Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କରୋନା ଅପଡେଟ୍: ଭାରତରେ କେତେ ଛୁଇଁଲା ମୃତ୍ୟୁ ସଂଖ୍ୟା, ଜାଣନ୍ତୁ

ନୂଆଦିଲ୍ଲୀ: ମହାମାରୀ କରୋନା ପ୍ରଭାବରେ ଭାରତ ଦ୍ରୁତ ଗତିରେ ସଂକ୍ରମିତ ହୋଇ ଚାଲିଛି। ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏହି ସଂଖ୍ୟା ୫୭୩୪ ରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏଥିସହିତ…

ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସମସ୍ତ ବକେୟା ଆୟକର ରିଟର୍ଣ୍ଣ ତୁରନ୍ତ ପ୍ରଦାନ କରିବେ ସରକାର

ଭୁବନେଶ୍ୱର: କୋଭିଡ-୧୯ ସଂକ୍ରମଣ ପରିସ୍ଥିତିକୁ ଦୃଷ୍ଟିରେ ରଖି ବ୍ୟବସାୟିକ ସଂସ୍ଥା ଏବଂ ବ୍ୟକ୍ତିବିଶେଷଙ୍କୁ ତୁରନ୍ତ ରିହାତି ଦେବା ଉଦ୍ଦେଶ୍ୟରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ରିଫଣ୍ଡ ତୁରନ୍ତ ପ୍ରଦାନ କରିବା ଲାଗି ଆୟକର ବିଭାଗ ଘୋଷଣା କରିଛି । ]ଏହା ଦ୍ୱାରା ୧୪ ଲକ୍ଷ ଟିକସଦାତା ଉପକୃତ…

‘ମୁସ୍କୁରାଏଗା ଇଣ୍ଡିଆ’ ଗୀତକୁ ମୋଦିଙ୍କ ପ୍ରଶଂସା

ନୂଆଦିଲ୍ଲୀ: ବର୍ତ୍ତମାନ ପୁରା ଭାରତ କରୋନା ବିରୋଧରେ ଲଢେ଼ଇ କରୁଛି । ଏଥିରେ ବଲିଉଡ ମଧ୍ୟ ସରକାରଙ୍କ ସହ ଛିଡା ହୋଇଛି । ନିକଟରେ ବଲିଉଡ ଅଭିନେତା ଓ ଅଭିନେତ୍ରୀମାନେ ମିଶି ନିଜ ନିଜ ଘରେ ରହି ଏକ ଭିଡିଓ ଜାରି କରିଛନ୍ତି । ଏହି ଭିଡିଓ ସୁଟ ପାଇଁ କେହି ହେଲେ ବାହାରକୁ ବାହାରିନଥିଲେ । ଏହି…

ମେ ୧୫ ଯାଏଁ ବଢିପାରେ ସ୍କୁଲ, କଲେଜର ଛୁଟି

ନୂଆଦିଲ୍ଲୀ: ଲକ୍ ଡାଉନ ସମୟ ସୀମାକୁ ବୃଦ୍ଧି କରିବା ନେଇ ଚିନ୍ତା କରାଯାଉଥିବା ବେଳେ ସ୍କୁଲ, କଲେଜର ଛୁଟି ଅବଧିକୁ ମେ ୧୫ ଯାଏଁ ବୃଦ୍ଧି କରିବାକୁ ପରାମର୍ଶ ଦେଇଛି କୋଭିଡ୧୯ ମୁକାବିଲା ପାଇଁ ଗଠିତ କେନ୍ଦ୍ର ସରକାରଙ୍କ ମନ୍ତ୍ରୀ ଗୋଷ୍ଠୀ । ଏଥି ସହ ଧର୍ମାନୁଷ୍ଠାନଗୁଡିକରେ ଲୋକଙ୍କ ଗହଳି ନେଇ…

ବଢିପାରେ ଲକ୍‌ଡାଉନ୍ ଅବଧି: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: କରୋନା ଭୂତାଣୁ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇଚାଲିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଆସନ୍ତା ଏପ୍ରିଲ୍ ୧୪ ତାରିଖରେ ବନ୍ଦ ହୋଇନପାରେ ବୋଲି ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୂଚନା ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ଇତିମଧ୍ୟରେ ଅନେକ ରାଜ୍ୟର…

୨୪ ଘଂଟାରେ ଦେଶରେ ୭୭୩ ନୂଆ ସଂକ୍ରମଣ ମାମଲା, ୩୨ ମୃତ୍ୟୁ: ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ ବଢ଼ି ଚାଲିଛି କରୋନା ସଂକ୍ରମଣଙ୍କ ସଂଖ୍ୟ । ଗଲା ୨୪ ଘଂଟାରେ ଦେଶରେ ୭୭୩ଟି ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିଛନ୍ତି । ସେହିପରି ୩୨ ଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଦେଶରେ ସଂକ୍ରମଣଙ୍କ ସଂଖ୍ୟା ୫୧୧୯ରେ ପହଂଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୧୪୯ରେ…

ତୁଟିଲା ଗେଣ୍ଡା ଫୁଲ୍ ବିବାଦ, ୫ ଲକ୍ଷ ଟଙ୍କା ପାଇଲେ ରତନ କହର !

ପଶ୍ଚିମବଙ୍ଗ: ମ୍ୟୁଜିକ ଭିଡିଓ ଗେଣ୍ଡା ଫୁଲକୁ ନେଇ ଉଠିଥିବା ବିବାଦ ଏବେ ଶିଥିଳ ପଡିଛି । ରାପର୍ ବାଦଶାହଙ୍କଠାରୁ ୫ ଲକ୍ଷ ଟଙ୍କା ପାଇଲେ ଭେଟେରାନ୍ ଲିରିକ୍ସ ରାଇଟର୍ ରତନ କହର । ବୁଧବାର ଏହି ଟଙ୍କା ବାଦଶାହଙ୍କଠାରୁ ପାଇଥିବା ନେଇ ରତନଙ୍କ ପୁଅ ସ୍ୱୀକାର କରିଛନ୍ତି । ତେବେ ଟଙ୍କା ନୁହେଁ…

ମୌଲାନ ସାଦ୍ ଦକ୍ଷିଣ ଦିଲ୍ଲୀରେ ଅଛନ୍ତି !

ନୂଆଦିଲ୍ଲୀ: ତବଲିଗ ଜମାତର ମୌଲାନ ସାଦ ଦକ୍ଷିଣ ଦିଲ୍ଲୀରେ ରହିଥିବା ପୋଲିସ ସୂତ୍ରରୁ ଜଣାପଡିଛି । ନିଜାମୁଦ୍ଧିନ ମରକଜ ବିବାଦ ପରେ ସାଦ୍ ଫେରାର ହୋଇ ଯାଇଥିଲେ । ସେ ନିଜକୁ କ୍ୱାରେଟାଂଇନରେ ରଖିଥିବା ପୋଲିସ କହିଛି । ସେ ଆସନ୍ତା ୮-୯ ଦିନରେ ସାମ୍ନାକୁ ଆସିବେ। ମୌଲାନା ସାଦ୍‌ ତଦନ୍ତର…

ଆଫଗାନିସ୍ତାନ ସରକାର ୧୦୦ ତାଲିବାନ କୈଦୀକୁ ଛାଡିବ

କାବୁଲ: ଆଫଗାନିସ୍ତାନ ସରକାର ତାଲିବାନର ୧୦୦ କୈଦୀଙ୍କୁ ଜେଲରୁ ଛାଡିବା ପାଇଁ ନିଷ୍ପତି ନେଇଛି । ଏଥିରେ ତାଲିବାନ କମାଣ୍ଡୋ ରହିଛନ୍ତି କି ନାହିଁ ତାହା ସ୍ପଷ୍ଟ କରାଯାଇ ନାହିଁ । ଆମେରିକା ସହିତ ହୋଇଥିବା ଶାନ୍ତି ଚୁକ୍ତି ଯୋଗୁ ଏହି ନିଷ୍ପତି ନିଆଯାଇଛି । ଆମେରିକା ମଧ୍ୟ ସେଠାରୁ ତାର ସେନା…

ଜେଲରୁ ମୁକୁଳିଲେ ଫୁଟବଲର୍ ରୋନାଲଡିନୋ, ଏବେ ଗୃହବନ୍ଦୀ !

ପାରାଗୁଏ: ୬ମାସ ଜେଲ ଦଣ୍ଡାଦେଶ ଥିଲେ ବି ମାତ୍ର ୩୨ଦିନ ପରେ ପାରାଗୁଏ ଜେଲରୁ ମୁକୁଳିଲେ ରୋନାଲଡିନୋ । ଫେକ୍ ପାସ୍‌ପୋର୍ଟ ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା । Ronaldinho has been released from prison in Paraguay after paying 1.6 million US dollars ?…