Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଲକ୍‌ଡାଉନ୍ ସମୟରେ ଭାରତୀୟଙ୍କ ପସନ୍ଦର ସପିଙ୍ଗ୍ ତାଲିକା ଜାରି କଲା “ସ୍ନାପ୍‌ଡିଲ୍‌”

ଭୁବନେଶ୍ୱର: କୋଭିଡ୍‌-୧୯ ମୁକାବିଲା ଲାଗି ଭାରତୀୟମାନେ ପ୍ରାୟ ଏକମାସ ହେଲାଣି ଲକ୍‌ଡାଉନ୍‌ରେ ଅଛନ୍ତି । ଏହି ସମୟରେ ଭାରତୀୟମାନେ କେଉଁ ସବୁ ଅଣ-ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଆଗ୍ରହ ପ୍ରକାଶ କରିଥିଲେ ତାହାର ଏକ ତାଲିକା ଦେଶର ଅଗ୍ରଣୀ ଇ-କମର୍ସ ସଂସ୍ଥା ସ୍ନାପ୍‌ଡିଲ୍ ପକ୍ଷରୁ ଜାରି…

କରୋନା ଅପଡେଟ୍‌; ବିଦେଶରେ ଅନନ୍ୟ ଢଙ୍ଗରେ ଭାରତୀୟ ମହିଳା ଡାକ୍ତର ସମ୍ମାନିତ !

ଆମେରିକା: କରୋନା ଯୁଦ୍ଧରେ ସାରା ବିଶ୍ୱର ଡାକ୍ତର ସାଜିଛନ୍ତି ଆଗଧାଡିର ଯୋଦ୍ଧା । ଖାସ କରି ବିଦେଶରେ ଭାରତୀୟ ଡାକ୍ତରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି । ନିକଟରେ ଜଣେ ଭାରତୀୟ ମହିଳା ଡାକ୍ତରଙ୍କ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ଯାହାଙ୍କୁ ବେଶ ଅନନ୍ୟ ଢଙ୍ଗରେ ସ୍ଥାନୀୟ…

ଫୋବର୍ସ ରିପୋର୍ଟ: କରୋନା ସଂକ୍ରମଣ ରୋକିବାରେ ଚୀନଠାରୁ ଭାରତ ଆଗରେ

ୱାଶିଂଟନ: ଫୋବର୍ସ ପତ୍ରିକାରେ କରୋନା ଭାଇରସ ନେଇ ଏକ ତଥ୍ୟଭିତିକ ରିପୋର୍ଟ ପ୍ରକାଶ ପାଇଛି । ହଂକଂର ଲୋକପ୍ରିୟ ଏଜେନ୍ସି ଡିପ ନଲେଜ ଗ୍ରୁପ ଲୋକଙ୍କ ସୁରକ୍ଷା, ଚିକିତ୍ସା ଓ ସରକାରୀ ମ୍ୟାନେଜମେଂଟ ପରି ୭୬ ବିଷୟରେ ୨୦୦ ଦେଶକୁ ନେଇ ସର୍ଭେ କରିବା ସହ ରିପୋର୍ଟ ପ୍ରକାଶ କରିଛି । ସଂକ୍ରମଣ…

କରୋନା ପ୍ରଭାବ: ଅମରନାଥ ଯାତ୍ରା ରଦ୍ଦ

ଜମ୍ମୁ: କରୋନା ଭାଇରସ ପ୍ରଭାବ ଯୋଗୁ ୨୦୨୦ ପାଇଁ ଅମରନାଥ ଯାତ୍ରାକୁ ରଦ୍ଦ କରି ଦିଆଯାଇଛି । ଚଳିତ ବର୍ଷ ୨୩ ଜୁନରୁ ଏହି ଯାତ୍ରା ଆରମ୍ଭ ହେବାର ଥିଲା । ଜମ୍ମୁ ରାଜଭବନରେ ବୁଧବାର ରାଜ୍ୟପାଳ ଗିରିଶ ଚନ୍ଦ୍ର ମୁର୍ମୂ ଏହା ଘୋଷଣା କରିଥିଲେ । ଗତବର୍ଷ ଅଗଷ୍ଟରେ ୩୭୦ ଧାରା ଉଠିବା ପରେ ସୁରକ୍ଷା…

ଗୃହମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ପ୍ରତିବାଦରୁ ହଟିଲେ ଆଇଏମ୍ଏ ଡାକ୍ତର

ନୂଆଦିଲ୍ଲୀ: ସୁରକ୍ଷା ପ୍ରତିଶ୍ରୁତି ମିଳିବା ପରେ ପ୍ରତ୍ୟହାର ହେଲା ଆଇଏମଏ ଡାକ୍ତରଙ୍କ ପ୍ରତିବାଦ । ଗୃହମନ୍ତ୍ରୀ ଅମିତ ଶାହା ଏବଂ ସ୍ବାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନଙ୍କ ସହ ଭିଡିଓ କନ୍‌ଫରେନ୍ସ କରିବା ପରେ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍‌ର ଡାକ୍ତରମାନେ ଦୁଇ ଦିନ ହେବ…

[ଭିଡ଼ିଓ]: ଶୋଇଥିଲେ ଅରବାଜ, ନିଶ ଦାଢ଼ି କାଟି ଦେଲେ ଗାର୍ଲଫ୍ରେଣ୍ଡ ଜର୍ଜିଆ

ମୁମ୍ବାଇ: ଲକଡାଉନ ସମୟରେ ସିନେ ତାରକା ମାନଙ୍କ ସୋସିଆଲ ଆକାଉଣ୍ଟରେ ଦେଖିବାକୁ ମିଳୁଛି ମଜଳିଆ ଭିଡ଼ିଓ ଓ ପୋଷ୍ଟ । ସେହିଭଳି ଏକ ମଜାଦାର ଭିଡ଼ିଓ ସାମ୍ନାକୁ ଆସିଛି । ଅରବାଜ ଖାନଙ୍କ ଗର୍ଲଫ୍ରେଣ୍ଡ ଜର୍ଜିଆ ଏକ ମଜାଦାର ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ ଅରବାଜ ଶୋଇଥିବା ବେଳେ ସେ…

ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟରେ କରୋନା, ଜଣେ ପଜିଟିଭ

ନୂଆଦିଲ୍ଲୀ: ସାରା ଦେଶରେ ଜାରି ରହିଛି କରୋନା ବିରୋଧୀ ଲଢ଼େଇ । ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଜଣେ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାପରେ ବେସାମରିକ ବିମାନ ଚଳାଚଳ ମୁଖ୍ୟାଳୟକୁ ସିଲ୍ କରାଯିବ ବୋଲି ଜଣାପଡିଛି । ଆକ୍ରାନ୍ତ ବ୍ୟକ୍ତି ଜଣକ ଏପ୍ରିଲ୍ ୧୫ରେ ଅଫିସ…

କରୋନା ଯୋଦ୍ଧାଙ୍କୁ ଆକ୍ରମଣ କଲେ ହେବ ୭ ବର୍ଷ ଜେଲ୍‌

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ କଲେ ହେବ ୭ ବର୍ଷ ଜେଲ୍ । କେବଳ ସେତିକି ନୁହେଁ କରୋନା ଯୋଦ୍ଧାଙ୍କୁ ଭେଦଭାବ କରିବେ ସେମାନଙ୍କୁ ୩ ମାସରୁ ୫ ବର୍ଷ ପର୍ଯ୍ୟନ୍ତ ଭୋଗିବାକୁ ପଡିବ ଜେଲ୍ ଦଣ୍ଡ । ଏଥିସହ ୫୦ ହଜାରରୁ ୨ଲକ୍ଷ ପର୍ଯ୍ୟନ୍ତ ମଧ୍ୟ ଜରିମାନା ଦେବାକୁ ପଡିବ ବୋଲି ଆଜି…

ବିଚିତ୍ର ପାକିସ୍ତାନ; ୬୦ ବର୍ଷର ପୁରୁଷ ଗର୍ଭବତୀ !

ପାକିସ୍ତାନ: କରୋନା ସଂକ୍ରମିତ ରୋଗୀଙ୍କ ପରୀକ୍ଷଣ ହେଉ ବା ନ ହେଉ ଗର୍ଭାବସ୍ଥା ପରୀକ୍ଷଣ କିନ୍ତୁ ପାକିସ୍ତାନରେ ସଠିକ୍ ଚାଲିଛି । ମହିଳା ନୁହେଁ ବରଂ ଜଣେ ୬୦ ବର୍ଷିୟ ପୁରୁଷଙ୍କୁ ଏକ ଲ୍ୟାବ୍ ଗର୍ଭବତୀ ଘୋଷଣା କରିଛି । ପାକିସ୍ତାନୀ ନ୍ୟୁଜ ସାଇଟ୍ 24newshd ଅନୁଯାୟୀ ସୋମବାର ଖାନେୱାଲ୍…

ଗଣମାଧ୍ୟମ ସଂସ୍ଥା ପାଇଁ ନିର୍ଦ୍ଦେଶନାମା ଜାରି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଗଣମାଧ୍ୟମ ପ୍ରତିନିଧି ସେମାନଙ୍କ କର୍ତ୍ତବ୍ୟ ପାଳନ କରିବା ସମୟରେ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ । ମୁମ୍ବାଇରେ ୫୩ ଜଣ ସାମ୍ବାଦିକ ଏବଂ ଚେନ୍ନାଇରେ ୨୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ…