Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆଜି ଦିନ ୧୧ଟାରେ ‘ମନ କି ବାତ୍‌’, କରୋନା ମୁକାବିଲା ନେଇ କହିବେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନ ୧୧ଟାରେ ‘ମନ କି ବାତ୍‌’ରେ ଦେଶବାସୀଙ୍କୁ ସମ୍ବୋଧନ କରିବେ । ଏଥିରେ କରୋନା ମହାମାରୀ ନେଇ ଦେଶରେ ସୃଷ୍ଟି ହୋଇଥିବା ପରିସ୍ଥିତି ସମ୍ପର୍କରେ ଆଲୋଚନା କରିବେ । ଏ ନେଇ ମୋଦି ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । ଗତ ସପ୍ତାହକ…

କରୋନା ମୁକାବିଲା: ଭାରତକୁ ୨୨ କୋଟିର ସହଯୋଗ କରିବ ଆମେରିକା !

ନୂଆଦିଲ୍ଲୀ: ସାରା ବିଶ୍ୱରେ ଜାରି ରହିଛି କରୋନା ମୁକାବିଲା । ସମସ୍ତ ଦେଶ ନିଜ ନିଜ ସ୍ତରରେ ଏହି ମହାମାରୀର ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି । ଏହି ଘଡି ସନ୍ଧି ମୁହୂର୍ତ୍ତରେ ଭାରତ ସମେତ ଅନ୍ୟ ୬୪ ଦେଶକୁ ସହଯୋଗର ହାତ ବଡାଇଛି ଆମେରିକା । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ…

ଉଗ୍ର ହେଉଛି କରୋନା: ବିଶ୍ୱରେ ୩୦ ହଜାର ଟପିଲା ମୃତ୍ୟ ସଂଖ୍ୟା

ନୂଆଦିଲ୍ଲୀ: କରୋନା ଆଁରେ ସାରା ବିଶ୍ୱ । ଏହି ମହାମାରୀ ସାରାବିଶ୍ୱରେ ନେଲାଣି ୩୦ ହଜାରରୁ ଅଧିକ ମୁଣ୍ଡ । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ସାରା ବିଶ୍ୱରେ ଏପର୍ଯ୍ୟନ୍ତ ୬ ଲକ୍ଷ ୬୨ ହଜାର ୮୫୨ ଜଣ ଲୋକ ଆକ୍ରାନ୍ତ ଥିବା ବେଳେ ମୃତ୍ୟୁ ସଂଖ୍ୟା ୩୦ ହଜାର ୮୪୭ରେ ପହଞ୍ଚିଛି…

କରୋନା ମୁକାବିଲା: ପ୍ରଧାନମନ୍ତ୍ରୀଙ୍କ କେୟାର୍ସ ପାଣ୍ଠିକୁ ବିସିସିଆଇ ଦେଲା ୫୧ କୋଟି

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ବିସିସିଆଇର ୫୧ କୋଟି ଟଙ୍କା ସହାୟତା ଘୋଷଣା । ଇଣ୍ଡିଆନ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଅଫ୍ ଇଣ୍ଡିଆ(ବିସିସିଆଇ) ପକ୍ଷରୁ ଏ ନେଇ ଶନିବାର ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି । ବିସିସିଆଇ ଓ ରାଜ୍ୟ କ୍ରିକେଟ ବୋର୍ଡଙ୍କଠାରୁ ଆଦାୟ ଏହି ଅର୍ଥ ରାଶି…

ଭାରତର ଏହି ରାଜ୍ୟରେ ଏପର୍ଯ୍ୟନ୍ତ ପ୍ରବେଶ କରିନାହିଁ କରୋନା ଭାଇରସ !

ରାଞ୍ଚି: ସାରା ବିଶ୍ୱରେ କରୋନା ଆତଙ୍କ । ଚୀନରୁ ସୃଷ୍ଟ ଏହି ମାରାତ୍ମକ ଭୂତାଣୁ ଏବେ ସାରା ବିଶ୍ୱରେ ରଚୁଛି ମୃତ୍ୟୁର ତାଣ୍ଡବ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ଏପର୍ଯ୍ୟନ୍ତ ଏହା ୧୯୯ ଟି ଦେଶକୁ ନିଜ କବଳକୁ ନେଇ ସରିଛି । ଭାରତରେ ମଧ୍ୟ ଏହି ଭୂତାଣୁ ତା'ର କାୟା ବିସ୍ତାର କରିବାରେ…

ଭାରତରେ ଗମ୍ଭିର ହେଉଛି ସ୍ଥିତି: ହଜାରେ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ ଅଣାୟତ ହେଉଛି କରୋନା । ଦ୍ରୁତ ଗତିରେ ସଂକ୍ରମିତ ହୋଇ ଚାଲିଛି। ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ରବିବାର ଦିନ ଏହି ସଂଖ୍ୟା ୧୦୦୦ ଟପି ୧୦୨୯ ରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏଥିସହିତ…

କରୋନା ମୁକାବିଲା: ଟାଟାର ବଜେଟ୍ ୧୫୦୦କୋଟି !

ନୂଆଦିଲ୍ଲୀ: କରୋନା ମହାମାରୀ ବିରୋଧରେ ଏକଜୁଟ୍ ହୋଇଛି ସମଗ୍ର ଦେଶ । କ୍ରିକେଟର ଓ ସେଲିବ୍ରିଟିଙ୍କ ସହ ଆଗେଇ ଆସିଛି ଟାଟା କମ୍ପାନୀ । କରୋନା ମହାମାରୀ ବିରୋଧରେ ବିନିଯୋଗ କରିଛି ୧୫୦୦କୋଟି ଭଳି ମୋଟା ଅଙ୍କର ଅର୍ଥରାଶି । The COVID 19 crisis is one of the toughest challenges…

ଲଞ୍ଚ୍ ହେଲା ସାଓମି ୧୦ ସିରିଜ ସ୍ମାର୍ଟଫୋନ୍‌; ଜାଣନ୍ତୁ, କ’ଣ ରହିଛି ମୂଲ୍ୟ !

ନୂଆଦିଲ୍ଲୀ: ସାଓମି କେବଳ ମି ୧୦ ଏବଂ ମି ୧୦ ପ୍ରୋ ନୁହେଁ ବରଂ ଏହାର ମି ୧୦ ସିରିଜ୍ ଅନ୍ତର୍ଗତ ଅନ୍ୟ ଏକ ସ୍ମାର୍ଟଫୋନ୍ ମି ୧୦ ଲାଇଟ ମଧ୍ୟ ଲଞ୍ଚ କରିଛି | ଏହି ହାଲୁକା ସଂସ୍କରଣରେ, ଉପଭୋକ୍ତାମାନେ ବିଶେଷ ବୈଶିଷ୍ଟ୍ୟ ଭାବରେ ୫ଜି ସମର୍ଥନ ପାଇବେ | ଏହା ବ୍ୟତୀତ ଫୋନରେ ପଞ୍ଚ-ହୋଲ୍ ଡିସପ୍ଲେ…

କୋଭିଡ୍ -୧୯: କାହିଁକି ଭାଇରାଲ୍ ହେଲା ସାଉଦି ଡାକ୍ତରଙ୍କ ଭିଡିଓ ?

ସାଉଦି ଆରବ : କରୋନା ମହାମାରୀ ସହ ଲଢୁଛି ସାରା ବିଶ୍ୱ । ଏହି ଲଢେଇ ଭିତରେ ଜଣେ ଡାକ୍ତରଙ୍କ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ସାଉଦିରେ କରୋନା ମହାମାରୀକୁ ରୋକିବା ଲାଗି ମେଡିକାଲ୍ ପ୍ରଫେସ୍‌ନାଲ୍‌ ମାନଙ୍କୁ ଦିନରାତି ଖଟିବାକୁ ପଡୁଛି । ତା ଛଡା ଏହି ଭାଇରସ୍ ଯେପରି ଅନ୍ୟ…

କରୋନା ପ୍ରସଙ୍ଗ ପରେ ବିଗିଡ଼ି ଯାଇପାରେ ଚୀନ ହାଲତ !

ନୂଆଦିଲ୍ଲୀ: କରୋନା ଭୂତାଣୁ ସଂକ୍ରମଣର ଉତ୍ପତ୍ତିସ୍ଥଳ ହେଉଛି ଚୀନର ୟୁହାନ ସହର । ଚୀନରୁ ଏହି ମାରାତ୍ମକ ଭୂତାଣୁ ସଂକ୍ରମିତ ହୋଇ ଦ୍ରୁତଗତିରେ ସାରା ବିଶ୍ୱକୁ ବ୍ୟାପୀ ଯାଇଛି । ଏବେ ଏହି ଭୂତାଣୁ ସଂକ୍ରମଣର ପ୍ରଭାବରେ ଯୁକ୍ତରାଷ୍ଟ୍ର ଆମେରିକା, ଇଟାଲୀ, ସ୍ପେନ, ବ୍ରିଟେନ, ଜର୍ମାନୀ ସମେତ…