୟ ଉତ୍ସବ ଭଳି ଏକ ଆନନ୍ଦର ପର୍ବ । ଜଣାଅଜଣାରେ ଆପଣ ଖ୍ରୀଷ୍ଟଧର୍ମୀ ବନ୍ଧୁଙ୍କୁ ହାପି ଗୁଡ୍ ଫ୍ରାଇଡେ ଲେଖି ୱିସ୍ ବି କରିଥିବେ । କିନ୍ତୁ ବୋଧ ହୁଏ ଆପଣ ଜାଣିନଥିବେ ଏଭଳି ବାର୍ତ୍ତା ସେମାନଙ୍କ ଧାର୍ମିକ ମନୋଭାବକୁ…