Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କରୋନା ପାଇଁ ସଞ୍ଜିବନୀ ସାବ୍ୟସ୍ତ ହେଉଛି ହାଇଡ୍ରୋକ୍ସିକ୍ଲୋରୋକୁଇନ୍ : ଆମେରିକା ପରେ ବ୍ରାଜିଲ ମାଗିଲା ଔଷଧ

ନୂଆଦିଲ୍ଲୀ:ଭାରତ ପ୍ରସ୍ତୁତ ହାଇଡ୍ରକ୍ସି କ୍ଲୋରୋକୁଇନ ଡିମାଣ୍ଡ ବଢ଼ିବାରେ ଲାଗିଛି । ଆମେରିକା ପରେ ବ୍ରାଜିଲ ଭାରତକୁ ଏହି ଔଷଧ ମାଗିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ବ୍ରାଜିଲ ରାଷ୍ଟ୍ରପତି ଜାଇର ବୋଲଶୋନାରୋ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ପଠାଇବା ପାଇଁ ନିବେଦନ…

କରୋନା ଭାଇରସ ଟୀକା : ଭାରତରେ ପଶୁଙ୍କ ଉପରେ ପରୀକ୍ଷଣ ଆରମ୍ଭ

ଅହମ୍ମଦାବାଦ:କରୋନା ଭାଇରସ ଟୀକା ବାହାର କରିବା ନେଇ ସାରା ବିଶ୍ୱର ମେଡିକାଲ ସଂସ୍ଥା ଜୋରସୋରରେ ଉଦ୍ୟମ ଜାରି ରଖିଛନ୍ତି । ଭାରତୀୟ କମ୍ପାନୀ ଜାୟଡସ କାଡିଲା କରୋନା ଭାଇରସ ଟୀକା ପ୍ରସ୍ତୁତ କରୁଛି । ୧୦ ବର୍ଷ ତଳେ ଏହି କମ୍ପାନୀ ସ୍ୱାଇନ ଫ୍ଲୁ ପାଇଁ ଟୀକା ବାହାର କରିଥିଲା । ବର୍ତମାନ…

ମାଗଣାରେ କରାଯାଉ କରୋନା ପରୀକ୍ଷା: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମାଗଣାରେ ହେଉ କରୋନା ପରୀକ୍ଷା । ଏଥିପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏଥିସହ ଅଧିକରୁ ଅଧିକ ପରୀକ୍ଷା କରାଯାଇପାରିବ ସେଥିପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ଏହାସହିତ ଘରୋଇ ପରୀକ୍ଷାଗାର ଗୁଡ଼ିକୁ…

ଜାଣନ୍ତୁ କେଉଁ ଦେଶର ମନ୍ତ୍ରୀ ଲକ୍‌-ଡାଉନ୍ ନିୟମ ଭାଙ୍ଗି ପଦବୀ ହରେଇଲେ !

ନ୍ୟୁଜିଲ୍ୟାଣ୍ଡ: କରୋନାଭାଇରସ୍ ପାଇଁ ସାରା ଦୁନିଆରେ ଲକ୍‌-ଡାଉନ୍ ଜାରି ହୋଇଛି । ଭିନ୍ନଭିନ୍ନ ଦେଶରେ ନିୟମ ଭଙ୍ଗକାରୀଙ୍କ ପାଇଁ ରହିଛି ଭିନ୍ନ ଶାସ୍ତି । କିନ୍ତୁ ନିକଟରେ ଲକ୍‌-ଡାଉନ୍ ନିୟମ ଭାଙ୍ଗି ନ୍ୟୁଜିଲାଣ୍ଡର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ନିଜ ପଦବୀ ହରେଇବାକୁ ପଡିଛି । New Zealand…

ବଦଳିଲା ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱର; କହିଲେ ‘ମୋଦୀ ଜଣେ ଚମତ୍କାର ନେତା’

ନ୍ୟୁୟର୍କ: ଔଷଧ ବିକଳରେ ତାଟିଆ କାମୁଡ଼ିଲା ପରି ଦିନକ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମେରେକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଧମକପୂର୍ଣ୍ଣ ଟିପ୍ପଣୀ ଦେଇଥିଲେ । ଏବେ କରୋନା ମହାମାରୀ ଯୋଗୁଁ ଯୁକ୍ତରାଷ୍ଟ୍ର ଆମେରିକାର ପରିସ୍ଥିତି ପ୍ରକୃତରେ ଗମ୍ଭୀର । ଦୈନିକ ସଂକ୍ରମିତଙ୍କ…

ଦେଖନ୍ତୁ ଭିଡ଼ିଓ: ଲକଡାଉନ ଯୋଗୁଁ କିପରି କାଚକେନ୍ଦୁ ପରି ଦିଶୁଛି ଯମୁନା ନଦୀର ଜଳ

ମଥୁରା: କରୋନା ପ୍ରଭାବରେ ସାରାଦେଶ ଲକ ଡାଉନ । ଉତ୍ତରପ୍ରଦେଶ ମଥୁରା ଅଞ୍ଚଳରେ ଶିଳ୍ପସଂସ୍ଥା ଗୁଡିକ ମଧ୍ୟ ବନ୍ଦ ହୋଇ ଯାଇଛି । ସ୍ଥାନୀୟ ଶିଳ୍ପସଂସ୍ଥା ଗୁଡିକ ବନ୍ଦ ଥିବାରୁ ଯମୁନା ନଦୀରେ ଜଳ ପୂର୍ବ ଅପେକ୍ଷା ଅଧିକ ପରିଷ୍କାର ଦେଖାଯାଉଛି। ନଦୀରେ ପ୍ରଦୂଷଣର ମାତ୍ର କମ୍ ଯୋଗୁଁ ଏହି ପ୍ରବାହ…

ଲକ୍‌ଡାଉନ୍ ରହିବ ନା ହଟିବ ? ଚିନ୍ତାରେ ସରକାର !

ନୂଆଦିଲ୍ଲୀ: ଆସନ୍ତା ଏପ୍ରିଲ୍ ୧୪ ତାରିଖରେ ସରିଯାଉଛି ଲକ୍‌ଡାଉନର ସମୟସୀମା । ତେବେ ଏହି ଲକ୍‌ଡାଉନର ଅବଧିକୁ ସରକାର ଆଉ କିଛି ଦିନ ବୃଦ୍ଧି କରିବେ ନା ଅନ୍ତ ଘଟିବ ଏହି ଲକ୍‌ଡାଉନ୍ ? ଏହାକୁ ନେଇ ଚିନ୍ତାରେ ରହିଛନ୍ତି କେନ୍ଦ୍ର ସରକାର । Coronavirus cases continue to rise as…

ଗର୍‌ବାରେ ନାଚି ନିଲମ୍ବନ ହେଲେ ମହିଳା ପୋଲିସ ଇନ୍ସପେକ୍ଟର !

ଭୋପାଳ: ଲକ୍‌-ଡାଉନରେ ଗର୍‌ବା ଖେଳି ଜଣେ ମହିଳା ପୋଲିସ କର୍ମଚାରୀ ନିଲମ୍ବିତ । ସୋସାଇଟି ଲକ୍‌-ଡାଉନ୍ ଥିବାବେଳେ ସାଥୀ କର୍ମଚାରୀଙ୍କ ସହ ନାଚିବା ଓ ସାମାଜିକ ଦୂରତ୍ୱ ଅବଲମ୍ବନ ନ କରିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ଆସିଛି । બોપલમાં સોસાયટીમાં ગરબા ગાતા મહિલા પોલીસ…

ପାକିସ୍ତାନୀ ଟିଭି ଚ୍ୟାନେଲରେ ଇଂଲଣ୍ଡ ପ୍ରଧାନମନ୍ତ୍ରୀଙ୍କ ମୃତ୍ୟୁର ମିଥ୍ୟା ଖବର !

ଭୁବନେଶ୍ୱର: ହିତାହିତ ଜ୍ଞାନ ହରେଇ ବସିଛି ପାକିସ୍ତାନୀ ମିଡିଆ । ବିନା କୌଣସି ବଳିଷ୍ଠ ପ୍ରମାଣରେ ବଂଚିଥିବା ବ୍ୟକ୍ତିଙ୍କୁ ନିଜ ଅପରିପକ୍ୱ ମାନସିକତାରେ ମୃତ ଘୋଷଣା କରୁଛି । ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍‌ସନ୍ କରୋନାଭାଇରସ୍‌ରେ ସଂକ୍ରମିତ ହୋଇ ଆଇସିୟୁରେ ଆଡମିଟ୍ ହୋଇଛନ୍ତି ।…

ଉହାନରୁ ହଟିଲା ଲକ୍ ଡାଉନ୍

ନୂଆଦିଲ୍ଲୀ: ସାରା ବିଶ୍ୱକୁ କରୋନା ଭଳି ଏକ ମହାମାରୀରେ ବୁଡ଼େଇ ଦେଇ ଏବେ ଖୁସି ପାଳନ କରୁଛି ଚୀନ । ମହାମାରୀ କରୋନା ଭୂତାଣୁର ଉତ୍ପତିସ୍ଥଳ ଚୀନର ଉହାନ ସହର ଏବେ ବିପଦମୁକ୍ତ। କରୋନା ସଂକ୍ରମଣ ଯୋଗୁଁ ଲକଡାଉନ ଥିବା ଉହାନ ସହରରୁ ୭୬ ଦିନ ପରେ ଉଠିଛି ଲକଡାଉନ। ଲକଡାଉନ ଉଠିବା ଫଳରେ…