Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଜାଣିଛନ୍ତି କି କ୍ୱାରେନଟାଇନ୍‌ ବା ସଙ୍ଗରୋଧର ଇତିହାସ !

ଭୁବନେଶ୍ୱର: ଏବେ କରୋନା ସଂକ୍ରମଣ ଅଧିକ ନବ୍ୟାପିବା ପାଇଁ କ୍ୱାରେନଟାଇନ ଏବଂ ଆଇସୋଲେସନରେ ରହିବା ପାଇଁ ପରାମର୍ଶ ଦିଆଯାଉଛି । ସଂକ୍ରମିତ ଇଲାକାରୁ ଆସିଥିବା ବ୍ୟକ୍ତିଙ୍କୁ ୧୪ଦିନ ପର୍ଯ୍ୟନ୍ତ କାହା ସହ ନ'ମିଶିବାକୁ କୁହା ଯାଉଛି । ଏହି କ୍ୱାରେନଟାଇନର ଇତିହାସ କଣ । ଏହି ଶବ୍ଦର ଅର୍ଥ କଣ ।…

କରୋନା: ‘ପିଏମ୍ କେୟାରସ୍’ ଫଣ୍ଡକୁ ୨୫ କୋଟି ଟଙ୍କା ଦାନ କଲେ ଅକ୍ଷୟ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନାର କୋକୁଆ ଭୟ । ସଙ୍କଟ ସ୍ଥିତି ଦେଇ ଗତି କରୁଛି ଦେଶ । ପୁରା ଦେଶକୁ ୨୧ ଦିନ ପାଇଁ ଲକ ଡାଉନ କରାଯାଇଛି । ତାଲା ବନ୍ଦ ଯୋଗୁଁ ଦିନ ମଜୁରିଆଙ୍କ ଚିନ୍ତା ବଢ଼ିଛି । ଏଭଳି ସ୍ଥିତି ସହାୟତାର ହାତ ବଢ଼ାଇବା ପାଇଁ ଆଗେଇ ଆସିଛନ୍ତି ବଲିଉଡ ଅଭିନେତା ଅକ୍ଷୟ କୁମାର…

‘ପିଏମ୍ କେୟାରସ୍’ ଫଣ୍ଡରେ ଦାନ କରିବାକୁ ମୋଦୀଙ୍କ ଅପିଲ

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ‘ପିଏମ୍ କେୟାରସ୍’ ଫଣ୍ଡ ଗଠନ କଲେ କେନ୍ଦ୍ର ସରକାର । ଏହି ଫଣ୍ଡରେ ଦାନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟଙ୍କୁ ନିବେଦନ କରିଛନ୍ତି । The PM-CARES Fund accepts micro-donations too. It will strengthen disaster…

କୋଭିଡ୍‌-୧୯: ଜାଣନ୍ତୁ କେଉଁ ଅଭିନେତ୍ରୀ ସାଜିଲେ ହସ୍ପିଟାଲ୍ ନର୍ସ ?

ମୁମ୍ବାଇ: ସାରା ଦେଶରେ କରୋନା ମହାମାରୀ । ଏତିକିବେଳେ ଦେଶ ପାଇଁ ଆଗେଇ ଆସିଛନ୍ତି ଶିଖା ମଲହୋତ୍ରା । ରିଲ୍ ନୁହେଁ ବରଂ ରିଏଲ୍ ଲାଇଫ୍‌ରେ ଅଭିନେତ୍ରୀରୁ ସାଜିଲେ ହସ୍ପିଟାଲ୍‌ ନର୍ସ । Apart from being an #Actress need all of your support to #serve the #nation once…

ଚୋରଙ୍କୁ ନାହିଁ କରୋନାକୁ ଡର, କୋଟିଏ ଟଙ୍କାର ଜେମ୍ସ ବଣ୍ଡ ବନ୍ଧୁକ ଚୋରି !

ଲଣ୍ଡନ: କରୋନାକୁ ଖାତିର କଲେନି ଚୋର । ଲୁଟିନେଲେ ଜେମ୍ସ ବଣ୍ଡ ଫିଲ୍ମ ଫ୍ରାଂଚାଇଜିର ୫ଟି ମୂଲ୍ୟବାନ ବନ୍ଧୁକ । ଚଳିତ ବର୍ଷ ଜେମ୍ସ ବଣ୍ଡ ଫିଲ୍ମ ଫ୍ରାଂଚାଇଜି ପାଇଁ ଏତେଟା ଶୁଭଙ୍କର ନୁହଁ । ପ୍ରଥମେ ଡାନିଏଲ୍ କ୍ରେଗ୍‌ଙ୍କ ଫାଇନାଲ ବଣ୍ଡ ସିରିଜ ମୁଭି “ନୋ ଟାଇମ୍ ଟୁ ଡାଇ” ର ରିଲିଜ ଡେଟ୍…

ସନ୍ଧ୍ୟାରେ ମଦ ଦୋକାନ ଖୋଲିବାକୁ ସରକାରଙ୍କୁ ରିଷିଙ୍କ ଅପିଲ

ମୁମ୍ବାଇ: କରୋନା ଭାଇରସର ଭୟାବହତାକୁ ଦେଖି ଚାରିଆଡେ ଜାରି ରହିଛି ଲକ ଡାଉନ । ଅତ୍ୟାବଶ୍ୟକ ସାମଗ୍ରୀକୁ ଛାଡି ଦେଲେ ଆଉ ସବୁ କିଛି ବନ୍ଦ ରହିଛି । ଏଭଳି ସ୍ଥିତିରେ ସନ୍ଧ୍ୟାରେ ମଦ ଦୋକାନ ଖୋଲା ରଖିବା ପାଇଁ ସରକାରଙ୍କୁ ଭେଟେରାନ ଅଭିନେତା ରିଷି କପୁର ଅପିଲ କରିଛନ୍ତି । Think.…

କରୋନା ଦିନ ସରି ଆସୁଛି !

ନୂଆଦିଲ୍ଲୀ: କେବେ ଶେଷ ହେବ କରୋନା ଆତଙ୍କ ? ବିଶ୍ବରେ ଆଉ କେତେ ମୁଣ୍ଡ ନେବ ଏହି ଭାଇରସ୍ ? କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଔଷଧ ବାହାରି ନଥିବା ବେଳେ ସମସ୍ତଙ୍କ ମନରେ ସେହି ଗୋଟିଏ ପ୍ରଶ୍ନ । ଏହାର ଉତ୍ତର ଦେଇଛନ୍ତି ନୋବେଲ ବିଜେତା ଆମେରିକୀୟ-ବ୍ରିଟିଶ-ଏସ୍ରାଏଲି ବାୟୋଫିଜିସିଷ୍ଟ…

କୋଭିଡ-୧୯ ଲକଡାଉନ : ସାନିଟାଇଜର, ଗ୍ରୋସରୀ, ଔଷଧ ବିକ୍ରି ଆରମ୍ଭ କଲା ସପକ୍ଲ୍ୟୁଜ

ନୂଆଦିଲ୍ଲୀ: ଦେଶରେ ଲକଡାଉନ ମଧ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ପାଇବା ବହୁତ ମୁସ୍କିଲ । କରୋନାଭାଇରସ ସଙ୍କଟ ମଧ୍ୟରେ ଇ-କମର୍ସ କମ୍ପାନୀ ‘ସପକ୍ଲୁ୍ୟଜ’ ସାନିଟାଇଜର, ମାସ୍କ, ପ୍ୟାକେଟ ଖାଦ୍ୟ, ଗ୍ରୋସରୀ, ଔଷଧ ଏବଂ ବ୍ୟକ୍ତିଗତ ସ୍ୱଚ୍ଛତା ସାମଗ୍ରୀର ବିକ୍ରି ଆରମ୍ଭ କରିଛି । ସପକ୍ଲ୍ୟୁଜ ସିଇଓ…

କିଲର କରୋନା ନେଲାଣି ୫୧ ଇଟାଲୀ ଡାକ୍ତରଙ୍କ ଜୀବନ

ରୋମ: ଇଟାଲୀରେ କିଲର କରୋନା ନେଲାଣି ୫୧ ଜଣ ଡାକ୍ତରଙ୍କ ଜୀବନ । ଏହି ସମସ୍ତ ଡାକ୍ତରମାନେ କରୋନା ସଂକ୍ରମିତଙ୍କ ଚିକିତ୍ସା କରୁଥିଲେ । ସିଏନଏନ ରିପୋର୍ଟ ଅନୁସାରେ ଏହି ତଥ୍ୟ ସମ୍ମୁଖକୁ ଆସିଛି । ଇଟାଲି ଡାକ୍ତରସଂଘର ମୁଖ୍ୟ ଫିଲିଫ ଅନେଲି ଏଥିପାଇଁ ଅଧ୍ଚଳ ଆବଶ୍ୟକୀୟ ସୁରକ୍ଷା ବନ୍ଦୋବସ୍ତ…

ସେନା ଶିବିରରେ ବିସ୍ଫୋରଣ, ଜଣେ ଯବାନ ସହିଦ

ଜବଲପୁର: ମଧ୍ୟପ୍ରଦେଶ ଜବଲପୁରରେ ଥିବା ଏକ ସେନା ଶିବିରରେ ଭୟାନକ ବିସ୍ଫୋରଣ ହୋଇଛି । ଏଥିରେ ଜଣେ ଯବାନ ସହିଦ ହୋଇଛନ୍ତି । ଏଥିସହ ଅନ୍ୟ ୩ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୁରକ୍ଷା ସଂସ୍ଥା ୫୦୬ ସେନା ଶିବିରରେ ଥିବା ଜିସିଏଫ୍‌ରେ ଏହି ଅଘଟଣ…